ବ୍ରହ୍ମଦଣ୍ଡରେ ବାନା : କେନ୍ଦୁଝର
କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀବଳଦେବଜୀଉଙ୍କ ମନ୍ଦିର ରାଜା ଲକ୍ଷ୍ମୀନାରାୟଣ ଭଞ୍ଜ ୧୬୭୧ ମସିହାରେ ପ୍ରତିଷ୍ଠା କରିଥିଲେ ା ଏହି ମନ୍ଦିରର ନୀଳଚକ୍ର ଅଷ୍ଟଧାତୁରେ ନିର୍ମିତ ା ତେବେ ତନ୍ତ୍ର ବଳରେ ଏହାକୁ ମନ୍ଦିର ଉପରେ ସ୍ଥାନିତ କରାଯାଇଥିବା କୁହାଯାଏ ା ନୀଳଚକ୍ର…
ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ବାସ୍ଥ୍ୟମନ୍ତ୍ରୀ, ପ୍ରଭାବିତ ରାଜ୍ୟକୁ ପଠାଯିବ ଟିମ୍
ନୂଆଦିଲ୍ଲୀ,୨୦।୬: ଦେଶର ଅନେକ ଅଞ୍ଚଳରେ ଭୀଷଣ ଗରମ ହେତୁ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଅଶୁଂଘାତ ଜନିତ କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଦିଲ୍ଲୀରେ ଏକ…
ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା
ଶ୍ରୀବ୍ୟାସଦେବଙ୍କ ପ୍ରଣିତ ବ୍ରହ୍ମତନ୍ତ୍ର ଓ ପଦ୍ମ ପୁରାଣରେ ଉତ୍କଳର ୫ ଆଧ୍ୟାତ୍ମିକ କ୍ଷେତ୍ର ମଧ୍ୟରେ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ର ଅନ୍ୟତମ ବୋଲି ଉଲ୍ଲେଖ ଅଛି। କନ୍ଦରାସୁରର କନ୍ୟା ତୁଳସୀଙ୍କୁ ବିବାହ କରି ଶ୍ରୀବଳଦେବଜୀଉ ଏଠାରେ ରହିବାରୁ ଏହାର ନାମ ତୁଳସୀକ୍ଷେତ୍ର। ବିପ୍ରମାଧୁରୀଙ୍କ ତୁଳସୀ…
ଆମେରିକାରେ ଏଲନ ମସ୍କଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି
ଓ୍ବାଶିଂଟନ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ଟେସଲା ସିଇଓ ତଥା ଟୁଇଟର ମାଲିକ ଏଲନ ମସ୍କଙ୍କୁ ଭେଟିବେ। ଆମେରିକୀୟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ଭେଟିବେ। ଏହାପୂର୍ବରୁ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଏଲନ…
ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି
ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାଲେଶ୍ୱର ଜିଲା ନୀଳଗିରିର ଶ୍ରୀଜଗନ୍ନାଥ ମନ୍ଦିର। ବୀର ବସନ୍ତ ନାରାୟଣ ବିରାଟ ଭୁଜଙ୍ଗ ମାନ୍ଧାତାଙ୍କ ସମୟରେ ଜଗନ୍ନାଥ ସଂସ୍କୃତି ଗରଡ଼ିହି ରାଜବାଟୀରୁ ଆରମ୍ଭ ହୋଇ ୧୭୫୦ ମସିହାରେ ରାଜା ଶ୍ରୀରାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ନୀଳଗିରିରେ ଦେଉଳ ପ୍ରତିଷ୍ଠା…
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା
ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ଶ୍ରୀହରିବଳଦେବ ଜୀଉ ବିଜେ ପୂଜା ପାଉଛନ୍ତି ା ଏଠାକାର ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ଏବଂ ନେତ୍ରୋତ୍ସବରେ ପତିତପାବନ ବାନା ବନ୍ଧାଯାଇଥାଏ ା ଅନ୍ୟାନ୍ୟ ସମୟରେ ଭକ୍ତଙ୍କ ମାନସିକ ପୂରଣ ପାଇଁ ଏହି ବାନା ବନ୍ଧା…
ସିଗ୍ନାଲ ଜେଇଙ୍କ ଉପସ୍ଥିତିରେ ଖୋଲିଲା ସିଲ୍ ଘର
ଭୁବନେଶ୍ୱର,୨୦।୬: ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ରେଲଓ୍ବେ ସୋର ସେକ୍ସନ ସିଗ୍ନାଲ ଜେଇଙ୍କ ଅମୀର ଖାନଙ୍କ କମରପୁର ଭଡା ଘର ସୋମବାର ସିଲ୍ କରାଯାଇଥିଲା। ତେବେ ମଙ୍ଗଳବାର ସିବିଆଇ ଅମୀର ଖାନଙ୍କ ଉପସ୍ଥିତରେ ସିଲ୍ ଖୋଲିଛି। ଘର ଭିତରେ…
ଲାଞ୍ଚ ମାମଲାରେ ପ୍ରଧାନ ଶିକ୍ଷକଙ୍କୁ ୨ ବର୍ଷ ଜେଲ
ସୁନ୍ଦରଗଡ଼,୧୯।୬(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସୋମବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ବଡ଼ଗାଁ ସ୍କୁଲ ଇନ୍ସପେକ୍ଟରଙ୍କ ଅଫିସରେ କାର୍ଯ୍ୟରତ ତତ୍କାଳୀନ ଶିକ୍ଷକ ମହେଶ୍ବର ତାଣ୍ଡିଆଙ୍କୁ ୨ ବର୍ଷ ଜେଲ ଦଣ୍ଡ ସହ ୨ହଜାର ଟଙ୍କା ଜରିମାନା ଆଦେଶ…
ମହିଳାଙ୍କୁ ହତ୍ୟା କରି ପୋଡ଼ିଦେଲେ
ଖପ୍ରାଖୋଲ/ପାଟଣାଗଡ଼, ୨୦ା୬(ଅଭୟ ତ୍ରିପାଠୀ/ପ୍ରହଲ୍ଲାଦ ପାଢୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତୁଲାମହୁଲ ଗାଁର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ସମ୍ପର୍କୀୟଙ୍କ ସହ ମିଶି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ମୃତା ମହିଳା ହେଲେ ଚୂଳବତୀ ସାହୁ…
… ଦେଖ ଉଡ଼ୁଛି ବାନା
ଠାକୁର ସେ ବଡ଼ ଠାକୁର। ଓଡ଼ିଆର ପ୍ରାଣ ସ୍ପନ୍ଦନ। ହାତ ଗୋଡ଼ ନାହିଁ ସିନା ସେ କିନ୍ତୁ ସାରା ଜଗତର। ତେଣୁ ମନ୍ଦିରରେ ଉଡ଼ାଇ ଚାଲିଛନ୍ତି ସେ ବିଜୟ ଧ୍ୱଜା। ନୀଳଚକ୍ର ଉପରେ ଉଡୁଛି ବାନା, ନଁା ତାହାର ପତିତପାବନ। ପତିତପାବନଙ୍କୁ…
୫ ପତିତପାବନ
ଶ୍ରୀମହଦ୍ ଯୋଗୀ ଘୋଷଣା କରିଥିଲେ ଶ୍ରୀପୁରୁଷୋତ୍ତମ ହେଉଛନ୍ତି ପତିତପାବନଙ୍କର ପ୍ରଭୁ। ଶ୍ରୀମାନ୍ ପତିତପାବନ। ପତିତ ଅର୍ଥକୁ ସେଠି ‘ଜାତି’ ଅର୍ଥରେ ଗ୍ରହଣ ନ କରି ପତିତ ମାନସିକତା ଅର୍ଥରେ ଗ୍ରହଣ କରିଛନ୍ତି। ମଣିଷର ମାନସିକତା ପତିତ ବା ନିମ୍ନାଭିମୁଖୀ ହେଲେ, ତାହାକୁ…
ତହସିଲ ଅଜାଣତରେ ସିଟିଓ ଦିଆଯାଇଥିଲା
ସମ୍ବଲପୁର,୨୦ା୬(ଶୁଭାଶିଷ ପାଢୀ): ସମ୍ବଲପୁର ଜିଲା ଯୁଯୁମୁରା ତହସିଲ ନୀଡୁଙ୍ଗୁରୀଠାରେ ପାଉଁଶ ଡମ୍ପିଂ ଯୋଗୁ ଉପୁଜୁଥିବା ସମସ୍ୟା ନେଇ ଜୁନ ୧୨ରେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟରେ ଖବର ପ୍ରକାଶ ପାଇଥିଲା। ଏହାପରେ ଜନପ୍ରତିନିଧି ଓ ପ୍ରଶାସନ ପକ୍ଷରୁ ତପ୍ତରତା ପ୍ରକାଶ ପାଇଥିଲା।…
Archives


