ଏଏଫ୍ସି ଉନ୍ନୟନ କମିଟିରେ ଅଭିଜିତ
ଭୁବନେଶ୍ୱର, ୨୧।୬ (ତପନ ସ୍ବାଇଁ): ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍ଏଫ୍) କାର୍ଯ୍ୟକାରିଣୀ ସଦସ୍ୟ ତଥା ଫୁଟବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ଯୁଗ୍ମ ସମ୍ପାଦକ ଅଭିଜିତ ପଲ୍ ଏଏଫ୍ସି (ଏସିଆନ ଫୁଟବଲ କନ୍ଫେଡେରେଶନ) ଉନ୍ନୟନ କମିଟିରେ ସ୍ଥାନ ପାଇଛନ୍ତି। ଓଡ଼ିଶାର ପ୍ରଥମ…
ରେସ୍ ଓ୍ବାକ୍ ପୂର୍ବରୁ ମଞ୍ଜୁଙ୍କ ହର୍ଡଲ୍ସ
ନୂଆଦିଲ୍ଲୀ, ୨୧ା୬(ପି.ଟି.): ଦେଶର ଟପ୍ ରେସ୍ ଓ୍ବାକର୍ ପଞ୍ଜାବର ୨୪ ବର୍ଷୀୟା ମଞ୍ଜୁ ରାଣୀ ଷଷ୍ଠ ଶ୍ରେଣୀରୁ ଏହି କ୍ରୀଡା ପ୍ରତି ଆକର୍ଷିତ ହେଲେ। ନିକଟରେ ଶେଷ ହୋଇଥିବା ଜାତୀୟ ଆନ୍ତଃରାଜ୍ୟ ଆଥ୍ଲେଟିକ ମିଟ୍ରେ ସେ ୩୫ କିମି ରେସ୍ ଓ୍ବାକରେ…
ଓସିଏଲ୍ ୨୦୨୩: ଜାଗୁଆର୍ସ, ପାନ୍ଥର୍ସ ବିଜୟୀ
ଭୁବନେଶ୍ୱର, ୨୧ା୬(ସରୋଜ ଜେନା): ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା କ୍ରିକେଟ୍ ଲିଗ୍(୨୦୨୩)ର ନବମ ଦିନରେ ବିଜୟୀ ହୋଇଛନ୍ତି ଓଡ଼ିଶା ଜାଗୁଆର୍ସ ଓ ଓଡ଼ିଶା ପାନ୍ଥର୍ସ। ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍ରେ ଓଡ଼ିଶା ଜାଗୁଆର୍ସ ୮ ଉଇକେଟରେ ଓଡ଼ିଶା ଚିତାସ୍କୁ…
ଇନ୍ଫିନିକ୍ସର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୨୧।୬: ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଇନ୍ଫିନିକ୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ଉତ୍ପାଦ ‘ନୋଟ୍ ୩୦ ୫ଜି’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ନୋଟ୍ ୩୦ ୫ଜିରେ ଆଇପିଏସ୍ ଏଲ୍ଟିପିଏସ୍ ୬.୭୮ ଇଞ୍ଚ୍ର ଫୁଲ୍ ଏଚ୍ଡି+ ୧୨୦ଏଚ୍ଜେଡ୍…
ଆଇଏମ୍ଏମ୍ଟି ଭୁବନେଶ୍ୱର ସହ ଏଏମ୍ଏନ୍ଏସ୍ ଇଣ୍ଡିଆର ବୁଝାମଣା
ଭୁବନେଶ୍ୱର,୨୧।୬: (ଅଭୟ ଦାଶ): ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ୍ (ଏଏମ୍-ଏନ୍ଏସ୍) ଇଣ୍ଡିଆର ଓଡ଼ିଶା ୟୁନିଟ୍ ଏବଂ କେନ୍ଦ୍ରୀୟ ଗବେଷଣା ସଂସ୍ଥା ସିଏସଆଇଆର୍-ଆଇଏମ୍ଏମ୍ଟି ଭୁବନେଶ୍ୱର ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ନିମ୍ନମାନର ଲୁହାପଥର ଓ ଲୁହାପଥର…
୨୨ ପରିବର୍ତ୍ତେ ୨୩ରେ କଳାହାଣ୍ଡି ଆସିବେ ନଡ୍ଡା
ଭୁବନେଶ୍ବର, ୨୧ା୬(ସୁନିତ୍ ମିଶ୍ର): ଭାଜପାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓଡ଼ିଶା ଆସିବାକୁ ଥିବା କେନ୍ଦ୍ରୀୟ ନେତାମାନଙ୍କ ଗସ୍ତ କାର୍ଯ୍ୟକ୍ରମରେ ବାରମ୍ବାର ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି। ପ୍ରଥମେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଢେଙ୍କାନାଳ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିଲା।…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ସ୍ବାମୀ ପ୍ରେମାନନ୍ଦ ଗିରଫ
ହାଇଦ୍ରାବାଦ,୨୧।୬: ବିଶାଖାପାଟଣାର ଜ୍ଞାନନନ୍ଦ ଆଶ୍ରମରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯାଗରେ ଆଶ୍ରମର ସାଧୁ ସ୍ବାମୀ ପ୍ରେମାନନ୍ଦ (୬୪)ଙ୍କୁ ପୋଲିସ ଗିରଫ କରିଛି। ନାବାଳିକା ଜଣକ ଆଶ୍ରମରୁ ଲୁଚି ଟ୍ରେନ୍ରେ ବିଜୟଓ୍ବାଡା ଯାଇ ଦିଶା ଥାନାରେ ସାଧୁଙ୍କ ବିରୋଧରେ ଅଭିଯୋଗ…
ଜାନୁୟାରୀ ୧୪ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା
ଲକ୍ଷ୍ନୌ,୨୧।୬: ଆସନ୍ତା ବର୍ଷ ଜାନୁୟାରୀ ୧୪ ମକର ସଂକ୍ରାନ୍ତି ଅବସରରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଭିଷେକ କାର୍ଯ୍ୟକ୍ରମ ୧୦ ଦିନ ଧରି ଚାଲିବ। କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ…
ଟାଇଟାନିକ୍ ପାଇଁ ଟାଇଟନ୍ ନିଖୋଜ
ଓ୍ବାଶିଂଟନ୍,୨୧ା୬: ୧୯୧୨ ଏପ୍ରିଲ ୧୫ରେ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ବୁଡ଼ିଯାଇଥିବା ବ୍ରିଟିଶ୍ ଜାହାଜ ଟାଇଟାନିକ୍ର ଭଗ୍ନାବଶେଷ ଦେଖିବାକୁ ଯାଇଥିବା ଏକ ବୁଡ଼ାଜାହାଜ ରବିବାର ନିଖୋଜ ହୋଇଯାଇଛି। ଟାଇଟନ୍ ନାମକ ଏହି ଭେସେଲରେ ଥିବା ୫ ଜଣ ବ୍ୟକ୍ତିଙ୍କୁ ଅଦ୍ୟାବଧି ଠାବ କରାଯାଇପାରିନାହିଁ।…
୧୦୦ କୋଟିର ଅଣ୍ଡା
କାନବେରା: ଆଜିକାଲି ଦୋକାନରେ ଗୋଟେ ଅଣ୍ଡା ୬/୭ ଟଙ୍କାରେ ମିଳୁଛି। ହେଲେ ଅଷ୍ଟ୍ରେଲିଆର ସୁପରମାର୍କେଟରେ ଏପରି ଏକ ଅଣ୍ଡା ମିଳୁଛି, ଯାହାର ଦାମ୍ ୧୦୦ କୋଟି ଟଙ୍କା। ସେହି ଅଣ୍ଡାଟି ସାଧାରଣ ଅଣ୍ଡାର ଆକାର ଭଳି ନୁହେଁ, ତା’ର ଆକାର ଗୋଲାକାର।…
ସୂର୍ଯ୍ୟଙ୍କ ପୃଷ୍ଠଭୂମିର ଚିତ୍ର ପଠାଇବ ଏସ୍ୟୁଆଇଟି
ପୁଣେ: ପୁଣେର ଇଣ୍ଟର ୟୁନିଭର୍ସିଟି ସେଣ୍ଟର ଫର୍ ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ (ଆଇୟୁସିଏଏ) ନିକଟରେ ଏକ ସୂର୍ଯ୍ୟ ମିଶନ ପାଇଁ ଟେଲିସ୍କୋପ ପ୍ରସ୍ତୁତ କରିଛି। ସୋଲାର ଅଲ୍ଟାଭାଉଲେଟ୍ ଇମେଜିଂ ଟେଲିସ୍କୋପ(ଏସ୍ୟୁଆଇଟି) ବର୍ତ୍ତମାନ ଭାରତୀୟ ମହାକାଶ ଅନୁସନ୍ଧାନ ଅନୁଷ୍ଠାନ(ଇସ୍ରୋ) ପକ୍ଷରୁ ଛଡ଼ାଯିବ। ଏହି…
ସୁସ୍ଥ ମନ ପାଇଁ ସଙ୍ଗୀତ
ବ୍ୟସ୍ତ ବହୁଳ ଜୀବନରେ ଅବସର ବିନୋଦନର ଆବଶ୍ୟକତା ରହିଛି। ଯାହାର ସହଜ ମାଧ୍ୟମ ହେଉଛି ସଙ୍ଗୀତ ଶୁଣିବା। ଏହାଦ୍ୱାରା ଭାରାକ୍ରାନ୍ତ ମନ ପ୍ରଫୁଲ୍ଲ ହୋଇଥାଏ। ଏକ ସୁସ୍ଥ ଓ ଅବସାଦମୁକ୍ତ ଜୀବନ ପାଇଁ ସଙ୍ଗୀତର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ…
Archives


