ପତିତପାବନ
”ଦିଅଁ ସେ ଦାରୁଦିଅଁ। ଠାକୁର ସେ ବଡ଼ଠାକୁର। ଲୀଳାମୟ ପ୍ରଭୁ ସେ ସାରାଜଗତର। ବହୁ ନାମରେ ସେ ହୁଅନ୍ତି ପୂଜିତ। ସେଥିମଧ୍ୟରୁ ଅନ୍ୟତମ ପତିତପାବନ। ମହାପ୍ରଭୁ ଶ୍ରୀପତିତପାବନ ଏକକ ବିଗ୍ରହ ଭାବେ ଶ୍ରୀମନ୍ଦିର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପାସିତ। ତାଙ୍କ…
କେଜ୍ରିଓ୍ବାଲଙ୍କ ଅଧ୍ୟକ୍ଷତାରେ ବସିବ ଏନ୍ସିସିଏସଏର ପ୍ରଥମ ବୈଠକ,ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ,୨୦।୬: ଦେଶର ରାଜଧାନୀ ଦିଲ୍ଲୀରେ ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ପ୍ରସଙ୍ଗରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି। ଏକ ନିୟମାବଳୀ ମାଧ୍ୟମରେ ସେବା ବିଭାଗ ସହ ଜଡିତ ପ୍ରସଙ୍ଗଗୁଡ଼ିକ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ କେନ୍ଦ୍ର…
ଆଦିପୁରୁଷ: ବିବାଦ ମଧ୍ୟରେ ଫିଲ୍ମର ଭିଡିଓ ଶେୟାର କଲେ କ୍ରିତି
ମୁମ୍ବାଇ: ଓମ ରାଉତଙ୍କ ନିର୍ଦ୍ଦେଶଇତ ମୁଭି ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହେବା ପରଠାରୁ ବିବାଦରେ ଛନ୍ଦି ହୋଇପଡିଛି। ନେପାଳରୁ ବଲିଉଡ ଚଳଚ୍ଚିତ୍ର ଉପରେ ନିଷେଧାଦେଶ ଠାରୁ ଆରମ୍ଭ କରି ଆଦିପୁରୁଷରୁ ଏକ ‘ଆପତ୍ତିଜନକ’ ଲାଇନ ଡିଲିଟ କରିବା, ଫିଲ୍ମର ‘ଗମ୍ଭିର’ ସଂଳାପକୁ…
ନୀତୀଶଙ୍କ ତାମିଲନାଡୁ ଗସ୍ତ ବାତିଲ
ପାଟନା, ୨୦।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ତାମିଲନାଡୁ ଯାତ୍ରା ହଠାତ୍ ବାତିଲ ହୋଇଛି। ସିଏମ ନୀତୀଶ କୁମାରଙ୍କୁ ଆଜି ତାମିଲନାଡୁ ଯିବାକୁ ଥିଲା। ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ମନ୍ତ୍ରୀ ସଞ୍ଜୟ ଝା ପାଟନାଠାରୁ ଚେନ୍ନାଇ ଯାଇଛନ୍ତି। ସିଏମ…
ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡରେ କଡା ନିୟମ, ଉଲ୍ଲଂଘନ କଲେ ଛଡାଇ ନିଆଯିବ ଭୋଟ ଭଳି ଅଧିକାର
ଡେରାଡୁନ,୨୦।୬: ଆସନ୍ତା ୨୦୨୪ରେ ହୋବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବିଷୟରେ ଆଲୋଚନା ତୀବ୍ର ହୋଇଛି। ଭାଜପା ଶାସିତ ରାଜ୍ୟମାନଙ୍କରେ ଏ ବିଷୟରେ ଅନେକ ଆଲୋଚନା ହେଉଛ। ଏହି ସମୟରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ…
ଦିଲ୍ଲୀର ୨ କୋଟି ଲୋକଙ୍କ ଦାୟିତ୍ୱ କାହାର? ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୦।୬: ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ କେନ୍ଦ୍ର ସରକାର ଏବଂ କେଜ୍ରିଓ୍ବାଲ ସରକାରଙ୍କ ମଧ୍ୟରେ ରାଜନୈତିକ ତକ୍ତତା ବନ୍ଦ ହେବାର ନାମ ନେଉନାହିଁ। ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରାଜ୍ୟପାଳ ଭି.କେ ସାକ୍ସେନାଙ୍କୁ ଚିଠି ଲେଖି ରାଜ୍ୟରେ ଆଇନ ବ୍ୟବସ୍ଥାକୁ…
ବାଘ ସହ ତୃଣଭୋଜିଙ୍କ ଗଣନା ଆରମ୍ଭ
ନୟାଗଡ଼,୨୦।୬ (ଲୋକନାଥ ମିଶ୍ର): ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପକ୍ଷରୁ ମହାନଦୀ ବନ୍ୟପ୍ରାଣୀ ଡଭିଜନର କୁଶଙ୍ଗ, କୁଅଁାରିଅଁା, ଛାମୁଣ୍ଡିଆ, ବାଣିଗୋଛା(ପଶ୍ଚିମ) ଭଳି ୪ଟି ରେଞ୍ଜରେ ବାଘ ସମେତ ମାଂସାସୀ ପ୍ରାଣୀ ଓ ତୃଣଭୋଜୀ ପ୍ରାଣୀଙ୍କ ପ୍ରାକ୍ ମୌସୁମୀ ଗଣନା ଆରମ୍ଭ ହୋଇଛି। ଏହି…
ଖବରକାଗଜରେ ନନ୍ଦିଘୋଷ ନିର୍ମାଣ
ବ୍ରହ୍ମପୁର,୨୦ା୬(ସ୍ମୃତି ରଞ୍ଜନ ମହାଲିକ୍): ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଏକ ନିଆରା ପ୍ରୟାସରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି। ଖବର କାଗଜରେ ସେ ୭ ଇଞ୍ଚ ଉଚ୍ଚତା, ୪.୫ ଇଞ୍ଚ ଓସାରର ଏହି ରଥ ତିଆରି କରିଛନ୍ତି। ୪୫…
ଭିଏତନାମକୁ କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ ‘ଆଇଏନ୍ଏସ୍ କୃପାଣ’ ଉପହାର ଦେବ ଭାରତ
ନୂଆଦିଲ୍ଲୀ,୨୦।୬: ଚାଇନା ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏତନାମର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଫାନ ୱାନ ଜିଆଙ୍ଗଙ୍କ ସହ ଆଲୋଚନା କରି ଘୋଷଣା କରିଛନ୍ତି ଯେ ଭିଏତନାମର…
ମୋଦିଙ୍କ ଆମେରିକା ଯାତ୍ରା ଐତିହାସିକ, ୟୁଏସ କଂଗ୍ରେସରେ କରିବେ ନିଆରା ରେକର୍ଡ, ହେବେ ପ୍ରଥମ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କର ପ୍ରଥମ ରାଜକୀୟ ଗସ୍ତରେ ଆମେରିକା ଯାଇଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫାଷ୍ଟ ଲେଡି ଜିଲ ବାଇଡେନଙ୍କ ନିମନ୍ତ୍ରଣରେ ମୋଦିଙ୍କ ଆମେରିକା ଗସ୍ତ ଅନେକ କ୍ଷେତ୍ରରେ ଐତିହାସିକ ହେବାକୁ ଯାଉଛି। ମୋଦି ଏହି…
ଆଜି ପହଣ୍ଡି, ବୁଧବାର ରଥଯାତ୍ରା
ବାରିପଦା,୨୦ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେଙ୍କ ଜଗନ୍ନାଥ ମନ୍ଦିରରେ ସୋମବାର ନେତ୍ରୋସତ୍ବ ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ତିନି ଦିଅଁଙ୍କ ନବଯୌବନ ସହ ରୂପା ବେଶ ଦର୍ଶନ କରି ଭକ୍ତମାନେ ଭାବବିହ୍ବଳ ହୋଇପଡ଼ିଛନ୍ତି। ମଙ୍ଗଳବାର…
କାହାର ସ୍ଥାନ ନେବାକୁ ଚାହୁଁନାହିଁ: ମୋଦି
ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାକୁ ରାଜକୀୟ ଗସ୍ତରେ ମଙ୍ଗଳବାର ବାହାରି ଯାଇଛନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ରାଜକୀୟ ଗସ୍ତ, ଯେଉଁଥି ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫାଷ୍ଟ ଲେଡି ଜିଲ ବାଇଡେନ ତାଙ୍କୁ ନିମନ୍ତ୍ରଣ…
Archives


