Home Left

ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି ସବିତା

ଲହୁଣୀପଡା,୨୮ା୭(ଦାଶରଥି ପଣ୍ଡା): ଦୃଢ଼ ଇଚ୍ଛାଶକ୍ତି ଏବଂ ମନୋବଳ ଆଗରେ ହାର ମାନିଛି ସବୁ କିଛି। ନିଜ ସ୍ବାମୀ ଆରପାରିକି ଚାଲିଯିବା ପରେ ପରିବାର ପ୍ରତିପୋଷଣ ପାଇଁ ମହିଳା ଜଣକ ଅଟୋ ଚଳାଉଛନ୍ତି। ସଂସାରରେ ବଞ୍ଚିବାକୁ ହେଲେ ସଂଘର୍ଷ କରିବା ଅନିବାର୍ଯ୍ୟ ବୋଲି…

୨୦୨୪ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କଲା ଏହି ୧୫ ଦଳ

ନୂଆଦିଲ୍ଲୀ,୨୮।୭: ୨୦୨୪ ଆଇସିସି ଟି -୨୦ ବିଶ୍ୱକପ ଆସନ୍ତା ବର୍ଷ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବ। ଏହା ଟି -୨୦ ବିଶ୍ୱକପର ୯ମ ସଂସ୍କରଣ ହେବ। ୨୦୨୪ ଟି -୨୦ ବିଶ୍ୱକପରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ। ତେବେ ଏହି…

ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବିରେ କଂଗ୍ରେସର ରାସ୍ତାରୋକୋ

ବଲାଙ୍ଗୀର,୨୮ା୭(ବୀରେନ୍ଦ୍ର ଝାଙ୍କର): ବଲାଙ୍ଗୀର ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଓ ବଲାଙ୍ଗୀରରେ ସୂତାକଳ ପ୍ରତିଷ୍ଠା ଦାବିରେ ଜିଲା କିଷାନ କଂଗ୍ରେସ ପକ୍ଷରୁ ଶୁକ୍ରବାର ପର୍ଯ୍ୟନ୍ତ ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପଥରଚେପାଠାରେ ରାସ୍ତାରୋକୋ କରାଯାଇଥିଲା। ଏଥିରେ ଜିଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର,…

ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ନୟାଗଡ଼,୨୮ା୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ତହସିଲରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଗୋଟିଏ ବାଲି ଗାଡ଼ିକୁ ଛାଡ଼ିବା ପାଇଁ ୧୩ ହଜାର ଟଙ୍କା ତୁଟିଥିଲା।…

ସୋର୍ଲୁକୋଣ୍ଡା ବ୍ୟାରେଜର ୨ ମୁଖ୍ୟ ଫାଟକ ଅଚଳ

ବାଲିମେଳା,୨୮ା୭(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ରହିଛି ପୋଟେରୁ ଜଳ ସେଚନ ପ୍ରକଳ୍ପର କାର୍ଯ୍ୟାଳୟ। ଜିଲାର ଚାଷୀଙ୍କୁ ପୋଟେରୁ ଜଳସେଚନ ବିଭାଗ ପକ୍ଷରୁ ସୋର୍ଲକୋଣ୍ଡା ଠାରେ ଥିବା ବ୍ୟାରେଜରୁ ତମସା ଓ ଗୋମ୍ଫାକୋଣ୍ଡା ଦୁଇଟି ମୁଖ୍ୟ କେନାଲ ଦ୍ୱାରା ଚାଷ…

ବୁମ୍‌ରା ସମ୍ପୂର୍ଣ୍ଣ ରୂପେ ଫିଟ୍‌, ନିଶ୍ଚିତ କଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୮।୭: ଭାରତୀୟ ଦଳର ମୁଖ୍ୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ବିସିସିଆଇର ସଚିବ ଜୟ ଶାହା ବୁମ୍‌ରାଙ୍କ ଫିଟ୍‌ନେସ ସମ୍ପର୍କରେ ଏକ ବଡ଼ ଅପ୍‌ଡେଟ ଦେଇଛନ୍ତି। ଏସିଆ କପ ୨୦୨୩ ଏବଂ…

ମଣିପୁର ହିଂସା ଘଟଣାରେ ତଦନ୍ତକୁ ତୀବ୍ର କରିଛି ସିବିଆଇ, ବିଭିନ୍ନ ସ୍ଥାନରୁ ଏ ପର୍ଯ୍ୟନ୍ତ ୧୦ ଗିରଫ

ଇମ୍ଫାଲ,୨୮।୭: ମଣିପୁର ହିଂସାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସିବିଆଇ ଏହି ଘଟଣାର ତଦନ୍ତକୁ ତ୍ୱରାନ୍ବିତ କରିଛି। ଏହା ପରେ ଅଭିଯୁକ୍ତକୁ ଗିରଫ କରିବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ସିବିଆଇ ଏହି ମାମଲାରେ ମୋଟ ୬ଟି ଏଫଆଇଆର୍‌ ପଞ୍ଜୀକୃତ କରିଥିଲା,…

ଅନୁକମ୍ପା ରାଶିକୁ ଅପେକ୍ଷା

ଢେଙ୍କାନାଳ,୨୮।୭(ରତନ ନାୟାର): ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ଦେଉଛନ୍ତି ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ)ଙ୍କ ପକ୍ଷରୁ ଏ ସମ୍ପର୍କିତ ଅର୍ଥରାଶି ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଥାଏ। ବ୍ୟବଚ୍ଛେଦ…

ଆମେରିକାରେ ଘୋଷଣା ହୋଇପାରେ ଦୀପାବଳି ଛୁଟି, ବିଲ ଉପସ୍ଥାପନ କଲେ ଗ୍ରେସ ମେଙ୍ଗ

ଓ୍ବାଶିଂଟନ୍‌,୨୮।୭: ଦୀପାବଳି ଏପରି ଏକ ପର୍ବ, ଯାହା କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏଭଳି ପରିସ୍ଥିତିରେ ଦୀପାବଳି ଦିନକୁ ଫେଡେରାଲ ଛୁଟି ଘୋଷଣା କରିବାକୁ ଆମେରିକାର ସାଂସଦ ଗ୍ରେସ ମେଙ୍ଗ ଦାବି କରିଛନ୍ତି। ସେ କହିଛନ୍ତି ଯେ,…

ଝାଡ଼ଖଣ୍ଡରେ ପ୍ରଥମ ଥର ସୋରେନ ସରକାର ସ୍ଥାନୀୟ ନୀତି ସହିତ ୩ ବିଲ ରାଜଭବନକୁ ଫେରାଇଲେ

ରାଞ୍ଚି,୨୮।୭: ଝାଡ଼ଖଣ୍ଡ ସରକାର ରାଜଭବନ ଦ୍ୱାରା ଫେରାଇ ଦିଆଯାଇଥିବା ୩ ମହତ୍ୱପୂର୍ଣ୍ଣ ବିଧେୟକଙ୍କୁ ରାଜ ଭବନକୁ ହିଁ ଫେରାଇ ଦେଇଛନ୍ତି। ଏହି ବିଲ ଗୁଡିକ ହେଉଛି ୧୯୩୨ର ଖତିଆନ ଆଧାରିତ ସ୍ଥାନୀୟ ନୀତି, ସରକାରୀ ଚାକିରିରେ ସଂରକ୍ଷଣ ବୃଦ୍ଧି ପାଇଁ ମାଓବାଦୀ…

୨୫ ଲକ୍ଷର ଜେନେରେଟର ପରିତ୍ୟକ୍ତ

ଢେଙ୍କାନାଳ, ୨୮।୭(ରତନ ନାୟାର): ଢେଙ୍କାନାଳ ବାଜିଚୌକସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ଷଣାବେକ୍ଷଣ ଅଭାବରୁ ୨୫ ଲକ୍ଷ ଟଙ୍କାର ଦୁଇଟି ବଡ଼ ଜେନେରେଟର ଖତ ଖାଉଛି। ଜିଲା ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ…

କେନାଲରେ ପାଣି ନାହିଁ, ପଡ଼ିଆ ପଡ଼ିଛି ଚାଷଜମି

ଖଜୁରିପଡ଼ା,୨୮ା୭(ବିଦୁର ବେହେରା) : ଶ୍ରାବଣ ମାସରେ ବର୍ଷା ଝଡି, ବର୍ଷା ଝଡ଼ିରେ ଚାଲିଛି ଜୋରଦାର ଚାଷ କାମ। କିନ୍ତୁ କେନାଲରେ ପାଣି ନାହିଁ। ରକ୍ଷଣାବେକ୍ଷଣ ଅଭାବ ଯୋଗୁ କେନାଲ ଭିତରେ ଅନା ବନା ଗଛ, ସହିତ ଘାସ ଭରି ହୋଇ ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri