Home Left

ମୋଦିଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା

ଗ୍ବାଲିୟର,୨୧।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଆୟୋଜିତ ଜନାକ୍ରୋଶ ରାଲିକୁ ସମ୍ବୋଧିତ କରିଛନ୍ତି। ସେଠାରେ ସେ ତାଙ୍କର ଭାଷଣ ସ୍ଥାନୀୟ ଭାଷାରେ ଆରମ୍ଭ କରିଥିଲେ। ସେ କହିଛନ୍ତି ଭାରତୀୟ ରାଜନୀତିର ଲଢେଇ ସତ୍ୟର ଲଢେଇ।…

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କଲେ ଏଏପି ନେତା

ନୂଆଦିଲ୍ଲୀ,୨୧।୭: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡା ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟରେ କହିଛନ୍ତି ଯେ, ଆମେ ମଣିପୁରରେ ଭାଜପା ସରକାର ହଟାଇବା ଏବଂ ରାଷ୍ଟ୍ରପତି…

ଏସିଆ କପ କାର୍ଯ୍ୟସୂଚୀରେ ବାଂଲାଦେଶ କ୍ରିକେଟ ବୋର୍ଡ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୨୧।୭: ଏସିଆ କପ ୨୦୨୩ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଟୁର୍ଣ୍ଣାମେଣ୍ଟର ୪ଟି ମ୍ୟାଚ ପାକିସ୍ତାନରେ ଏବଂ ବାକି ୯ଟି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ। ପ୍ରଥମ ଥର ପାଇଁ ହାଇବ୍ରିଡ ମଡେଲରେ ଖେଳାଯାଉଥିବା ଏସିଆ କପ…

ବିରାଟ କୋହଲି ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା: ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ,୨୧।୭: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଆଉ ଏକ ବିଶେଷ ମାଇଲଖୁଣ୍ଟ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କୋହଲି ତାଙ୍କର ୫୦୦ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟ ସମାପ୍ତ କରିଛନ୍ତି। କୋହଲି…

‘ବେଟି ବଚାଓ’ ଏବେ ‘ବେଟି ଜଲାଓ’ରେ ହୋଇଛି ପରିବର୍ତ୍ତନ, ଆଗାମୀ ନିର୍ବାଚନରେ ହାରିବ ଭାଜପା: ମମତା

କୋଲକାତା,୨୧।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଣିପୁର ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ‘ବେଟି ବଚାଓ’ ସ୍ଲୋଗାନ ଦେଇଥିଲେ। ଆମେ ମଣିପୁର ଲୋକଙ୍କ ସହ ଅଛୁ। ଆଜି କେବଳ…

ପ୍ରେମିକଙ୍କୁ ହତ୍ୟା କରିବାକୁ ଏହି ରାସ୍ତା ଆପଣେଇଥିଲେ ପ୍ରେମିକା

ନୈନିତାଲ,୨୧।୭: ଉତ୍ତରାଖଣ୍ଡର ହଲଦ୍ୱାନିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଜଣକ ପୂର୍ବତନ ପ୍ରେମିକଙ୍କୁ ନାଗସାପ ଛାଡି ହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଉତ୍ତରାଖଣ୍ଡର ହଲଦ୍ୱାନ ପୋଲିସ ଗତ ୧୫ ତାରିଖରେ ଯୁବ ବ୍ୟବସାୟୀ ଅଙ୍କିତ ଚୌହାନଙ୍କ…

ପୁନେରେ କୃଷକଙ୍କ ଘରୁ ୪୦୦କି.ଗ୍ରା.ର ଟମାଟୋ ଚୋରି

ପୁନେ,୨୧।୭: ଟମାଟୋ ଦାମ୍‌ ବଜାରରେ ହୁ ହୁ ହୋଇ ବଢୁଥିବାବେଳେ ମହାରାଷ୍ଟ୍ରର ପୁନେରେ ଜଣେ କୃଷକଙ୍କ ଘରୁ ୪୦୦କି.ଗ୍ରା.ର ଟମାଟୋ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ କୃଷକ ଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଚୋରି ଯୋଗୁଁ ତାଙ୍କର ୨୦,୦୦୦ଟଙ୍କା…

‘ପ୍ରୋଜେକ୍ଟ କେ’ର ଦମଦାର ଟିଜର ରିଲିଜ

ମୁମମ୍ବାଇ: ଅଭିନେତା ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନ ଷ୍ଟାରର ‘ପ୍ରୋଜେକ୍ଟ କେ’ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି। ଏହି ମଲ୍ଟିଷ୍ଟାର୍‌ ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ପ୍ରଶଂସକଙ୍କ ପାଇଁ…

ଜୋକୋଭିଚ୍‌ଙ୍କ ସ୍ବପ୍ନ

ଓ୍ବିମ୍ବେଲଡନ୍‌ ଫାଇନାଲରେ କାର୍ଲୋସ୍‌ ଅଲକାରାଜ୍‌ଙ୍କଠାରୁ ହାରିଥିବାରୁ ନୋଭାକ୍‌ ଜୋକୋଭିଚ୍‌ ସର୍ବକାଳୀନ ଶ୍ରେଷ୍ଠ ୨୪ ଗ୍ରାଣ୍ଡସ୍ଲାମ୍‌ ରେକର୍ଡର ସମକକ୍ଷ ହୋଇପାରିନାହାନ୍ତି। ବର୍ଷର ଶେଷ ଗ୍ରାଣ୍ଡସ୍ଲାମ୍‌ ୟୁଏସ୍‌ ଓପନ ଆସନ୍ତା ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୧୦ ମଧ୍ୟରେ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟ ଉପରେ…

‘ମୁଁ ଅଭିନୟ କରିବାକୁ ଚାହୁଁନାହିଁ’

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଯିଏ ତାଙ୍କ ପରିବାରର ‘ବ୍ୟବସାୟିକ ଦିଗ’ ପ୍ରତି ଅଧିକ ଆଗ୍ରହୀ। ସେ କହିଛନ୍ତି, ତାଙ୍କ ପରିବାର ତାଙ୍କୁ ଝିଅ ଭାବରେ ସବୁବେଳେ ସାହାଯ୍ୟ କରିଆସିଛନ୍ତି। ସେ କହିଛନ୍ତି, ମୁଁ…

ବହୁପ୍ରତୀକ୍ଷିତ ‘ପ୍ରୋଜେକ୍ଟ କେ’ ଫିଲ୍ମର ବଦଳିଲା ନାମ

ଫିଲ୍ମ ‘ପ୍ରୋଜେକ୍ଟ କେ’ ନାଁ ବଦଳିଛି। ଫିଲ୍ମର ନିର୍ମାତାମାନେ ଫିଲ୍ମର ଟାଇଟଲ ‘ପ୍ରୋଜେକ୍ଟ କେ’ ରୁ ‘କଲ୍କି ୨୮୯୮ ଏଡି’ ରେ ପରିବର୍ତ୍ତନ କରିଛନ୍ତି। ନାଁ ପରିବର୍ତ୍ତନ ହୋଇ ଫିଲ୍ମର ଟିଜର ରିଲିଜ ହୋଇଛି। ୧୧ ଘଣ୍ଟା ପୂର୍ବରୁ ରିଲିଜ ହୋଇଥିବା…

ମାତ୍ର ୨ଟି ଇନିଂସରେ ଦ୍ରାବିଡ, ରାଇନାଙ୍କ ଭଳି କିମ୍ବଦନ୍ତୀଙ୍କ ରେକର୍ଡ ଭାଙ୍ଗିଲେ ଜୟସ୍ବାଲ

ପୋର୍ଟ ଅଫ୍‌ ସ୍ପେନ୍‌,୨୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ତ୍ରିନିଦାଦରେ ଖେଳାଯାଉଛି। ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଟିମ ଇଣ୍ଡିଆ ୪ ଉଇକେଟ ହରାଇ ୨୮୮ ରନ ସଂଗ୍ରହ କରିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri