Home Left

ବରିଷ୍ଠ କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ପରଲୋକ

ନୟାଗଡ଼ (ଲୋକନାଥ ମିଶ୍ର)/ ଭୁବନେଶ୍ୱର (ଅନିଲ ଦାସ) ୨୭ା୮ନୟାଗଡ଼ ସହର ପିଡବ୍ଲ୍ୟୁଡି ଗଳିର ବରିଷ୍ଠ କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ରଙ୍କ ଭୁବନେଶ୍ୱର ବାସଭବନରେ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ପ୍ରଦେଶ ମହିଳା କଂଗ୍ରେସ ଉପସଭାନେତ୍ରୀ, ପ୍ରଦେଶ…

ମାଲକାନଗିରିରୁ ଇସ୍ରୋ ବୈଜ୍ଞାନିକ

ମାଲକାନଗିରି,୨୭ା୮(ନୃସିଂହ ଚରଣ ମହାନ୍ତି)-ମାଲକାନଗିରି ଜିଲା ପୋଟେରୁର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲ୍‌ଦାର କେରଳ ଥିରୁଭାନନ୍ତପୁରମ୍‌ ବିକ୍ରମ ସାରାଭାଇ ସ୍ପେସ୍‌ ସେଣ୍ଟର ମେକାନିଜମ୍‌ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଛନ୍ତି। ଚନ୍ଦ୍ରୟାନ- ୩ ପ୍ରକଳ୍ପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।…

ଗୋଲ୍ଡେନ ବାବାଙ୍କ ୧.୫୩ କୋଟି ସମ୍ପତ୍ତି ସଂଲଗ୍ନ କଲା ଇଡି

ଭୁବନେଶ୍ୱର,୨୬।୮ (ସୂର୍ଯ୍ୟକାନ୍ତ ବେହେରା): ବିଭିନ୍ନ ଠକେଇ ମାମଲାରେ ଫେରାର ଥିବା ଗୋଲ୍ଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ୧.୫୩ କୋଟି ସମ୍ପତ୍ତି ସଂଲଗ୍ନ କରିଛି (ଆଟାଚ) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ତେବେ ଏହାପୂର୍ବରୁ ବାବାଙ୍କ ୪ଟି ଦାମୀ କାର୍‌ ଓ ୨ରୁ…

ଏହି ଫିଲ୍ମ ଅନିଲ କପୁରଙ୍କ ପାଇଁ ଥିଲା ମାଇଲଖୁଣ୍ଟ

ମୁମ୍ବାଇ: ନିର୍ଦ୍ଦେଶକ ଶେଖର କପୁରଙ୍କ ହିନ୍ଦୀ ଫିଲ୍ମ ଦର୍ଶକଙ୍କ ହୃଦୟରେ ବେଶ୍‌ ପ୍ରଭାବ ପକାଇଥାଏ ବୋଲି ସମସ୍ତେ ଜାଣନ୍ତି। କିଛି ଫିଲ୍ମ ମଧ୍ୟରୁ ୧୯୮୭ରେ ଆସିଥିବା ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ ମଧ୍ୟ ତାଙ୍କର ସୁପରହିଟ୍‌ ଫିଲ୍ମ ଭାବେ ପ୍ରମାଣିତ ହୋଇଥିଲା। ଏହି…

‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ୪୦ ଛାତ୍ରୀଛାତ୍ର ଗଲେ ସିଙ୍ଗାପୁର

ଭୁବନେଶ୍ୱର,୨୬।୮(ଅସମାପିକା ସାହୁ)- ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରୀଛାତ୍ରଙ୍କ ଭିତରୁ ୪୦ଜଣଙ୍କୁ ବଛାଯାଇ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର ପଠାଯାଇଛି। ଚୟନ ହୋଇଥିବା ଏହି ଛାତ୍ରୀଛାତ୍ରମାନେ ଶନିବାର ସିଙ୍ଗାପୁରରେ ପହଞ୍ଚତ୍ଛନ୍ତି। ଏହି ଛାତ୍ରୀଛାତ୍ରମାନେ ଭୁବନେଶ୍ୱର-ସିଙ୍ଗାପୁର…

ଥରେ ନୁହେଁ ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ; ରୋମାଣ୍ଟିକ୍‌ ସତ୍ତ୍ୱେ ହୃଦୟ ଭାଙ୍ଗେ

ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବହାର ଏବଂ ପସନ୍ଦ-ନାପସନ୍ଦ ଭିନ୍ନ ଭିନ୍ନ। କିଛି ଶାନ୍ତ ସ୍ବଭାବର ହୋଇଥିବା ବେଳେ କିଛି ବହୁତ ରାଗି। ପ୍ରେମକୁ ନେଇ ମଧ୍ୟ ସବୁ ରାଶିର ସ୍ବଭାବ ଭିନ୍ନ। କେହି କେହି ଜୀବନକାଳ ଭିତରେ ଥରେ ପ୍ରେମରେ ପଡ଼ିଥିବା…

ଶୟନ କକ୍ଷରେ କ’ଣ ରଖିବେ, କ’ଣ ନୁହେଁ; ଜାଣନ୍ତୁ ଏନେଇ ବାସ୍ତୁ…

ଦିନଯାକର ଅକ୍ଳାନ୍ତ ପରିଶ୍ରମ ପରେ ଟିକେ ବିଶ୍ରାମ ପାଇଁ ଯେବେ ଶୋଇବା ଘରେ ପାଦ ପଡ଼ିଯାଏ ସେତେବେଳେ ମନକୁ ଖୁବ୍‌ ଶାନ୍ତି ମିଳିଥାଏ। କାରଣ ଶୋଇବା ଘର ହେଉଛି ଏପରି ଏକ ସ୍ଥାନ, ଯେଉଁଠି ବ୍ୟକ୍ତି ଆରାମ କରିପାରେ। ସୁଖୀ ଦାମ୍ପତ୍ୟ…

ନଂ-୪ ଲାଗି କୋହଲି ପରଫେକ୍ଟ

ନୂଆଦିଲ୍ଲୀ,୨୬।୮: ଏସିଆ କପ୍‌ ପରେ ବିଶ୍ୱକପ୍‌ ଖେଳିବ ଟିମ୍‌ ଇଣ୍ଡିଆ। ଏହାପୂର୍ବରୁ ନଂ-୪ ରେ କେଉଁ ଖେଳାଳିଙ୍କୁ ବ୍ୟାଟିଂ କରିବାକୁ ଦିଆଯିବ ତାହା ଦଳର ବଡ଼ ସମସ୍ୟା ପାଲଟିଛି। ଏସିଆ କପ୍‌ ସ୍କ୍ବାର୍ଡରେ ଶ୍ରେୟାସ ଆୟର ଅଛନ୍ତି। ହେଲେ ସେ ଆହତ…

୨୨ ବର୍ଷରେ ବଞ୍ଚାଇଛନ୍ତି ୧୫ ହଜାରରୁ ଅଧିକ ବନ୍ୟପ୍ରାଣୀଙ୍କ ଜୀବନ…

ଭୋପାଳ,୨୬।୮ : ଖାର୍ଗୋନ ଜିଲାର ୪୩ ବର୍ଷିୟ ସଚିନ ଶର୍ମା, ଟୋନି ନାମରେ ମଧ୍ୟ ଜଣାଶୁଣା। ସେ ମୋଟର ୱିଣ୍ଡିଂ କାମ କରନ୍ତି। ତାଙ୍କର ପ୍ରକୃତ ପରିଚୟ ତାଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ପ୍ରେରଣା ଭାବରେ ଏହି କ୍ଷେତ୍ରରେ ପ୍ରତିଷ୍ଠିତ କରିଛି।…

ସୁଶାନ୍ତଙ୍କ ଘର କିଣିଲେ ଅଭିନେତ୍ରୀ ଅଦା ଶର୍ମା

ବମ୍ବେ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର କିଣିଛନ୍ତି ଅଭିନେତ୍ରୀ ଅଦା ଶର୍ମା। ୨୦୨୦ରେ ଅଭିନେତା ଆତ୍ମହତ୍ୟା କରିଥିଲେ। ସେବେଠାରୁ ଫ୍ଲାଟ୍‌ଟି ଖାଲି ପଡ଼ିଥିଲା। ତିନି ବର୍ଷ ପରେ ଅଦା ଏହାକୁ କିଣିଛନ୍ତି। କିଛିଦିନ ପୂର୍ବେ ଅଦା ମୁମ୍ବାଇରେ ଘର…

ତୁଟିନି ସମ୍ପର୍କ, ଏବେ ବି ଏକାଠି

ବମ୍ବେ: ବଲିଉଡର ପାଓ୍ବାର କପଲ୍ସ ମଧ୍ୟରୁ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁର ଅନ୍ୟତମ। ଉଭୟଙ୍କ ବ୍ରେକ୍‌ଅପ୍‌ ନେଇ ଦୀର୍ଘଦିନରୁ ଚର୍ଚ୍ଚା ହୋଇ ଆସୁଥିଲା। ଏବେ ଏହା ଉପରେ ଅଭିନେତ୍ରୀ ପରୋକ୍ଷରେ ପ୍ରତିକ୍ରିୟା ରଖିଛନ୍ତି। ମଲାଇକା ନିଜର ଇନଷ୍ଟାଗ୍ରାମରେ…

ଅଭିଯୁକ୍ତଙ୍କ ସହ ଭିଜିଲାନ୍ସ ବିଭାଗ ମହିଳା କର୍ମଚାରୀଙ୍କ ଅଡିଓ ଭାଇରାଲ

କେନ୍ଦୁଝର,୨୬ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପବ୍ଲିକ ପ୍ରୋସିକ୍ୟୁଟର କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଜଣେ ଅଭିଯୁକ୍ତଙ୍କ କେସ୍‌କୁ କୋହଳ କରିବା ପାଇଁ ତଥ୍ୟ ଯୋଗାଇବା ଏବଂ ସେ ବାବଦକୁ ଲାଞ୍ଚ ମାଗିବା କଥାବାର୍ତ୍ତାର ଏକ ଅଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri