ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ୫୦ ଥର ହୋଇଛନ୍ତି ଶୂନରେ ଆଉଟ, ଟପ-୧୦ରେ ଜଣେ ଭାରତୀୟ…
କୋଲକାତା,୧୧।୧୨ : କୌଣସି କ୍ରିକେଟରଙ୍କର ସ୍ବପ୍ନ ହେଉଛି ତାଙ୍କ ଦେଶ ପାଇଁ ଖେଳିବା । ଜଣେ ଯଥାସମ୍ଭବ ରନ ସ୍କୋର କରିବାକୁ କିମ୍ବା ୱିକେଟ ନେବାକୁ କରିଥାନ୍ତି। କିନ୍ତୁ ଦୁନିଆରେ ଏପରି ୩ ଜଣ କ୍ରିକେଟର ଅଛନ୍ତି ଯେଉଁମାନେ ନିଜ ଅନ୍ତର୍ଜାତୀୟ…
ଗୁପ୍ଚୁପ୍ ବିକାଳି କହିଲେ ନିଜର ଗୋଟିଏ ଦିନର ରୋଜଗାର, ଚାକିରିଆଙ୍କୁ ବି ପକାଇଲେ ପଛରେ
ରାସ୍ତାକଡ଼ରେ ଗୁପ୍ଚୁପ୍ ବିକାଳିଙ୍କୁ ଦେଖିଥିବେ ନିଶ୍ଚିତ। ଏକ ଠେଲାରେ କିଛି ଗୁପ୍ଚୁପ୍ ଧରି ସେମାନେ ଗରାଖଙ୍କ ବାଟକୁ ଚାହିଁ ରହିଥାନ୍ତି। କେବେ ଭାବିଛନ୍ତି ଏହି ଗୁପ୍ଚୁପ୍ ବିକୁଥିବା ବ୍ୟକ୍ତିଙ୍କ ଦିନକର ରୋଜଗାର କେତେ? ଜଣେ ଚାକରିଆଙ୍କଠାରୁ ବି ଅଧିକ। ଏହା ଶୁଣିବା…
ନିରାଶ ହେଲି, କିନ୍ତୁ ଲମ୍ବା ଲଢେଇ ପାଇଁ ପ୍ରସ୍ତୁତ: ୩୭୦କୁ ନେଇ ସୁପ୍ରିକୋର୍ଟଙ୍କ ରାୟ ପରେ କହିଲେ ଓମାର ଅବଦୁଲ୍ଲା
ଶ୍ରୀନଗର,୧୧।୧୨: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଯଥାର୍ଥ କରି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ କେବଳ ଭାରତର ସମ୍ବିଧାନ ଶାସନ କରିବ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟ…
ବାପା ପୁଅଙ୍କୁ ଏସିଡ୍ ମାଡ଼
ପୁରୀ,୧୧।୧୨: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଗୋମୁଣ୍ଡିଆ ପଞ୍ଚାୟତ ଉଆସପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ ନେଇ ଏସିଡ୍ ମାଡ଼ ହୋଇଛି। ଏଥିରେ ବାପା ପୁଅ ଅଧିକାରୀ ତରେଇ ଓ ରାଜେନ୍ଦ୍ର ତରେଇ ଗୁରୁତର ହୋଇଛନ୍ତି।…
ଗୋଟିଏ ବର୍ଷ ପାଇଁ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ଆସନ ତା’ପରେ ଛାଡିଦେବି: ବସୁନ୍ଧରା
ଜୟପୁର,୧୧।୧୨: ଭାରତୀୟ ଜନତା ଦଳର ବରିଷ୍ଠ ନେତା ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଭାଜପା ପକ୍ଷରୁ ଏକ ଅନନ୍ୟ ଦାବି କରିଛନ୍ତି। ବିଶେଷ ସୂତ୍ରରୁ ପ୍ରକାଶ ଯେ ବସୁନ୍ଧରା ତାଙ୍କୁ ଏକ ବର୍ଷ ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ…
କେଜି ପିଲାଙ୍କ ପାଇଁ ବିଦ୍ୟାଳୟରେ ଅଜବ ଫି: ଅଭିଭାବକଙ୍କ ଲାଗି ମଧ୍ୟ ଦେୟ, ସୋସିଆଲ ମିଡିଆରେ ଭାଇରାଲ…
ନୂଆଦିଲ୍ଲୀ,୧୧।୧୨ : ସମୟ ସହିତ ବେସରକାରୀ ବିଦ୍ୟାଳୟଗୁଡ଼ିକର ଫି ଏବେ ମହଙ୍ଗା ହେବାରେ ଲାଗିଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ତାଙ୍କ ପିଲାମାନଙ୍କୁ ଇଂଲିଶ ମାଧ୍ୟମ ଘରୋଇ ବିଦ୍ୟାଳୟରେ ଶିକ୍ଷା ଦେବା ଏକ ସ୍ବପ୍ନରେ ପରିଣତ ହେବାରେ ଲାଗିଛି। ବେସରକାରୀ ବିଦ୍ୟାଳୟରେ…
ବିକଶିତ ଦେଶ ହେବ ଭାରତ, ଯୋଜନା ପ୍ରସ୍ତୁତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ,୧୧।୧୨: ଆସନ୍ତା ୨୪ ବର୍ଷ ଅର୍ଥାତ୍ ୨୦୪୭ ବର୍ଷ ପର୍ଯ୍ୟନ୍ତ ଭାରତର ପ୍ରଗତିର ପଥ ସ୍ଥିର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଯୋଜନାର ରୂପରେଖ ଦେଇଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ବିଶ୍ୱରେ ଏକ ବିକଶିତ ଦେଶ ଭାବରେ ଉପସ୍ଥାପନ…
ଛାଡ଼ପତ୍ର ପରେ ଏକାକୀ ହୋଇଗଲେ ଏହି ଦାମୀ ଅଭିନେତ୍ରୀ, ଏବେ କରୁଛନ୍ତି ଏମିତି କାମ
ମୁମ୍ବାଇ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ କମ୍ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଜଣେ ବଡ଼ ହିରୋଙ୍କଠାରୁ ଅଧିକ ଦରମା ପାଆନ୍ତି। ସେହିପରି ବହୁତ କମ୍ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ସାରା ଭାରତରେ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଯେମିତି ଦୀପିକା ପାଦୁକୋନ,…
ଟି-୨୦ ବିଶ୍ୱକପରେ ସାମିଲ ହେବେ କି ହିଟ୍ମ୍ୟାନ୍? ଜୟ ଶାହାଙ୍କ କହିଲେ…
ନୂଆଦିଲ୍ଲୀ,୧୧।୧୨: ଆସନ୍ତା ବର୍ଷର ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଅଧିକ ସମୟ ବାକି ନାହିଁ। ଆଇପିଏଲ ୨୦୨୪ ପରେ ଠିକ ଏହି ଟୁର୍ନାମେଣ୍ଟ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଟିମ ଇଣ୍ଡିଆ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି। ଟି-୨୦…
ଏହି ନିୟମ ଭାରତୀୟ କ୍ରିକେଟ ପାଇଁ ବିପଦ, ଆଇପିଏଲ ୨୦୨୪ ପୂର୍ବରୁ ବିସିସିଆଇକୁ ଏମିତି ଡିମାଣ୍ଡ କଲେ ଜାଫର
ନୂଆଦିଲ୍ଲୀ,୧୧।୧୨: ଆଇପିଏଲ୍ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏହି ଲିଗ ଫେବ୍ରୁଆରୀ କିମ୍ବା ମାର୍ଚ୍ଚରେ ଆରମ୍ଭ ହୋଇପାରେ। ଆଇପିଏଲ୍ ୨୦୨୪ ପାଇଁ ନିଲାମ ଡିସେମ୍ବର ୧୯ରୁ ଦୁବାଇରେ ଅନୁଷ୍ଠିତ ହେବ। ପ୍ରଥମ ଥର ବିଦେଶରେ ଆଇପିଏଲ ନିଲାମ ହେବ। ପ୍ରଶଂସକମାନେ…
ମେହେବୁବା ମୁଫତିଙ୍କୁ ହାଉସ ଆରେଷ୍ଟ କରାଯାଇଥିବା ଦାବି, ପୋଲିସ କହିଲା କେହି ନାହାନ୍ତି ନଜରବନ୍ଦୀ
ଶ୍ରୀନଗର,୧୧।୧୨: ଜମ୍ମୁ କଶ୍ମୀରରେ ଧାରା ୩୭୦ହଟାଇବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ ଉପରେ ସୋମବାର (ଡିସେମ୍ବର ୧୧) ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବ। ଏହାପୂର୍ବରୁ ଜମ୍ମୁ କଶ୍ମୀରରେ ସୁରକ୍ଷା କଡାକଡି କରାଯାଇଛି। ମେହବୁବା ମୁଫତିଙ୍କ ପାର୍ଟି ପିଡିପି ଦାବି କରିଛି ଯେ ରାଜ୍ୟରେ…
ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ କରିଥିବା ଯୁବକ ଏବେ ଜେଲ୍ରେ: ଜାଣନ୍ତୁ କାହିଁକି
ମ୍ୟାଡେଲିନ ବ୍ରୋକୱେ ଏବଂ ଜ୍ୟାକବ ଲାଗ୍ରନଙ୍କ ବିବାହକୁ ‘ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ’ କୁହାଯାଏ। ଏହି ବିବାହରେ ହୋଇଥିବା ଖର୍ଚ୍ଚ ବିଷୟରେ ଜାଣିବା ପରେ ହିଁ ବୁଝିହେବ କାହିଁକି ଏହି ବିବାହକୁ ‘ଶତାବ୍ଦୀର ସବୁଠାରୁ ବିଳାସପୂର୍ଣ୍ଣ ବିବାହ’ କୁହାଯାଉଛି। ମ୍ୟାଡେଲିନ-ଜ୍ୟାକବଙ୍କ ଏହି…

