‘ଦ କଶ୍ମୀର ଫାଇଲ୍ସ ଅନ ରିପୋର୍ଟେଡ’ର ଟ୍ରେଲର ରିଲିଜ
ମୁମ୍ବାଇ: କଶ୍ମୀର ପଣ୍ଡିତଙ୍କ ପଳାୟନକୁ ନେଇ ନିର୍ମାଣ କରାଯାଇଥିବା ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ର ଆଉ ଏକ ଭର୍ସନ ‘ ଦ କଶ୍ମୀର ଫାଇଲ୍ସ ଅନ ରିପୋର୍ଟେଡ’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ ହୋଇସାରିଛି,…
ମଣିପୁର ମାମଲା: ୧୧ ଦିନ ପାଇଁ ପୋଲିସ ହେପାଜତକୁ ଗଲେ ୪ ଅଭିଯୁକ୍ତ
ଇମ୍ଫାଲ,୨୧।୭: ମଣିପୁରରେ ୨ ଆଦିବାସୀ ମହିଳାଙ୍କ ସହ ହୋଇଥିବା ବର୍ବରତା ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। କୋର୍ଟ ଅଭିଯୁକ୍ତମାନଙ୍କୁ ୧୧ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଥିବା ନେଇ ଶୁକ୍ରବାର ପୋଲିସ ସୂଚନା ଦେଇଛି। ପ୍ରକାଶ ଯେ, ମଣିପୁରରେ ଆଦିବାସୀ…
୧.୫୫ କୋଟି ଟଙ୍କା ଠକେଇର ଶିକାର ହେଲେ ବିବେକ ଓବରୟ
ମୁମ୍ବାଇ: ଠକେଇର ଶିକାର ହୋଇଛନ୍ତି ବଲିଉଡ ଅଭିନେତା ବିବେକ ଓବରୟ। କୁହାଯାଉଛି କି ତାଙ୍କ ବିଜନେସ ପାର୍ଟନର ହିଁ ତାଙ୍କୁ ୧.୫୫ କୋଟି ଟଙ୍କାର ଚୁନା ଲଗାଇଛନ୍ତି। ଏ ସମ୍ପର୍କରେ ଅଭିନେତା ପୋଲିସରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଏହାକୁ ନେଇ…
ଭିଜିଲାନ୍ସ ଜାଲରେ ଆଇଆଇସି
ବୌଦ୍ଧ ୨୧।୭: ବୌଦ୍ଧ ଜିଲା ହରଭଙ୍ଗା ଥାନା ଆଇଆଇସି ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଇଆଇସି ପୁଷ୍ପଲତା ରାଉତରାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି । ବେଆଇନ ବାଲି ବୋଝେଇ ଟ୍ରକ…
କର୍ନାଟକରୁ ରାଜ୍ୟ ସଭା ଯିବେ ସୋନିଆ ପ୍ରସ୍ତାବ ଦେଲେ ସିଦ୍ଦାରାମାୟା
ନୂଆଦିଲ୍ଲୀ,୨୧ା୭: କର୍ନାଟକରୁ ରାଜ୍ୟ ସଭାର ୪ ଆସନ ଆଗାମୀ ୮ ମାସରେ ଖାଲି ହେବାକୁ ଯାଉଥିବାବେଳେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉକ୍ତ ରାଜ୍ୟରୁ ପାର୍ଲାମେଣ୍ଟର ଉଚ୍ଚ ସଦନକୁ ନିର୍ବାଚିତ ହେବା ନେଇ ଚର୍ଚ୍ଚା ଜୋର ଧରିଛି। କର୍ନାଟକରୁ ରାଜ୍ୟ…
ରାଜଧାନୀରୁ ଚୋରି ହୋଇଥିବା ସ୍କୁଟି ଚାନ୍ଦବାଲିରୁ ମିଳିଲା
ଚାନ୍ଦବାଲି,୨୧।୭(କିଶାନ ପାତ୍ର): ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରୁ ମାସେ ତଳେ ଚୋରି ହୋଇଥିବା ଏକ ସ୍କୁଟିକୁ ଚାନ୍ଦବାଲି ପୋଲିସ ଜବତ କରିଛି। ଏନେଇ ପୋଲିସ ଏକ ମାମଲା (ନଂ.୨୧୯/୨୩) ରୁଜୁ କରି ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଦୁଇ…
ଖେଳୁଥିବା ବେଳେ ପୋଖରୀରେ ପଡ଼ିଗଲେ ଶିଶୁପୁତ୍ର
ଚାନ୍ଦବାଲି,୨୧।୭(କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଭୂଇଁବୃତି ଗାଁରେ ଏକ ଅଘଟଣ ଘଟିଛି। ପୋଖରୀରେ ପଡ଼ି ଜଣେ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ହେଉଛନ୍ତି ଗାଁର ତପନ ସେଠୀଙ୍କ ପୁଅ ସୌମ୍ୟରଞ୍ଜନ(୩)। ମିଳିଥିବା ସୂଚନା ମୁତାବକ, ଶିଶୁଟି…
ଭିଜିଲାନ୍ସ ଜାଲରେ ସଂଯୋଜିକା: ଲାଞ୍ଚ ନେଇ ଗଲେ ଜେଲ
ବଲାଙ୍ଗୀର ୨୧।୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଡିସିପି ଅଫିସର ସଂଯୋଜିକା ପୁଷ୍ପାଙ୍ଗିନୀ ଯୋଶୀ ଶୁକ୍ରବାର ଲାଞ୍ଚ ନେଇ ଧରାପଡିଛନ୍ତି। ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିନେଇଥିଲା। ବଲାଙ୍ଗୀର ପାଟଣାଗଡ଼ ବ୍ଲକ…
ଆଣ୍ଠୁଏ ପାଣିରେ ପଶି ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର
କେସିଙ୍ଗା,୨୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ପଞ୍ଚାୟତ ଅଧୀନ ମାଟିଆ ଗ୍ରାମର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ଆର୍ଡ଼ି ବିଭାଗ ଏବଂ କେସିଙ୍ଗା ବିଡିଓଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ…
ପୁଣିଥରେ ନିର୍ମାଣ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ, ନଜର ଆସିବେ ଏହି ସୁପରଷ୍ଟାର
ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ମୁଭି ‘ଟୟଲେଟ ଏକ ପ୍ରେମ କଥା’ର ପ୍ରଡ୍ୟୁସର ପ୍ରେରଣା ଆରୋରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ପ୍ଲାନ କରୁଛନ୍ତି। ଲିଡ ରୋଲରେ ସେ ଅମିତାଭ ବଚ୍ଚନଙ୍କୁ ନେବାକୁ ଚାହୁଁଛନ୍ତି। ପ୍ରେରଣାଙ୍କୁ ଲାଗୁଛି ନରେନ୍ଦ୍ର ମୋଦିଙ୍କଠାରୁ ଅଧିକ ହ୍ୟାଣ୍ଡସମ,…
ଝିଅକୁ ଅଭିନେତ୍ରୀ ନୁହେଁ ସାଇଣ୍ଟିଷ୍ଟ କରିବାକୁ ଚାହୁଁଛନ୍ତି ଆଲିଆ
ମୁମ୍ବାଇ: ବଲିଉଡ ବିୟୁଟି ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ଏପ୍ରିଲ ୨୦୨୨ରେ ବିବାହ କରିଥିଲେ। ସେହି ବର୍ଷ ହିଁ ଏହି କପଲ ୬ ନଭେମ୍ବର ୨୦୨୨ରେ ତାଙ୍କ ପ୍ରଥମ ସନ୍ତାନକୁ ଓ୍ବେଲକମ କରିଥିଲେ। ଆଲିଆଙ୍କ କୋଳକୁ ଆସିଥିଲେ ଝିଅ…
ଏସିଆନ ଚାମ୍ପିଅନ୍ସ ଟ୍ରଫି ମ୍ୟାଚର ଟିକେଟ୍ ବିକ୍ରି ଆରମ୍ଭ, ଜାଣନ୍ତୁ କିପରି, କେତେ ଟଙ୍କାରେ କିଣିବେ ଟିକେଟ୍
ନୂଆଦିଲ୍ଲୀ,୨୧।୭: ଚେନ୍ନାଇର ଏଗମୋରର ମେୟର ରାଧାକ୍ରିଷ୍ଣନ ହକି ଷ୍ଟାଡିୟମରେ ଅଗଷ୍ଟ ୩ରୁ ୧୨ପର୍ଯ୍ୟନ୍ତ ହକି ଇଣ୍ଡିଆ ଦ୍ୱାରା ଏସିଆନ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ କିଛି ସମୟ ପୂର୍ବରୁ ଦିଲ୍ଲୀରେ…
Archives


