Home Left

ସୋନାଲିକାର ରେକର୍ଡ ପରିମାଣର ବିକ୍ରି

ଭୁବନେଶ୍ୱର,୨୧।୧୦: ପ୍ରତି ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷର ପ୍ରଥମ ଅର୍ଦ୍ଧବାର୍ଷିକ ମଧ୍ୟରେ ସୋନାଲିକା ରେକର୍ଡ ପରିମାଣର ଟ୍ରାକ୍ଟର ବିକ୍ରି କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ସୋନାଲିକା ମୋଟ ୭୮,୭୯୩ ୟୁନିଟ୍‌ ଟ୍ରାକ୍ଟର ବିକ୍ରି କରିଛି।…

ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ

ଭୁବନେଶ୍ୱର,୨୧।୧୦: ଇଣ୍ଡିଆନ୍‌ ବ୍ୟାଙ୍କର କଟକ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ‘ମେଗା ଜନସୁରକ୍ଷା ପରିପୂର୍ଣ୍ଣତା ଅଭିଯାନ’ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନିକଟରେ କଟକଠାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର କର୍ପୋରେଟ୍‌ କାର୍ଯ୍ୟାଳୟ ମହାପ୍ରବନ୍ଧକ (ଆର୍ଥିକ ଅନ୍ତର୍ଭୁକ୍ତୀକରଣ) ଭେଙ୍କଟେଶନଙ୍କ ଅଧ୍ୟକ୍ଷତାରେ ବୈଠକ…

ଚକଡ଼ାରୋଗ ବଢ଼ାଇଲାଣି ଚାଷୀଙ୍କ ଚିନ୍ତା

କୋରେଇ,୨୦ା୧୦(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ହୋଇଥିବା ଧାନ ଚାଷରେ ଚକଡ଼ା ପୋକ ଲାଗିଥିବା ଦେଖିବାକୁ ମିଳିଛି। ତେଣୁ ଜିଲା କୃଷି ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀମାନେ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ,…

ଦୟାରେ ପଡୁଛି ଆବର୍ଜନା

ପୁରୁଣା ଭୁବନେଶ୍ୱର,୨୧।୧୦(ସୁବାସ ଚନ୍ଦ୍ର ପ୍ରଧାନ): ପାର୍ବଣ ଆରମ୍ଭରୁ କମିଶନରେଟ ପୋଲିସ ପକ୍ଷରୁ ମୂର୍ତ୍ତି ବିସର୍ଜନ ପାଇଁ ଦୟା ବ୍ରିଜ ତଳେ ଅସ୍ଥାୟୀ ପୋଖରୀ ଖନନ କରାଯାଇଛି। ଏଠାରେ ପୂଜା ମଣ୍ଡପ, ଘରୋଇ ଓ ସରକାରୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ମୂର୍ତ୍ତି ବିସର୍ଜନ…

କଡ଼ା ସୁରକ୍ଷା ଭିତରେ ମାତିଲେ ଅପରାଧୀ

ଭୁବନେଶ୍ୱର,୨୧।୧୦(ସତ୍ୟଜିତ୍‌ ରାଉତ): ଦୁର୍ଗାପୂଜା ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। ସୁରକ୍ଷା ପାଇଁ ବରିଷ୍ଠ ଅଧିକରୀଙ୍କ ଦାୟିତ୍ୱରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସହରକୁ ରଖାଯାଇଥିବା ବେଳେ ଅପରାଧୀ ଏହାକୁ ଖାତିର କରୁନାହାନ୍ତି। ଶୁକ୍ରବାର ସାରେ…

ରେକର୍ଡ ପରିମାଣରେ କୋଇଲା ପରିବହନ

ଭୁବନେଶ୍ୱର, ୨୧।୧୦: ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ମାସ (ଅର୍ଦ୍ଧବାର୍ଷିକ) ମଧ୍ୟରେ କୋଇଲା ମନ୍ତ୍ରଣାଳୟ ରେକର୍ଡ ପରିମାଣର କୋଇଲା ପରିବହନ କରିଛି। ଏପରିକି ୨୦୨୩ ଅକ୍ଟୋବର ୧୭ ସୁଦ୍ଧା ମନ୍ତ୍ରଣାଳୟ ପ୍ରାୟ ୫୦୦ ମିଲିୟନ ଟନ (ଏମ୍‌ଟି) କୋଇଲା ପଠାଇବା (ପରିବହନ)…

ଭିସିଆଇ କେମିକାଲ କାରଖାନାକୁ ବିରୋଧ

ଯାଜପୁର/କଳିଙ୍ଗନଗର,୨୧ା୧୦ (ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ): ପ୍ରଭାବିତ ଅଞ୍ଚଳବାସୀ ଓ କ୍ଷତିଗ୍ରସ୍ତ ପରିବାରଙ୍କ ସମସ୍ୟାଠାରୁ ଦୂରେଇ ଯାଉଥିବାରୁ ଶିଳ୍ପ କାରଖାନାଗୁଡ଼ିକ ଉପରେ ଜନ ଅଶାନ୍ତି ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ନିଯୁକ୍ତି ଆଶା କ୍ରମଶଃ ମଉଳି ଯାଇଥିବାରୁ ଶିଳ୍ପ ପ୍ରତି ଲୋକଙ୍କ ମୋହ…

ମାର୍ଚ୍ଚ ୩ରେ ଚୌରାସିଆ ପରିବାରର ମିଳନ ସମାରୋହ

ଭୁବନେଶ୍ୱର,୨୧।୧୦ (ଅୟଭ ଦାଶ): ପ୍ରତି ବର୍ଷ ଭଳି ଚୌରାସିଆ ସମାଜ କାନପୁର ପକ୍ଷରୁ ୨୦୨୪ ମାର୍ଚ୍ଚ ୩ରେ କାନପୁରସ୍ଥିତ ମୋତିଝିଲିର ଲଜ୍‌ପତ ଭବନଠାରେ ୨୩ତମ ଚୌରାସିଆ ପରିବାରର ମିଳନ ସମାରୋହ ଉତ୍ସବର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ୬୦ରୁ ଅଧିକ ସାମୂହିକ ବିବାହ…

ରାସ୍ତା କାମ ବନ୍ଦ କଲେ ଗ୍ରାମବାସୀ

କାଳିଆପାଣି,୨୧ା୧୦(ଅସିତ ମହାନ୍ତ): ଯାଜପୁର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ଅରଡ଼ାପାଳ-ପୋଡ଼ାଘରା ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏପରି କି କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତରେ ଠିକାଦାର ମନମୁତାବକ କାମ କରୁଥିବାରୁ ଗୁରୁବାର ଗ୍ରାମବାସୀ କାମ ବନ୍ଦ କରିଥିଲେ।…

ଗୃହ ନିର୍ମାଣ ପ୍ରକଳ୍ପରେ ଆର୍କିଟେକ୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ଅଧ୍ୟକ୍ଷ

ଭୁବନେଶ୍ୱର,୨୧।୧୦ : ଗୃହ ନିର୍ମାଣ ବା ହାଉସିଂ ପ୍ରକଳ୍ପରେ ଆର୍କିଟେକ୍‌ମାନଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ତେଣୁ ପ୍ରତ୍ୟେକ ପଞ୍ଜୀକୃତ ଆର୍କିଟେକ୍‌ ସେମାନଙ୍କର ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରିବା ଉଚିତ ବୋଲି ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ଓରେରା)…

ମା’ଙ୍କ ଆବାହନରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ, ୨୧ା୧୦(ଅଜିତ ମହାନ୍ତି): ଶାରଦୀୟ ଦଶହରାକୁ ନେଇ ଉତ୍ସବମୁଖର ହୋଇଉଠିଛି ଧରାପୃଷ୍ଠ। ଗାଁଠୁ ସହର ସବୁଠି ପାର୍ବଣର ମହକ। ମା’ ଦଶଭୁଜାଙ୍କ ଆବାହନ ମନ୍ତ୍ରରେ ଚଳଚଞ୍ଚଳ ପୁରୀ ସହର। ଶାରଦୀୟ ଦୁର୍ଗାତ୍ସୋବର ସ୍ବାତନ୍ତ୍ର୍ୟ ବହନ କରୁଥିବା ଶ୍ରୀକ୍ଷେତ୍ର ଏବେ ନବବଧୂଟିଏ ଭଳି…

ପିନାକୀ ମିଶ୍ରଙ୍କୁ ବହିଷ୍କାର କରାଯାଉ: ଭାଜପା

ଭୁବନେଶ୍ୱର, ୨୧।୧୦(ସୁନିତ୍‌ ମିଶ୍ର): ସଂସଦରେ ‘ପ୍ରଶ୍ନ ପଚାରିବା ପାଇଁ ଟଙ୍କା’ ନେବା ଦୁର୍ନୀତିରେ ପୁରୀ ଏମ୍‌ପି ପିନାକୀ ମିଶ୍ରଙ୍କ ସମ୍ପୃକ୍ତି ଅଛି ବୋଲି ସିବିଆଇ ଅଦାଲତ ଏବଂ ସଂସଦର ଏଥିକ୍ସ କମିଟି ପାଖରେ ଦାଖଲ ହୋଇଥିବା ୨ଟି ସତ୍ୟପାଠରୁ ସ୍ପଷ୍ଟ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri