ପଦକ ପକ୍କାକଲେ ୩ ଭାରତୀୟ ଖେଳାଳି
ନୂଆଦିଲ୍ଲୀ, ୨୦ା୧୦ ଚାଇନାର ଚେଙ୍ଗ୍ଡୁଠାରେ ଚାଲିଥିବା ବ୍ୟାଡ୍ମିଣ୍ଟନ ଏସିଆନ ୧୭ ବର୍ଷରୁ କମ୍ ଏବଂ ୧୫ ବର୍ଷରୁ କମ୍ ଜୁନିୟର ଚାମ୍ପିୟନଶିପ୍ର ୪ର୍ଥ ଦିବସରେ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଜାଗଶେର ସିଂ ଖାଙ୍ଗୁରା, ବର୍ନିଲ ଆକାଶ ଚାଙ୍ଗ୍ମାଇ ଓ ତନ୍ଭି ଶର୍ମା…
ଗଜପତିରେ ‘ଲକ୍ଷ୍ମୀ’: ଚାଲିଲା ୩୬ ବସ୍
ଭୁବନେଶ୍ୱର, ୨୧ା୧୦ (ଅନିଲ ଦାସ)/ ପାରଳାଖେମୁଣ୍ଡି (ଗିରିଧାରୀ ପରିଚ୍ଛା): ମାଲକାନଗିରି ଜିଲା ପରେ ଗଜପତି ଜିଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର…
ଅଷ୍ଟ୍ରେଲିଆ-ପାକିସ୍ତାନ ମ୍ୟାଚ୍ରେ କଳା ପୋଷାକ ପରିଧାନ ଉପରେ ହୋଇଥିଲା କଟକଣା: ଜାଣନ୍ତୁ କ’ଣ ପାଇଁ
ବେଙ୍ଗାଲୁରୁ, ୨୧ା୧୦ ସ୍ଥାନୀୟ ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ବିଶୃଙ୍ଖଳା କାରଣରୁ ଯେପରି ଅଷ୍ଟ୍ରେଲିଆ ବନାମ ପାକିସ୍ତାନ ବିଶ୍ୱକପ୍ ମ୍ୟାଚ୍ରେ ବାଧା ସୃଷ୍ଟି ନ ହୁଏ ସେଥିଲାଗି ସ୍ଥାନୀୟ ପୋଲିସ ତରଫରୁ କେତେକ ପ୍ରତିଶେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କଳା ପୋଷାକ ପରିଧାନ…
ଆନ୍ତଃ ମହାବିଦ୍ୟାଳୟ ମହିଳା ଭଲିବଲ୍: ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଚାମ୍ପିୟନ
ଭୁବନେଶ୍ୱର, ୨୧।୧୦(ତପନ ସ୍ବାଇଁ): ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ପୋଟର୍ସ କାଉନସିଲ୍ ଆନୁକୂଲ୍ୟରେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ମହିଳା ଭଲିବଲ୍ ଟୁର୍ନାମେଣ୍ଟରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଚାମ୍ପିୟନ ହୋଇଛି। ଜଗତପୁରର ଏଲ୍ଏନ ସାହୁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଟୁର୍ନାମେଣ୍ଟର ଫାଇନାଲରେ ସରକାରୀ ଶାରୀରିକ…
ଷ୍ଟାର ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଦଳକୁ ଫେରିବା ଦ୍ୱାରା ଇଂଲଣ୍ଡ ଦଳର ମନୋବଳ ବୃଦ୍ଧି
ମୁମ୍ବାଇ,୨୧ା୧୦: ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କର ଦଳକୁ ଫେରିବା ଦ୍ୱାରା ଇଂଲଣ୍ଡ କ୍ରିକେଟ ଦଳର ମନୋବଳ ବୃଦ୍ଧି ପାଇଛି। ଚଳିତ ଦିନିକିଆ ବିଶ୍ୱକପ୍ରେ ଆଗକୁ ଖେଳାଯିବାକୁଥିବା ମ୍ୟାଚଗୁଡ଼ିକରେ ଦଳ ଏହାର ପ୍ରଦର୍ଶନରେ ସୁଧାର ଆଣିବ ବୋଲି ମନେକରୁଛି। ଇଂଲଣ୍ଡ ଏହାର ପରବର୍ତ୍ତୀ…
ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ
ଭୁବନେଶ୍ୱର, ୨୧।୧୦(ସୁନିତ୍ ମିଶ୍ର): ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, କାଜୁ ଉନ୍ନୟନ ନିଗମ ଏମ୍ଡି ଦିପ୍ତୀ ମହାପାତ୍ରଙ୍କୁ ଦକ୍ଷତା ବିକାଶ ଏବଂ ବୈଷୟିକ…
ଆଥ୍ଲେଟଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୧୦(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସିଆନ ପାରା ଗେମ୍ସର ଆଥ୍ଲେଟ୍ସଙ୍କ ପାଇଁ ଶୁକ୍ରବାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ୭ ଜଣ ଓଡ଼ିଆ ପାରା ଆଥ୍ଲେଟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଆସନ୍ତା…
ଏମ୍ସ ଭୁବନେଶ୍ୱରରେ ଇ-ପେମେଣ୍ଟ ବ୍ୟବସ୍ଥା ଆରମ୍ଭ
ଭୁବନେଶ୍ୱର, ୨୧।୧୦ (ଅସମାପିକା ସାହୁ): ଏମ୍ସ ଭୁବନେଶ୍ୱରରେ ଶୁକ୍ରବାର ଇ-ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏଣିକି ଚିକିତ୍ସା ବିଲ୍ ପେମେଣ୍ଟ ପାଇଁ କାଉଣ୍ଟରରେ ଦୀର୍ଘ ସମୟ ଧରି ଠିଆ ହେବାକୁ ପଡିବ ନାହିଁ। ଘରୁ ଥାଇ ମଧ୍ୟ ବିଭିନ୍ନ ପରୀକ୍ଷା ନିମନ୍ତେ…
ଦୁଇପୁଅଙ୍କ ସମେତ ମା’ ଗିରଫ
ବ୍ରହ୍ମପୁର,୨୦ା୧୦(ସୁବାସ ଚନ୍ଦ୍ର ପାଢ଼ୀ)-ଏକ ଘର ଭଡ଼ାରେ ନେଇ ନିଶା କାରବାର କରାଯାଉଥିବା ଖବରପାଇ ବ୍ରହ୍ମପୁର ବଡବଜାର ଥାନାର ଏକ ଟିମ୍ ଗ୍ରାହକ ବେଶରେ ଶୁକ୍ରବାର ରଘୁପତି ନଗର ଦ୍ୱିତୀୟ ସାରଣୀରେ ଚଢାଉ କରିଥିଲା। ଭଡ଼ାଘରେ ବ୍ରାଉନ ସୁଗାର ବିକ୍ରି କରୁଥିବା ଜଣେ…
ବାଲି ଚାଲାଣ ଘଟଣା, ଅଭିଯୁକ୍ତ ଜେଲ ଗଲେ
ଦିଗପହଣ୍ଡି,୨୦ା୧୦(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ପତ୍ରଚୂଡି ଗ୍ରାମ ନିକଟ ବାହୁଦା ନଦୀରୁ ବେଆଇନ ବାଲି ଚାଲାଣ କରୁଥିବା ଜଣେ ଟ୍ରାକ୍ଟର ଚାଳକଙ୍କୁ ଗିରଫ କରାଯାଇଛି। ସେ ହେଲେ ଦିଗପହଣ୍ଡି ଥାନା ବଡଡୁମ୍ବୁଳା ଗ୍ରାମର ବଳରାମ…
ମହାବଳ ବାଘ ଠାବ
ପାରଳାଖେମୁଣ୍ଡି, ୨୦ା୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ ନିକଟସ୍ଥ ସନ୍ତୋଷପୁର ଗ୍ରାମ ନିକଟରେ ମହାବଳ ବାଘ ଠାବ କରାଯାଇଛି। ଗତ ୧୮ ତାରିଖ ଦିନ ଗୋଟିଏ ଗାଈକୁ ଘୋଷାରି ନେଇ ମାରିଥିବା ଘଟଣା ସାମ୍ନାକୁ ଆସିଥିଲା।…
ଆକାଶରୁ ବର୍ଷୁଛି ବୋମା…ଗାଜାର ଡାକ୍ତରଖାନାରେ ନାହିଁ ବିଜୁଳି, ମୋବାଇଲ ଟର୍ଚ୍ଚରେ କରାଯାଉଛି ଅପରେଶନ
ଜେରୁଜେଲମ,୨୦।୧୦: ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଗାଜାର ସ୍ଥିତି ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି। ବିଶେଷକରି ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମେଡିକାଲ ସୁବିଧା ଉପଲବ୍ଧ ହୋଇପାରୁନାହିଁ। ଅନେକ ବିଭାଗ ବିଜୁଳି ବିନା ଚାଲୁଥିବା…
Archives


