Home Left

ମଧୁବାବୁ ପେନସନ୍‌ ଯୋଜନା: ଭତ୍ତା ବଢାଇଲେ ରାଜ୍ୟ ସରକାର, ଖାତାକୁ ଆସିଲା ୧୦୦୦ଟଙ୍କା

ଭୁବନେଶ୍ୱର,୨୦।୨: ଭତ୍ତା ଟଙ୍କା ବଢାଇଲେ ରାଜ୍ୟ ସରକାର। ହିତାଧିକାରୀଙ୍କ ଖାତାକୁ ଆସିଲା ଟଙ୍କା । ମଧୁବାବୁ ପେନସନ ଯୋଜନାରେ ବର୍ଦ୍ଧିତ ରାଶି ପେନସନଭୋଗୀଙ୍କ ଖାତାକୁ ଆସିଛି । ଘୋଷଣାର ୧୫ ଦିନ ମଧ୍ୟରେ ହିତାଧିକାରୀଙ୍କ ଆକାଉଣ୍ଟ ଆସିଛି ଭତ୍ତା ଟଙ୍କା ।…

ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ, ଫିଟ୍‌ ହୋଇ ପ୍ରଥମ ମ୍ୟାଚ୍‌ ଖେଳିଲେ ପନ୍ତ; ଆଇପିଏଲ୍‌ରେ…

ନୂଆଦିଲ୍ଲୀ,୨୦।୨: ଋଷଭ ପନ୍ତଙ୍କ ପ୍ରଶଂସକଙ୍କ ଲାଗି ଖୁସିଖବର। ଶେଷରେ କ୍ରିକେଟର ସୁସ୍ଥ ହୋଇ ମଇଦାନକୁ ଓହ୍ଲାଇଛନ୍ତି। ଏପରିକି ବାଙ୍ଗାଲୋର ନିକଟରେ ଥିବା ଅଲୁରରେ ନିଜର ପ୍ରଥମ ମ୍ୟାଚ୍‌ ବି ଖେଳିଛନ୍ତି। ରିପୋର୍ଟ ଅନୁଯାୟୀ ପନ୍ତ ଅଭ୍ୟାସ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି।…

ବିବାହ ବନ୍ଧନରେ ଆଉ ଜଣେ ସାଉଥ୍‌ ଅଭିନେତା, ପଞ୍ଜାବୀ ଅଭିନେତ୍ରୀ ହେଲେ ଜୀବନସାଥୀ

ହାଇଦ୍ରାବାଦ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦକ୍ଷିଣ ଭାରତୀୟ ଅଭିନେତା ସୁଦେବ୍‌ ନାୟର। ସୋମବାର ପଞ୍ଜାବୀ ପ୍ରେମିକା ତଥା ଅଭିନେତ୍ରୀ ଅମରଦୀପ କୌରଙ୍କ ହାତ ଧରିଛନ୍ତି ସେ। ପାରମ୍ପରିକ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ତେବେ…

ଖଲ୍ଲିକୋଟ ରାଣୀ ଜଣେ ଅପ୍ରତିଦ୍ୱନ୍ଦୀ ରାଜନେତା, ସମସ୍ତଙ୍କ ଶ୍ରଦ୍ଧା-ସମ୍ମାନର ଅଧିକାରିଣୀ: ପାଣ୍ଡିଆନ

ଭୁବନେଶ୍ୱର,୨୦ା୨(ଅନିଲ ଦାସ)-୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଙ୍ଗଳବାର ଖଲ୍ଲିକୋଟ ଆର୍‌ସିଏମ୍‌ ବିଜ୍ଞାନ କଲେଜରେ ପୂର୍ବତନ ବିଧାୟିକା ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ବାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ ତାଙ୍କ ପରିବାରବର୍ଗ,…

ଗୁରୁବାର ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ବ୍ରହ୍ମପୁରରେ ହେବ ଭାଜପା ସମାବେଶ

ଭୁବନେଶ୍ୱର,୨୦।୨(ସୁନିତ୍‌ ମିଶ୍ର): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି…

ମାଟ୍ରିକ୍‌ ପରୀକ୍ଷାରେ ‘ମିଶନ ଶକ୍ତି’କୁ ନେଇ ପ୍ରଶ୍ନ, ବୋର୍ଡ କର୍ତ୍ତୃପକ୍ଷ କହିଲେ ‘କୌଣସି ଅସୁବିଧା ନାହିଁ’

ଭୁବନେଶ୍ୱର, ୨୦।୨(ଅସମାପିକା ସାହୁ)- ରାଜ୍ୟରେ ମାଟ୍ରିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଛାତ୍ରୀଛାତ୍ରମାନେ ସାହିତ୍ୟ ବିଷୟରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷାରେ ମିଶନ ଶକ୍ତି ଉପରେ ପ୍ରଶ୍ନ ପଡ଼ିଥିଲା। ମିଶନ ଶକ୍ତି ବିଷୟରେ ରଚନା ଲେଖିବାକୁ ପ୍ରଶ୍ନପତ୍ରରେ ଉଦ୍ଦିଷ୍ଟ ଥିଲା।…

କେନ୍ଦ୍ରାପଡ଼ା ବିଜେଡି ଜିଲା ସଭାପତି ହେଲେ ଧୀରେନ ସାହୁ

ଭୁବନେଶ୍ୱର,୨୦ା୨(ଅନିଲ ଦାସ)-ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଧୀରେନ କୁମାର ସାହୁଙ୍କୁ କେନ୍ଦ୍ରାପଡ଼ା ବିଜୁ ଜନତା ଦଳ ଜିଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ମଙ୍ଗଳବାର ବିଜେଡି ପକ୍ଷରୁ ଜାରି ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି।…

ବୁଧବାର ନବୀନ ନିବାସ ଘେରିବ ମହିଳା କଂଗ୍ରେସ, ସାମିଲ ଦେବେ ଅଳକା ଲାମ୍ବା

ଭୁବନେଶ୍ୱର,୨୦।୨(ସୁନିତ୍‌ ମିଶ୍ର): ରାଜ୍ୟରେ ମହିଳାମାନଙ୍କ ପ୍ରତି ବଢୁଥିବା ହିଂସା ବିରୋଧରେ ବୁଧବାର ନବୀନ ନିବାସ ଘେରିବ ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ସୂଚନା ଦେଇଛନ୍ତି। ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ମଧ୍ୟ ଏହି କାର୍ଯ୍ୟକ୍ରମରେ…

ନିଆଁ ସାଜିଲା ବଇରି: ଜଳିଗଲା ୧୨ ବଖରା, ବାହାଘର ପାଇଁ ଥିବା ଟଙ୍କା, ସୁନା ବି ପୋଡ଼ି ପାଉଁଶ

ହାଟଡିହୀ,୨୦l୨(ଶୁଭକାନ୍ତ ନାୟକ)- କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ ପଣ୍ଡୁଆ ଗାଁର ନାଇକ ସାହିରେ ସୋମବାର ରାତିରେ ନିଆଁ ଲାଗି ୯ ପରିବାରର ୧୨ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମର ଫୁଲ ନାଇକ, ମଦନ ନାଇକ,ଦାମୋଦର ନାଇକ, ଶାନ୍ତି ନାଇକ,…

ଗଞ୍ଜାମରେ ସ୍ବତ୍ୱଧାରୀ ଚାଷୀଙ୍କୁ ମିଳିବ ସ୍ଥିତିବାନ ପଟ୍ଟା,ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୦।୨(ସନ୍ତୋଷ ପାଢୀ/ଦିଲୀପ ସାମଲ)- ଗଞ୍ଜାମ ଜିଲାସ୍ତରୀୟ ପଟ୍ଟା ପ୍ରଦାନ ସମାରୋହ ଛତ୍ରପୁରସ୍ଥିତ ଖେଳପଡିଆଠାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ସିକିମ ସ୍ବତ୍ୱଧାରୀ ଚାଷୀମାନଙ୍କୁ ସ୍ଥିତିବାନ ପଟ୍ଟା…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

କୋରାପୁଟ,୨୦।୨(ଅମିତାଭ ବେହେରା) ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୨୯ କୋଟି ଟଙ୍କାର ପ୍ରଶାସନିକ ଭବନ ସମେତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସୁନାବେଡ଼ାସ୍ଥିତ କ୍ୟାମ୍ପସରେ ଆୟୋଜିତ ଏହି ଅନଲାଇନ କାର୍ଯ୍ୟକ୍ରମରେ…

ଜୀବନରେ ସବୁକ୍ଷେତ୍ରରେ ମିଳିବ ସଫଳତା, ପଢ଼ନ୍ତୁ ଖାନ୍‌ ସାର୍‌ଙ୍କର କିଛି ପ୍ରେରଣାଦାୟକ କଥା…

ଜୀବନର ରାସ୍ତା ସହଜ ନୁହେଁ। ଏଠାରେ ସୁଖ ଅଛି ତ ଦୁଃଖ ବି ଅଛି। ହସ ଅଛି ତ ଲୁହ ବି ଅଛି। କଣ୍ଟା ଅଛି ତ ଫୁଲ ବି ଅଛି। ଏଣୁ ଅବିରତ ଭାବେ ଯାତ୍ରାରେ ଚାଲିବାକୁ ହେବ। ବେଳେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?