Home Left

ଯୁଦ୍ଧ ମଧ୍ୟରେ ହମାସକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ଉତ୍ତର କୋରିଆ

ପୋଙ୍ଗୟାଙ୍ଗ,୨୦।୧୦: ଇସ୍ରାଏଲ ଏବଂ ହମାସ ଯୁଦ୍ଧ ମଧ୍ୟରେ ଦାବି ହେଉଛି ଯେ, ହମାସ ଯୋଦ୍ଧାମାନେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ଉତ୍ତର କୋରିଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ। ଇସ୍ରାଏଲ ଦ୍ୱାରା ଜବତ ହୋଇଥିବା ହମାସ ଭିଡିଓ ଏବଂ ଅସ୍ତ୍ରଶସ୍ତ୍ରରୁ ଜଣାପଡିଛି…

ଦଦରା ଚାଳ ଛପର ଘରେ ବିତୁଛି ସୀତାଙ୍କ ଜୀବନ

ମହାକାଳପଡ଼ା,୨୦ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ପରିଣତ ବୟସରେ ସମାଜରେ ବହୁ ଅସହାୟ ବୃଦ୍ଧାବୃଦ୍ଧମାନେ ଅଛନ୍ତି ଦୁଇ ଓଳିରେ ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି। ପରିଣତ ବୟସରେ ନିଜ ଜନ୍ମ କଲା ପୁଅମାନେ ପର କରିବା ପରେ ଅତି ଅସହାୟ ଭାବେ ଜୀବନ…

ଅକ୍ଟୋବରର ଅବଶିଷ୍ଟ ୧୧ ଦିନ ମଧ୍ୟରୁ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୦।୧୦: ଉତ୍ସବର ଋତୁ ଆରମ୍ଭ ହୋଇଛି। ଏହି ଅବସରରେ ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ଦିନରେ ବ୍ୟାଙ୍କ ଛୁଟି ଅଛି। ଦୁର୍ଗା ପୂଜାରେ କିଛି ରାଜ୍ୟରେ ୨୫, ୨୬ ଏବଂ ୨୭ ଅକ୍ଟୋବର ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକ ବନ୍ଦ ରହିବ। ଆରବିଆଇ ଦ୍ୱାରା…

ସର୍ଭେରେ ଅଟକିଛି ମାଛଧରା ଜେଟି

ଛତ୍ରପୁର,୨୦ା୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀଠାରେ ମାଛ ଧରା ଜେଟି (ଫିସିଂ ହାରବୋର) ନିର୍ମାଣ ପ୍ରସ୍ତାବ ଦୀର୍ଘବର୍ଷ ଧରି ଅଟକିରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଜଙ୍ଗଲ ଜମିର କିସମ ପରିବର୍ତ୍ତନ, ଇଂଜିନିୟରିଂ ସର୍ଭେ, ପ୍ରକଳ୍ପ ନକ୍ସା…

୫ ଆସନରୁ ହୋଇନାହାନ୍ତି ବିଧାୟିକା

ବ୍ରହ୍ମପୁର,୨୦ା୧୦(ନରସିଂହ ସାହୁ): ରାଜ୍ୟରେ ୧୯୫୧-୧୯୫୨ରୁ ୨୦୧୯ ସୁଦ୍ଧା ୧୬ ବିଧାନସଭା ନିର୍ବାଚନ ହୋଇଛି। ବୃହତ୍ତମ ଜିଲା ଗଞ୍ଜାମର ୧୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ୫ଟି ଯଥା ଛତ୍ରପୁର, ଗୋପାଳପୁର, ହିଞ୍ଜିଳି, ଭଞ୍ଜନଗର ଓ ପୋଲସରାରୁ ବିଧାୟିକା ନିର୍ବାଚିତ ହୋଇନାହାନ୍ତି। ୨୦୨୪ସାଧାରଣ ନିର୍ବାଚନ ନିକଟତର…

ରିଲିଜ୍‌ ହେଲା ‘ଗଣପତ’

ମୁମ୍ବାଇ: ଅଭିନେତା ଟାଇଗର ଶ୍ରଫ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଣପତ’ ଶୁକ୍ରବାର ପ୍ରେକ୍ଷାଳୟରେ ପହଞ୍ଚିଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ଏହି ଆକ୍ସନ ପ୍ୟାକ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଏହାର…

ପୁଅ ନାଁରେ ବଳାତ୍କାର ଅଭିଯୋଗ, ପିତାଙ୍କ କଟିଲା ଟିକେଟ୍‌

ଭୋପାଳ,୨୦।୧୦: ମଧ୍ୟପ୍ରଦେଶ କଂଗ୍ରେସ କମିଟି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ବାଦନାଗର ବିଧାୟକ ମୁର୍ଲି ମୋରୱାଲଙ୍କ ଟିକେଟ କାଟି ଦିଆଯାଇଛି। ମୋରୱାଲଙ୍କ ପୁଅ କଂଗ୍ରେସ ନେତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା, ଯାହା ପରେ ତାଙ୍କ…

୧୦ ଲକ୍ଷ ଟଙ୍କା ନେଇ ଚମ୍ପଟ ମହିଳା

ଦେବଗଡ, ୨୦ /୧୦ (ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ଅନ୍ତର୍ଗତ ଗୋଗୁଆ ଗ୍ରାମର ୧୩ ଜଣ ମହିଳାଙ୍କ ୧୦ ଲକ୍ଷ ଟଙ୍କା ନେଇ ଜଣେ ମହିଳା ଚମ୍ପଟ ମାରିଥିବା ନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ…

ହିଂସାଗ୍ରସ୍ତ ମଣିପୁରରେ ସୁରକ୍ଷା ବାହିନୀଙ୍କ ବଡ କାର୍ଯ୍ୟାନୁଷ୍ଠାନ, ସର୍ଚ୍ଚ ଅପରେଶନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳି ଜବତ

ଇମ୍ଫାଲ,୨୦।୧୦: ମଣିପୁରର ଇମ୍ଫାଲ ପୂର୍ବ ଜିଲାରେ ସୁରକ୍ଷା ବାହିନୀଙ୍କ ସର୍ଚ୍ଚ ଅପରେଶନ ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। ଗୁରୁବାର ଇମ୍ଫାଲ ପୂର୍ବ ଜିଲାର ସାଗୋଲମାଙ୍ଗ ପୋଲିସ ଷ୍ଟେଶନ ସୀମା ଅନ୍ତର୍ଗତ ଶାନ୍ତିପୁର, ଖାମେନଲୋକ ଏବଂ ୱାକନ…

ଅନନ୍ୟ ପରମ୍ପରା, ୩୨୨ ବର୍ଷର ବଳି ଖେଳ

ବାଲେଶ୍ୱର,୨୦।୧୦(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ରାଜବାଟୀରେ ରାଜପରିବାରଙ୍କ ଦ୍ୱାରା ପ୍ରତିଷ୍ଠିତ ମା’ କନକଦୁର୍ଗା ମନ୍ଦିରରେ ଦୁର୍ଗାପୂଜା ଉପଲକ୍ଷେ ପ୍ରାୟ ୩୨୨ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ବଳି ଖେଳ। ମା’ଙ୍କ ନିର୍ଦ୍ଦେଶରେ ଜଣେ ବ୍ୟକ୍ତି ବେଲବରଣ ଦିନଠାରୁ ନିଜ ଘରଦ୍ୱାର ଛାଡ଼ି…

୪୧ କୂଟନୀତିଜ୍ଞଙ୍କୁ ଡକାଇଲା କାନାଡା, ନିଜାର ବିବାଦ ପରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ଭାରତ

ଓଟାଓ୍ବା,୨୦।୧୦: ଭାରତରେ ଥିବା ନିଜର ୪୧ କୂଟନୀତିଜ୍ଞଙ୍କୁ କାନାଡା ଡକାଇଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ କ ସିଂ ନିଜାରଙ୍କ ହତ୍ୟା ମାମଲାକୁ ନେଇ ଭାରତ ଉପରେ ଅଭିଯୋଗ ହେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ଦେଖାଦେଇଥିଲା। ଗୁରୁବାର…

୫ ରାଉଣ୍ଡ ଗୁଳି ଫୁଟାଇ ୫ ଲକ୍ଷ ନେଇଗଲେ

କେନ୍ଦୁଝର,୨୦।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ନୟାକୋଟ ଥାନା ଫୁଲଝର ସ୍ବପ୍ନେଶ୍ୱର ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତ ୫ ରାଉଣ୍ଡ ଗୁଳି ଫୁଟାଇ ୫ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏନେଇ ପେଟ୍ରୋଲ ପମ୍ପ ମାଲିକ କ୍ଷେତ୍ରମୋହନ ମହାନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri