Home Left

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୫ ମୃତ, ଏବେ ବି ଅନେକ ଫସି ରହିଛନ୍ତି

ଲକ୍ଷ୍ନୌ,୨୫ା୨: ଉତ୍ତରପ୍ରଦେଶର କୌଶମ୍ବୀ ଜିଲାର ଏକ ବାଣ କାରଖାନାରେ ରବିବାର ବ୍ୟାପକ ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସଛି। ପ୍ରାଥମିକ ସୂଚନାନୁଯାୟୀ, ଏହି ଦୁର୍ଘଟଣାରେ ପ୍ରାୟ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଗୁରୁତର ହୋଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ…

ଯାତ୍ରାର ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ:ଜୁନେଜା

ଭୁବନେଶ୍ୱର,୨୪।୨ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଆମକୁ ଆଗ ଆମର ଯାତ୍ରାର ଲକ୍ଷ୍ୟ ପଥ ସ୍ଥିର କରିବାକୁ ହେବ। ଯାତ୍ରାର ଲକ୍ଷ୍ୟ ଅନୁଯାୟୀ ଆମକୁ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ବିଶିଷ୍ଟ ଶିଳ୍ପପତି ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା…

ଯୁବତୀଙ୍କ ବିବାହ ପ୍ରସ୍ତାବ ପଡ଼ୁପଡ଼ୁ ଯୁବକଙ୍କ ହ୍ବାଟ୍ସଆପ୍‌ରେ ପହଞ୍ଚି ଯାଉଥିଲା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ, ପରେ….

ଭୁବନେଶ୍ୱର,୨୫।୨: ନିଜକୁ ନୌସେନା ଅଧିକାରୀ କହି ଗଢ଼ିଲେ ସମ୍ପର୍କ । ବିବାହର ପ୍ରତିଶ୍ରୁତି ଦେଇ ରଖିଲେ ଶାରୀରିକ ସମ୍ପର୍କ । ପରେ ଯୁବତୀଙ୍କୁ ବ୍ଲାକ୍‌ମେଲ କଲେ। ଆପତ୍ତିଜନକ ଫଟୋ ଓ ଭିଡିଓ ଭାଇରାଲ ମଧ୍ୟ କରିଦେଲେ। ଜଣେ ଯୁବକଙ୍କ ବିରୋଧରେ ଏଭଳି…

Video: ବିନା ପାଇଲଟରେ ୮୪ କିଲୋମିଟର ଗଡ଼ିଲା ଟ୍ରେନ୍: ଯାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହେଲା ଆତଙ୍କ, ତଦନ୍ତ ନିର୍ଦେଶ

ନୂଆଦିଲ୍ଲୀ,୨୫ା୨: ଜମ୍ମୁ କଶ୍ମୀରର କାଠୁଆ ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ହଠାତ୍ ପଠାନକୋଟ ଆଡକୁ ବିନା ପାଇଲଟରେ ଗଡିଛି। ପଞ୍ଜାବର ମୁକେରିଆନ୍ ଷ୍ଟେସନରେ ଅଟକିବା ପୂର୍ବରୁ ଏହି ଟ୍ରେନ୍ ପ୍ରାୟ ୮୪ କିଲୋମିଟର ପର୍ଯ୍ୟନ୍ତ ବିନା ଡ୍ରାଇଭରରେ ଗଡିଥିଲା। ଏହି…

ମଧୁବନ ଗାଁରେ ବୁଲିଲା ଖଣ୍ଡା, ଜଣେ ଆହତ

ବାରଙ୍ଗ,୨୫ା୨(ଲିଙ୍ଗରାଜ ରାଉତ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାରଙ୍ଗ ଥାନା ଅଧିନସ୍ଥ ମଧୁବନ ଗାଁରେ ରବିବାର ମଧ୍ୟାହ୍ନରେ ବୁଲିଛି ଖଣ୍ଡା। ଖଣ୍ଡାଚୋଟରେ ଜଣେ ଆହତ ହୋଇଥିବା ବେଳେ ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଆତଙ୍କ ସୃଷ୍ଟି କରିଥିବା ଯୁବକମାନେ ଏକ କାର୍‌କୁ…

୩୪ଟି ନୂଆ ଏନଏଏସି ଗଠନ କେବଳ ରାଜ୍ୟସରକାରଙ୍କ ନିର୍ବାଚନୀ ଧୂଆଁବାଣ କହି ବର୍ଷିଲା ଭାଜପା

ଭୁବନେଶ୍ୱର,୨୫।୨: ରାଜ୍ୟ ସରକାର ୨୦ଟି ଜିଲାରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଘୋଷଣାକୁ ନେଇ ବିଜେପି ବର୍ଷିଛି । କ୍ୟାବିନେଟ ଅନୁମୋଦନ ନାହିଁ କିମ୍ବା ବିଧାନସଭାର ଅନୁମତି ନାହିଁ । ଏପରିକି ରାଜ୍ୟପାଳ ମଧ୍ୟ ଅନୁମୋଦନ କରିନାହାନ୍ତି । ଏ…

ଏନକାଉଣ୍ଟରରେ ୩ ମାଓବାଦୀ ନିହତ 

ମାଲକାନଗିରି,୨୫।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି-ଛତିଶଗଡ ସୀମାନ୍ତ କାଙ୍କେର ଜିଲାରେ ଏନକାଉଣ୍ଟର ହୋଇଛି। ସୁରକ୍ଷା କର୍ମୀଙ୍କ ଗୁଳିରେ ତିନି ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଚନ୍ତି। ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ସୂଚନାଯୋଗ୍ୟ, କୈଲିବେଡା…

ଆନ୍ଧ୍ର ବିଧାନସଭାନ ନିର୍ବାଚନ: ୧୧୮ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ, ଜାଣନ୍ତୁ ଟିଡିପି, ଜନସେନାର କେତେ ପଡ଼ିଲା ଭାଗ   

ବିଶାଖାପାଟଣା,୨୫।୨: ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ପାର୍ଟି ନେତା ପୱନ କଲ୍ୟାଣ ଆଗାମୀ ଆନ୍ଧ୍ରପ୍ରଦେଶ ବିଧାନସଭାନ ନିର୍ବାଚନ ପାଇଁ ୧୧୮ ଜଣଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନ ମଧ୍ୟରୁ…

ବିନା ଟିକେଟ୍‌ରେ ଏରୋବ୍ରିଜ୍‌ରେ ପହଞ୍ଚି ବିମାନ ଯାତ୍ରା କରିବାକୁ ଯାଉଥିଲେ ବ୍ୟକ୍ତି, ଏମିତି ପଡ଼ିଲେ ଧରା

ମୁମ୍ବାଇ,୨୫ା୨: ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଜଣେ ବ୍ୟକ୍ତି ଖାଲି ଯେ, ବିନା ଟିକେଟରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରବେଶ କରିନାହାନ୍ତି ବରଂ ଇଣ୍ଡିଗୋ ବିମାନର ଏରୋବ୍ରିଜ ନିକଟକୁ ମଧ୍ୟ ଚାଲିଯାଇଥିଲେ। ତାଙ୍କ ପାଖରେ ବୈଧ କାଗଜପତ୍ର ମଧ୍ୟ ନ…

ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ଆଶାୟୀଙ୍କୁ ନେଇ ଚାଲିଛି ଅଙ୍କକଷା

କଟକ,୨୫।୨(ଶିଳ୍ପା ପ୍ରିୟଦର୍ଶିନୀ): ୨୦୨୪ ନିର୍ବାଚନ ପାଇଁ ଚାଲିଛି ସମସ୍ତ ଦଳ ମଧ୍ୟରେ ଅଙ୍କକଷା। ଏପରିକି ଦଳରୁ ଏକାଧିକ ଆଶାୟୀ ପ୍ରାଥୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବିଧିବଦ୍ଧ ଭାବେ ଆଶାୟୀଙ୍କ ନାଁ ଘୋଷଣା ହୋଇନାହିଁ ସତ, ହେଲେ ଚର୍ଚ୍ଚା ଦିନକୁ…

କାହିଁକି ଉତ୍ତରୀୟରେ ଶଙ୍ଖ ଚିହ୍ନ ନାହିଁ

ମାଲକାନଗିରି,୨୫।୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ବ୍ଲକ ବଦଲି ପଞ୍ଚାୟତ ବଦଲିରେ ଶନିବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବାଙ୍କ ତରଫରୁ ବିଜୁ ଜନତା ଦଳ ଯୁବ, ଛାତ୍ର, ମହିଳାମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀ : ନବୀନା,ସୁରେଶ ବିଜେଡି ଆଶାୟୀ , କାହାକୁ ମିଳିବ ଟିକେଟ୍‌

ଉମରକୋଟ, ୨୫।୨(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ୪ ଆଶାୟୀଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା। କଂଗ୍ରେସରୁ ସନରାଜ ଗଣ୍ଡ ଜଣେମାତ୍ର ଆଶାୟୀ ଥିବା ବେଳେ ଭାଜପାର ସଂଖ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?