Home Left

ଆଲିଶାନ୍‌ର କିଙ୍ଗ୍‌ ଅଫ୍‌ ପୂଜା ଶପିଂ

ଭୁବନେଶ୍ୱର, ୨୨।୧୦: ସହରର ସର୍ବପୁରାତନ ତଥା ସ୍ବତନ୍ତ୍ର ପୁରୁଷ ପରିଧାନ ଶୋ’ରୁମ୍‌ ଆଲିଶାନ୍‌ ପକ୍ଷରୁ ପାର୍ବଣ ଅଫର ‘କିଙ୍ଗ୍‌ ଅଫ୍‌ ପୂଜା ଶପିଂ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଅଫରରେ ୫୦ରୁ ଅଧିକ ଲୋକପ୍ରିୟ ବ୍ରାଣ୍ଡ ଯଥା କଲରପ୍ଲସ୍‌,…

ଏମ୍‌ସିଏଲ୍‌ ସିଏମ୍‌ଡି ପୁରସ୍କୃତ

ତାଳଚେର,୨୨।୧୦(ମନୋଜ ନନ୍ଦ): ସୁରକ୍ଷା ପରିଚାଳନା କ୍ଷେତ୍ରରେ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ମହାନଦୀ କୋଲ୍‌ଫିଲ୍ଡସ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ. ପି. ସିଂଙ୍କୁ ସମ୍ମାନଜନକ ‘ଆପେକ୍ସ ଇଣ୍ଡିଆ ଭିଜନାରୀ ଲିଡର୍‌ ଆୱାର୍ଡ- ୨୦୨୩’ ପ୍ରଦାନ କରାଯାଇଛି। ଏଥିସହ ଆପେକ୍ସ…

ଦାଣ୍ଡିଆ ନାଚରେ ଆସୁଛି ହାର୍ଟ ଆଟାକ୍, ୨୪ ଘଣ୍ଟାରେ ୧୦ ଜଣ ହରାଇଲେ ଜୀବନ

ସୁରଟ, ୨୨/୧୦: ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ସମଗ୍ର ଦେଶରେ ଏବେ ଉତ୍ସବର ମାହୋଲ। ଏହି ଉତ୍ସବକୁ ଆହୁରି ଟିକିଏ ରୋଚକ କରିବାକୁ ବିଭିନ୍ନ ସ୍ଥାନରେ ଦାଣ୍ଡିଆ ନାଚ ଆୟୋଜିତ ହେଉଥିଲା ବେଳେ ଏଠାରୁ ଆସିଛି ଦୁଖଦଃ ଖବର। ଗୁଜରାଟରେ ଗତ…

କୁକୁର ଆତ୍ମହତ୍ୟା କରିବାର କେବେ ଦେଖିଛନ୍ତି କି? ଯଦି ନା ଥରେ ଏହି ଭିଡିଓ ଉପରେ ନଜର ପକାନ୍ତୁ…

ଆପଣ ନିଶ୍ଚିତ ଭାବରେ ଆଜି ପର୍ଯ୍ୟନ୍ତ ପଶୁମାନଙ୍କର ଅନେକ ଭିଡିଓ ଦେଖିଥିବେ। କେତେକ ଭିଡିଓରେ ପଶୁମାନଙ୍କ କାର୍ଯ୍ୟ ଆଶ୍ଚର୍ଯ୍ୟଚକିତ କରିଥାଏ। ବିଲେଇମାନେ ବଡ଼ବଡ଼ କୋଠାରୁ ଡେଉଁଥିବାର ଦେଖିଥିବେ। ବିଲେଇମାନଙ୍କର ଶରୀର ଯଥେଷ୍ଟ ନମନୀୟ। ଯେତେବେଳେ ସେ ଉଚ୍ଚତାରୁ ଡେଇଁଥାନ୍ତି ସେତେବେଳେ ନିଜ…

ଓ୍ବାନ୍‌ ପ୍ଲସ୍‌ ସହ ରିଲାଏନ୍ସ ଡିଜିଟାଲର ସହଭାଗିତା

ଭୁବନେଶ୍ୱର,୨୨।୧୦: ରିଲାଏନ୍ସ ଡିଜିଟାଲ ଏବଂ ଓ୍ବାନ୍‌ ପ୍ଲସ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଛି। ବିଶେଷକରି ଓ୍ବାନ୍‌ ପ୍ଲସ୍‌ର ବହୁ ପ୍ରତୀକ୍ଷିତ ଓ୍ବାନ୍‌ ପ୍ଲସ୍‌ ଓପନ୍‌ ଫୋଲଡେବଲ୍‌ ଫୋନ୍‌ ରିଲାଏନ୍ସ ଡିଜିଟାଲର ସମସ୍ତ ଷ୍ଟୋରରେ ଉପଲବ୍ଧ ବୋଲି ଉଭୟ ସଂସ୍ଥା (କମ୍ପାନୀ)…

ଷ୍ଟାର୍ଟଅପ୍‌ ଓଡ଼ିଶା ପକ୍ଷରୁ ଫଣ୍ଡ୍‌ଷ୍ଟାକ୍‌ ୩.୦ ଉନ୍ମୋଚିତ

ଭୁବନେଶ୍ୱର,୨୨।୧୦ (ଅଭୟ ଦାଶ): ଷ୍ଟାର୍ଟଅପ୍‌ ଓଡ଼ିଶାର ବହୁ ପ୍ରତୀକ୍ଷିତ ନିବେଶକ ସଂଯୋଗ କାର୍ଯ୍ୟକ୍ରମ ଫଣ୍ଡ୍‌ଷ୍ଟାକ୍‌ ୩.୦ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ରାଜ୍ୟର ଷ୍ଟାର୍ଟଅପ୍‌ଗୁଡ଼ିକୁ ପିଚିଂ ସେସନ ସହ ବିଭିନ୍ନ ପ୍ରତିଷ୍ଠିତ ନିବେଶକଙ୍କ ସହ ସଂଯୋଜିତ ହେବା…

ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି

ପୃଥିବୀର ବିଭିନ୍ନ ସ୍ଥାନରେ ଏଭଳି କିଛି ସ୍ଥାପତ୍ୟ ରହିଛି, ଯାହାକୁ ଦେଖିବା ଲାଗି ରାତି ପାହିଲେ ଜମେ ଦର୍ଶକଙ୍କ ଭିଡ଼। ଏଭଳି ଏକ ଆଶ୍ଚର୍ଯ୍ୟଜନକ କୀର୍ତ୍ତି ହେଉଛି ଆମେରିକାର ନ୍ୟୁୟର୍କ ସହରରେ ଥିବା ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି। ଆସନ୍ତୁ ଜାଣିବା ଏହା…

ଅଲ୍‌ରାଉଣ୍ଡର ଜଲାଲ୍‌

ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳ ବାସିନ୍ଦା ସେହନାଜ୍‌ ବିବି ଓ ନୁରାଅଲୀ ଖାନ୍‌ଙ୍କ ପୁଅ ଜଲାଲ୍‌ ଖାନ୍‌। ଜଣେ ସମାଜସେବୀ ଏବଂ ବଡିବିଲ୍ଡର ଭାବେ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ସେ ଜଣେ ଜଣାଶୁଣା ନାମ। ଗଞ୍ଜାମ ଲ’ କଲେଜରୁ ବିଏ.ଏଲ୍‌ଏଲ୍‌ବି. ପଢ଼ା…

ଦାଣ୍ଡିଆ ନାଇଟ୍ସ

ଦଶହରାରେ ମା’ ଦୁର୍ଗାଙ୍କ ପୂଜା ପାଇଁ ଗାଁଠୁ ସହର ଉତ୍ସବ ମୁଖରିତ। ପ୍ରତିଟି ପୂଜା ମଣ୍ଡପରେ ଆକର୍ଷଣୀୟ ସୁଉଚ୍ଚ ତୋରଣ ଭିତରେ ଶୋଭା ପାଉଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି। ଏହାକୁ ଦର୍ଶନ କରିବା ସହ ବର୍ତ୍ତମାନ ଅଧିକାଂଶ ଯୁବପିଢ଼ିଙ୍କ ପାଇଁ ଅନ୍ୟତମ…

ଇସ୍ପାତ ସହରରେ ଆଜି ମହାଷ୍ଟମୀ

ରାଉରକେଲା,୨୨।୧୦(ସଙ୍ଗୀତା ଜେନାଶାରଦୀୟ ଦୁର୍ଗାପୂଜା ପାଇଁ ଇସ୍ପାତ ନଗରୀ ରାଉରକେଲା ଚଳଚଞ୍ଚଳ ହୋଇପଡିଛି। ସହରରେ ଷ୍ଟିଲ୍‌ ଟାଉନଶିପ୍‌, ସିଭିଲ ଟାଉନଶିପ୍‌ ଓ ଫର୍ଟିଲାଇଜର ଟାଉନଶିପ୍‌ ଆଦି ସମୁଦାୟ ୧୦୮ଟି ସ୍ଥାନରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଆୟୋଜନ ହୋଇଛି। ପୂଜାକୁ ଆକର୍ଷଣୀୟ କରିବା…

ନାରୀ ଶକ୍ତି: ସେ ଘର ସମ୍ଭାଳିପାରେ, ଦେଶ ବି…

ସଂସ୍କୃତରେ ଏକ ଶ୍ଲୋକ ଅଛି-‘ନ ସ୍ତ୍ରୀରତ୍ନସମଂ ରତ୍ନମ’। ନାରୀ ରତ୍ନପରି ଆଉ କୌଣସି ରତ୍ନ ନାହିଁ । ସେ ଏମିତି ଏକ ରତ୍ନ ଯାହାର ଚମକରେ ସାରା ବିଶ୍ୱ ଝଲସିଯାଏ । ତା’ର ଶକ୍ତି, ସାମର୍ଥ୍ୟର କୌଣସି ସୀମା ନାହିଁ। ସେ…

ଆଜି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରାକୁ ବୁଝାଇଥାଏ। ଭବାନୀପାଟଣା ସହରରେ ମା’ ମାଣିକେଶ୍ୱରୀଙ୍କ ପୀଠ ଅବସ୍ଥିତ। ଏଠାରେ ବୈଦିକ ରୀତିରେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ସମେତ ଆଦିବାସୀ ସଂସ୍କୃତିର ମିଶ୍ରଣରେ ବିଶେଷ ପୂଜାର୍ଚ୍ଚନାର ଏକ ନିଆରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri