ମଣ୍ଡପକୁ ପ୍ରଥମ ଭୋଗ ଥାନାରୁ ଆସେ
ଭଦ୍ରକ ଜିଲା ବାସୁଦେବପୁରର ଗଁାଠୁ ସହର ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପରେ ଶନିବାର ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ବାସୁଦେବପୁର ମୁଖ୍ୟ ବଜାରସ୍ଥିତ ପୌରପାଳିକା ଅଫିସ ସାମ୍ନାରେ ଥିବା ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ଏଥର ୫୯ବର୍ଷରେ…
ଜୀବନରେ ଶାନ୍ତି ପାଇବାକୁ ହେଲେ ମାନନ୍ତୁ ଏସବୁ କଥା…
ଜୀବନରେ ଶାନ୍ତି ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। ହେଲେ ବେଳେବେଳେ ଛୋଟମୋଟ ଭୁଲ୍ ଯୋଗୁ ଘରେ ଅଶାନ୍ତି ଲାଗିରହେ ଆଉ ସୁଖସମୃଦ୍ଧିରେ ବାଧା ସୃଷ୍ଟି ହୁଏ। ଯେମିତିକି: * ଶୋଇକି ଉଠିବା ପରେ ଅସଜଡ଼ା ଶେଯକୁ ନ ସଜାଡ଼ଲେ, ଘରେ ଶନି…
କୋଲାବ ଜଳଭଣ୍ଡାର ଏବେ ଦଳଭଣ୍ଡାର
କୋରାପୁଟ,୨୨ା୧୦(ଅମିତାଭ ବେହେରା )କୋରାପୁଟ କୋଲାବ ଜଳଭଣ୍ଡାର ଏବେ ଦଳ ଭଣ୍ଡାରରେ ପରିଣିତ ହୋଇଛି। କୋରାପୁଟ ଜିଲାର ଜୟପୁର, ଲମତାପୁଟ, ବୈପାରିଗୁଡା, ନନ୍ଦପୁର, ସେମିଳିଗୁଡା ଓ କୋରାପୁଟ ବ୍ଲକର ବିଭିନ୍ନ ଅଞ୍ଚଳକୁ ସ୍ପର୍ଶ କରି ୧୬୩୦ ବର୍ଗ କିଲୋମିଟର ଜାଗାରେ ବିସ୍ତିର୍ଣ୍ଣ ଏହି…
ମ୍ୟୁନିସିପାଲିଟି ପରିସରରେ ଥିବା ଲୁ’ରେ ତାଲା
ନବରଙ୍ଗପୁର,୨୨।୧୦(ସଦାଶିବ ପ୍ରହରାଜ)ପୌରସଂସ୍ଥା ପକ୍ଷରୁ ସହରରେ ୮ଟି ଲୁ ନିର୍ମାଣ କରାଯାଇଛି। ତେବେ କୌଣସି ଗୋଟିଏ ଲୁ ୨ ବର୍ଷ ହେବ ଖୋଲାଯାଇ ପାରିଲା ନାହିଁ। ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ସହରରେ ରାସ୍ତାକଡ଼ ଓ ବିଭିନ୍ନ କାର୍ଯ୍ୟାଳୟରେ ୮ ଟି ଲୁ…
ଦଶହରାରେ ଘରେ କେଉଁଠି ରଖିବେ ମା’ ଦୁର୍ଗାଙ୍କ ମୂର୍ତ୍ତି, ଜାଣନ୍ତୁ କ’ଣ ରହିଛି ବାସ୍ତୁ ନିୟମ…
ଦଶହରା ସମୟରେ ମା’ ଦୁର୍ଗାଙ୍କର ଖୁବ୍ ସୁନ୍ଦର ସୁନ୍ଦର ମୂର୍ତ୍ତି ବିଭିନ୍ନ ପୂଜାମଣ୍ଡପରେ ଦେଖିବାକୁ ମିଳେ। ହେଲେ ଏମିତି ବି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ଘରେ ମା’ ଦୁର୍ଗାଙ୍କର ମୂର୍ତ୍ତି ରଖି ପୂଜାର୍ଚ୍ଚନା କରିଥାନ୍ତି। ତେବେ ଘରେ ମା’ଙ୍କର ମୂର୍ତ୍ତି…
ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରତି ସ୍କୁଲରେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବି
ଭୁବନେଶ୍ୱର,୨୨ା୧୦(ଅସମାପିକା ସାହୁ)ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସୁପ୍ରିମକୋର୍ଟ ଗତ ଅଗଷ୍ଟ ୨୨ରେ ଏ ସଂକ୍ରାନ୍ତ ମାଲାର ଶୁଣାଣି କରି ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ ସ୍ଥାୟୀ…
ରମାଦେବୀ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ
ଭୁବନେଶ୍ୱର,୨୨ା୧୦(ଅସମାପିକା ସାହୁ)ଭୁବନେଶ୍ୱର ରମାଦେବୀ ଜୁନିୟର କଲେଜ (ଉଚ୍ଚ ମାଧ୍ୟମିକ ସ୍କୁଲ୍)ରେ ରାଗିଂ ଅଭିଯୋଗ ଆସିଛି। ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ରୀ ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଗଣଶିକ୍ଷା ବିଭାଗକୁ ଲିଖିତ ଭାବେ…
କଟକ ଚାନ୍ଦିମେଢ଼ ୧୯୫୬ରୁ ଆରମ୍ଭ
ଚଳିତବର୍ଷ ପୂଜା ପାଇଁ ଉତ୍ସବ ମୁଖର ହୋଇଛି କଟକ ସହର। ରଙ୍ଗବେରଙ୍ଗର ଆଲୋକ ସାଙ୍ଗକୁ ସୁଉଚ୍ଚ ତୋରଣ ଲୋକମାନଙ୍କୁ ଆକର୍ଷିତ କରୁଛି। ବିଭିନ୍ନ ମଣ୍ଡପରେ ମା’ଙ୍କ ଚାନ୍ଦିମେଢ ସହ ସୁନା ମୁକୁଟ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି। ତାରକସୀ କାମ…
ଦଶମୀରେ ସିନ୍ଦୂର ଖେଳ
ବାଲେଶ୍ୱର ସହରରେ ୨୦୦ବର୍ଷ ପୂର୍ବରୁ ଦୁର୍ଗା ପୂଜା ଆରମ୍ଭ ହୋଇଥିବା କିମ୍ବଦନ୍ତୀ ରହିଛି। ସହରର ବାରବାଟୀ ଅଞ୍ଚଳରେ ବସବାସ କରୁଥିବା ଜମିଦାର ପରିବାର (କର ପରିବାର, ରାଜ ପରିବାର, ଦାସ ପରିବାର ଓ ମଣ୍ଡଳ ପରିବାର) ପକ୍ଷରୁ ଘଟ ପୂଜା ଆରମ୍ଭ…
ମା’ଦୁର୍ଗା
ହିନ୍ଦୁ ପୁରାଣ ଓ ଲୋକ ମାନ୍ୟତା ଅନୁଯାୟୀ ନବରାତ୍ର ଏବଂ ବିଜୟା ଦଶମୀକୁ ନେଇ ଅନେକ ବିଶ୍ୱାସ ରହିଛି। ତେବେ ସେ ସବୁର ମୂଳ କଥା ସତ୍ୟ ଉପରେ ଅସତ୍ୟର ବିଜୟ। ତା’ହେଲେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି କାହାଣୀ…
ଗାଜାରେ ପହଞ୍ଚିଲା ସହାୟତା
ଗାଜା ସିଟି/ଜେରୁଜେଲମ୍,୨୨ା୧୦: ଇସ୍ରାଏଲ ଓ ହମାସ୍ ଯୁଦ୍ଧକୁ ଶନିବାର ୧୫ ଦିନ ପୂରିଥିବାବେଳେ ଗାଜାରେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ଲୋକଙ୍କ ସହାୟତା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଗୋଟିଏ ପରେ ଗୋଟିଏ ଟ୍ରକ୍ ପହଞ୍ଚିବାରେ ଲାଗିଛି। ତେବେ ଇସ୍ରାଏଲ…
ଦସ୍ତଖତ, ଆଇସ୍କାନର ୧୫ଦିନ ପରେ ବି ମିଳିଲାନି ଚାଉଳ
ତିହିଡ଼ି,୨୨ା୧୦(ସଞ୍ଜିତ ବଳ)ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ପଞ୍ଚାୟତ ଓରଡ଼ା ଗ୍ରାମର ୩ଟି ୱାର୍ଡର ହିତାଧିକାରୀମାନଙ୍କୁ ୩ ମାସର ପିଡିଏସ୍ ଚାଉଳ ମିଳିନାହିଁ। ହିତାଧିକାରୀମାନେ ଦସ୍ତଖତ ଦେବା ଓ ଆଇସ୍କାନ କରାଯିବାର ୧୫ ଦିନ ପରେ ବି ଚାଉଳ ମିଳି…
Archives


