ସ୍ବାମୀଙ୍କ ଦ୍ୱିତୀୟ ବିବାହ ନେଇ ସ୍ତ୍ରୀ ରାଜି, ୨୧ ବର୍ଷ ବୟସ୍କାଙ୍କୁ ବିବାହ କରିବାକୁ କୋର୍ଟରେ ପହଞ୍ଚିଲେ ୪ ସନ୍ତାନଙ୍କ ପିତା, ହାଇ ଭୋଲଟେଜ ଡ୍ରାମା ଭାଇରାଲ…
ଫରିଦାବାଦ,୨୨।୧୦ : ହରିୟାଣାର ଫରିଦାବାଦ ଜିଲାରେ ଅନ୍ୟ ସମ୍ପ୍ରଦାୟର ଜଣେ ଯୁବକ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ କୋର୍ଟରେ ପହଞ୍ଚିଥିଲେ। ଯାହା ପରେ ଜିଲା କୋର୍ଟରେ ଏକ ହାଇ ଭୋଲଟେଜ ଡ୍ରାମା ହୋଇଥିଲା। ୨୧ ବର୍ଷର ଯୁବତୀଙ୍କୁ ବିବାହ କରିବାକୁ…
ଲିକ୍ ହେଉଛି ପୃଥିବୀର ମୂଳ, ବୈଜ୍ଞାନିକ ଆଶ୍ଚର୍ଯ୍ୟ
ବୈଜ୍ଞାନିକମାନେ ପ୍ରାଚୀନ ଲାଭାରେ ଏକ ରହସ୍ୟମୟ ଉପାଦାନ ପାଇଛନ୍ତି, ଯାହା ବିଷୟରେ ସେମାନେ ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି। ସେହି ଉପାଦାନର ଆବିଷ୍କାର ତତ୍ତ୍ୱକୁ ଆଗେଇ ନେଇଛନ୍ତି। ପୃଥିବୀର ମୂଳରୁ ଏକ ଲିକ୍ ଅଛି। କାରଣ ମିଳିଥିବା ଉପାଦାନଟି ଆମ ଗ୍ରହର ଭିତର…
କେରଲା ଷ୍ଟୋରି ପରେ ‘ଦି ନକ୍ସଲ ଷ୍ଟୋରି’ରେ ନଜର ଆସିବେ ଅଦା ଶର୍ମା
ମୁମ୍ବାଇ: ଫିଲ୍ମ କେରଲା ଷ୍ଟୋରୀ ବସ୍ତର: ଦି ନକ୍ସଲ ଷ୍ଟୋରିରେ ଅଭିନୟ କରିବାକୁ ଯାଉଛନ୍ତି ଅଦା ଶର୍ମା। ଫିଲ୍ମ ନିର୍ମାତା ବିପୁଲ ଅମୃତଲାଲ ଶାହା, ନିର୍ଦ୍ଦେଶକ ସୁଦୀପଟୋ ସେନ ଏହି ଫଇଲ୍ମଟିକୁ ପ୍ରସ୍ତୁତ କରୁଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି।…
ଜନ୍ତରା ଗ୍ରାମକୁ ତଥ୍ୟ ଅନୁସନ୍ଧାନକାରୀ ଦଳ ପଠାଇବ କଂଗ୍ରେସ
ଭୁବନେଶ୍ୱର,୨୨।୧୦(ଅନିଲ ଦାସ): କେନ୍ଦୁଝର ଜିଲା ଜୁଆଙ୍ଗ ଗ୍ରାମରେ ଦୂଷିତ ପାଣି ପିଇ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଶନିବାର ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛନ୍ତି। ଏହି କମିଟିରେ ମହିଳା କଂଗ୍ରେସ…
ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଜଣେ ମୃତ, ଜଣେ ଗୁରୁତର
ପୁରୁଷୋତ୍ତମପୁର,୨୨ା୧୦(ସୀମାଞ୍ଚଳ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅତି ବୀଭତ୍ସ ଭାବରେ ହାଣି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମର କେ.ମିଟୁ ରେଡ୍ଡୀ ଓରଫ ପଦ୍ମଚରଣ। ମିଟୁ ଓ…
ଏଆଇସିସି ଷ୍ଟାର ପ୍ରଚାର ତାଲିକାରେ ଓଡ଼ିଶାରୁ ୩
ଭୁବନେଶ୍ୱର,୨୨।୧୦(ଅନିଲ ଦାସ): ଛତିଶଗଡ଼ରେ ହେବାକୁ ଥିବା ବିଧାନସଭା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଶନିବାର ୪୦ ଜଣିଆ ଷ୍ଟାର ପ୍ରଚାର କମିଟି ଘୋଷଣା କରାଯାଇଛି। ଓଡ଼ିଶାରୁ ୩ ଜଣଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ…
ଆଜି ଧର୍ମଶାଳାରେ ବଡ଼ ଲଢ଼େଇ: ୨ ପରିବର୍ତ୍ତନ ସହ ଓହ୍ଲାଇପାରେ ଟିମ୍ ଇଣ୍ଡିଆ, ଓ୍ବିଲିୟମସନଙ୍କ ବିନା ଖେଳିବ ନ୍ୟୁଜିଲାଣ୍ଡ…
ଧର୍ମଶାଳା,୨୨।୧୦: ବିଶ୍ୱକପ୍ ୨୦୨୩ର ୨୧ତମ ମୁକାବିଲାରେ ରବିବାର ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ। ଉଭୟ ଟିମ୍ର ଟୁର୍ନାମେଣ୍ଟରେ ଏହା ୫ମ ମ୍ୟାଚ୍। ପୂର୍ବରୁ ଖେଳିଥିବା ୪ ମ୍ୟାଚ୍କୁ ଭାରତ-ନ୍ୟୁଜିଲାଣ୍ଡ ଜିତିବାରେ ସଫଳ ହୋଇଥିବାରୁ ଏହି ମ୍ୟାଚ୍ର ଗୁରୁତ୍ୱ ଅଧିକ ରହିଛି।…
ବେକର ଚଉଡ଼ା ୨୦ ଇଞ୍ଚ
ବୋଗୋଟା: ସାଧାରଣତଃ ମଣିଷଙ୍କ ବେକର ମୋଟା ୧୪ରୁ ୧୭ ଇଞ୍ଚ ମଧ୍ୟରେ ହୋଇଥାଏ। ହେଲେ ନିକଟରେ କଲମ୍ବିଆର ବଡିବିଲ୍ଡରଙ୍କ ବେକ ସବୁଠୁ ମୋଟା ବୋଲି ଜଣାପଡ଼ିଛି। ତାଙ୍କ ବେକର ଚଉଡ଼ା ୨୦ ଇଞ୍ଚ। ଫିଟ୍ନେସ୍ ଜଗତରେ ବଡିବିଲ୍ଡର ରୁବେଲ ମସ୍କେ୍ୟୁରାଙ୍କୁ ସବୁଠୁ…
ଟ୍ରେନିଂ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ
ପୁଣେ,୨୨।୧୦: ଏଠାରେ ରବିବାର ସକାଳେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଗୋଜୁବାଭି ଗ୍ରାମ ନିକଟରେ ପ୍ରଶିକ୍ଷଣ ଲାଗି ଉଡାଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଦୁଇଜଣ ଟ୍ରେନି(ପ୍ରଶିକ୍ଷକ) ପାଇଲଟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି…
ପଥରରେ ଗୁପ୍ତ ଟ୍ରେଜର ନକ୍ସା
ପ୍ୟାରିସ୍: ନିକଟରେ ବୈଜ୍ଞାନିକମାନେ ୪ହଜାର ବର୍ଷ ପୁରୁଣା ଏକ ରହସ୍ୟମୟ ପଥର ବାବଦରେ କିଛି ତଥ୍ୟ ହାସଲ କରିଛନ୍ତି। ସେମାନଙ୍କ କହିବା କଥା କି, ପଥର ଉପରେ ହୋଇଥିବା କଳାକୃତି ପ୍ରକୃତରେ ଏକ ପ୍ରକାରର ଗୁପ୍ତ ଟ୍ରେଜର। ନକ୍ସା ଅଟେ। କାଂସ୍ୟ…
ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ଫେଷ୍ଟିଭ ସେଲ୍
ଭୁବନେଶ୍ୱର, ୨୨।୧୦: ରାଜ୍ୟର ପ୍ରମୁଖ ରିଟେଲ ଚେନ୍ ଷ୍ଟୋର ତଥା ଦୀର୍ଘ ୫୦ବର୍ଷ ଧରି ସମଗ୍ର ଓଡ଼ିଶାରେ ଇଲେଟ୍ରୋନିକ୍ସ ଏବଂ ଫର୍ନିଚର ବ୍ୟବସାୟରେ ଏକ ଅଗ୍ରଣୀ ନାମ ଭାବେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଆକର୍ଷଣୀୟ ଫେଷ୍ଟିଭ ସେଲ୍ ସମ୍ପର୍କରେ ଘୋଷଣା କରାଯାଇଛି।…
ଡାକ୍ତର ପରିବାର, ଏବେ ୧୪୦ରୁ ଉର୍ଦ୍ଧ୍ୱ ସଦସ୍ୟ ଡାକ୍ତରୀ ପେସାରେ…
୧୯୧୯ରୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀର ସଭରଓ୍ବାଲ ପରିବାରର ୫ ପିଢି ଡାକ୍ତରୀକୁ ନିଜର ପେସା କରି ଆସିଛନ୍ତି। ଫଳରେ ଏବେ ଏହି ପରିବାରରେ ୧୪୦ରୁ ଉର୍ଦ୍ଧ୍ୱ ସଦସ୍ୟ ଡାକ୍ତରୀ ପେସାରେ ଅଛନ୍ତି। ୧୯୧୯ରେ ଲାଲା ଜୀବନମାଲ ସଭରଓ୍ବାଲ ଯେକି ଲାହୋରରେ ଷ୍ଟେସନ…
Archives


