ଗାଈ ଚରାଇବାକୁ ଯାଇ ହାତୀ ଆକ୍ରମଣରେ ଚାଲିଗଲା ଜୀବନ
କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରେ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ଭାଗିରଥୀ ମହାନ୍ତ(୫୫) ଏବଂ ତାଙ୍କ ଘର ମଇଦାନକେଲ ନିକଟ ବାସୁଦେବପୁର ଗ୍ରାମରେ ବୋଲି ଜଣାପଡ଼ିଛି। ଗତ ୨୦…
ଦିଅରଙ୍କୁ ବିବାହ କରିବାକୁ ମଝି ରାସ୍ତାରେ ମାର୍ପିଟ ଲାଗିଲେ ଦୁଇ ଭାଉଜ, ଶେଷରେ ପୋଲିସ…
ପାଟନା,୨୨।୧୦: ବିହାରର ନାଳନ୍ଦାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦିଅରଙ୍କୁ ବିବାହ କରିବାକୁ ନେଇ ଦୁଇ ଭାଉଜ ଜୋରଦାର ମାରପିଟ ଲାଗିଥିଲେ। ରାସ୍ତା ମଝିରେ ଏଭଳି ଦୃଶ୍ୟକୁ ଦେଖି ଶହ ଶହ ଲୋକ ଜମା ହୋଇଥିଲେ। ପୋଲିସ ମଧ୍ୟ…
୨ ମହିଳା ସାମ୍ବାଦିକାଙ୍କୁ ଜେଲ୍ରେ ରଖିଛି ଇରାନ
ତେହେରାନ,୨୨ା୧୦: ତେହେରାନରେ ପୋଲିସ ଦ୍ୱାରା ଗିରଫ ହେବା ପରେ ୧୬ ସେପ୍ଟେମ୍ବର ୨୦୨୨ରେ ମହସା ଆମିନୀଙ୍କ ହେପାଜତ ମୃତ୍ୟୁ ହୋଇଥିଲା। ଗତ ବର୍ଷ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିବା ମହସା ଆମିନୀଙ୍କ ମୃତ୍ୟୁ ଖବର ସଂଗ୍ରହ କରିବାକୁ ଯାଇ ଗିରଫ ହୋଇଥିବା…
ଜୋର ଜବରଦସ୍ତ ଅଜଗରକୁ ଧରି ମଦ ପିଆଇଲେ କିଛି ଯୁବକ, ଭିଡିଓ ଭାଇରାଲ ପରେ…
ଦକ୍ଷିଣ ଆଫ୍ରିକାରୁ ଏକ ବିବ୍ରତ କଲାଭଳି ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କିଛି ମଦ୍ୟପ ଯୁବକ ୬ ଫୁଟ ଲମ୍ବ ଏକ ଅଜଗରକୁ ଧରି ଜୋରଜବରଦସ୍ତ ମଦ ପିଆଉଥିବା ଦେଖାଯାଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକଙ୍କ ମନରେ…
ପ୍ରେମିକାଙ୍କ ହାତ ଧରିଲେ ‘ମେରା ଭୋଲା ହେ ଭଣ୍ଡାରୀ’ ଫେମ୍ ଗାୟକ ହଂସରାଜ
ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଗାୟକ ହଂସରାଜ ରଘୁବଂଶୀ। ଦୀର୍ଘଦିନର ପ୍ରେମିକା କୋମଲ ସକଲାନୀଙ୍କୁ ସେ ବିବାହ କରିଛନ୍ତିି। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର ଫଟୋ ପୋଷ୍ଟ କରି ହଂସରାଜ ପ୍ରଶଂସକଙ୍କୁ ଖୁସିଖବର ଜଣାଇଛନ୍ତି। ପ୍ରଭୁ ଶିବଙ୍କର…
ଯବାନଙ୍କ ଖଣ୍ଡାଚୋଟରେ ଏସ୍ଆଇ, କନଷ୍ଟେବଳ ଆହତ
ବାଙ୍କୀ,୨୨ା୧୦ କଟକ ଜିଲା ବାଙ୍କୀର ହରିରାଜପୁରର ଅବସରପ୍ରାପ୍ତ ଯବାନ ସରୋଜ ଦାସ ବାଙ୍କୀ ଥାନା ଏସ୍ଆଇ ସମ୍ବିତ ସ୍ବାଇଁ ଓ କନଷ୍ଟେବଳ ଉତ୍ତମ କରଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଛନ୍ତି। ସରୋଜ ରବିବାର ସକାଳେ ଖଣ୍ଡା ଧରି ଆଦିମାତା ଛକ ନିକଟରେ…
ରିଲ୍ସ ପାଇଁ ଗଲା ଚାକିରି, ଦୁଇ ଦିନ ତଳେ ପାଇଥିଲେ ନିଯୁକ୍ତି…
ଲକ୍ଷ୍ନୌ,୨୨।୧୦ : ଆଜିକାଲି, ସୋସିଆଲ ମିଡିଆରେ ରିଲ୍ସ ବେଶ ଲୋକପ୍ରିୟ ହେବାରେ ଲାଗିଛି। , ଲୋକମାନେ ନାମ ଏବଂ ଖ୍ୟାତି ପାଇବା ପାଇଁ କିମ୍ବା ଅନ୍ୟ ଅର୍ଥରେ ସମାଜରେ ନିଜର ପରିଚୟ ସୃଷ୍ଟି କରିବାକୁ ରିଲ୍ସର ସାହାଯ୍ୟ ନେଉଛନ୍ତି। ସେହିପରି ବର୍ତ୍ତମାନ…
ସଲମାନଙ୍କ ବଡ଼ିଗାର୍ଡ ଶେରାଙ୍କ ମା‘ଙ୍କୁ ସର୍ବସାଧାରଣ ସ୍ଥଳରେ ଅସଦାଚରଣ, ଆକ୍ସନ ମୁଡରେ ଭାଇଜାନ..
ମୁମ୍ବାଇ: ନିକଟରେ କେହି ଜଣେ ବଲିଉଡର ଭାଇଜାନ ସଲମାନ ଖାନଙ୍କ ନିକଟତମ ବ୍ୟକ୍ତିଙ୍କ ସହ ବିବାଦ କରିଛନ୍ତି। ବର୍ତ୍ତମାନ ସଲମାନ ଖାନଙ୍କ ବଡ଼ିଗାର୍ଡ ଶେରା ରାଗିଯାଇଛନ୍ତି କାରଣ ତାଙ୍କ ମା‘ ସହିତ କେହି ଅସଦାଚରଣ କରିଛନ୍ତି। ଯାହା ପରେ ଶେରା ସେହି…
୧ ନଭେମ୍ବରରୁ ବାର୍ରେ ମଦ୍ୟପାନ କରିବା ହେବ ମହଙ୍ଗା, ଭାଟ. ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି..
ମୁମ୍ବାଇ,୨୨।୧୦ : ମହାରାଷ୍ଟ୍ରର ଏସି ବାର୍, ଲାଉଞ୍ଜ ଏବଂ କାଫେଗୁଡିକର ଆରାମଦାୟକ ସୋଫା ଏବଂ ଚେୟାରରେ ବସି ମଦ୍ୟପାନ କରିବାକୁ ଭଲ ପାଉଥିବା ଲୋକଙ୍କୁ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ, କାରଣ ରାଜ୍ୟ ସରକାର ବର୍ତ୍ତମାନ…
୫ମ ଶ୍ରେଣୀ ପିଲା ତିଆରି କଲେ ଏମିତି ରୋବଟ୍, ଯାହା ଟେସ୍ଲାକୁ ଦେବ କଡ଼ା ଟକ୍କର
ଅଟୋମୋବାଇଲ କ୍ଷେତ୍ରରେ କ୍ରମାଗତ ଭାବରେ ନୂତନ ଉଦ୍ଭାବନ ହେଉଛି। ଅନେକ ବଡ଼ କମ୍ପାନୀ ଏହା ଉପରେ ଏକାଠି କାମ କରୁଛନ୍ତି । ଜାମୁଇ ଜିଲାରେ ୫ମରୁ ଅଷ୍ଟମ ଶ୍ରେଣୀର ପିଲାମାନେ ଏପରି କାର୍ଯ୍ୟ କରିଛନ୍ତି ଯେ, ଏହା ବଡ଼ ଅଟୋମୋବାଇଲ କମ୍ପାନୀଗୁଡ଼ିକ…
ଅଳିଆ ଗଦାରେ କଲେ ପ୍ରି ଓ୍ବେଡିଂ ଫଟୋଶୁଟ୍
ତାଇପେଇ,୨୨।୧୦: ପ୍ରି ଓ୍ବେଡିଂ ଫଟୋଶୁଟ ପାଇଁ ପ୍ରତିଟି କପୁଲ ଭଲ ସ୍ଥାନ ବାଛିଥାନ୍ତି। ବିବାହ ପୂର୍ବରୁ ଏହି ଫଟୋଶୁଟ୍ର ଚାହିଦା ମଧ୍ୟ ଅଧିକ। ଏଥିପାଇଁ ସେମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। କିନ୍ତୁ ତାଇୱାନର ଏକ ଦମ୍ପତି ଏକ ଅଜବ ଧରଣର…
ଲୋମ ଟାଙ୍କୁରା ଦୃଶ୍ୟ: କାର୍ରେ ପିଟିହୋଇ ପଡିଲେ ଟ୍ୟାଙ୍କର ଚକା ତଳେ, ଏତେ ପରେବି…
ରାସ୍ତାରେ ଯାଉଥିବା ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ। ତେବେ ଅନେକ ସମୟରେ ବିପଦ କେଉଁଠୁ କେମିତି ଆସି ପହଞ୍ଚି ଯାଏ ତାହା ଜାଣିବା କଷ୍ଟକର। ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳୁଛି। ଯାହାକୁ…
Archives


