Home Left

ରିଲେସନଶିପକୁ ନେଇ ଯୁବବର୍ଗଙ୍କୁ ଉପଦେଶ ଦେଲେ ଧୋନୀ

ନୂଆଦିଲ୍ଲୀ,୨୭।୧୦: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଯାଦୁ ପ୍ରଶଂସକଙ୍କୁ ଆକର୍ଷିତ କରିଥାଏ। ମହେନ୍ଦ୍ର ସିଂ ଧୋନି ଅନ ଦ ଫିଲ୍ଡ ଓ ଅଫ ଦ ଫିଲ୍ଡ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଧୋନି ବିଶ୍ୱର ସବୁଠାରୁ ପପୁଲାର କ୍ରିକେଟରଙ୍କ…

ୟୁଜିସି ନେଟ୍‌ ୨୦୨୩ ପରୀକ୍ଷା  ଲାଗି ବଢ଼ିଲା ଆବେଦନର ଅନ୍ତିମ ତାରିଖ, ଆଶାୟୀ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ, ୨୭।୧୦: ୟୁଜିସି ନେଟ୍‌ ପରୀକ୍ଷା ନେଇ ପ୍ରସ୍ତୁତି କରୁଥିବା ଆଶାୟୀଙ୍କ ଲାଗି ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଏନ୍‌ଟିଏ ୟୁଜିସି ନେଟ୍‌ ଡିସେମ୍ବର ପରୀକ୍ଷା ଲାଗି ଆବେଦନର ଅନ୍ତିମ ତାରିଖକୁ ବଢ଼ାଇ ଦେଇଛି। ଏଣୁ ଯେଉଁମାନେ ଏଯାବତ ଆବେଦନ କରିନାହାନ୍ତି…

ଏବେ ଭାରତରେ ଟାଟା ଗ୍ରୁପ ନିର୍ମାଣ କରିବ iPhone, ଆଇଟି ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ,୨୬/୧୦: ଭାରତରେ ଏଣିକି ଟାଟା ଗ୍ରୁପ ନିର୍ମାଣ କରିବ ଆପଲ୍ ଆଇଫୋନ୍। ଏହି ଘୋଷଣା କରିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ଟାଟା ଗ୍ରୁପ୍ ସହିତ ୱିଷ୍ଟ୍ରନ୍ କାରଖାନା ଅଧିଗ୍ରହଣ ପାଇଁ ଚୁକ୍ତି ଅନୁମୋଦନ ମିଳିଛି, ଯାହା ପରେ…

ଇସ୍ରାଏଲ ଆକ୍ରମଣରେ ପତ୍ନୀ ପିଲାଙ୍କୁ ହରାଇଥିବା ଖବରଦାତା କହିଲେ ଜାରି ରଖିବେ ରିପୋର୍ଟିଂ

ଜେରୁଜେଲମ,୨୭।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨୧ ଦିନ ପୂରଣ ହୋଇଥିଲେ ମଧ୍ୟ ଏବେବି କେହି ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଇସ୍ରାଏଲ ସେନା କ୍ରମାଗତ ଭାବରେ ହମାସ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅକ୍ଟୋବର ୭ରୁ…

ଛାତ୍ରଙ୍କୁ ନଗ୍ନ ଭିଡିଓ ପଠାଇ ଫସିଲେ ଶିକ୍ଷୟିତ୍ରୀ

ଓ୍ବାଶିଂଟନ୍‌,୨୭।୧୦: ଆମେରିକାର ମିସୋରି ପ୍ରଦେଶରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୫ ବର୍ଷୀୟ ଶିକ୍ଷୟିତ୍ରୀ ୧୬ ବର୍ଷୀୟ ଛାତ୍ରଙ୍କୁ ନଗ୍ନ ଫଟୋ ପଠାଇ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ମୁତାବକ, ଶିକ୍ଷୟିତ୍ରୀ ଜଣକ…

ନର୍ଥ କୋରିଆରେ ଅପରାଧ କଲେ ୩ ପିଢି ପର୍ଯ୍ୟନ୍ତ ମିଳୁଛି ଦଣ୍ଡ,ଜେଜେଙ୍କ ସହ ନାତି ବି ଯାଉଛି ଜେଲ

କୋଙ୍ଗୟାଙ୍ଗ,୨୭।୧୦: ଭାରତରେ ଏକ ପ୍ରବାଦ ଅଛି, ଯିଏ ଯାହା କରେ, ତାଙ୍କୁ ତା’ର ମୂଲ୍ୟ ଦେବାକୁ ପଡେ। ଏହାର ଅର୍ଥ, ଯଦି କେହି କୌଣସି ଭୁଲ କିମ୍ବା ଅପରାଧ କରିଛନ୍ତି, ତେବେ ତାଙ୍କୁ ଦଣ୍ଡ ଦିଆଯିବ। କିନ୍ତୁ ଯଦି ତିନି ପଢିର…

ମୁଖତାର୍‌ ଅନସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ, ୫ ଲକ୍ଷ ଟଙ୍କା ଜରିମାନା

ଗାଜିପୁର,୨୭।୧୦: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ମୁଖତାର୍‌ ଅନସାରୀଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ସହିତ ମୁଖତାର୍‌ ଅନସାରୀଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ମାମଲାରେ ସୋନୁ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି…

ଆରପାରିରେ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ

ଭୁବନେଶ୍ୱର,୨୭/୧୦: ଓଡ଼ିଆ ସିନେ ଜଗତର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ। ବହୁଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ ସ୍ୱରୂପ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ…

ବାରାଣସୀରେ ରହୁଥିବା ବୁଲା କୁକୁରକୁ ମିଳିଲା ନୂଆ ପରିଚୟ, ପାସପୋର୍ଟ ସହିତ ଯିବେ ନେଦରଲ୍ୟାଣ୍ଡ

ଉତ୍ତରପ୍ରଦେଶର ବାରାଣସୀରେ ରାସ୍ତାରେ ରହୁଥିବା ଏକ ବୁଲା କୁକୁରର ଭାଗ୍ୟ ବଦଳିଯାଇଛି। ତାଙ୍କୁ ଜଣେ ମାଲିକାଣୀ ମିଳିଛି ଏବଂ ତାଙ୍କ ନୂଆ ମାଲିକାଣୀ ସହିତ ଭାରତ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି। କୁହାଯାଉଛି ଯେ ବାରାଣାସୀ ରାସ୍ତାରେ ରହୁଥିବା କୁକୁର ଜୟା ତାଙ୍କ…

ନୂଆ ଦାୟିତ୍ୱ ଗ୍ରହଣ ପରେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସରେ ଭିଡ଼

ଭୁବନେଶ୍ୱର,୨୭/୧୦: ସ୍ୱେଚ୍ଛାକୃତ ଅବସର ନେବା ପରେ ନୂଆ ଦାୟିତ୍ୱ ପାଇଥିବା ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା। ଶୁକ୍ରବାର ମଧ୍ୟାହ୍ନ ସମୟରେ ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟିବାକୁ ବହୁ…

ରାଜ୍ୟବ୍ୟାପୀ ଆନ୍ଦୋଳନରୁ ଉଠିଲେ ବ୍ୟାଙ୍କ କର୍ମଚାରୀ

କେନ୍ଦୁଝର,୨୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କେନ୍ଦ୍ର ସମବାୟ ବ୍ୟାଙ୍କର ମହାସଂଘର ଆହ୍ବାନ କ୍ରମେ ୫ ଦଫା ଦାବି ନେଇ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର କର୍ମଚାରୀଙ୍କ ଚାଲିଥିବା ଆନ୍ଦୋଳନ ଶୁକ୍ରବାର ଶେଷ ହୋଇଛି। ଅକ୍ଟୋବର ୨୫ରୁ ଆରମ୍ଭ ହୋଇ ୨୭ ସରିଛ।…

ହୃଦ୍‌ଘାତରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ

ବେଜିଙ୍ଗ,୨୭।୧୦: ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଲି.କେକିୟାଙ୍ଗଙ୍କ ୬୮ବର୍ଷ ବୟସରେ ଶୁକ୍ରବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ଏନେଇ ‘ଚାଇନା ସେଣ୍ଟ୍ରାଲ ଟେଲିଭିଜନ’ (ସିସିଟିଭି) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ମୁତାବକ, ସାଙ୍ଘାଇରେ ରହୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଲି.କେକିୟାଙ୍ଗ ଗୁରୁବାର ହୃଦ୍‌ଘାତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri