ଅଡୁଆରେ ସଞ୍ଜୟ ସିଂ: ୧୦ ନଭେମ୍ବର ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ
ନୂଆଦିଲ୍ଲୀ,୨୭।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଏଏପି ନେତା ସଞ୍ଜୟ ସିଂଙ୍କ ଅଡୁଆ କମିବାରେ ନାଁ ନେଉନାହିଁ। ଶୁକ୍ରବାର କୋର୍ଟ ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ୧୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆଜି ତାଙ୍କର…
ହ୍ୟାଙ୍ଗ୍ ମୋଡରେ ଥିଲା ୟୁପିଏ ସରକାର, ରିଷ୍ଟାର୍ଟ କିମ୍ବା ବ୍ୟାଟେରୀ ବଦଳାଇବା ପରେ ବି ମିଳି ନ ଥିଲା ଫାଇଦା: ମୋଦି
ନୂଆଦିଲ୍ଲୀ,୨୭।୧୨: ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି)କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ପିଏମ ମୋଦି ପୁରୁଣା ଟେକ୍ନୋଲୋଜି ଏବଂ ପୁରୁଣା ସରକାର ତୁଳନା କରି ତତ୍କାଳୀନ ୟୁପିଏ ସରକାରକୁ ଟାର୍ଗେଟ୍ କରିଥିଲେ। ୨୦୧୪ ଏକ…
ଦେଶରେ ଶସ୍ତା ହେବ ସାବୁନ୍, ଡିଟରଜେଣ୍ଟ, କପଡା କ୍ଲିନର୍, ବଡି ୱାଶ୍ ଭଳି ଦ୍ରବ୍ୟ, ଯୋଜନା ପ୍ରସ୍ତୁତ କରିଛି ଏହି ଅଗ୍ରଣୀ କମ୍ପାନୀ
ନୂଆଦିଲ୍ଲୀ,୨୭/୧୦: ଭାରତରେ ଖୁବଶୀଘ୍ର ପ୍ରିମିୟମ ସେଗମେଣ୍ଟରେ ଆସୁଥିବା ଏକ ପ୍ରମୁଖ ବ୍ରାଣ୍ଡର ପ୍ରଡକ୍ଟ ଦାମ୍ ହ୍ରାସ ପାଇବାକୁ ଯାଉଛି। ହିନ୍ଦୁସ୍ତାନ ୟୂନିଲିଭର ପ୍ୟାରେଣ୍ଟ କମ୍ପାନୀ ୟୂନିଲିଭର ଆଗାମୀ ସମୟରେ ବିଭିନ୍ନ ବର୍ଗରେ ପ୍ରଡକ୍ଟ ଗୁଡିକର ଦାମ୍ ହ୍ରାସ କରିବାକୁ କମ୍ପାନୀ ଘୋଷଣା…
ଲାଲୁ ଯାଦବଙ୍କ ଉପରେ ନିର୍ମାଣ ହେବ ବାୟୋପିକ
ମୁମ୍ବାଇ,୨୬।୧୦: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ଭାରତୀୟ ରାଜନୈତିକ କ୍ୟାରିୟରରେ ଲାଲୁ ପ୍ରସାଦ ଯାଦବଙ୍କର ଏକ ସ୍ବତନ୍ତ୍ର ଶୈଳୀ ଅଛି। ସେ ତାଙ୍କର ଶୈଳୀ ହେଉ କିମ୍ବା ରାଜନୀତିରେ ତାଙ୍କର କୌଶଳ,…
ତିନି ମାସ ହେବ ଏହି ଦେଶରେ ଜନ୍ମ ହୋଇନାହାନ୍ତି କୌଣସି ଶିଶୁ
ରୋମ,୨୭।୧୦:ଦୁନିଆରେ ଶୀଘ୍ର ବାର୍ଦ୍ଧକ୍ୟ କରୁଛି। ଚାଇନା ଏବଂ ଜାପାନ ପରି ଦେଶ ଏହାର ବଡ଼ ଉଦାହରଣ। ବର୍ତ୍ତମାନ ଇଟାଲୀ ମଧ୍ୟ ଏହି ତାଲିକାରେ ଯୋଗ ଦେଇପାରିବ। ଏହାର ସବୁଠାରୁ ବଡ କାରଣ ହେଉଛି ସେଠାରେ ଜନ୍ମ ହେଉଥିବା ପିଲାମାନଙ୍କର ଅଭାବ। ଖବର…
ଆତଙ୍କ ଖେଳାଉଛି ସମୁଦ୍ର ରାକ୍ଷସ: କୋଇଲା ପରି କଳା, ରହିଛି ବଡ଼ବଡ଼ ଦାନ୍ତ
ଆମେରିକୀୟ ସମୁଦ୍ର କୂଳରେ ଏକ ଏଲିଅନ୍ ପରି ସମୁଦ୍ର ରାକ୍ଷସ ଭାସୁଥିବା ଦେଖିବାକୁ ମିଳିଛି। ଯାହା ପଶୁମାନଙ୍କୁ ସହଜରେ ଗିଳିପାରିବ। ଏହି ଜୀବକୁ ଫୁଟବଲ ମାଛ କୁହାଯାଉଛି। ଯାହାର ରଙ୍ଗ କୋଇଲା ପରି କଳା ଏବଂ ଦାନ୍ତ ଏତେ ତୀକ୍ଷ୍ଣ ଯେ,…
ବାଇକ୍ କିଣିବାକୁ ଯାଉଥିଲେ: ବାଟରୁ ୨ ଲକ୍ଷ ଟଙ୍କା ଛଡାଇନେଲେ ଦୁର୍ବୃତ୍ତ
ଥୁଆମୂଳ ରାମପୁର,୨୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓ କାଶୀପୁର ମୁଖ୍ୟ ରାସ୍ତା ଲାଠିଆଗୁଡା ଛକରେ ଦୁର୍ବୃତ୍ତମାନେ ଜଣେ ବାଇକ୍ ଆରୋହୀଙ୍କଠାରୁ ମୋବାଇଲ ଫୋନ୍ ଓ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଛନ୍ତି। ଏ ନେଇ…
ଜିଭରେ ବିରାଟ କୋହଲିଙ୍କ ଛବି ଆଙ୍କିଲେ ବ୍ୟକ୍ତି, ଭାଇରାଲ ହେଉଛି ଭିଡିଓ…
ସମସ୍ତେ ନିଜ ପସନ୍ଦର କ୍ରିକେଟରଙ୍କୁ ଫଲୋ କରନ୍ତି। କିନ୍ତୁ ବେଳେବେଳେ ଲୋକମାନେ ନିଜ ପ୍ରିୟ ଲୋକଙ୍କ ପାଇଁ ଏପରି କିଛି କରନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ କଳାକାର ତାଙ୍କ…
ସାବଧାନ! ଚକୋଲେଟ୍ରେ ରହୁଛି ସୀସା, କ୍ୟାଡ୍ମିୟମ୍ର ବିପଜ୍ଜନକ ମାତ୍ରା
ନୂଆଦିଲ୍ଲୀ,୨୭ା୧୦: ମାର୍କେଟରେ ମିଳୁଥିବା ଚକୋଲେଟ୍ରେ ସୀସା ଏବଂ କ୍ୟାଡ୍ମିୟମ୍ର ବିପଜ୍ଜନକ ମାତ୍ରା ରହିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଧାତବର ମାତ୍ରା ଅଧିକ ଦିନ ପର୍ଯ୍ୟନ୍ତ ଶରୀରକୁ ଗଲେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।…
ଜାଣନ୍ତି ଭାରତ ଇଣ୍ଡୋନେସିଆର ନାଁ ସମାନ କାହିଁକିି
ଅନେକ ଦେଶ ବିଷୟରେ ଅନେକ କଥା ରହିଥାଏ। ଯାହାକୁ ବହୁତ କମ୍ ଲୋକ ଜାଣିଥାନ୍ତି। ଯେମିତିକି ଇଣ୍ଡୋନେସିଆ ଏବଂ ଆମ ଦେଶ ଭାରତର ନାମ ଏକା ପ୍ରକାର। ଉଚ୍ଚାରଣଠାରୁ ବନାନ ପର୍ଯ୍ୟନ୍ତ ସବୁକିଛି ପ୍ରାୟ ସମାନ। ମାତ୍ର ଏହା ଦୁଇଟି ଅଲଗା…
ଜ୍ୱାଇଁଙ୍କୁ ଚାକର ଭଳି ବ୍ୟବହାର କରନ୍ତି ଏମାନେ
ନୂଆଦିଲ୍ଲୀ: ଆମ ଦେଶରେ ଜ୍ୱାଇଁଙ୍କୁ ସବୁଠାରୁ ଅଧିକ ସମ୍ମାନ ଦିଆଯାଏ। ଯେତେବେଳେ ବି ଜ୍ୱାଇଁ ଘରକୁ ଆସନ୍ତି, ପୁରା ଶ୍ୱଶୁର ଘର ପରିବାର ତାଙ୍କ ଯତ୍ନ ନିଅନ୍ତି। ହେଲେ ଭାରତରେ ଏମିତି ଏକ ସମ୍ପ୍ରଦାୟ ରହିଛନ୍ତି ଯେଉଁମାନେ ଜ୍ବାଇଁକୁ ଚାକର ପରି…
ଇମ୍ରାନ୍ଙ୍କୁ ଝଟକା, ଗୋପନୀୟ ଦସ୍ତାବିଜ ଲିକ୍ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆବେଦନ ଖାରଜ
ଇସଲାମାବାଦ,୨୭।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସମସ୍ୟା ହ୍ରାସ ହେବାର ନାଁ ଧରୁନାହିଁ। ପାକିସ୍ତାନର ଏକ ସ୍ବତନ୍ତ୍ର କୋର୍ଟ ଶୁକ୍ରବାର ଗୋପନୀୟ ଦସ୍ତାବିଜ ଲିକ୍ ମାମଲାରେ (ସାଇଫର୍ ମାମଲା) ଜେଲରେ ଥିବା ଇମ୍ରାନ୍ ଖାନଙ୍କ ଜାମିନ ଏବଂ ଏପ୍ଆଇଆର ରଦ୍ଦ…
Archives


