କର୍ନାଟକ ବିଧାନସଭାରେ ଦିଆଯାଇଥିଲା ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ: ମିଳିଲା ପ୍ରମାଣ
ବେଙ୍ଗାଲୁରୁ,୧।୩: କର୍ନାଟକରେ ରାଜ୍ୟ ସଭା ଏମ୍ପି ନାସିର ହୁସେନଙ୍କ ବିଜୟ ପରେ ବିଧାନସଭା ବାହାରେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦିଆଯାଇଥିଲା। ବର୍ତ୍ତମାନ ଏହି ମାମଲାରେ ଫୋରେନସିକ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ଦାବି କରାଯାଇଛି, କର୍ନାଟକ ବିଧାନସଭା ବାହାରେ ‘ପାକିସ୍ତାନ…
ପାଟଣା ମୁଖ୍ୟାଳୟକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବିରେ ଦାବିପତ୍ର
ପାଟଣା,୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟକୁ ବିଜ୍ଞାପିତ ପରିଷଦ ଘୋଷଣା ଦାବିରେ ଶୁକ୍ରବାର ପାଟଣା ଅଞ୍ଚଳବାସୀଙ୍କ ତରଫରୁ ଏକ ବୁଦ୍ଧିଜୀବୀ ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଟଣା ତହସିଲଦାର ଲୀଳାବତି ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟାନ୍ୟ ଦାବିଗୁଡ଼ିକ…
୨୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଗ୍ରୀନ-ହେଜଲଉଡ୍
ୱେଲିଙ୍ଗଟନ୍,୧।୩: କ୍ୟାମେରନ ଗ୍ରୀନ ଏବଂ ଜୋସ ହେଜେଲଉଡଙ୍କ ଯୋଡି ଶୁକ୍ରବାର ଇତିହାସ ସୃଷ୍ଟି କରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଦଶମ ଉଇକେଟ ପାଇଁ ଉଭୟ ୧୧୬ ରନ ଭାଗିଦାରୀ କରିଥିଲେ। ଏହି…
ଦ୍ୱିଗୁଣିତ ହେବ ଭାରତ-ପାକିସ୍ତାନ ରୋମାଞ୍ଚ: ମୁକ୍ତିଲାଭ କଲା ନେଟଫ୍ଲିକ୍ସ ‘ଦି ଗ୍ରେଷ୍ଟ ରାଇଭଲରୀ’ର ଟିଜର
ନୂଆଦିଲ୍ଲୀ,୧।୩: କ୍ରିକେଟ ଭାରତରେ ଏକ ପର୍ବଠାରୁ କମ ନୁହେଁ। ଭାରତୀୟମାନେ ମଧ୍ୟ ଏହି ପର୍ବ ପାଳନ କରିବା ପାଇଁ ନିଜ କାର୍ଯ୍ୟ ଛାଡିଥାନ୍ତି। ବିଶେଷ କରି ଯେତେବେଳେ ପଡୋଶୀ ଦେଶ ପାକିସ୍ତାନ ସହିତ ପ୍ରତିଯୋଗିତା ହୁଏ, ସେତେବେଳେ ଉତ୍ସାହ ଶିଖରରେ ପହଞ୍ଚେ।…
ଜେଏନୟୁରେ ଛାତ୍ର ଅଶାନ୍ତି: ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍
ନୂଆଦିଲ୍ଲୀ,୧।୩: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ଛାତ୍ର ଅଶାନ୍ତ ଦେଖାଦେଇଛି। ଅଖିଳ ଭାରତ ବିଦ୍ୟା ପରିଷଦ(ଏବିଭିପି) ଏବଂ ବାମପନ୍ଥୀ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ମାରପିଟ୍ ହୋଇଛି। ଫଳରେ ୩ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ,…
ସୁପ୍ରିମକୋର୍ଟରୁ ଆଶାରାମ ବାପୁଙ୍କୁ ଝଟ୍କା
ନୂଆଦିଲ୍ଲୀ,୧।୩: ସ୍ବାସ୍ଥ୍ୟଗତ କାରଣରୁ ବଳାତ୍କାର ମାମଲାରେ ଦଣ୍ଡାଦେଶ ସ୍ଥଗିତ ରଖିବାକୁ ଆତ୍ମ ଘୋଷିତ ଗଡମ୍ୟାନ ଅଶାରାମ ବାପୁଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ବିଚାର କରିବାକୁ ମନା କରିଦେଇଛନ୍ତି। ପୋଲିସ ହେପାଜତରେ ଥିବାବେଳେ ମହାରାଷ୍ଟ୍ରର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଶା ରାମଙ୍କୁ…
ସନ୍ଦେଶଖାଲିରେ ପ୍ରାର୍ଥୀ ବଦଳାଇପାରେ ଭାଜପା, ଆନ୍ଦୋଳନ ସହ ଜଡିତ କୌଣସି ମହିଳାଙ୍କୁ ଦେଇପାରେ ଟିକେଟ
ନୂଆଦିଲ୍ଲୀ,୧।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଶୁକ୍ରବାର ଯେ କୌଣସି ସମୟରେ ଆସିପାରେ। ଏହି ସମୟରେ ସୂତ୍ର ଅନୁଯାୟୀ, ଦିଲ୍ଲୀର ସାତୋଟି ଲୋକ ସଭା ଆସନ ଉପରେ ଭାଜପା ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇପାରେ। ପ୍ରବେଶ…
ହେଲିକପ୍ଟରରେ ଗଲା ଦଶମ ଶ୍ରେଣୀ ପ୍ରଶ୍ନପତ୍ର
ରାୟପୁର,୧।୩: ହେଲିକପ୍ଟରରେ ଗଲା ଦଶମ ଶ୍ରେଣୀ ପ୍ରଶ୍ନପତ୍ର। ଏଭଳି ଘଟଣା ଛତିଶଗଡର ସୁକୁମା ଜିଲାରେ ଦେଖିବାକୁ ମିଳିଛି। ସୁକୁମା ଜିଲାର ଜାଗରକଣ୍ଡା ନକ୍ସଲ ପ୍ରବଣ ଅଞ୍ଚଳରେ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଜିଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ଆଜିଠାରୁ ଛତିଶଗଡରେ…
କଂଗ୍ରେସ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ
ଭୁବନେଶ୍ୱର,୧ା୩: ପ୍ରଦେଶ କଂଗ୍ରେସ ଉପସଭାପତି ରଜତ ଚୌଧୁରୀ ଶୁକ୍ରବାର କଂଗ୍ରେସ ଛାଡ଼ିଛନ୍ତି। ପ୍ରାଥମିକ ସଦସ୍ୟ ପଦରୁ ବି ସେ ଇସ୍ତଫା ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ରଜତ ପୂର୍ବରୁ ରାଜ୍ୟ କଂଗ୍ରେସର…
କୋହଲିଙ୍କୁ ବିଶେଷ ଡିମାଣ୍ଡ କଲେ ଅଭିନେତ୍ରୀ, କ’ଣ ଏହାକୁ ପୂରା କରିପାରିବେ ବିରାଟ?
ନୂଆଦିଲ୍ଲୀ,୧।୩: ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରର ସୁପର ଷ୍ଟାର ବର୍ଷା ବୋଲମ୍ମା କ୍ରିକେଟକୁ ବହୁତ ଭଲ ପାଆନ୍ତି । ବିଶେଷକରି ତାଙ୍କୁ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମ୍ୟାଚରେ ପ୍ରାୟତଃ ଦେଖିବାକୁ ମିଳେ। ତେବେ ଆଇପିଏଲ ୨୦୨୪ ସିଜିନ ଆରମ୍ଭ ପୂର୍ବରୁ…
ବ୍ୟବସାୟୀଙ୍କ ଘରେ ଇଡି ଚଢ଼ାଉ
ରାଉରକେଲା,୧ା୩: ରାଉରକେଲାର ଜଣେ ବ୍ୟବସାୟୀଙ୍କ ଘରେ ଶୁକ୍ରବାର ଇଡି ଚଢ଼ାଉ ହୋଇଛି। ବ୍ୟବସାୟୀ ଜଣକ ହେଲେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମଓ୍ବାଲା। ଆଜି ସକାଳେ ଅଜୟଙ୍କ ଘର ସମେତ ୧୦ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ ହୋଇଛି। ଅଜୟଙ୍କ ଘର, ଅଫିସ,…
ମିଳିଲେ ଏମ୍ଏଲ୍ଏ, ନ ମିଳିଲେ ଏମ୍ପି
ଜଗତ୍ସିଂହପୁର,୧ା୩(ପ୍ରମୋଦ କୁମାର ନାୟକ):ଜଗତ୍ସିଂହପୁର ଲୋକ ସଭା ଆସନ ପାଇଁ କେଉଁ ଦଳ କାହାକୁ ପ୍ରାର୍ଥୀ କଲେ ଜିତିବା ସମ୍ଭାବନା ଅଧିକ ତା’ ଉପରେ ତର୍ଜମା କରୁଛନ୍ତି। ଏଭଳି ସ୍ଥିତିରେ ଭାଜପା ଦୁଇ ପାଦ ଆଗକୁ ବଢ଼ିଛି। ଏହି ଦଳ ଦିନେ ଦୁଇ…

