Posted inଫୁରସତ

ମାତ୍ର ୧୦ ମିନିଟ୍‌ରେ ଗୋଟିଏ ପ୍ରେସର କୁକରରେ ୩ ପ୍ରକାରର ଖାଦ୍ୟ ରେଡି: କମ ସମୟରେ ରୋଷେଇ ଚାହୁଁଥିଲେ ଦେଖନ୍ତୁ ଏହି ଭିଡିଓ

ବ୍ୟାଚ୍‌ଲର୍‌ ଲାଇଫ୍‌ରେ ରୋଷେଇ କରିବା ସବୁଠାରୁ କଷ୍ଟକର କାର୍ଯ୍ୟ ବୋଲି ମନେହୁଏ। ତେଣୁ ସମସ୍ତେ ଚାହାଁନ୍ତି ଖାଦ୍ୟ କମ ସମୟ ମଧ୍ୟରେ ପ୍ରସ୍ତୁତ ହେଉ। ରୋଷେଇରେ ସମୟ ସଞ୍ଚୟ କରିବାକୁ ଛାତ୍ରୀଛାତ୍ରମାନେ ପ୍ରାୟତଃ ଭାତ, ଡାଲି ଏବଂ ଆଳୁ ଚଟଣୀ ପ୍ରସ୍ତୁତ କରନ୍ତି।
ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। କମ ସମୟ ମଧ୍ୟରେ ଡାଲି, ଚାଉଳ ଏବଂ ଆଳୁ ଚଟଣୀ କିପରି ତିଆରି ହୁଏ ତାହା ଦର୍ଶାଏ। ଆପଣ ମାତ୍ର ୧୦ ମିନିଟରେ ଗୋଟିଏ କୁକରରେ ସମସ୍ତ ତିନୋଟି ଖାଦ୍ୟ ପ୍ରସ୍ତୁତ କରିପାରିବେ।
ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @ChapraZila ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି।
ଭିଡିଓରେ ଆପଣ ଦେଖିପାରିବେ ଯେ, ପ୍ରଥମେ କିଛି ତେଲ, ପିଆଜ ଏବଂ ଟମାଟୋ କୁକରରେ ଭଜାଯାଏ ଏବଂ ଏଥିରେ ଡାଲି ମିଶାଯାଏ। ଏହା ପରେ ଧୋଇଥିବା ଚାଉଳ ଏବଂ ପାଣି ମିଶ୍ରଣ ଉପରେ ଏକ ହାଣ୍ଡିରେ ରଖାଯାଏ। ଏହା ବ୍ୟତୀତ ଆଳୁକୁ ଚୋପା ଛଡାଇ କୁକରରେ ରଖାଯାଏ।
କିଛି ସମୟ ପରେ, କୁକରର ଢାଙ୍କୁଣୀ ଖୋଲିବା ପରେ ଏହା ଦେଖିବାକୁ ମିଳେ ଯେ,ଡାଲି ଏବଂ ଭଲା ଭଲ ଭାବରେ ରାନ୍ଧି ହୋଇଯାଇଛି ଏବଂ ଆଳୁ ସିଝିଯାଇଛି। ଲୁଣ, ତେଲ ଏବଂ କଞ୍ଚା ପିଆଜ ମିଶାଇ ଚୋଖା ପ୍ରସ୍ତୁତ କରାଯାଇଛି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରନ୍ତି। ଏପର୍ଯ୍ୟନ୍ତ ତିନି ଲକ୍ଷ ୭୧ ହଜାର ଲୋକ ଏହି ଭିଡିଓ ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିପିଝିପି ବର୍ଷାରେ ଧାନ ରୁଆ: ଚାଷୀ ମନରେ ଖେଳିଗଲା ଖୁସିର ଲହରୀ

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଝିପିଝିପି ବର୍ଷା ଲାଗି ରହିଛି। ଲଘୁଚାପଜନିତ ବର୍ଷା ହେଉଛି। ଚାଷୀ ମନରେ ଖୁସିର ଲହରି ଖେଳି ଯାଉଛି। ଝିପି…

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

ଏକାସାଙ୍ଗରେ ଗଠନ ହେବ ୬ ଗ୍ରହଙ୍କ ବିରଳ ମହାସଂଯୋଗ: ମାଲାମାଲ ହେବେ କର୍କଟ ସମେତ ଏହି ୬ ରାଶି

ଗ୍ରହ ଗୋଚର ଦୃଷ୍ଟିରୁ ସେପ୍ଟେମ୍ବର ମାସର ପ୍ରଥମ ତାରିଖ ଅତ୍ୟନ୍ତ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ଦିନ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ…

ଯାହାକୁ ରଖିବେ ଅନନ୍ତ : ତାଳଗଛକୁ ଆଶ୍ରୟ କରି ବନ୍ୟା ପାଣିରେ ୫ ଦିନ ପରେ, ମୁଣ୍ଡ ଦେଖି…

ଧାମନଗର, ୧୮।୮ (ସନ୍ତୋଷ କୁମାର ମହାପାତ୍ର): ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ବୈତରଣୀ ଓ ଏହାର ଶାଖା ନଦୀ କୋଚିଳା, ଗେଙ୍ଗୁଟି, କଣ୍ଡିଆ,…

ନୂଆ ଡିଜିପି ଚୟନ ଶୁଣାଣି ଘୁଞ୍ଚିଲା: ପକ୍ଷ ରଖିଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୮।୮: ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୨ ତାରିଖରେ ମାମଲାର…

‘ମଦ ପିଇ ସ୍କୁଲ ଆସୁଥିଲେ ପ୍ରଧାନଶିକ୍ଷକ’, ଅଭିଜିତ ଦୀପକେଙ୍କ ଚେତାବନୀ ପରେ…

ନୂଆଦିଲ୍ଲୀ, ୧୮।୮: କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ‘ସ୍କୁଲ ଠିକ କର’ ଅଭିଯାନ ଚଳାଉଛି। ଏହି ମଧ୍ୟରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲାର ଏକ ସ୍କୁଲରେ…

ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି: ଲୁଟିନେଲେ ୫୦ ତୋଳା ସୁନା, ନଗଦ ଟଙ୍କା

କୋରାପୁଟ,୧୮ା୮(ଅମିତାଭ ବେହେରା): କୋରାପୁଟ ସହରର ମେଘରାଜ ଅଞ୍ଚଳରେ ଗୋଟିଏ ରାତିରେ ମାମୁ-ଭଣଜାଙ୍କ ଘରୁ ବଡ଼ଧରଣର ଚୋରି ହୋଇଛି। ଦୁଇ ଘରୁ ପ୍ରାୟ ୫୦ ତୋଳା ସୁନା ଅଳଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri