ଜାଣନ୍ତି କି ସବୁ ଋତୁରେ କୁହୁଡ଼ି ନ ପଡ଼ି ଶୀତଦିନରେ କାହିଁକି ପଡ଼ିଥାଏ
ଆମେ ସମସ୍ତେ ଜାଣୁ ଯେ, ଶୀତଦିନେ କୁହୁଡି ଆସେ ଏବଂ ଏହା ସହର କିମ୍ବା ଗାଁକୁ ଆଚ୍ଛାଦିନ କରି ରଖିଥାଏ। କିନ୍ତୁ କେବେ ଭାବିଛନ୍ତି ଏହି କୁହୁଡ଼ି ଅନ୍ୟ ଋତୁରେ ନ ପଡ଼ି ଶୀତଦିନରେ କାହିଁକି ପଡ଼ିଥାଏ। ଏତେ କାକରବିନ୍ଦୁ ଆସେ…
ଭଡ଼ା ଘରୁ ୫ ଛାତ୍ରଙ୍କୁ ଉଠାଇନେଲା ବେଙ୍ଗାଲୁରୁ ନାର୍କୋଟିକ୍ସ ଟିମ୍
ଜୟପୁର,୧୫ା୧୧ (ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ସହର ପାରବେଡାର ଏକ ଭଡ଼ା ଘରୁ ବୁଧବାର ବେଙ୍ଗାଲୁରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍ ୫ ଜଣ ଛାତ୍ରଙ୍କୁ ଉଠାଇ ନେଇଛି। ସେମାନେ ହେଲେ ହିମାଂଶୁ ଶେଖର ନାୟକ, ରାଜା ମଣ୍ଡଳ, ଶିବ…
ବଙ୍ଗୋପସାଗର ଉପକୂଳରେ ଘୂର୍ଣ୍ଣିବଳୟ, ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା
ନୂଆଦିଲ୍ଲୀ,୧୬।୧୧: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସୂଚନା ଦେଇଛି। ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗରରେ ଥିବା ଚାପ ଶୁକ୍ରବାର ସୁଦ୍ଧା ଏକ ଘୂର୍ଣ୍ଣିବଳୟ ଘୂର୍ଣ୍ଣିଝଡ଼ରେ ପରିଣତ ହେବ। ପାଣିପାଗ ବିଭାଗ କହିଛି ଯେ ଏହା…
ଗାଜା ହସ୍ପିଟାଲ ଏମଆରଆଇ ୟୁନିଟରୁ ମିଳିଲା ଅସ୍ତ୍ରଶସ୍ତ୍ର, ଇସ୍ରାଏଲ ଜାରି କଲା ଭିଡିଓ
ଜେରୁଜେଲମ,୧୬।୧୧: ଗାଜାରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଦାବି କରିଛି ଯେ ହମାସ ହସ୍ପିଟାଲରେ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ। ଇସ୍ରାଏଲ କହିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହୃତ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ରଖିବା…
ଜାପାନ ମାଷ୍ଟର୍ସ ଟେନିସରେ ଭାରତକୁ ଝଟକା
କୁମାମୋତୋ(ଜାପାନ),୧୬ା୧୧: ଭାରତର ଏଚ୍.ଏସ୍. ପ୍ରଣୟ ଜାପାନ ମାଷ୍ଟର୍ସ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ତାଙ୍କ ଦ୍ୱିତୀୟ ରାଉଣ୍ଡ ମ୍ୟାଚ ହାରିଯାଇଛନ୍ତି। ଏଥିସହିତ ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ଏସିଆନ ଗେମ୍ସ ବ୍ରୋଞ୍ଜ ବିଜୟୀ ଭାରତୀୟ ଖେଳାଳି ପ୍ରଣୟ ତାଇପେର ଚୋଉ…
ଚର୍ଚ୍ଚାରେ ଅନୁଷ୍କାଙ୍କ ମହଙ୍ଗା କୋ-ଅର୍ଡ ସେଟ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଫ୍ଲାଇଙ୍ଗ କିସ ଦେଉଥିବାର ନଜର ଆସିଛନ୍ତି। ଭିଡିଓରେ…
ଧାର ଟଙ୍କା ଫେରସ୍ତ ମାଗିବାରୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ
ଭବାନୀପାଟଣା,୧୬।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଭଙ୍ଗାବାରୀ ନିକଟରେ ଧାର ଟଙ୍କା ଫେରସ୍ତ ମାଗିବାକୁ ଯାଇ ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଦୁର୍ବୃତ୍ତ ଜଣକ ଟଙ୍କା ଦେବା ତ ଦୂରର କଥା ଯୁବକଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ…
ଷ୍ଟେଶନ ନିକଟରୁ ମିଳିଲା ୨ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ
କୋରାପୁଟ,୧୬।୧୧(ଅମିତାଭ ବେହେରା): କୋରାପୁଟ-କିରାଣ୍ଢୁଲ ରେଳଲାଇନର ଜରଟି ଷ୍ଟେଶନ ନିକଟ ରେଳଧାରଣା ପାଖରୁ ଗୁରୁବାର ସକାଳେ ୨ ଜଣ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଛି। ଗୋଟିଏ ମୃତଦେହର ଅଣ୍ଟାରୁ ଗଣ୍ଡି ଅଲଗା ହୋଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ମୃତଦେହର ଗୋଡ଼ କଟିଯାଇଥିବା…
କଂଗ୍ରେସକୁ ଟାର୍ଗେଟ କଲେ କେ କବିତା
ହାଇଦ୍ରାବାଦ,୧୬।୧୧: ଗୁରୁବାର (ନଭେମ୍ବର ୧୬) ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (KCR) ଙ୍କ ଝିଅ କେ କବିତା ତାଙ୍କ ନାମ ନ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ସେ ଦାବି କରିଛନ୍ତି…
ଭୟଙ୍କର ଟ୍ରେନ ଯାତ୍ରା, ଅତ୍ୟଧିକ ଭିଡରେ ସ୍ତ୍ରୀଙ୍କ ଆଗରେ ଚାଲିଗଲା ସ୍ବାମୀଙ୍କ ଜୀବନ
ହାପୁଡ,୧୬।୧୧: ଦୀପାବଳି ପରେ ଛଟ ପୂଜା ଯୋଗୁଁ ପୂର୍ବାଞ୍ଚଳ ଏବଂ ବିହାର ଅଭିମୁଖେ ଯାଉଥିବା ଟ୍ରେନରେ ଯାତ୍ରୀଙ୍କ ଭିଡ଼ କମିନାହିଁ। ଗୁରୁବାର ଅବଧ ଆସାମ ଏକ୍ସପ୍ରେସରେ ଆସାମ ଯାଉଥିବା ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହ ଶୋଇଥିବା କୋଚରେ ଅତ୍ୟଧିକ ଗହଳି…
ସିକଲ ସେଲ ପାଇଁ ଜିନ ଥେରାପି ଚିକିତ୍ସାକୁ ମଞ୍ଜୁରୀ ଦେଇଥିବା ପ୍ରଥମ ଦେଶ ହେଲା ବ୍ରିଟେନ
ଲଣ୍ଡନ,୧୬।୧୧: ବ୍ରିଟେନର ଔଷଧ ନିୟାମକ ସିକଲ ସେଲ ରୋଗର ଚିକିତ୍ସା ପାଇଁ ବିଶ୍ୱର ପ୍ରଥମ ଜିନ ଥେରାପି ଚିକିତ୍ସାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତ୍ତି ବ୍ରିଟେନରେ ଏହି ଗୁରୁତର ରୋଗରେ ପୀଡିତ ହଜାର ହଜାର ଲୋକଙ୍କୁ ଆରାମ ପ୍ରଦାନ କରିପାରିବ। ଗୁରୁବାର…
ଜିନପିଙ୍ଗଙ୍କୁ ‘ଡିକ୍ଟେଟର’ ବୋଲି କହିଲେ ବାଇଡେନ, ରାଗିଲା ଚାଇନା
ବେଜିଂ,୧୬।୧୧: ଆମେରିକାର ଏବଂ ଚାଇନା ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଚଳିତ ବର୍ଷର ପ୍ରଥମ ବୈଠକ ବୁଧବାର (ନଭେମ୍ବର ୧୬) ରେ ସାନ ଫ୍ରାନ୍ସିସ୍କୋରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦୁଇ ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ଅତ୍ୟନ୍ତ ନିର୍ଣ୍ଣାୟକ ଏବଂ ସଫଳ ଆଲୋଚନା ହୋଇଥିଲା,…
Archives


