ଏକଦା ପଞ୍ଚମ ଶ୍ରେଣୀରେ ହୋଇଥିଲେ ଫେଲ୍‌; ଏବେ ଛିଡ଼ା କରିଛନ୍ତି ୧.୪୦ ଲକ୍ଷ କୋଟିର କମ୍ପାନୀ ‘ଜୋମାଟୋ’

ଭାରତରେ ‘ଜୋମାଟୋ’ର ଚିନ୍ତାଧାରା ନୂଆ ଥିଲା, ଏଥିଯୋଗୁ କମ୍ପାନୀକୁ ଲାଭ ମିଳିଥିଲା। ଏହାର ପ୍ରତିଷ୍ଠାତା ଥିଲେ ଦୀପିନ୍ଦର ଗୋଏଲ ଏବଂ ପଙ୍କଜ ଚଢ୍ଢା । ୨୦୧୮ରେ ପଙ୍କଜ ‘ଜୋମାଟୋ’ରୁ ଅଲଗା ହୋଇଥିଲେ। ଏଣୁ ଦୀପିନ୍ଦର ଏବେ କମ୍ପାନୀର ସିଇଓ ଅଛନ୍ତି।

ଦୀପିନ୍ଦର ପିଲାବେଳେ ଭଲ ପାଠ ପଢ଼ୁ ନ ଥିଲେ। ସେ ୫ମ ଶ୍ରେଣୀରେ ଫେଲ ହୋଇଯାଇଥିଲେ। ପିତାଙ୍କ ପରାମର୍ଶକ୍ରମେ ଦୀପିନ୍ଦରଙ୍କୁ ଗ୍ରେସ୍‌ ନମ୍ବର ଦେଇ ପାସ୍‌ କରାଯାଇଥିଲା। ୮ମ ଶ୍ରେଣୀରେ ନୂଆ ଟେକ୍ନିକ୍‌ରୁ ତୃତୀୟ ସ୍ଥାନ ହାସଲ କରିଥିଲେ।

ଦୀପିନ୍ଦର NEET ପାସ୍‌ କରିଥିଲେ। ଆଇଆଇଟିରୁ କମ୍ପ୍ୟୁଟର ବିଜ୍ଞାନରେ ଗ୍ରାଜୁଏଶନ୍‌ କରିଥିଲେ। ପରେ ବେନ୍‌ ଆଣ୍ଡ କମ୍ପାନୀରେ ସିନିୟର ଆସୋସିଏଟ୍‌ କନ୍‌ସଲଟେଣ୍ଟ ଭାବେ ପ୍ରଥମ ଚାକିରିଜୀବନ ଆରମ୍ଭ କରିଥିଲେ।

ଚାକିରିକାଳରେ ସେ ଖାଦ୍ୟ ଅର୍ଡର ଦେବାକୁ ଲାଇନଅପ୍‌ରୁ ରକ୍ଷା ପାଇବା ଲାଗି ଦୀପିନ୍ଦରଙ୍କ ମନରେ FoodieBay.comର ଆଇଡିଆ ଆସିଥିଲା। ସେ ପଙ୍କଜଙ୍କ ସହ ମିଶି ବେନ୍‌ର କର୍ମଚାରୀଙ୍କ ପାଇଁ ଏକ ଇଣ୍ଟ୍ରୋନେଟ୍‌ ବେସ୍ଡ ଫୁଡ୍‌-ଅର୍ଡରିଂ ଓ୍ବେବ୍‌ସାଇଟ୍‌ ଡିଜାଇନ୍‌ କରିଥିଲେ। ଏହାକୁ ଭଲ ରେସ୍‌ପନ୍ସ ମିଳିଥିଲା।
ଏହି FoodieBay.com ପରେ ‘ଜୋମାଟୋ’ ହୋଇଥିଲା। ବର୍ତ୍ତମାନ ସମୟରେ କମ୍ପାନୀ ଭାରତ ଏବଂ ୟୁଏଇ ସମେତ ଅନେକ ଦେଶରେ ବ୍ୟବସାୟ କରୁଛି। କମ୍ପାନୀର ମାର୍କେଟ କ୍ୟାପିଟାଲ ୧.୪୦ ଲକ୍ଷ କୋଟି ଟଙ୍କା। ସେହିଭଳି ଦୀପିନ୍ଦରଙ୍କ ମୋଟ ସମ୍ପତ୍ତି ୨୫୭୦ କୋଟି ଟଙ୍କା ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି।...

ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର

ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ...

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri