ଛତ୍ରପୁରରେ ଜଳକଷ୍ଟ: ପାଇପ୍ରେ ଆସୁଛି ଗୋଳିଆ ପାଣି
ଛତ୍ରପୁର,୨୦ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ହେଡ୍କ୍ୱାର୍ଟର ଛତ୍ରପୁର ସହରରେ ଘରଗୁଡ଼ିକୁ ପାଇପ୍ ଯୋଗେ ଯୋଗାଣ ହେଉଥିବା ପାନୀୟ ଜଳ ଗୋଳିଆ ଆସୁଥିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏସମ୍ପର୍କରେ ଲୋକମାନଙ୍କ ପକ୍ଷରୁ ଜନସ୍ବାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇଛି।…
‘ହାତୀ’ ଛାଡି ‘ହାତ’ ଧରିଲେ ଦାନିଶ ଅଲ୍ଲୀ
ନୂଆଦିଲ୍ଲୀ,୨୦।୧: ଲୋକ ସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟିକୁ ବଡ଼ ଝଟ୍କା ଲାଗିଛି। ଦଳର ଏମ୍ପି ଦାନିଶ ଅଲ୍ଲୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଲୋକସଭା ର୍ନିବାଚନ ପୂର୍ବରୁ ଆଉ ଏକ ସୱତନ୍ତ୍ର ଚେହେରା କଂଗ୍ରେସରେ ଯୋଗ ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ…
ସଦ୍ଗୁରୁ ଜାଗି ବାସୁଦେବଙ୍କ ବ୍ରେନ୍ ସର୍ଜରୀ
ନୂଆଦିଲ୍ଲୀ,୨୦।୩: ଲୋକପ୍ରିୟ ଆଧ୍ୟାତ୍ମିକ ଗୁରୁ ସଦ୍ଗୁରୁ ଜାଗି ବାସୁଦେବଙ୍କ ଆପୋଲୋ ଦିଲ୍ଲୀରେ ଜରୁରୀକାଳୀନ ବ୍ରେନ୍ ସର୍ଜରୀ କରାଯାଇଛି। ଖବର ଅନୁଯାୟୀ, ମାର୍ଚ୍ଚ ୧୭ ରେ ତାଙ୍କ ମସ୍ତିଷ୍କରେ ଏକ ସ୍ଥାନ ଫୁଲି ଯାଇଥିବା ଜଣା ପଡିଥିଲା ଏବଂ ରକ୍ତସ୍ରାବ ଚିହ୍ନଟ ହେବା…
ଅଖିଳେଶଙ୍କୁ ଝଟ୍କା ଦେଲେ ପଲ୍ଲବୀ
ଲକ୍ଷ୍ନୌ,୨୦।୩: ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଏକ ବଡ଼ ଝଟ୍କା ଲାଗିଛି। ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିର ସହଯୋଗୀ ଅପନା ଦଲ (କମେରାବାଦି) ଇଣ୍ଡିଆ ଆଲାଇନ୍ସ ବିନା ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ବୁଧବାର ପଲ୍ଲବୀ ପଟେଲଙ୍କ ଅପନା…
ଭୋଟର ଆଇଡି କାର୍ଡ ପାଇଁ ଅନ୍ଲାଇନ୍ରେ କିଭଳି କରିବେ ଆବେଦନ, ଜାଣନ୍ତୁ ଉପାୟ…
ନୂଆଦିଲ୍ଲୀ,୨୦।୩: ଭୋଟ ଦେବା ସମସ୍ତ ଭାରତୀୟ ନାଗରିକଙ୍କ ଅଧିକାର। ୧୮ ବର୍ଷ ନଚେତ ତା’ଠାରୁ ଅଧିକ ବୟସର ନାଗରିକ ଦେଶରେ ଭୋଟ୍ ଦେବାର ଅଧିକାର ରହିଛି। ତେବେ ଭୋଟ ଦେବା ଲାଗି ଭୋଟର ଆଇଡି କାର୍ଡର ଆବଶ୍ୟକତା ପଡ଼ିଥାଏ। ଦେଶରେ ସାଧାରଣ…
ପଖାଳ ଦିବସରେ ଡିଜିଟାଲ ଆର୍ଟ କଲେ ନିହାର
ଦାରିଙ୍ଗବାଡ଼ି,୨୦ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ନିହାର ରଞ୍ଜନ ସାହୁ ମୋବାଇଲରେ ଡିଜିଟାଲ ଆର୍ଟ ମାଧ୍ୟମରେ ଅନେକ ଫଟୋ ଆଙ୍କି ସାରା ଜିଲା ତଥା ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ବେଳେ ପଖାଳ ଦିବସରେ ଶ୍ରୀ…
ବଦଳିବ କି ଆରସିବି ଭାଗ୍ୟ: କୋହଲି କହିଲେ…
ନୂଆଦିଲ୍ଲୀ,୨୦।୩: ନିକଟରେ ଆରସିବି ଏହାର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏକ ଅନବକ୍ସ ଇଭେଣ୍ଟ ଆୟୋଜନ କରିଥିଲା। ଏଥିରେ ବିରାଟ କୋହଲି, ଫାଫ ଡୁ ପ୍ଲେସିସ ଏବଂ ମହିଳା ଆରସିବି ଦଳର ଅଧିନାୟକ ସ୍ମୃତି ମନ୍ଧନା ଦଳର ନୂତନ ଜର୍ସି ଲଞ୍ଚ କରିଥିଲେ।…
ମଦ ବିକ୍ରି ଅଭିଯୋଗରେ ପୋଲିସ ଉଠାଇ ନେଇଥିବା ମହିଳାଙ୍କୁ ଛାଡ଼ିବା ଦାବି ନେଇ ରାସ୍ତାରୋକୋ
ଖଲ୍ଲିକୋଟ,୨୦ା୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଦିବାସୀ ବହୁଳ ଗୁହାରିଆପାଟ ଗ୍ରାମରେ ଦୀର୍ଘଦିନ ଧରି ମଦ ବିକ୍ରି କରୁଥିବା ଅଭିଯୋଗରେ ଗ୍ରାମର ଜଣେ ୬୦ ବର୍ଷୀୟ ବୃଦ୍ଧା ଲକ୍ଷ୍ମୀ ଜାନିଙ୍କୁ ବ୍ରହ୍ମପୁରସ୍ଥିତ ଅବକାରୀ ଗୋଇନ୍ଦା ବିଭାଗ ବୁଧବାର…
ବାଇକ୍ ଦୁର୍ଘଟଣାରେ ଗୁରୁତର ଆହତ ହେଲେ ଏହି କ୍ରିକେଟର୍
ସିଡନୀ,୨୦।୩: କ୍ରିକେଟ ପ୍ରଶଂସକଙ୍କ ସବୁଠାରୁ ବଡ ପର୍ବ ଅର୍ଥାତ୍ ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ତେବେ ଦୁନିଆର ଏହି ସବୁଠୁ ବଡ କ୍ରିକେଟ ଲିଗ ଆରମ୍ଭ ପୂର୍ବରୁ ଅନେକ ଖେଳାଳି ଆହତ ହେଉଛନ୍ତି। ଗତ ଏକ ମାସ ମଧ୍ୟରେ ତିନିଜଣ ଖେଳାଳି…
କିଏ ଜିତିବ ଆଇପିଏଲ୍ ୨୦୨୪? ଜାଣନ୍ତୁ ChatGPTର ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୦।୩: ଆଉ ଦିନ କେଇଟା ପରେ ଆରମ୍ଭ ହେବ ଆଇପିଏଲ୍ ୨୦୨୪। ମାର୍ଚ୍ଚ ୨୨ରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ସିଏସ୍କେ ଏବଂ ଆର୍ସିବି ମୁହାଁମୁହିଁ ହେବେ। ଏହି ମେଗା ଟୁର୍ନାମେଣ୍ଟରେ ଚଳିତ ବର୍ଷ ୧୦ ଟିମ୍…
ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର,୨୦।୩: ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରଥମ ପର୍ଯ୍ୟାୟ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୨୧ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ୧୦୨ଟି ସଂସଦୀୟ କ୍ଷେତ୍ରରେ ଆସନ୍ତା ଏପ୍ରିଲ ୧୯ ତାରିଖରେ ମତଦାନ ହେବ। ବିହାରକୁ ବାଦ୍ ଦେଇ ସମସ୍ତ…
୨୪.୭୫ କୋଟି ଟଙ୍କାର ଖେଳାଳିଙ୍କ ହୋଶ୍ ଉଡାଇଲେ ରିଙ୍କୁ ସିଂ
କୋଲକତା,୨୦।୩:ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ଦଳମାନେ ପଡ଼ିଆରେ ପ୍ରାକ୍ଟିସ୍ ଆରମ୍ଭ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ (କେକେଆର୍) ନିକଟରେ ଏକ ୱାର୍ମ ଅପ ମ୍ୟାଚ ଖେଳିଥିଲା। ଏଠାରେ ଦଳରୁ ନିଆଯାଇଥିବା ଖେଳାଳିଙ୍କୁ ଟିମ ପର୍ପଲ ଏବଂ ଟିମ ଗୋଲ୍ଡରେ ବିଭକ୍ତ କରାଯାଇଥିଲା।…

