ଆମେରିକୀୟଙ୍କୁ ଲାଡେନ୍ଙ୍କ ଚିଠି ଭାଇରାଲ
ଆତଙ୍କବାଦୀ ସଙ୍ଗଠନ ଅଲ୍-କାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍ ଲାଡେନ୍ ଟିକ୍ଟକ୍ ଭିଡିଓରେ ଭାଇରାଲ ହେବାରେ ଲାଗିଛି। ଇସ୍ରାଏଲ-ହମାସ୍ ଯୁଦ୍ଧବେଳେ ‘ଅକୁପେଶନ୍ ଅଫ୍ ଆଓ୍ବାର ପାଲେଷ୍ଟାଇନ୍’ ଲେଖାଥିବା ଏହି ପତ୍ର ସାମ୍ନାକୁ ଆସିଛି। ଉକ୍ତ ଚିଠି ବିଶ୍ୱର ସବୁଠୁ କୁଖ୍ୟାତ୍ ମୃତ…
ଅହମ୍ମଦାବାଦ୍ରେ ହୋଟେଲ ଭଡ଼ା ଆକାଶଛୁଆଁ: ଗୋଟିଏ ରାତିକୁ ଭଡ଼ା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଅହମ୍ମଦାବାଦ,୧୭।୧୧: ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ-ଭାରତ ମୁହାଁମୁହିଁ ହେବେ। ଅଷ୍ଟ୍ରେଲିୟ ଦଳ ପାଞ୍ଚ ଥର ଚାମ୍ପିୟନ ଏବଂ ଭାରତୀୟ ଦଳ ଦୁଇଥର ଚାମ୍ପିୟନ ହୋଇଛି। ଏହି ମ୍ୟାଚ ପାଇଁ ଅହମ୍ମଦାବାଦରେ ହୋଟେଲଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇଛି। ଏହାପୂର୍ବରୁ…
ମୃତ୍ୟୁ ରହସ୍ୟରୁ ହଟୁନି ପରଦା
ରାଉରକେଲା,୧୭।୧୧(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) କର୍ମଚାରୀ ଗୌତମ ଘଡେଇଙ୍କ ଏକମାତ୍ର ପୁଅ ଶମ୍ଭୁନାଥ ଘଡେଇ(୨୭)ଙ୍କ ସନ୍ଦେହଜନକ ମୃତ୍ୟୁ ଏବେବି ରହସ୍ୟ ହୋଇ ରହିଛି। ଏହି ମାମଲାରେ ପୋଲିସ ତଦନ୍ତ କରୁଥିଲେ ମଧ୍ୟ କୌଣସି ନିଷ୍କର୍ସରେ ପହଞ୍ଚତ୍ପାରିନାହିଁ। ସୂଚନାଯୋଗ୍ୟ, ଗତ ଅକ୍ଟୋବର…
ଖତ ଖାଉଛି ମୂଲ୍ୟବାନ୍ କାଠ
ବିଶ୍ରା,୧୭ା୧୧( ବଟକୃଷ୍ଣ ସ୍ବାଇଁ): ଖତ ଖାଉଛି ମୂଲ୍ୟବାନ୍ କାଠ। ଟେଣ୍ଡର ଆହ୍ବାନ ନାହିଁ କି ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସୁନ୍ଦରଗଡ଼ ଜିଲା ସୀମାନ୍ତ ରାଉରକେଲା ବନ ମଣ୍ଡଳ ଅଧୀନରେ ଥିବା ବିଶ୍ରା ବନାଞ୍ଚଳରେ ଏଭଳି ଦୃଶ୍ୟ…
ପୁଣି ଭାରତକୁ ନାଲିଆଖି ଦେଖାଇଲା କାନାଡ଼ା
ଓଟାଓ୍ବା,୧୭।୧୧: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ କାନାଡା-ଭାରତ ସମ୍ପର୍କର ତିକ୍ତତା କମିବାର ନାଁ ଧରୁନି। ସମ୍ପ୍ରତି ବ୍ୟବସାୟ ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ସ୍ଥିତିରେ ସୁଧାର ଆସୁଥିବାର ଦେଖାଯାଉଥିଲା। କିନ୍ତୁ କାନାଡାର ଜଣେ ବରିଷ୍ଠ ମନ୍ତ୍ରୀ ସୂଚାଇ…
ବାବର ଆଜମ ଅଧିନାୟକତ୍ୱ ଛାଡିବା ପରେ ମହମ୍ମଦ ହଫିଜଙ୍କୁ ବଡ ଦାୟିତ୍ୱ ଦେଲା ପିସିବି
ଇସଲାମାବାଦ,୧୭।୧୧: ୨୦୨୩ ଦିନିକିଆ ବିଶ୍ୱକପ ପାକିସ୍ତାନ କ୍ରିକେଟ ଦଳ ପାଇଁ ଏକ ଦୁଃସ୍ବପ୍ନଠାରୁ କମ୍ ନୁହେଁ। ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ୯ଟି ଲିଗ ମ୍ୟାଚ ମଧ୍ୟରୁ ମାତ୍ର ୪ଟି ଜିତି ସେମିଫାଇନାଲ ପାଇଁ ଯୋଗ୍ୟତା ହରାଇଥିଲା। ଏହି ଖରାପ…
ବିଶ୍ୱକପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆର ମୁଣ୍ଡବିନ୍ଧା ସାଜିବେ ଏହି ୫ ଭାରତୀୟ ଖେଳାଳି
ଅହମ୍ମଦାବାଦ,୧୭।୧୧:ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ଏଥର ଟାଇଟଲ ଜିତିବା ପାଇଁ ୫ ଜଣ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।…
ଭାଜପା ରୁଟି ଓଲଟାଇ ନାହିଁ, ସେଥିପାଇଁ ଜଳିଗଲା: ପିସି ଶର୍ମା
ଭୋପାଳ,୧୭।୧୧:ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ବିଭିନ୍ନ ଦଳର ନେତାମାନେ ଭୋଟ ଦେବାକୁ ଆସୁଛନ୍ତି। ସେହି କ୍ରମରେ ଭୋପାଳ ଦକ୍ଷିଣ ଆସନରୁ ବିଧାୟକ ତଥା କଂଗ୍ରେସ ପାର୍ଟି ପ୍ରାର୍ଥୀ ପିସି ଶର୍ମା ମଧ୍ୟ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି। ମତଦାନ ବୁଥରେ…
ୟୁଏଇରେ ୪୫ କୋଟି ଟଙ୍କାର ଲଟେରୀ ଜିତିଲେ ଭାରତୀୟ ବ୍ୟକ୍ତି
ନୂଆଦିଲ୍ଲୀ,୧୭।୧୧: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବିଭିନ୍ନ ସହରରେ ବାସ କରୁଥିବା ଅତି କମରେ ପାଞ୍ଚ ଜଣ ଭାରତୀୟ ସାପ୍ତାହିକ ଡ୍ର କିମ୍ବା ଲଟେରୀ ଜିତିଛନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ସଦ୍ୟତମ ଜଣେ ହେଉଛନ୍ତି କଣ୍ଟ୍ରୋଲ ରୁମ ଅପରେଟର ଯିଏ…
ଶୀତ ବଢୁଛି, ପର୍ଯ୍ୟଟକଙ୍କ ସୁଅ ଛୁଟୁଛି
ଦାରିଙ୍ଗବାଡି,୧୭ା୧୧(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। ତାପମାତ୍ରା ହ୍ରାସ ପାଇବା ସହ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଲଘୁଚାପ ବର୍ଷା ସମ୍ପୂର୍ଣ୍ଣ ଛାଡିଯାଇଛି। ଏବେ ଦିନରେ ଖରା ହେବା ସହ ଅପରାହ୍ନରୁ…
୧୦ ମାସରେ ୩୩୭ ଦୁର୍ଘଟଣା, ୧୫୦ ଜୀବନହାନି
ଢେଙ୍କାନାଳ,୧୭ା୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲା କାର୍ଯ୍ୟାଳୟର ସଦ୍ଭାବନା ଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ(ରାଜସ୍ବ) ଲଳିତ ମୋହନ ବେହେରା ବୈଠକରେ ଅଧ୍ୟକ୍ଷତା କରି ପୂର୍ବ ଏବଂ ଚଳିତ ବୈଠକର ନିଷ୍ପତ୍ତିକୁ କଡାକଡି ଭାବେ…
ବ୍ୟବସ୍ଥା ନ ଥିବାରୁ ବାରଣ୍ଡାରେ
ବଇଣ୍ଡା,୧୭ା୧୧ (ପରିକ୍ଷିତ ସାହୁ): ଛାତ୍ରୀଛାତ୍ରଙ୍କୁ ନେଇ ଭରପୂର ଅଛି ବିଦ୍ୟାଳୟ। ହେଲେ ଶିକ୍ଷାଦାନ ପାଇଁ ଏଠାରେ ନାହିଁ ଉପଯୁକ୍ତ ଭିତ୍ତିଭୂମି। ବିଶେଷକରି ଆବଶ୍ୟକ ଶ୍ରେଣୀଗୃହ ବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ବାରଣ୍ଡାରେ ହେଉଛି ପାଠପଢ଼ା। ସେହିପରି ଶୌଚାଳୟ, ବିଶୁଦ୍ଧ ପାନୀୟ…
Archives


