Home Left

ଗାଡ଼ି ଧକ୍କାରେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ, ଅନ୍ୟଜଣେ ଗୁରୁତର

ହିଞ୍ଜିଳିକାଟୁ,୧୬ା୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଭାବନ୍ଧ- ନନ୍ଦିକ ୩୬ ନମ୍ବର ରାଜପଥର ଧୋବାବି-ପାଟପୁର ନିକଟରେ ଏକ ଗାଡ଼ି ଧକ୍କାରେ ଜଣେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ମୃତକ ହେଲେ ଆସିକା ଥାନା…

କିଙ୍ଗ କୋହଲିଙ୍କୁ ହରକ୍ୟୁଲେସ ସହ ତୁଳନା କଲେ ସିଦ୍ଧୁ

ନୂଆଦିଲ୍ଲୀ,୧୬।୧୨: ବିରାଟ କୋହଲି ବିଶ୍ୱକପ ୨୦୨୩ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ଦିବସୀୟ କ୍ୟାରିୟରର ୫୦ ତମ ଶତକ ହାସଲ କରିଥିଲେ। ଏହି ଶତକ ସହିତ କୋହଲି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରି ଏକ ଦିବସୀୟ ଫର୍ମାଟରେ…

ବିଆରଏସ ତେଲଙ୍ଗାନା ଉପରେ ୨ ଥର ଶାସନ କରିଛି, ଏବେ ପରିବର୍ତ୍ତନ ଚାହୁଁଛନ୍ତି ଜନତା: ଚିଦାମ୍ବରମ

ହାଇଦ୍ରାବାଦ,୧୬।୧୧: ତେଲଙ୍ଗାନାର ଜନତା ବିଧାନସଭା ନିର୍ବାଚନରେ ପରିବର୍ତ୍ତନ ଚାହୁଁଛନ୍ତି। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ଏହି ଦାବି କରିଛନ୍ତି। ଗୁରୁବାର ସେ କହିଛନ୍ତି, ଭାରତ ରାଷ୍ଟ୍ର ସମିତି (ବିଆରଏସ) ଶାସନର ଦୁଇ କାର୍ଯ୍ୟକାଳ ପରେ ଆସନ୍ତା ବିଧାନସଭା ନିର୍ବାଚନରେ ପରିବର୍ତ୍ତନ…

ଯୁକ୍ତ ୩ କଲେଜ ଛାତ୍ରୀଙ୍କୁ ଆକ୍ରମଣ: ବନ୍ଧା ହେଲେ ୨ ଯୁବକ

ଛତ୍ରପୁର,୧୬ା୧୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ମହିଳା ମହାବିଦ୍ୟାଳୟ ପାଖରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀଙ୍କୁ ୨ଜଣ ଯୁବକ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ମାଡ଼ ମାରୁଥିଲେ। ଯୁବକ ଜଣକ…

ଶୀତଦିନେ ଉଚ୍ଚ ରକ୍ତଚାପ ଦୂରକରେ ଖୁଜୁରୀ

ଶୁଖିଲା ଫଳ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ। କିନ୍ତୁ ଲୋକମାନେ ପ୍ରାୟତଃ ଶୀତଦିନେ ଖଜୁରୀ ଖାଇ ପାରିବେ କି ନାହିଁ ଦ୍ୱନ୍ଦ୍ୱରେ ଥାଆନ୍ତି। ଆଜି ଆମେ ଆପଣଙ୍କୁ କହିବୁ ଶୀତଦିନେ ଖାଇବାର ଶରୀର ପାଇଁ କ’ଣ ଲାଭ ଅଛି ଏବଂ କେଉଁ…

ଓ୍ବାଙ୍ଖଡେର ମାହୋଲ ଲୋମଟାଙ୍କୁରା ମୂହୂର୍ତ୍ତ ଥିଲା: ଡେଭିଡ୍‌ ବେକ୍‌ହାମ

ମୁମ୍ବାଇ,୧୬ା୧୧: ଇଂଲଣ୍ଡ ଫୁଟବଲ ତାରକା ଡେଭିଡ୍‌ ବେକ୍‌ହାମ ପ୍ରଥମ ଥର ଭାରତ ଗସ୍ତରେ ରହିଥିବା ବେଳେ ୨୦୨୩ ଦିନିକିଆ କ୍ରିକେଟ୍‌ ବିଶ୍ୱକପର ପ୍ରଥମ ସେମି ଫାଇନାଲ ଦେଖିଥିଲେ। ଏହାର ଗୋଟିଏ ଦିନ ପରେ ବିସିସିଆଇ ପକ୍ଷରୁ ବେକ୍‌ହାମଙ୍କ ଏକ ଭିଡିଓ ରିଲିଜ୍‌…

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: ଡ୍ୟୁଟିରେ ଥିବା ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ବେଟୁଲ୍‌,୧୬ା୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବେଟୁଲ୍‌ ସହରକୁ ପୋଲିଂ କର୍ମଚାରୀ ଭାବେ ଡ୍ୟୁଟିରେ ଯାଇଥିବା ଜଣେ ୫୫ ବର୍ଷୀୟ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଭୀମରାଓ ନାମକ ଏହି କର୍ମଚାରୀଙ୍କୁ ବେଟୁଲ୍‌ ବାଳିକା ବିଦ୍ୟାଳୟର ୧୨୩ ନମ୍ବର ବୁଥ୍‌ରେ ଡ୍ୟୁଟି…

ବିଶ୍ୱକପ ଫାଇନାଲକୁ ଭବ୍ୟ କରିବାକୁ ପ୍ରସ୍ତୁତି, ଷ୍ଟାଡିୟମରେ ମ୍ୟାଚ ଦେଖିପାରନ୍ତି ପ୍ରଧାନମନ୍ତ୍ରୀ, ମ୍ୟାଚ ପୂର୍ବରୁ ହେବ ଏୟାର ଶୋ

ନୂଆଦିଲ୍ଲୀ,୧୬।୧୧: ଭାରତୀୟ ଦଳ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆ ଫାଇନାଲ ଖେଳିବ। ପ୍ରବେଶ କରିବ। ଏହି ମ୍ୟାଚକୁ ଗ୍ରାଣ୍ଡ କରିବା…

ଦେଶରେ କଂଗ୍ରେସ ସରକାର ଗଠନ ହେଲେ ହେବ ଜାତିଗତ ଜନଗଣନା: ରାହୁଲ

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନ୍ୟ ପଛୁଆ ବର୍ଗ (ଓବିସି)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି ରାଜସ୍ଥାନରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ଜାତିଗତ ସର୍ଭେ କହେବ…

ପଞ୍ଜାବରେ ବିଳାସପୂର୍ଣ୍ଣ ଘର, ଆଇପିଏଲ, ବିସିସିଆଇ ଚୁକ୍ତିନାମା ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର, ଜାଣନ୍ତୁ କେତେ କୋଟିର ମାଲିକ ଗିଲ୍‌

ନୂଆଦିଲ୍ଲୀ,୧୬।୧୧: ଭାରତୀୟ କ୍ରିକେଟର ଭବିଷ୍ୟତ ଭାବରେ ଶୁବମାନ ଗିଲ୍‌ଙ୍କୁ ଦେଖାଯାଉଛି। ୨୪ ବର୍ଷ ବୟସରେ ସେ ଯେଉଁ ପ୍ରକାରର ପ୍ରଦର୍ଶନ କରୁଛନ୍ତି, ତାହା ଅବିଶ୍ୱସନୀୟ। ଏହା ପରେ ବିଶ୍ୱାସ କରାଯାଏ ଯେ ସେ ସଚିନ ଏବଂ ବିରାଟଙ୍କ ପରେ ବିଶ୍ୱ କ୍ରିକେଟ…

କାଇରୋରେ ପହଞ୍ଚିଲେ ଗାଜାରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଭାରତୀୟ ମହିଳା, ଏବେ ନିଜ ଘର କଶ୍ମୀରକୁ ଫେରିବାକୁ ଅପେକ୍ଷା

ଜେରୁଜେଲମ,୧୬।୧୧: ଭାରତୀୟ ମିଶନ ସହାୟତାରେ ଯୁଦ୍ଧଗ୍ରସ୍ତ ହମାସ ଶାସିତ ଗାଜାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ଲୁବନା ନାଜିର ଶାବୁ ବର୍ତ୍ତମାନ କାଇରୋରେ ପହଞ୍ଚିଛନ୍ତି। ସେ ନିଜ ଘର କଶ୍ମୀରକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସେ ଆବଶ୍ୟକ ବ୍ୟବସ୍ଥାକୁ…

ରୁଷିଆ ପରେ ଏହି ଦେଶ ଭାରତର ସାହାରା, ଅଶୋଧିତ ତୈଳ ବିଲ ହ୍ରାସ କରିବାରେ କରିବ ସାହାଯ୍ୟ

ନୂଆଦିଲ୍ଲୀ,୧୬।୧୧: ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମଧ୍ୟରେ ଭାରତ ପାଇଁ ଏକ ଖୁସି ଖବର ଆସିଛି। ଗତ ଦେଢ ବର୍ଷ ହେଲା ଭାରତକୁ ରୁଷିଆଠାରୁ ସାହାଯ୍ୟ ମିଳୁଥିଲା ଏବଂ ରିହାତିରେ ଉପଲବ୍ଧ ଶସ୍ତା ତେଲ ଆମଦାନି ବିଲ କମ ରଖିବାରେ ସାହାଯ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri