କ୍ୱାର୍ଟର ଫାଇନାଲ୍ରେ ଟସ୍ ଜିତିଲା ଭାରତ
ହାଙ୍ଗଝୋ,୩।୧୦:ଏସିଆନ ଗେମ୍ସରେ ଭାରତ ଏବଂ ନେପାଳ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ହାଙ୍ଗଝୋରେ ଥିବା ପିଙ୍ଗଫେଙ୍ଗ କ୍ୟାମ୍ପସ କ୍ରିକେଟ ଗ୍ରାଉଣ୍ଡରେ…
ପି ସି ଚନ୍ଦ୍ରା ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟ୍ଲେଟ
ଭୁବନେଶ୍ୱର,୩।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ପି ସି ଚନ୍ଦ୍ରା ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ ମୁମ୍ବାଇର ଭାସି ସେକ୍ଟର-୧୭ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପି ସି ଚନ୍ଦ୍ରା ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଉଦୟ କୁମାର ଚନ୍ଦ୍ରା…
ଏସ୍ବିଆଇ ପକ୍ଷରୁ ‘ସ୍ବଚ୍ଛତା ହିଁ ସେବା’
ଭୁବନେଶ୍ୱର,୩।୧୦: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଭୁବନେଶ୍ୱର ସର୍କଲ ପକ୍ଷରୁ ରବିବାର ଭୁବନେଶ୍ୱରର ୨ଟି ସ୍ଥାନରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏସବିଆଇ ଭୁବନେଶ୍ୱର ସର୍କଲର ସିଜିଏମ ଚନ୍ଦର ଶେଖର ଶର୍ମାଙ୍କ ସମେତ ବହୁ ବରିଷ୍ଠ…
ଅକ୍ଟୋବର ୮ରୁ ଏଜିଆଇଏଫ୍
ଭୁବନେଶ୍ୱର, ୩।୧୦: ଦେଶର ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଆମାଜନ.ଇନ୍ର ବହୁ ପ୍ରତୀକ୍ଷିତ ଫେଷ୍ଟିଭ୍ ଇଭେଣ୍ଟ ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ (ଏଜିଆଇଏଫ୍)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଫେଷ୍ଟିଭାଲ ୨୦୨୩ ଅକ୍ଟୋବର ୮ରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଆମାଜନର…
ଆତଙ୍କବାଦୀ-ସୁରକ୍ଷା ବାହିନୀ ମୁହାଁମୁହିଁ: ୩ ଯବାନ ଆହତ
ଶ୍ରୀନଗର,୩।୧୦:ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଜମ୍ମୁ କଶ୍ମୀରର ରାଜୌରୀ ଜିଲାର କାଲାକୋଟେ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେଶନ ବେଳେ ଏକ ଏନକାଉଣ୍ଟର ହୋଇଛି। ଏଥିରେ ୯ ପାରା କମାଣ୍ଡୋ ସ୍ପେଶାଲ ୟୁନିଟର ୩ ସୈନିକ ଆହତ ହୋଇଛନ୍ତି। ପୋଲିସ ଅଧିକାରୀମାନେ…
ଖେଳନା ଭାବି ବୋମା ସହ ଖେଳିବା ବେଳେ ହେଲା ବିସ୍ଫୋରଣ, ୨ ମୃତ
କାବୁଲ,୩।୧୦: ଆଫଗାନିସ୍ତାନର ଜାଭଜନ ପ୍ରଦେଶରେ ବିସ୍ଫୋରଣ ହେତୁ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ସୋମବାର ଅପରାହ୍ନରେ ଡାରଜାବ ଜିଲାର କରାଚୋନକାଲ ଅଞ୍ଚଳରେ କିଛି ପିଲା ଖେଳୁଥିବା ବେଳେ ପ୍ରାଦେଶିକ ପୋଲିସର ମୁଖପାତ୍ର ଅବଦୁଲ ସତର ହଲିମି ସୂଚନା ଦେଇଛନ୍ତି ଯେ ପିଲାମାନେ…
ମଧୁମେହ ଚିକିତ୍ସାରେ ସହାୟକ ହେବ ସୂର୍ଯ୍ୟାଲୋକ
ନୂଆଦିଲ୍ଲୀ,୩ା୧୦: ଟାଇପ୍-୨ ମଧୁମେହ ଚିକିତ୍ସା ଓ ପ୍ରତିକାରରେ ପ୍ରାକୃତିକ ସୂର୍ଯ୍ୟାଲୋକ ସହାୟକ ହୋଇପାରିବ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଜର୍ମାନୀରେ ଅକ୍ଟୋବର ୨ରୁ ୬ ଅନୁଷ୍ଠିତ ହେଉଥିବା ୟୁରୋପିଆନ୍ ଆସୋସିଏଶନ ଫର୍ ଦି ଷ୍ଟଡି ଅଫ୍ ଡାଇବେଟିସ୍ (ଇଏଏସ୍ଡି)ର ବାର୍ଷିକ ବୈଠକରେ ଗବେଷକମାନେ…
ଭାରତୀୟ ହାଇ କମିଶନ ବାହାରେ ଖଲିସ୍ତାନୀଙ୍କ ବିକ୍ଷୋଭ
ଲଣ୍ଡନ,୩ା୧୦: ସ୍କଟ୍ଲାଣ୍ଡର ଗ୍ଲାସ୍ଗୋ ଗୁରୁଦ୍ୱାରାରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପ୍ରବେଶ କରାଇ ଦିଆ ନ ଯିବାର ଦୁଇଦିନ ପରେ ଲଣ୍ଡନସ୍ଥିତ ଭାରତୀୟ ହାଇ କମିଶନଙ୍କ କାର୍ଯ୍ୟାଳୟ ବାହାରେ ଖଲିସ୍ତାନୀ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୋମବାର ଖଲିସ୍ତାନୀ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ସେଠାରେ…
ସ୍ବର୍ଣ୍ଣମନ୍ଦିରରେ ବାସନ ଧୋଇଲେ ରାହୁଲ
ଅମୃତସର,୩ା୧୦: କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ସୋମବାର ପଞ୍ଜାବର ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିର ଯାଇ ସେଠାରେ ପ୍ରାର୍ଥନା କରିଛନ୍ତି। ସେଠାର ସଚଖଣ୍ଡ ଶ୍ରୀହରମନ୍ଦିର ସାହିବରେ ଥିବା ଲାଙ୍ଗର (ଗୋଷ୍ଠୀ ପାକଶାଳା)ରେ କଂଗ୍ରେସ ନେତା ସ୍ବେଚ୍ଛାକୃତ ସେବା କରିଥିଲେ। ରାହୁଲ ସେଠାରେ ବାସନ ଧୋଉଥିବାର…
ଧ୍ୱଂସ ହେଲା ମାଓବାଦୀ କ୍ୟାମ୍ପ
ମାଲକାନଗିର,୨ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲାରେ ଯବାନମାନେ ମାଓବାଦୀ କ୍ୟାମ୍ପ ଧ୍ୱଂସ କରିବା ସହ ବିପୁଳ ପରିମାଣରେ ସାମଗ୍ରୀ ଜବତ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ମିତୁର ଥାନା କୁଡମେର ଓ ମଦପାଲ ଜଙ୍ଗଲରେ ବୈରମଗଡ ଏରିୟା…
ଟ୍ରକରେ ଲାଗିଲା ନିଆଁ
ବଡ଼ବିଲ,୨।୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ଭଦ୍ରାସାହି ଛକ ନିକଟରେ ସୋମବାର ଏକ ଲୁହାପଥର ବୋଝେଇ ଟ୍ରକ(ନଂ.ଡବ୍ଲ୍ୟୁବି୨୯ସି-୩୬୭୩)ରେ ନିଆଁ ଲାଗି ଯାଇଥିଲା। ଫଳରେ ଟ୍ରକ୍ର ସମ୍ମୁଖ ଭାଗ ପୋଡି ନଷ୍ଟ ହୋଇଯାଇଛି। ଖବରପାଇ ବଡ଼ବିଲ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ…
ଘରୋଇ ବସ୍ ଧର୍ମଘଟରେ ହନ୍ତସନ୍ତ ହେଲେ ଯାତ୍ରୀ
ଉମରକୋଟ, ୨।୧୦ (ସନ୍ତୋଷ ଶତପଥୀ): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ଓ ଅବିଭକ୍ତ କୋରାପୁଟ ଘରୋଇ ବସ୍ ମାଲିକ ସଂଘର ୨୪ ଘଣ୍ଟିଆ ବନ୍ଦ ଡାକରାକୁ ଉମରକୋଟ ବସ୍ ମାଲିକ…
Archives


