Home Left

ଏୟାର ଇଣ୍ଡିଆର ୩୭ ବର୍ଷର ପାଇଲଟଙ୍କର ହାର୍ଟ ଆଟାକରେ ମୃତ୍ୟୁ

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ବିମାନ ବନ୍ଦରରେ ୩୭ ବର୍ଷ ବୟସ୍କ ଏୟାର ଇଣ୍ଡିଆର ପାଇଲଟ ହୃଦଘାତରେ ପୀଡିତ ହୋଇଥିଲେ। ପାଇଲଟଙ୍କ ମୃତ୍ୟୁ ପରେ ବିମାନ ଚଳାଚଳ ନିୟାମକ ସଂସ୍ଥା ଆଗକୁ ଆସିଛି ଏବଂ ଏହି ଘଟଣା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ତେବେ…

ଫାଇନାଲ ପାଇଁ ବ୍ରହ୍ମାସ୍ତ୍ରକୁ ଲୁଚାଇ ରଖିଛନ୍ତି ରୋହିତ ଶର୍ମା, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ନିଜର ଖାସ୍‌ ଶକ୍ତିର କରିବେ ବ୍ୟବହାର

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପରେ ଭାରତୀୟ କ୍ରିକେଟ ଦଳ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଛି। ଭାରତ ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା, ଯେଉଁଥିରେ ଭାରତ ଜିତିଥିଲା ଏବଂ ବର୍ତ୍ତମାନ ଶେଷ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଖେଳାଯିବ, ଯାହା ଏହି ବିଶ୍ୱକପର ଫାଇନାଲ ମ୍ୟାଚ…

ବ୍ରିଟିଶ ସିଙ୍ଗରଙ୍କୁ ନେଇ ବଢିଲା ବିଶ୍ୱକପ ଫାଇନାଲର ଉଷ୍ମତା

ଅହମଦାବାଦ,୧୭।୧୧: ଟିମ ଇଣ୍ଡିଆ ଫାଇନାଲରେ ପହଞ୍ଚିବା ଦିନଠାରୁ ଭାରତୀୟ କ୍ରିକେଟ ପ୍ରଶଂସକମାନେ ଏହି ଦିନକୁ ଅପେକ୍ଷା କରି ରହିଛନ୍ତି। କିନ୍ତୁ ସେହି ଭାରତୀୟ ଯେଉଁମାନେ କ୍ରିକେଟ ପ୍ରତି ଏତେ ଆଗ୍ରହୀ ନୁହଁନ୍ତି ସେମାନେ ମଧ୍ୟ ଏହି ଦିନକୁ ଅପେକ୍ଷା କରିଛନ୍ତି। ଏହି…

ନିର୍ବାଚନରେ ଜିତିବା ଲାଗି ଫକିରଙ୍କଠାରୁ ଚପଲରେ ମାଡ ଖାଇଲେ କଂଗ୍ରେସ ପ୍ରାର୍ଥୀ,ଭିଡିଓ ଭାଇରାଲ

ରତଲାମ,୧୭।୧୧: ନିର୍ବାଚନରେ ଜିତିବା ଏବଂ ଲୋକଙ୍କ ଆଶୀର୍ବାଦ ପାଇବା ପାଇଁ ପ୍ରାର୍ଥୀମାନେ ବାବା ଏବଂ ଫକିରଙ୍କ ସାହାଯ୍ୟ ମଧ୍ୟ ନେଇଥାନ୍ତି। ମଧ୍ୟପ୍ରଦେଶର ରତଲାମରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପରାସ ସାକଲେଚା ଫକିର ବାବାଙ୍କଠାରୁ ଆଶୀର୍ବାଦ ନେବାକୁ ଯାଇଥିଲେ। ବାବା ତାଙ୍କୁ…

୫ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର,ମାଗଣା ବିଜୁଳି,ବିବାହରେ ମିଳିବ ସୁନା ଆଉ ଟଙ୍କା

ହାଇଦ୍ରାବାଦ,୧୭।୧୧: ନଭେମ୍ବର ୩୦ରେ ତେଲଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ତା’ର ଘୋଷଣାପତ୍ର ପ୍ରକାଶ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପସ୍ଥିତିରେ ଏହି ମନିଫେଷ୍ଟୋ ଜାରି କରାଯାଇଥିଲା। କଂଗ୍ରେସ ଏହାର ମନିଫେଷ୍ଟରେ ଏଲପିଜି ସିଲିଣ୍ଡର ୫୦୦ଟଙ୍କା,…

ଖେଳନା ଘୋଡ଼ାରେ ବସି ବିବାହ କରିବାକୁ ଆସିଲେ ବର, ଭିଡିଓ ଦେଖିଲେ କରିବେ ପ୍ରଶଂସା

ଏବେ ବିବାହ ଋତୁ ଆରମ୍ଭ ହୋଇଗଲାଣି। ରାସ୍ତାରେ ଯାଉଥିବା ବର ଏବଂ ବରଯାତ୍ରୀ ଦଳଙ୍କ ଉପରେ ନିଶ୍ଚିତ ଆପଣଙ୍କ ନଜର ପଡୁଥିବ। ବର ସହ ଲମ୍ବା ଧାଡ଼ି ଲାଗି ବରଯାତ୍ରୀ ଆସିବା ସାଧାରଣ କଥା। ଅନେକ ବର କାର୍‌, ଘୋଡ଼ାଗାଡ଼ି, ଟ୍ରକ୍‌,…

କ୍ୟାନ୍‌ସର ଯୋଗୁ ଆଉ ହେବନି ମୃତ୍ୟୁ! ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା

କାଲିଫର୍ନିଆ, ୧୭।୧୧: କ୍ୟାନ୍‌ସର ରୋଗର ଚିକିତ୍ସାରେ କାଲିଫର୍ନିଆର ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେମାନେ ଏକ ‘କିଲ ସୁଇଚ’ ପାଇଛନ୍ତି। ଏହା କ୍ୟାନ୍‌ସର କୋଷକୁ ମାରିବାରେ ସଫଳ ହେବ। ସାକ୍ରାମେଣ୍ଟୋରେ ଥିବା ୟୁସି ଡେଭିସ କମ୍ପେରେସିଭ କ୍ୟାନ୍‌ସର ସେଣ୍ଟରର…

କୋହଲିଙ୍କୁ ନେଇ ଏମିତି କହିଦେଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୭।୧୧: ନିକଟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ ସମସ୍ତଙ୍କ ପାଇଁ ସ୍ମରଣୀୟ ବୋଲି ପ୍ରମାଣିତ ହୋଇଥିଲା। ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଟିମ ଇଣ୍ଡିଆ ନିଶ୍ଚିତ ଭାବେ ଫାଇନାଲରେ ପ୍ରବେଶ କରିଛି। ଏହା ବ୍ୟତୀତ ବିରାଟ…

ବସ୍‌ରେ ଚଢ଼ିବା ପାଇଁ ଜାଗା ନ ମିଳିବାରୁ ଝରକା ଦେଇ ପଶିଲେ ମହିଳା, ଭିଡିଓ ଦେଖିଲେ ହସିହସି ଗଡ଼ିବେ

କୌଣସି ପୂଜାପାର୍ବଣ ଥିଲେ ଗାଡ଼ିମୋଟରରେ ଯାତ୍ରା କରିବା ଅସୁବିଧା ହୋଇଥାଏ। କାରଣ ଏହି ସମୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। ଭିଡ଼ ସତ୍ତ୍ୱେ ଲୋକେ ଗାଡ଼ିରେ କିଏ ଆଗ ଚଢ଼ିବ ଯେମିତି ସେନେଇ ପ୍ରତିଯୋଗିତା କରିଥାନ୍ତି। କିଛି ଲୋକ ଏହି ଭିଡ଼ରୁ…

୫୦୦ ମିଟର ଗଭୀର ଖାଇରେ ଖସିଲା ଗାଡି, ୯ ମୃତ

ଡେରାଡୁନ୍‌,୧୭।୧୧: ଉତ୍ତରାଖଣ୍ଡର ନୌନିତାଲରେ ଶୁକ୍ରବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ନୌନିତାଲର ଅଖଳକାଣ୍ଡା ବ୍ଲକର ଛିଡାଖାନା-ରିଠାସାହିବ ମୋଟର ରାସ୍ତାରେ ଏକ ଟ୍ୟାକ୍ସି ଗାଡି ଏକ ଗଭୀର ଖାଲରେ ଖସିପଡିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଦୁଇ…

ବିଶ୍ୱକପ ଫାଇନାଲ ମ୍ୟାଚ ଦେଖିବେ ନାହିଁ ଦକ୍ଷିଣ ଆଫ୍ରିକାର କୋଚ୍‌

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ ୨୦୨୩ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ତିନି ଉଇକେଟ୍‌ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ଏବେ ଅଷ୍ଟ୍ରେଲିଆ ଫାଇନାଲରେ ଭାରତକୁ ଭେଟିବାକୁ ଯାଉଛି। ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇବା ପରେ ଦକ୍ଷିଣ ଆଫ୍ରିକା କୋଚ୍‌ ରୋବ…

ଲିଗ୍‌ ପର୍ଯ୍ୟାୟରେ ବାହାରିଥିବା ଦଳଠାରୁ ଆରମ୍ଭ କରି ବିଶ୍ୱକପ ବିଜେତା ପର୍ଯ୍ୟନ୍ତ, ଜାଣନ୍ତୁ କିଏ କେତେ ପୁରସ୍କାର ରାଶି ପାଇବେ…

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ ୨୦୨୩ରେ ମୋଟ ୮୩ କୋଟି ଟଙ୍କା ପୁରସ୍କାର ରାଶି ବାଜି ଲଗାଯାଇଛି। ଏହି ପୁରସ୍କାର ରାଶିର ସବୁଠାରୁ ବଡ ଅଂଶ ୧୯ ନଭେମ୍ବରରେ ବିଶ୍ୱ ଚାମ୍ପିୟନ ହେବାକୁ ଥିବା ଦଳର ଆକାଉଣ୍ଟକୁ ଯିବ। ରନର୍‌ ଅପ ଦଳ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri