ପ୍ରାଇଭେଟ ଜେଟ୍ରେ ଅହମ୍ମଦାବାଦ ପହଞ୍ଚିଲେ ଅନୁଷ୍କା
ଅହମ୍ମଦାବାଦ,୧୮।୧୧: ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଟିମ୍ ଇଣ୍ଡିଆ-ଅଷ୍ଟ୍ରେଲିଆ। ଏଥିପାଇଁ ଦେଶବାସୀ ରବିବାର ମ୍ୟାଚକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଟିମ୍ ଇଣ୍ଡିଆର ଶତକ ସର୍ଦ୍ଦାର ବିରାଟ କୋହଲିଙ୍କ ଛକା ଚଉକା ଦେଖିବାକୁ ପୁଣିଥରେ ଫ୍ୟାନ୍ସ ଚାହିଁ ରହିଛନ୍ତି। ସେହିପରି ତାଙ୍କୁ…
ଶୀତଦିନେ ଦହି
ଦହି ସ୍ବାସ୍ଥ୍ୟପ୍ରତି ହିତକର ବୋଲି ଜାଣିଛେ। ମାତ୍ର ଶୀତଦିନେ ଦହି ଖାଇଲେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ , ଦହି ଖାଇବା ଫଳରେ କଫ ସମସ୍ୟା ଦେଖାଯାଇଥାଏ। ଏହା ସହିତ ଯେଉଁମାନଙ୍କର ଇମ୍ୟୁନ ସିଷ୍ଟମ ଦୁର୍ବଳ ସେମାନଙ୍କ…
ପୁରୀ ସମୁଦ୍ରରେ ଭାସିଗଲେ ୪ ପର୍ଯ୍ୟଟକ
ପୁରୀ,୧୮।୧୧: ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ୪ ଜଣ ପର୍ଯ୍ୟଟକ ଭାସିଯାଇଛନ୍ତି। ସେକ୍ଟର ୩ରେ ଗାଧୋଇଲା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ୪ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପର୍ଯ୍ୟଟକ…
ପକ୍ଷୀ ନୁହେଁ ସେ ସିକ୍ୟୁରିଟିଗାର୍ଡ, ଶିକାରୀଙ୍କଠାରୁ ଜଙ୍ଗଲର ପ୍ରାଣୀମାନଙ୍କୁ କରିଥାଏ ରକ୍ଷା, ଭିଡିଓ ଦେଖିଲେ…
ଦୁନିଆରେ ଏମିତି ଏକ ଚମତ୍କାର ପକ୍ଷୀ ଅଛି, ଯାହାକୁ ପ୍ରାଣୀମାନଙ୍କ ରକ୍ଷକ କୁହାଯାଏ। ଏହି ପକ୍ଷୀଟିର ନାମ ଗ୍ରେ-ଗୋ-ଆଓ୍ବେ। ଏହି ପକ୍ଷୀ ଶିକାରୀଙ୍କଠାରୁ ପଶୁମାନଙ୍କୁ ରକ୍ଷା କରିଥାଏ। ଏହି ପକ୍ଷୀଟି ‘ସିକ୍ୟୁରିଟିଗାର୍ଡ’ ଚାକିରି କରୁଛି ବୋଲି କୁହାଯାଉଛି। ଯେତେବେଳେ ଶିକାରୀମାନେ ପଶୁ…
ଏଣିକି ଓଷଧ ପହଞ୍ଚାଇବ ଡ୍ରୋନ୍: ରାୟଗଡ଼ାରେ ହେଲା ଶୁଭାରମ୍ଭ
ରାୟଗଡ଼ା,୧୮।୧୧(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଜିଲାରେ ସ୍ବାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। (ୟୁଏସ୍ଏଆଇଡି ) ସମର୍ଥିତ ସମରିଧ ଏବଂ ଆଇପିଇ ଗ୍ଲୋବାଲ ଦ୍ୱାରା କାର୍ଯ୍ୟକାରୀ ସଂସ୍ଥା ରେଡଓ୍ବିଙ୍ଗ ଭଳି ଅଗ୍ରଣୀ ଷ୍ଟାର୍ଟଅପ ଅନୁଷ୍ଠାନ ସହଯୋଗରେ ବାରିଝୋଲା ସ୍ଥିତ ଜଲା ମୁଖ୍ୟ ଚିକିତ୍ସାଳୟ ଏବଂ…
‘୩ ଡିସେମ୍ବର-କଂଗ୍ରେସ ଛୁମନ୍ତର’: ଭାରତପୁରରେ ଅଶୋକ ଗେହଲୋଟଙ୍କୁ କଟାକ୍ଷ କରି ନୂଆ ନାରା ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ମଙ୍ଗ ଧରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ବିଜୟ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରିବାକୁ ଭରତପୁର ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ‘ଭରତ…
ଭାରତ ବିଶ୍ୱକପ୍ ଚାମ୍ପିୟନ ହେଲେ ୟୁଜର୍ସଙ୍କୁ ୧୦୦ କୋଟି ବାଣ୍ଟିବ ଏହି ଷ୍ଟାଟଅପ୍ କମ୍ପାନୀ, ଚମକାଇଲା ଘୋଷଣା
ନୂଆଦିଲ୍ଲୀ,୧୮।୧୧: ବିଶ୍ୱକପ୍ ଫାଇନାଲରେ ଟିମ୍ ଇଣ୍ଡିଆ ପ୍ରବେଶ କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ସମସ୍ତେ ନିଜ ନିଜ ଢଙ୍ଗରେ ଭାରତୀୟ ଟିମ୍ର ଊତ୍ସାହ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଜଣେ ଷ୍ଟାଟଅପ୍ କମ୍ପାନୀ ‘ଆଷ୍ଟ୍ରୋଟକ୍’ର ପ୍ରତିଷ୍ଠାତା ଏବଂ ସିଇଓ…
ନଭେମ୍ବର ୨୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର,୧୮।୧୧: ନଭେମ୍ବର ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ରାଇରଙ୍ଗପୁରର ବାଦାମପାହାଡ଼ ଠାରେ ଟାଟା- ବାଦାମପାହାଡ ଟ୍ରେନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।…
ମେଶିନରେ ଲଗାଇଲେ ଏଟିଏମ୍, ଟଙ୍କା ବଦଳରେ ବାହାରିଲା ପାଣି, ଭିଡିଓ ଦେଖିଲେ…
ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଗତି ହେଉଥିବାରୁ ମଣିଷ ଏପରି ଉଦ୍ଭାବନ କରୁଛି, ଯାହା ସମାଜ ପାଇଁ ଅତ୍ୟନ୍ତ ସହାୟକ ହୋଇପାରୁଛି। ମଣିଷ ପାଣିରେ ବୁଡ଼ିବାଠାରୁ ଆକାଶରେ ଉଡ଼ିବା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ଭବ କରିପାରୁଛି। ବର୍ତ୍ତମାନ ଅନେକ ଦେଶରେ ଏୟାର ଟ୍ୟାକ୍ସିର ସୁବିଧା ଆରମ୍ଭ…
ଶ୍ରେୟସ ଆୟରଙ୍କ ଖୁଲମଖୁଲା ପ୍ରେମ, କିଏ ସେହି ମିଷ୍ଟ୍ରିଏସ ଗାର୍ଲ?
ନୂଆଦିଲ୍ଲୀ,୧୮।୧୧: ୨୦୨୩ ବିଶ୍ୱକପରେ ଧୂଆଁଧାର ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିଛି। ବିରାଟ କୋହଲି, ରୋହିତ ଶର୍ମା, ମହମ୍ମଦ ଶାମିଙ୍କ ପରି ଶ୍ରେୟସ ଆୟର ମଧ୍ୟ ତାଙ୍କ ଜବରଦସ୍ତ ଫର୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ନିକଟରେ ଶତକର ସର୍ଦ୍ଦାର…
ଟିମ୍ ଇଣ୍ଡିଆକୁ ବାଲୁକା କଳାରେ ଶୁଭେଚ୍ଛା ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ, ବେଳାଭୂମିରେ ଆଙ୍କିଲେ ୫୬ ଫୁଟର ବିଶ୍ୱକପ୍
ପୁରୀ,୧୮।୧୧: ଆସନ୍ତା ନଭେମ୍ବର ୧୯ ଅର୍ଥାତ ରବିବାର ଦିନ ଅନୁଷ୍ଠିତ ହେବ ବହୁ ପ୍ରତିକ୍ଷୀତ ବିଶ୍ୱକପ୍ ୨୦୨୩। ଏହି ରୋମାଞ୍ଚକର ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଏବଂ ଅଷ୍ଟ୍ରେଲିଆ। ତେବେ ଖ୍ୟାତନାମା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ…
ବିଶ୍ୱକପ ପାଇଁ ଚାଲିଲା ସ୍ବତନ୍ତ୍ର ଟ୍ରେନ, ଭଡା ମାତ୍ର…
ନୂଆଦିଲ୍ଲୀ,୧୮।୧୧: ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ହାଇ ପ୍ରୋଫାଇଲ ମ୍ୟାଚର ସିଧା ପ୍ରସାରଣ କେବଳ ଭାରତ ନୁହେଁ ସାରା ବିଶ୍ୱ ଦେଖିବ। ତେବେ…
Archives


