କର୍ମଚାରୀଙ୍କୁ ମାସକୁ ୧୦ ଦିନ ଅଫିସରୁ କାମ କରିବାକୁ କହିଲା ଇନ୍ଫୋସିସ୍
ନୂଆଦିଲ୍ଲୀ,୧।୧୧: ପ୍ରମୁଖ ଆଇଟି କମ୍ପାନୀ ଇନ୍ଫୋସିସ୍ ନିଜର କର୍ମଚାରୀମାନଙ୍କୁ ପ୍ରତିମାସରେ ଅତି କମ୍ରେ ୧୦ ଦିନ ଅଫିସରୁ କାମ କରିବାକୁ କହିଛି। ଏହାକୁ କମ୍ପାନୀର କାର୍ଯ୍ୟ ନୀତିରେ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି। ତେବେ ଏଭଳି ପଦକ୍ଷେପ କମ୍ପାନୀର ହାଇବ୍ରିଡ୍ ଓ୍ବାର୍କ…
ପାଣି ବଦଳରେ ପେଟଭର୍ତ୍ତି ମଦ ପିଇଦେଲା ମୂଷା, ପରେ ଯାହା ହେଲା ଦେଖିଲେ ରୋକି ପାରିବେନି ହସ…
ସୋସିଆଲ ମିଡିଆରେ ପ୍ରତ୍ୟହ କିଛି ନା କିଛି ମଜାଦାର ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ହସ ରୋକି ହୁଏନା। ଏବେ ସେଭଳି ଏକ ଜବରଦସ୍ତ ଭିଡିଓ ସାମ୍ନାକୁ ଆସିବା ପରେ ବେଶ ଭାଇରାଲ ହେଉଛି। ଭିଡିଓରେ ଏକ ମୂଷା ଦୋକାନକୁ…
ପିକ୍ଅପ୍-ବୁଲେଟ୍ ମୁହାଁମୁହିଁ ଧକ୍କା, ଦୁଇ ଜଣଙ୍କ ଜୀବନ ଗଲା
କେନ୍ଦୁଝର,୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସନ୍ଧ୍ୟାରେ ଟାଉନ ଥାନା ଅନ୍ତର୍ଗତ ମଣ୍ଡୁଆ ପୋଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍ଅପ୍ ଭ୍ୟାନ୍ ସହ ବୁଲେଟ୍ ମୁହାଁମୁହିଁ ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ…
ଭିଜିଲାନ୍ସ ଜାଲରେ କନଷ୍ଟେବଳ, ୬ ଲକ୍ଷ ଟଙ୍କା ନେଇ ପଡ଼ିଲେ ଧରା
ଫୁଲବାଣୀ,୧ା୧୧(ରାକେଶ କୁମାର ରାଉତ): ଭିଜିଲାନ୍ସ ଜାଲରେ ଜଣେ ଡିଭିଏଫ କନଷ୍ଟେବଳ ପଡ଼ିଛନ୍ତି। ସେ ବେଆଇନ ଭାବେ ୬ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଫୁଲବାଣୀ ଏବଂ ବୌଦ୍ଧ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। କନଷ୍ଟେବଳ ଜଣକ ହେଲେ ବୌଦ୍ଧ ଜିଲା…
ଯେଉଁ ମୁସଲମାନ ଯୁବତୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହ ଲଢ଼ିବାକୁ ପଛାଇ ନ ଥିଲେ ସଚିନ, ଏବେ ତାଙ୍କୁ ହିଁ ଦେଇଦେଲେ ଛାଡ଼ପତ୍ର…
ନୂଆଦିଲ୍ଲୀ,୧।୧୧: କଂଗ୍ରେସ ନେତା ସଚିନ ପାଇଲଟଙ୍କ ଛାଡ଼ପତ୍ର ହୋଇସାରିଛି। ସେ ରାଜସ୍ଥାନ ନିର୍ବାଚନ ଲାଗି ଦାଖଲ କରିଥିବା ନିଜର ନାମାଙ୍କନପତ୍ରରେ ଏନେଇ ଜଣାଇବା ପରଠାରୁ ଖବରଟି ଚର୍ଚ୍ଚାରେ ରହିଛି। ଏକଦା ଯେଉଁ ମୁସଲମାନ ଯୁବତୀଙ୍କ ଲାଗି ସାରା ଦୁନିଆ ସହ ସେ…
ଶ୍ୱଶୁର ଶୋଇଥିବାବେଳେ ନିଆଁ ଲଗାଇଦେଲେ ବୋହୂ: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ସାଧାରଣତଃ ପ୍ରତ୍ୟେକ ମଣିଷ ପାଇଁ ନିଜ ପରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯଦି କୌଣସି କାରଣରୁ ସେହି ପରିବାର ଭାଙ୍ଗିଯାଏ ତେବେ ସର୍ବନାଶ ହେଲା ବୋଲି ଜାଣିବେ। ସୋସିଆଲ ମିଡିଆରେ ଏକ ଭିଡିଓ ନିକଟରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ…
ପୁଟସିଲରେ ଇକୋ ରିଟ୍ରିଟ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
କୋରାପୁଟ,୧ା୧୧(ଅମିତାଭ ବେହେରା): ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଦ୍ୱାରା କୋରାପୁଟ ଜିଲାର ପୁଟସିଲଠାରେ ଇକୋ ରିଟ୍ରିଟ୍ ପର୍ଯ୍ୟଟନସ୍ଥଳୀ ଆରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ ଯୋଗଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ…
ବିଶ୍ୱକପ୍ ଚାଲିଥିବାବେଳେ ସାରାଙ୍କ ସହ ପାର୍ଟି ଗଲେ ଶୁଭମନ
ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ଶୁଭମନ ଗିଲ ଆଜିକାଲି ତାଙ୍କ ବ୍ୟାଟିଂ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ସେ ଡେଟ୍ କରୁଛନ୍ତି। ଯଦିଓ ଉଭୟ ଆନୁଷ୍ଠାନିକ ଭାବରେ ଏହା କହିନାହାନ୍ତି, କିନ୍ତୁ…
ସୁନ୍ଦରୀ ଯୁବତୀଙ୍କୁ ଘାରିଲା ବିଲେଇ ହେବାର ନିଶା: ତା’ପରେ କଲେ ଏମିତି କାମ
ସୋସିଆଲ ମିଡିଆରେ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସେ ବିଲେଇ ରୂପରେ ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ଆଇଡିନ ମୋଡଙ୍କ ନାମରେ ଆକାଉଣ୍ଟରେ ଯୁବତୀଙ୍କ ଅନେକ ଫଟୋ ଶେୟାର କରାଯାଇଛି। ଏହି ଫଟୋ ଗୁଡ଼ିକରେ…
ପୋଲିସକୁ ଟ୍ୟାଗ୍ କରି ଯୁବତୀ ଲେଖିଲେ ଏମିତି, ଉତ୍ତର ଯାହା ଆସିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆରେ ମୁମ୍ବାଇ ପୋଲିସ ବହୁତ ଆକ୍ଟିଭ୍। ମୁମ୍ବାଇ ପୋଲିସ ସୋସିଆଲ ମିଡିଆରେ ଅଭିଯୋଗର ସମାଧାନ କରୁଥିବା ବେଳେ ମିମ୍ସ, ଭିଡିଓ ଏବଂ ଫିଲ୍ମ ଡାଏଲଗ୍ ଶେୟାର କରି ଲୋକଙ୍କୁ ସଚେତନ କରାଇଥାଏ। କିନ୍ତୁ ଅନେକଥର ସୋସିଆଲ ମିଡିଆରେ ପୋଲିସକୁ ଏପରି…
ହାର୍ଟଆଟାକ୍ରେ ଅଭିନେତ୍ରୀଙ୍କ ପରଲୋକ, ଥିଲେ ୮ ମାସର ଗର୍ଭବତୀ
ମାଲାୟାଲମ ଇଣ୍ଡଷ୍ଟ୍ରିର ଜଣାଶୁଣା ଟିଭି ଅଭିନେତ୍ରୀ ଡା. ପ୍ରିୟାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା। ହାର୍ଟଆଟାକ୍ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରିୟା ଆଠ ମାସର ଗର୍ଭବତୀ ଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ଏହି…
ଧରିତ୍ରୀ ପ୍ରଭାବ: ଖବର ପ୍ରସାରଣ ପରେ ମରାମତି ହେଲା ପାଇପ୍
କେନ୍ଦୁଝର,୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି କେନ୍ଦୁଝର ସହର ଧର୍ମଶାଳା ରାସ୍ତାରେ ପିଇବା ପାଣି ପାଇପ୍ ଫାଟି ରାସ୍ତାରେ ସୁଅ ଛୁଟୁଥିଲା। ଏହା ଦ୍ୱାରା ପାଣି ସଂକ୍ରମଣ ଆଶଙ୍କା ଥିବା ବେଳେ ପାଣି ନଷ୍ଟ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ…
Archives


