ଓପିସିସି ସାମାଜିକ ଗଣମାଧ୍ୟମର ନୂତନ ଅଧ୍ୟକ୍ଷ ହେଲେ ଅମିୟ ପାଣ୍ଡବ
ଭୁବନେଶ୍ୱର, ୨୨।୧୨(ସୁନିତ୍ ମିଶ୍ର): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ଓପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସକ୍ରମେ ବିଶିଷ୍ଟ ସାହିତି୍ୟକ ଅମିୟ ପାଣ୍ଡବଙ୍କୁ ଓପିସିସିର ସାମାଜିକ ଗଣମାଧ୍ୟମର ନୂତନ ଅଧ୍ୟକ୍ଷ ଭାବେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ନିଯୁକ୍ତି ପ୍ରଦାନ…
ଚର୍ଚ୍ଚାରେ ରାଜାଘର ରାଜନୀତି
ବଲାଙ୍ଗୀର,୨୨ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ଓଡ଼ିଶା ରାଜନୀତିରେ ଯେଉଁ କେତୋଟି ଚର୍ଚ୍ଚିତ ରାଜନୈତିକ ପରିବାର ରହିଛନ୍ତି, ସେଥିମଧ୍ୟରୁ ବଲାଙ୍ଗୀର ରାଜପରିବାର ବା ସିଂଦେଓ ପରିବାର ଅନ୍ୟତମ। ସ୍ବାଧୀନତା ପରଠାରୁ ଦୀର୍ଘ ୭୬ ବର୍ଷର ରାଜନୀତିକୁ ବିଶ୍ଳେଷଣ କଲେ ବଲାଙ୍ଗୀର ରାଜପରିବାରର ଏକାଧିକ ସଦସ୍ୟ…
ଶହୀଦଙ୍କ ବଳିଦାନକୁ ସର୍ବଦା ମନେ ରଖିବ ଦେଶ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୨।୧୨: ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪ ଜଣ ସୈନିକ ଶହୀଦ ହୋଇଛନ୍ତି। କଂଗ୍ରେସ ନେତା ରାହୁଲ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତ ସୈନିକମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ…
କୋଣାର୍କ ବୁଲିବାକୁ ଆସି ଓଲଟିଲା ଭ୍ୟାନ୍, ଗୋଟିଏ ପରିବାରର ୧୨ ଆହତ
କୋଣାର୍କ,୨୨ା୧୨: ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ଗୋଟିଏ ପରିବାର ଶୁକ୍ରବାର ସକାଳେ କୋଣାର୍କ ବୁଲିବାକୁ ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆଜି ସକାଳେ ଭ୍ୟାନ୍ଟି ଜୁଣେଇ ଛକରେ ଏକ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ୧୨…
ଟାଟା ପାଓ୍ବାର ପକ୍ଷରୁ ସମ୍ବର୍ଦ୍ଧନା ସଭା
ଭୁବନେଶ୍ୱର ,୨୧।୧୨: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଡିସ୍କମ୍ଗୁଡ଼ିକ ପକ୍ଷରୁ ‘ଓଃ ମାଇଁ ବିଉଟିଫୁଲ୍ ଓଡ଼ିଶା’ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମାନିତ କରିବା ଲାଗି ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।…
ଇସ୍ରାଏଲ ଉପରେ ୩୦ ରକେଟ ମାଡ଼ କଲା ହମାସ
ଜେରୁଜେଲମ,୨୨।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗୁରୁବାର ବିଳମ୍ବିତ ରାତିରେ ହମାସ ଇସ୍ରାଏଲରେ ଗୋଟିଏ ପରେ ଗୋଟିଏ ୩୦ଟି ରକେଟ ମାଡ଼ କରିଛି। ହମାସ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି। ହମାସ ରକେଟର ଏକ ଖଣ୍ଡ…
ରାଜ୍ୟରେ ଖୁବ ଶୀଘ୍ର ପ୍ରକାଶ ପାଇବ ୧୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ, ଘୋଷଣା କଲେ ସରକାର
ଭୁବନେଶ୍ୱର,୨୧।୧୨: ରାଜ୍ୟରେ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ୧୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ପଦ୍ଧତି ଆରମ୍ଭ ହୋଇଛି। ୨୩ ଗୋଟି ଭିନ୍ନ ଭିନ୍ନ ବିଷୟ ପାଇଁ ଉଚ୍ଚ ମାଧ୍ୟମିକ…
ବଢୁଛି କରୋନା ଭୟ: ଇଂଲଣ୍ଡରେ ପ୍ରତି ୨୪ ଜଣରେ ଜଣେ କରୋନା ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ/ଇଂଲଣ୍ଡ,୨୨।୧୨: କରୋନା ଭାଇରସର ନୂତନ JN.1 ଭାରିଆଣ୍ଟ ବିପଦ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡା. ସ୍ବାମ୍ୟା ସ୍ବାମୀନାଥନ କହିଛନ୍ତି, ବର୍ତ୍ତମାନ ଲୋକଙ୍କୁ ଭୟଭୀତ କରିବାର ଆବଶ୍ୟକତା ନାହିଁ। ନୂତନ ଭାରିଆଣ୍ଟ…
ଘରେ ପଶି ପୂର୍ବତନ ସିଡିଏମ୍ଓଙ୍କୁ ଛୁରାମାଡ଼
ଭଦ୍ରକ,୨୨ା୧୨: ଜଣେ ଅବସରପ୍ରାପ୍ତ ସିଡିଏମ୍ଓଙ୍କ ଘରେ ପଶି ଦୁର୍ବୃତ୍ତମାନେ ଛୁରାମାଡ଼ କରିଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲାର ଟାଉନଥାନା ଅନ୍ତର୍ଗତ ଚାରିଘରିଆରେ। ଯାଜପୁରର ପୂର୍ବତନ ଜିଲା ମୁଖ୍ୟ ଚିକତ୍ସା ଅଧିକାରୀ ଡାକ୍ତର ରଘୁନାଥ ପାଢ଼ୀ ତାଙ୍କ ନିଜ ଘର…
ବଡ଼ ରେକର୍ଡ କଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୨୨।୧୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଦିନିକିଆ ସିରିଜରେ ଭାରତ ଦ୍ୱିତୀୟ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକାରେ ଏକଦିବସୀୟ ସିରିଜ ଜିତିଥିବା ବିରାଟ କୋହଲିଙ୍କ ପରେ କେଏଲ ରାହୁଲ ଦ୍ୱିତୀୟ ଅଧିନାୟକ ହୋଇଛନ୍ତି। ଭାରତ ପାରାଲରେ ଦକ୍ଷିଣ…
ଭାରତକୁ ଫେରିବେ କତାରରେ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ
ନୂଆଦିଲ୍ଲୀ,୨୨।୧୨: କତାରରେ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ଖୁବ୍ଶୀଘ୍ର ଭାରତକୁ ଫେରିବେ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି। ମୃତ୍ୟୁଦଣ୍ଡ ବିରୋଧରେ କତାର କୋର୍ଟରେ ଏକ ଆବେଦନ କରାଯାଇଥିଲା। ଭାରତୀୟ ନାଗରିକଙ୍କ ସମେତ ଅନେକ କଏଦୀଙ୍କୁ କତାର କୋର୍ଟରେ କ୍ଷମା…
ନୂଆ ରୂପ ପାଇବ ରେଭେନ୍ଶା ବାଳିକା ଉଚ୍ଚ ବିଦ୍ୟାଳୟ
କଟକ/ଭୁବନେଶ୍ୱର,୨୨ା୧୨(ସୁପ୍ରିୟା ପ୍ରିୟଦର୍ଶିନୀ/ଅନିଲ ଦାସ): ୧୫୦ବର୍ଷର ପୁରାତନ ଐତିହାସିକ ରେଭେନ୍ଶା ବାଳିକା ଉଚ୍ଚ ବିଦ୍ୟାଳୟ ହେରିଟେଜ୍ କୋଠାକୁ ନୂଆ ରୂପ ଦିଆଯିବ। ୫-ଟି ଉପକ୍ରମରେ ସ୍କୁଲର ବିକାଶ କରାଯିବ ବୋଲି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗୁରୁବାର ସ୍କୁଲ…
Archives


