Home Left

ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ

ଅନୁଗୋଳ,୨୩।୧୨ (ଅମିତ କୁମାର ସାମଲ): ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ୮୪ ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ। ଶନିବାର ମଧ୍ୟାହ୍ନ ସାଢ଼େ ୧୨ଟାରେ କୁଲାଡ଼ସ୍ଥିତ ବାସଭବନରେ ତାଙ୍କର…

ବ୍ୟକ୍ତିଙ୍କ ପ୍ୟାକେଟ୍‌ରେ ଧିରେଧିରେ ପଶୁଛି ଭୟଙ୍କର ସାପ, ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ ବେଳେବେଳେ କେତେକ ଆଶ୍ଚଯ୍ୟ କରିଦିଏ। ବର୍ତ୍ତମାନ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ବିଷ ଧର ସାପ…

‘ବନ୍ଦେ ଭାରତ ଟ୍ରେନ’ ଥିମରେ ଖୋଲିଲା ରେଷ୍ଟୁରାଣ୍ଟ, ଟ୍ରେନ ପରି ରହିଛି ଭିତରର ଦୃଶ୍ୟ

ସୁରଟ,୨୩।୧୨: ଆଧୁନିକ ଶୈଳୀରେ ପ୍ରସ୍ତୁତ ହୋଇଥିବା ବନ୍ଦେ ଭାରତ ଟ୍ରେନରେ ଆପଣ ଯାତ୍ରାର ଅନୁଭବ କରିସାରିଛନ୍ତି। ହେଲେ ରେଷ୍ଟୁରାଣ୍ଟ! ଆମେ ଆପଣଙ୍କୁ ଟ୍ରେନ ଭିତରେ ହୋଇଥିବା କୌଣସି ରେଷ୍ଟୁରାଣ୍ଟ କଥା କହୁନାହୁଁ। ଗୁଜୁରାଟର ସୁରଟରେ ବନ୍ଦେ ଭାରତ ଟ୍ରେନର ଥିମରେ ଏକ…

ଅଲୋଡ଼ା ହେଲା ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି

ଗଞ୍ଜାମ,୨୩ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରରେ ଦୀର୍ଘ ବର୍ଷ ହେଲା ରହିଥିବା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଏବେ ଅଲୋଡ଼ା ହୋଇପଡିଛି। ମୂର୍ତ୍ତିଟିକୁ ଭଙ୍ଗାଯାଇଥିବା ଯୋଗୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେଉଁ କାରଣରୁ ମୂର୍ତ୍ତିଟିକୁ ଭଙ୍ଗାଯାଇଛି ତାହା ଜଣା…

ନନ୍ଦନକାନନକୁ ଆସିଲେ ୪ ନୂଆ ଅତିଥି

ବାରଙ୍ଗ,୨୩।୧୨: ନନ୍ଦନକାନନକୁ ଆଉ ୪ ନୂଆ ଅତିଥି ଆସିଛନ୍ତି। ୩୫ ବର୍ଷ ପରେ ଦୁଇଟି ୱାଲାବି ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ରହିଛି । ଏହା ସହିତ ପ୍ରଥମ ଥର ପାଇଁ ଦୁଇଟି ଲିଭିଂଷ୍ଟୋନ…

ଥାନାରେ ଅଭିଯୋଗ କରିବାକୁ ପହଞ୍ଚିଲେ ସ୍ତ୍ରୀ, ରୋମାଣ୍ଟିକ ଅନ୍ଦାଜରେ ଗୀତ ଗାଇ ବୁଝାଇଲେ ସ୍ବାମୀ, ଭିଡିଓ ଭାଇରାଲ

ସ୍ବାମୀ-ସ୍ତ୍ରୀ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଦୁଖସୁଖରେ ପରସ୍ପର ସହ ଖାପ ଖୁଆଇ ଚଳିବା ହିଁ ଦୁଇଜଣଙ୍କର ସମ୍ପର୍କକୁ ମଜବୁତ କରିଥାଏ। ହେଲେ ବେଳେବେଳେ କଥା କଟାକଟି ଉଗ୍ରରୂପ ନେଇ କୋର୍ଟକଚେରୀ ମଧ୍ୟ ହେଉଥିବା ନଜିର ରହିଛି। ନିକଟରେ ସେପରି…

ପ୍ରବଳ ଶୀତ ଯୋଗୁ ଜାନୁୟାରୀ ୧ରୁ ୧୫ ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ସ୍କୁଲ, ଘୋଷଣା କଲେ ସରକାର

ଚଣ୍ଡିଗଡ,୨୩।୧୨: ହରିୟାଣାର ସରକାର ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଜାନୁୟାରୀ ୧ରୁ ୧୫ ପର୍ଯ୍ୟନ୍ତ ରାଜ୍ୟରେ ସ୍କୁଲ ଛୁଟି ରହିବ। ଜାନୁୟାରୀ ୧୬ରୁ ସ୍କୁଲଗୁଡିକ ଖୋଲିବ । ରାଜ୍ୟର ସମସ୍ତ ଜିଲାର ଜିଲା ଶିକ୍ଷା ଅଧିକାରୀ, ଜିଲା ମୌଳିକ ଅଧିକାରୀ…

ଝାଡ଼ାବାନ୍ତି ମୃତକଙ୍କ ପରିବାରକୁ ୨୦ଲକ୍ଷ ଦିଅ

ରାଉରକେଲା,୨୩।୧୨(ସଙ୍ଗୀତା ଜେନା): ସ୍ମାର୍ଟସିଟି ରାଉରକେଲାରେ ଝାଡ଼ାବାନ୍ତି ଉଗ୍ରରୂପ ଧାରଣ କରିଛି। ଏଥିରେ ହଜାର ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ୧୧ଜଣଙ୍କ ମୃତ୍ୟୁ ହେଲାଣି। ଏହା ସରକାରଙ୍କ ପାରିଲାପଣିଆର ମୁଖା ଖୋଲିଦେଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଦଳ ପକ୍ଷରୁ…

ଓଡ଼ିଶାକୁ ଫେରିଲା କରୋନା: ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୩।୧୨: ଓଡ଼ିଶାକୁ ପୁଣି କରୋନା ଫେରିଛି। ଓଡ଼ିଶାରୁ ଜଣେ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଉକ୍ତ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥଥିବା ବେଳେ ହସ୍ପିଟାଲ ଯାଇ ନାହାନ୍ତି। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଧୋନିଙ୍କ ରେକର୍ଡ ଭାଙ୍ଗିଲେ କେ.ଏଲ ରାହୁଲ

ନୂଆଦିଲ୍ଲୀ,୨୩।୧୨: ୨୦୨୩ କେ.ଏଲ ରାହୁଲଙ୍କ ପାଇଁ ବହୁତ ଭଲ ପ୍ରମାଣିତ ହୋଇଛି। ଯଦିଓ, ସେ ଚଳିତ ବର୍ଷ କିଛି ମାସ ଆହତ ଥିଲେ ମଧ୍ୟ ସୁସ୍ଥ ହେବା ପରେ ରାହୁଲ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାହୁଲ ଜଣେ ଉଇକେଟ୍‌ କିପର…

ଗୁଗଲ ପରେ ଫେସବୁକ, ଇନଷ୍ଟାଗ୍ରାମ ଉପରେ ୫୩ କୋଟି ଜରିମାନା, ଜୁଆ ବିଜ୍ଞାପନ ଦେଖାଇବା ନେଇ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୩।୧୨: ନିକଟରେ ବିଶାଳ କମ୍ପାନୀ ଗୁଗଲକୁ ଆମେରିକାରେ ଲକ୍ଷ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆ କମ୍ପାନୀ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟଫର୍ମ ଉପରେ ୫୩ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। ଇଟାଲୀରେ କମ୍ପାନୀ ବିରୋଧରେ…

ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଜିଆରଏସ୍‌ଙ୍କୁ ହତ୍ୟା

ବୁଗୁଡ଼ା/ପୋଲସରା,୨୩ା୧୨(କାଳିଚରଣ ଦାଶ୍‌/ସୁବ୍ରତ ବେହେରା): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅର୍ନ୍ତଗତ ବାଲିପଦର ଫାଣ୍ଡି ଅଧିନସ୍ତ କଳମ୍ବ ଗ୍ରାମର ସ୍ବର୍ଗତ ଶ୍ରୀହରୀ ପାଣିଗ୍ରାହୀଙ୍କ ପୁଅ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri