Home Left

କମିବ ଶୀତର ପ୍ରକୋପ! ଓଡିଶାରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର,୨୩।୧୨: ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା-ନିମ୍ନ ଚାପ ରେଖା ସହ ଜଡିତ ବାୟୁ ଚଳା-ଚଳ ପ୍ରଭାବରେ ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଧୀରେ ଧୀରେ ଦୁର୍ବଳ ହେଉଥିବାରୁ ଶୀତ କମିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ…

ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ଆଇପିଏଲ ୨୦୨୪ରୁ ବାଦ ପଡି ପାରନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା!

ନୂଆଦିଲ୍ଲୀ,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି। ହାର୍ଦ୍ଦିକ ରୋହିତଙ୍କ ବଦଳରେ ଏହି ଦାୟିତ୍ୱ ପାଇଥିଲେ, ମୁମ୍ବାଇକୁ ରୋହିତ ୫ ଥର ଆଇପିଏଲ ଚମ୍ପିୟାନ କରାଇଥିଲେ। ବର୍ତ୍ତମାନ ହାର୍ଦ୍ଦିକଙ୍କ ଫିଟନେସକୁ ନେଇ…

ଏସ୍‌ସିବି  ମେଡିକାଲରେ ସିରିଞ୍ଜ ଅଭାବ 

କଟକ,୨୩।୧୨: କଟକ ଏସ୍‌ସିବି  ମେଡିକାଲକୁ ରାଜ୍ୟ ଔଷଧ ନିଗମରୁ ଆଉ ସିରିଞ୍ଜ ଯୋଗାଣ ହେଉନାହିଁ । ଏ ନେଇ  ଡାକ୍ତରଖାନାର ବିଭିନ୍ନ ୱାର୍ଡ ସମେତ ନିଦାନ କେନ୍ଦ୍ର, ଟିକାଦାନ କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ରରେ  ଅଭାବ ଦେଖାଦେଇଛି। ରୋଗୀଙ୍କ ଚିକିତ୍ସାରେ ବ୍ୟାଘାତ…

୧୧ ବର୍ଷ ପରେ ବ୍ରେକ୍‌ଅପ୍‌, ପ୍ରେମିକା ତାନ୍ୟାଙ୍କଠାରୁ ଅଲଗା ହେଲେ ସୁନୀଲ ସେଟ୍ଟୀଙ୍କ ପୁଅ!

ବମ୍ବେ: ୧୧ ବର୍ଷର ପ୍ରେମ ସମ୍ପର୍କରେ ପଡ଼ିଲା ଭଟ୍ଟା। ପ୍ରେମିକା ତାନ୍ୟା ଶ୍ରଫଙ୍କଠାରୁ ଅଲଗା ହୋଇଛନ୍ତି ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ। ଏହାକୁ ୨ମାସରୁ ଅଧିକ ସମୟ ହୋଇସାରିଛି। ଏପରିକି ଦୁହେଁ ଏବେ ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା…

‘ଛାତ୍ରୀଛାତ୍ର କଠିନ ପରିଶ୍ରମ କରିବା ଉଚିତ’

କୋରାପୁଟ,୨୩ା୧୨(ଅମିତାଭ ବେହେରା): ଶନିବାର କୋରାପୁଟ ଗସ୍ତରେ ରାଜ୍ୟ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆସିଛନ୍ତି। କୋରାପୁଟସ୍ଥିତ ସରକାରୀ ମହାବିଦ୍ୟାଳୟ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ଯୁବ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ତଥା ଯୁବ ଉତ୍ସବରେ…

ଆମ୍ଭଖୋଲା ନିକଟ ଜଙ୍ଗଲରେ ବାଘ ଆତଙ୍କ: ମିଳିଲା ରକ୍ତର ଚିହ୍ନ, ଗାଈର ଦୁଇଟି ଗୋଡ

ଗୁଣୁପୁର ୨୩।୧୨: ରାୟଗଡ଼ା ଜିଲା ଗୁଣୁପୁରରେ ବାଘ ଆତଙ୍କ  ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ହୋଇଛନ୍ତି। ଗତ ୩ ତିନି ଦିନ ହେବ ବାଘ ସୀମିତ ଅଞ୍ଚଳରେ ବିଚରଣ କରୁଥିବା ଜଣାପଡ଼ିଛି । ଶନିବାର ବନ ବିଭାଗ…

ଦଳ ପାଇଁ ତ୍ୟାଗ: ୬ ବର୍ଷ ଧରି ଖାଲି ପାଦରେ ଥିଲେ ଏହି ଭାଜପା ନେତା, ଶିବରାଜ ଜୋତା ପିନ୍ଧାଇ ପୂରଣ କଲେ ‘ପ୍ରତିଜ୍ଞା’

ଭୋପାଳ,୨୩।୧୨: ନିଜ ଦଳ ଲାଗି ଜଣେ କର୍ମକର୍ତ୍ତା କିଭଳି ତ୍ୟାଗ କରିପାରେ ତାର ବିରଳ ଉଦାହରଣ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଭାଜପା ନେତା ଦଳର ବିଜୟ ପରେ ଦୀର୍ଘ ୬ ବର୍ଷ ପରେ ଜୋତା-ଚପଲ ପିନ୍ଧିଛନ୍ତି। ଏହି ସମୟରେ…

Covid Update: ଦେଶରେ ୨୪ ଘଣ୍ଟାରେ ୭୫୨ ଆକ୍ରାନ୍ତ ଚିହ୍ନଟ, ୪ ମୃତ

ନୂଆଦିଲ୍ଲୀ,୨୩।୧୨: ଦେଶରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗୋଟିଏ ଦିନରେ ୭୫୨ କୋଭିଡ ମାମଲା ଚିହ୍ନଟ ହୋଇଛି। ନୂଆ ସଂକ୍ରମିତଙ୍କୁ ମିଶାଇଲେ ବର୍ତ୍ତମାନ କୋଭିଡ ସକ୍ରିୟ ମାମଲା ୩,୪୨୦ରେ ପହଞ୍ଚିଛି। ସେହିଭଳି ୪ ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟିଥିବା…

ବିବାହକୁ ଆସିଲେନି ଅତିଥି, ଲକ୍ଷ ଲକ୍ଷ ଟଙ୍କାର କ୍ଷତିପୂରଣ ଲଗାଇଲେ ଯୁବତୀ

କାନବେରା,୨୩।୧୨: ଦେଶରେ ବିବାହ ଋତୁ ଆରମ୍ଭ ହୋଇ ସାରିଛି। ବିଭିନ୍ନ ରାଜ୍ୟର ବିଭିନ୍ନ ସହରରେ ହଜାର ହଜାର ବିବାହ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି। ବିବାହ ସମୟରେ ପୁରା ଘରେ ଖୁସିର ମାହୋଲ ଦେଖାଯିବା ସହ ବିଭିନ୍ନ ପ୍ରକାର ଖାଦ୍ୟର ମଧ୍ୟ ଆସର…

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ମୃତଦେହ ନେଇଗଲେ ସାଥୀ ଆତଙ୍କବାଦୀ

ଜମ୍ମୁ,୨୩।୧୨: ଜମ୍ମୁ ଅଖନୁର ଖୋର୍‌ ସେକ୍ଟର ଅଞ୍ଚଳରେ ୪ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଯବାନ ଏହାକୁ ପଣ୍ଡ କରିଦେଇଛନ୍ତି। ଏପରିକି ଯବାନଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଅଧିକାରୀମାନେ କହିଛନ୍ତି। ଅଧିକାରୀଙ୍କ ସୂଚନା ମୁତାବକ, ୪ଜଣ…

କରୋନା ନେଇ ତତ୍ପର ହେଲା ସ୍ବାସ୍ଥ୍ୟ ବିଭାଗ: ଜାରି ହେଲା ମାର୍ଗଦର୍ଶିକା

ଭୁବନେଶ୍ୱର,୨୩।୧୨: ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି। ଏ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଘରୁ…

ଟ୍ୟାଙ୍କର ତଳେ ଚାପି ହୋଇ ହେଲ୍‌ପର ମୃତ, ଡ୍ରାଇଭର ଗୁରୁତର

ଛତ୍ରପୁର,୨୩।୧୨ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ମା’ ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥରେ ଶନିବାର ଏକ ପାଣି ଟ୍ୟାଙ୍କର ଓଲଟି ପଡିଛି। ଫଳରେ ଟ୍ୟାଙ୍କର ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri