ଲାଲୁ, ତେଜସ୍ବୀଙ୍କୁ ଇଡି ସମନ
ନୂଆଦିଲ୍ଲୀ,୨୧ା୧୨: ଜମି ବଦଳରେ ରେଲଓ୍ବେରେ ନିଯୁକ୍ତି ଦୁର୍ନୀତି ମାମଲାର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ତାଙ୍କ ବାପା ତଥା ଆର୍ଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କୁ ଜେରା ପାଇଁ ହାଜର…
୨୧ ଜେଏନ୍.୧ ସବ୍ଭାରିଆଣ୍ଟ ଚିହ୍ନଟ
ନୂଆଦିଲ୍ଲୀ,୨୧ା୧୨(ପି.ଟି.): ବର୍ତ୍ତମାନ ସୁଦ୍ଧା ଭାରତର ୩ ରାଜ୍ୟରୁ କୋଭିଡ୍-୧୯ର ସବ୍ଭାରିଆଣ୍ଟ ଜେଏନ୍.୧ର ୨୧ ମାମଲା ଚିହ୍ନଟ ହେଲାଣି। ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭି.କେ. ପଲ୍ ବୁଧବାର ଏହି ସୂଚନା ଦେଇଥିବାବେଳେ ଭୟଭୀତ ହେବାର କାରଣ ନ ଥିବା କହିଛନ୍ତି।…
ବିରୋଧୀ ନ ଥାଇ ବିଲ୍ ପାସ୍
ନୂଆଦିଲ୍ଲୀ,୨୧ା୧୨: ଲୋକ ସଭାରୁ ବୁଧବାର ସିପିଆଇଏମ୍ର ଏ.ଏମ୍. ଆରିଫ୍ ଏବଂ କେରଳ କଂଗ୍ରେସ (ମଣି)ର ଥୋମାସ୍ ଚାଝିକାଦନଙ୍କୁ ନିଲମ୍ବନ କରାଯାଇଛି। ଏହି ଦୁଇ ଏମ୍ପିଙ୍କୁ ମିଶାଇ ଲୋକ ସଭାରୁ ନିଲମ୍ବିତ ସଦସ୍ୟଙ୍କ ସଂଖ୍ୟା ୯୭ରେ ପହଞ୍ଚତ୍ଛି। ଏହାବାଦ୍ ରାଜ୍ୟ ସଭାରୁ ଏଯାଏ…
ମିଲେଟ ଚାଷ ପାଇଁ ବଢୁଛି ଆଗ୍ରହ
ଭଦ୍ରକ,୨୧ା୧୨(ସନାତନ ରାଉତ)ଭଦ୍ରକ ଜିଲାରେ ଚଳିତ ଖରିଫ ଋତୁରେ ନୂଆକରି ମିଲେଟ ଚାଷ କରାଯାଇଛି। ବ୍ୟବସାୟିକ ଫାଇଦା ଓ ସରକାରୀ ପ୍ରୋତ୍ସାହନ ବିଶେଷ କରି ମାଣ୍ଡିଆ ଚାଷୀଙ୍କୁ ଆକୃଷ୍ଟ କରିଛି। ମାଣ୍ଡିଆ ଜାତୀୟ ଖାଦ୍ୟଶସ୍ୟର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ମିଲେଟ୍ ମିଶନ…
ଉତ୍ପାଦନ ବଢ଼ୁଥିଲେ ବି ଅଭାବ
ବ୍ରହ୍ମପୁର,୨୧ା୧୨(ଅଶୋକ କୁମାର ସାହୁ)ଗଞ୍ଜାମ ଜିଲାରେ ପୂର୍ବାପେକ୍ଷା ମାଛ ଉତ୍ପାଦନ ବଢ଼ିଛି। ଆନ୍ଧ୍ରପ୍ରଦେଶରୁ ମାଛ ଆମଦାନୀ କମିବାରେ ଲାଗିଛି। ଜିଲାର ଚାହିଦା ପୂରଣ କରିବାରେ ଗଞ୍ଜାମ ଆଉ କେଇ ପାଦ ପଛରେ ରହିଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ତଥ୍ୟ ଅନୁସାରେ…
ଦିଗପହଣ୍ଡିର ପ୍ରମୁଖ ସେଚ ପ୍ରକଳ୍ପର ସ୍ଥିତି ଦୟନୀୟ
ଦିଗପହଣ୍ଡି,୨୧ା୧୨(ଅଶେଷ ନାଥ ମିଶ୍ର)ଦିଗପହଣ୍ଡି ବ୍ଲକରେ ଥିବା ପ୍ରମୁଖ ସେଚ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ କଂଗ୍ରେସ କୃଷକ ସେଲ ଉପସଭାପତି ବୃନ୍ଦାବନ ଖଟେଇ ବୁଧବାର ସେଚାଞ୍ଚଳ ଗୁଡ଼ିକୁ ପରିଦର୍ଶନରେ ଯାଇଥିଲେ। ଘୋଡାହାଡ ଡ଼୍ୟାମ, କହ୍ନେଇନାଳ, ଗଣିଆନାଳ କ୍ଷୁଦ୍ରସେଚ ପ୍ରକଳ୍ପର…
ଶାଗ ୩୦ ପଇସାରୁ ୧୦ ଟଙ୍କା
ଦାରିଙ୍ଗବାଡି,୨୧ା୧୨(ଅରୁଣ ସାହୁ)ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମୁଖ୍ୟ ଚାଷ ହଳଦୀରୁ ଚାଷୀ ମୁହଁ ଫେରାଇ ନେଲେଣି। ଉଦ୍ୟାନ ଚାଷ କରି ଏବେ ଚାଷୀ ଲାଭବାନ ହେଉଥିବା ବେଳେ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି। ଏଭଳି ଜଣେ ଉଦ୍ୟାନ ଚାଷରେ କେବଳ ଶାଗ ଚାଷ…
ୟୁରୋପ ୟୁନିୟନର ନୂଆ କଠୋର ନିୟମକୁ ସାମ୍ନା କରିବେ ପର୍ଣ୍ଣହବ୍, ଷ୍ଟ୍ରିପଚାଟ, ଏକ୍ସଭିଡିଓ
ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ତିନି ସବୁଠୁ ବଡ଼ ଅଶ୍ଳୀଳ ୱେବସାଇଟ ୟୁରୋପୀୟ ୟୁନିଅନ(ଇୟୁ)ରେ କଠୋର ନିୟମ ଲାଗୁ ସାମ୍ନା କରିବାକୁ ଯାଉଛନ୍ତି। ପର୍ଣ୍ଣହବ୍, ଷ୍ଟ୍ରିପଚାଟ, ଏକ୍ସଭିଡିଓ ଏଣିକି ଉପଭୋକ୍ତା ବୟସ ଯାଞ୍ଚକୁ କଠୋର ଭାବେ କାର୍ଯ୍ୟକାରୀ କରିବେ ଏବଂ ସେମାନଙ୍କ କଣ୍ଟେଣ୍ଟ ପରିଚାଳନାକୁ…
ଲୋକଙ୍କୁ ଟଙ୍କା ଫେରାଇବା ପାଇଁ ସାହାରା ବିରୁଦ୍ଧରେ ପୁଣି ସୁପ୍ରିମକୋର୍ଟ ଯିବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୦ା୧୨: ସାହାରା ଗ୍ରୁପରୁ ଅଧିକ ଟଙ୍କା ପାଇବାକୁ ଏବଂ ଏହାକୁ ନିବେଶକଙ୍କ ନିକଟକୁ ଫେରାଇବାକୁ ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବେ। ତିନି କୋଟି ନିବେଶକ କମ୍ପାନୀର ସମବାୟ ସମିତିରେ ଅଟକି ରହିଥିବା ୮୦,୦୦୦ କୋଟି ଟଙ୍କା ଫେରସ୍ତ କରିବାକୁ…
ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଲେ ବ୍ରହ୍ମପୁର ଏମ୍ପି
ଗୋପାଳପୁର,୨୦ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳାବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗୋଳାବନ୍ଧସ୍ଥିତ ସାମରିକ ବାହିନୀ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ ସହ ପାଚେରି ନିର୍ମାଣ ନେଇ ସ୍ଥାନୀୟ ଲୋକେ ବିଭିନ୍ନ ସମୟରେ ହଇରାଣ ହେଉଥିବା ନେଇ ବ୍ରହ୍ମପୁର ଏମ୍ପିଙ୍କୁ ଅବଗତ କରେଇଥିଲେ।…
ଆଇପିଏଲ୍ ଇତିହାସରେ ସବୁଠୁ ଦାମୀ ଖେଳାଳି ହେବି ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି: ଷ୍ଟାର୍କ
ନୂଆଦିଲ୍ଲୀ,୨୦।୧୨: ଅଷ୍ଟ୍ରେଲିଆର ଦ୍ରୁତ ବୋଲର୍ ମିଚେଲ ଷ୍ଟାର୍କଙ୍କୁ ଆଇପିଏଲ୍ ୨୦୨୪ ନିଲାମରେ ୨୪.୭୫ କୋଟି ଦେଇ କିଣିଛି କୋଲକାତା ନାଇଟ୍ ରାଇଡର୍ସ। ଫଳରେ ଏହି ୩୩ ବର୍ଷୀୟ କ୍ରିକେଟର ଆଜିଯାଏ ହୋଇଥିବା ଅକ୍ସନରେ ସବୁଠାରୁ ଦାମୀ ଖେଳାଳି ପାଲଟିଛନ୍ତି। ଏହା ଜଣାପଡ଼ିବା…
ଅଧାରେ ରହିଗଲା ଆଇପିଏଲ୍ରେ ଖେଳିବା ସ୍ବପ୍ନ, ଦକ୍ଷତା ସତ୍ତ୍ୱେ ନିରାଶ ହେଲେ…
ନୂଆଦିଲ୍ଲୀ,୨୦।୧୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ସାରା ବିଶ୍ୱର ଲୋକପ୍ରିୟ ଲିଗ୍ କ୍ରିକେଟ୍ ମଧ୍ୟରୁ ଅନ୍ୟତମ। ଏଥିରେ ଦେଶ ତଥା ବିଦେଶର ଖେଳାଳିମାନେ ଖେଳିବା ଲାଗି ସ୍ବପ୍ନ ଦେଖିଥାନ୍ତି। ପ୍ରଦର୍ଶନ ଆଧାରରେ ଅନେକଙ୍କୁ ସେହି ସୁଯୋଗ ମିଳେ। ହେଲେ କିଛି ଖେଳାଳିଙ୍କ ସ୍ବପ୍ନ…
Archives


