Home Left

୨୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୮।୧୧(ଅସମାପିକା ସାହୁ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଆସୁଥିବା ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମନ୍ତବ୍ୟରୁ ସଙ୍କେତ ମିଳିଛି। କୋଳିଆପାଣିଠାରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲକୁ ରାଷ୍ଟ୍ରପତି ୨୦…

ପିଲାବେଳେ ପିଉଥିଲେ ୪୦ ସିଗାରେଟ

ଜାକର୍ତ୍ତା: ସିଗାରେଟ ପିଇବା ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ବର୍ତ୍ତମାନ ସମୟରେ ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ହାତରେ ସିଗାରେଟ ଦେଖିବାକୁ ମିଳୁଛି। ହେଲେ କେବେ ଛୁଆଙ୍କ ହାତରେ ସିଗାରେଟ ଥିବା ଦେଖିଛନ୍ତି? ନିକଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି।…

୨ ସପ୍ତାହରେ ଚର୍ବି କମାଇଥିଲେ ସାରା

ମୁମ୍ବାଇ: ସାରା ଅଲ୍ଲି ଖାନ୍‌ ହେଉଛନ୍ତି ବଲିଉଡ୍‌ର ଜଣେ ଫିଟ୍‌ ଏବଂ ଗ୍ଲାମରସ୍‌ ଅଭିନେତ୍ରୀ। ସେ ନିଜକୁ ଫିଟ୍‌ ରଖିବାକୁ ବହୁ ପରିଶ୍ରମ କରିଥାନ୍ତି। ତେବେ ସେ ନିକଟରେ କହିଛନ୍ତି, ମଝିରେ ଥରେ ସେ ଛୁଟିରେ ଯିବା କାରଣକୁ ତାଙ୍କ ପେଟରେ…

ବିଓଏମ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୮।୧୧: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଶେଷ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ କାରବାର ସମ୍ପର୍କିତ…

ଅରୁନ୍ଧତୀର ସର୍ବଶ୍ରେଷ୍ଠ ଧନ୍‌ତେରସ୍‌ ଅଫର

ଭୁବନେଶ୍ୱର,୮।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ସର୍ବଶ୍ରେଷ୍ଠ ଧନ୍‌ତେରସ୍‌ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଆଲୋକ ଓ ଅମୃତର ପର୍ବ ଦୀପାବଳି ଓ ଧନ୍‌ତେରସ୍‌ ପାଇଁ ନୂତନ ଓ ପ୍ରିମିୟମ କଲେକ୍ସନ୍‌…

ମିନୁ ମହାନ୍ତଙ୍କୁ ‘ୱିଙ୍ଗସ ଅଫ୍‌ ଷ୍ଟିଲ୍‌’ ଆଓ୍ବାର୍ଡ

ଭୁବନେଶ୍ୱର,୮।୧୧(ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ପ୍ରଥମ ମହିଳା ଓଭରହେଡ୍‌ କ୍ରେନ୍‌ ପରିଚାଳିକା ମିନୁ ମହାନ୍ତଙ୍କୁ ନିକଟରେ ଇଣ୍ଡିଆନ ଷ୍ଟିଲ୍‌ ଆସୋସିଏସନ (ଆଇଏସ୍‌ଏ) ପକ୍ଷରୁ ‘ୱିଙ୍ଗସ୍‌ ଅଫ୍‌ ଷ୍ଟିଲ୍‌’ ଆୱାର୍ଡ଼ ପ୍ରଦାନ କରାଯାଇଛି। ବିଶେଷକରି ‘ଲିଙ୍ଗ ଏବଂ ବିବିଧତା’ ବର୍ଗରେ…

ନଡ଼ାପୋଡ଼ି ତୁରନ୍ତ ବନ୍ଦକର

ନୂଆଦିଲ୍ଲୀ,୮ା୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଥିବାବେଳେ ପଡୋଶୀ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନ ତୁରନ୍ତ ନଡ଼ାପୋଡ଼ି ବନ୍ଦ ରଖିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ଯୋଗୁ ଲୋକଙ୍କୁ ମରିବାକୁ ଛାଡ଼ିଦିଆଯାଇପାରିବ ନାହିଁ। ଏହା ଲୋକଙ୍କ…

ଜାତି କୋଟା ୬୫%କୁ ବଢ଼ାଇବା ପାଇଁ ନୀତୀଶଙ୍କ ପ୍ରସ୍ତାବ

ପାଟନା,୮ା୧୧ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସ୍ଥାନ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବଢ଼ାଇବା ପାଇଁ ମଙ୍ଗଳବାର ବିଧାନସଭାରେ ପ୍ରସ୍ତାବ ରଖିଛନ୍ତି। ଏହା…

ପ୍ରଥମ ସୌରଝଡ଼ର ପ୍ରଭାବ ରେକର୍ଡ କଲା ଆଦିତ୍ୟ-ଏଲ୍‌୧

ବେଙ୍ଗାଲୁରୁ,୮।୧୧ ଭାରତର ପ୍ରଥମ ସୌର ମିଶନରେ ଯାଇଥିବା ଆଦିତ୍ୟ-ଏଲ୍‌୧ର ଉଚ୍ଚ ଶକ୍ତିସମ୍ପନ୍ନ ଏଲ୍‌୧ ଅର୍ବିଟିଂ ଏକ୍ସ-ରେ ସ୍ପେକ୍ଟୋମିଟର (ଏଚ୍‌ଇଏଲ୍‌୧ଓଏସ୍‌) ପେଲୋଡ୍‌ ଅକ୍ଟୋବର ୨୯ରେ ସୌର ଝଡ଼ର ପ୍ରଭାବ ପ୍ରଥମ ଥର ପାଇଁ ରେକର୍ଡ କରିଛି। ଏହି ପେଲୋଡ୍‌ ପ୍ରାୟ ୧୦ ଘଣ୍ଟା…

ତଦନ୍ତକାରୀ ସଂସ୍ଥା ସରକାର ଚଳାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୧ ଗଣମାଧ୍ୟମ ପ୍ରତିନିଧିମାନେ ନିଜସ୍ବ ଉତ୍ସରୁ ଖବର ସଂଗ୍ରହ କରିଥାନ୍ତି। କୌଣସି ତଦନ୍ତ ପାଇଁ ସାମ୍ବାଦିକଙ୍କ ଡିଜିଟାଲ ଉପକରଣ ଜବତ କରିବା ନିମନ୍ତେ କେନ୍ଦ୍ର ସରକାର ସ୍ବତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଖବରଦାତାଙ୍କ ଉପକରଣ…

କୋଭିଡ୍‌ର ନୂଆ ଭାରିଆଣ୍ଟ ଜେଏନ୍‌.୧

ନୂଆଦିଲ୍ଲୀ,୮ା୧୧: କୋଭିଡ୍‌-୧୯ ଭୂତାଣୁର ସଦ୍ୟତମ ଭାରିଆଣ୍ଟ ‘ଜେଏନ୍‌.୧’ ଚିହ୍ନଟ ହୋଇଛି, ଯାହା ଅଧିକ ସଂକ୍ରାମକ ଏବଂ ଟିକାର ରୋଗ ପ୍ରତିରୋଧ ଶକ୍ତିକୁ ଅତିକ୍ରମ କରିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଜେଏନ୍‌.୧ ଭାରିଆଣ୍ଟ ଗତ ଅଗଷ୍ଟ ୨୩ରେ ପ୍ରଥମେ ଲକ୍ସମବର୍ଗରେ ଓ ପରେ…

ଡିପ୍‌ଫେକ୍‌ ଆତଙ୍କ

ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତି ଅନେକ ଦୁରୂହ କାର୍ଯ୍ୟକୁ ସହଜ କରିଦେଉଥିବାବେଳେ ଏହାର ଦୁରୁପଯୋଗ ସମଗ୍ର ମାନବଜାତି ପାଇଁ ଅଭିଶାପ ପାଲଟିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ଅସମ୍ଭବକୁ ସମ୍ଭବ କରାଯାଇପାରୁଛି । ସାଉଥ୍‌ ବ୍ୟୁଟି ରଶ୍ମିକା ମନ୍ଦାନାଙ୍କ ଲିଫ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri