କାରାଗାର ୪ ମହଲା କୋଠାରୁ ଖସି ପଡ଼ିଲେ ଶ୍ରମିକ
କୋରାପୁଟ,୨୮।୧୨(ଅମିତାଭ ବେହେରା ): କୋରାପୁଟ ମଣ୍ଡଳ କାରାଗାର ନିର୍ମାଣଧୀନ ଏକ ୪ ମହଲା କୋଠାରୁ ଖସି ପଡି ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଶ୍ରମିକ ଜଣକ ହେଲେ ଆର୍ ପ୍ରଧାନ। ମିଳିଥିବା ସୂଚନା ଅନୁଯାୟୀ,…
କମିବ ପେଟ୍ରୋଲ ଦର!
ନୂଆଦିଲ୍ଲୀ,୨୮।୧୨: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ସରକାର ଦେଶବାସୀଙ୍କୁ ଏକ ବଡ ଉପହାର ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଗୁରୁବାର ବିଶେଷ ସୂତ୍ରରୁ ମିଳିଥିବା ଏକ ଖବରରୁ ଜଣାପଡିଛି କି ସରକାର ଏହି ନିର୍ବାଚନ ପୂର୍ବରୁ ପେଟ୍ରୋଲ ଦାମ…
ଲାଇବେରିଆରେ ଗ୍ୟାସ ଟ୍ୟାଙ୍କର୍ ବିସ୍ଫୋରଣ: ୪୦ ମୃତ
ମୋନ୍ରୋଭିଆ,୨୮।୧୨: ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆର ଉତ୍ତର-ମଧ୍ୟରେ ଏକ ଗ୍ୟାସ ଟ୍ୟାଙ୍କର୍ ବିସ୍ଫୋରଣରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି ଘଟଣା ମଙ୍ଗଳବାର (୨୬…
କୋର୍ଟରେ ଚ୍ୟାଲେଞ୍ଜ କରିବେ ସଞ୍ଜୟ
ନୂଆଦିଲ୍ଲୀ,୨୮।୧୨: ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ନୂଆ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ ସୁଦ୍ଧା ବିବାଦ ହଟୁ ନାହିଁ। ଡବ୍ଲ୍ୟୁଏଫ୍ଆଇ ଏହାର ସମ୍ବିଧାନ ଅନୁସରଣ କରୁ ନ ଥିବା ଦର୍ଶାଇ କ୍ରୀଡ଼ା ମନ୍ତ୍ରଣାଳୟ ଏହାକୁ ସସ୍ପେଣ୍ଡ କରିଥିବା ବେଳେ ନବନିର୍ବାଚିତ ସଭାପତି ସଞ୍ଜୟ…
ବ୍ୟବସାୟୀଙ୍କ ଘରେ ଜିଏସ୍ଟି ଟିମ୍
ମୋରଡ଼ା,୨୮।୧୨(ସ୍ମାରକ ମାଜୀ): ଟିକସ୍ ଫାଙ୍କିବା ଅଭିଯୋଗରେ ମୟୁରଭଞ୍ଜ ଜିଲା ମୋରଡ଼ା ବ୍ଲକର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଜିଏସ୍ଟି ଏନ୍ଫୋର୍ସମେଣ୍ଟର ଟିମ୍ ଚଢ଼ାଉ କରିଛି l ସୂଚନା ଅନୁଯାୟୀ, ଜିଏସ୍ଟି ବିଭାଗ ଡେପୁଟି କମିଶନର କୁଳମଣି ମଲ୍ଲିକ ଏବଂ ସହକାରୀ କମିଶନର ହରିଶ୍ଚନ୍ଦ୍ର…
ପାନ ଦୋକାନ, ହୋଟେଲରେ କରିଛନ୍ତି କାମ, ଏବେ ଆଇପିଏଲ ନିଲାମୀରେ ମିଳିଛି ୫ କୋଟି, ଏହି ଟଙ୍କାରେ ସେ କ’ଣ କରିବେ କହିଲେ କ୍ରିକେଟର
ନୂଆଦିଲ୍ଲୀ,୨୮।୧୨: ଆଇପିଏଲ ନିଲାମରେ ଭାରତୀୟ ଖେଳାଳି ଶୁଭମ ଦୁବେଙ୍କ ଉପରେ ବର୍ଷା ହୋଇଛି। ରାଜସ୍ଥାନ ରୟାଲ୍ସ ଶୁଭମ ଦୁବେଙ୍କୁ ୫.୬୦ କୋଟି ଟଙ୍କାରେ କିଣିଛି। ନିକଟରେ ସୟଦ ମୁସ୍ତାକ ଅଲି ଟ୍ରଫିରେ ଶୁଭମ ୧୮୫ର ଷ୍ଟ୍ରାଇକ ରେଟ୍ରେ ସ୍କୋର କରିଥିଲେ, କିନ୍ତୁ…
ଟ୍ରକ୍କୁ ଧକ୍କା ଦେଲା ପିକ୍ନିକ୍ ବସ୍: ୨୦ ଆହତ, ୨ ଗୁରୁତର
ଘସିପୁରା,୨୮।୧୨(ନିରଞ୍ଜନ ସାହୁ): ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ ଭାଲୁକୁମା ଛକଠାରେ ଟ୍ରକ୍କୁ ପଛପଟୁ ଏକ ପିକନିକ୍ ବସ୍ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ଗୁରୁବାର…
ପାତାଳି ନଦୀରେ ଡଙ୍ଗା ବୁଡ଼ି ୨ ନାବାଳିକାଙ୍କ ସମେତ ୫ ନିଖୋଜ
କୋରାପୁଟ,୨୮।୧୨(ଅମିତାଭ ବେହେରା): କୋରାପୁଟ ଜିଲା ପାତାଳି ନଦୀରେ ଗୁରୁବାର ଅଘଟଣ ଘଟିଛି। ଏକ ଡଙ୍ଗା ବୁଡ଼ି ୫ଜଣ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ତାନ୍ସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ବୋଲି ଜଣାପଡିଛି।…
କ୍ରିକେଟ ମଇଦାନକୁ ଛାଡି ରାଜନୀତି ମଇଦାନକୁ ଓହ୍ଲାଇଲେ ଅମ୍ବାତି ରାୟଡୁ
ବିଜୟଓ୍ବାଡା,୨୮।୧୨: ପୂର୍ବତନ କ୍ରିକେଟର ଅମ୍ବାତି ରାୟଡୁ ଏବେ ରାଜନୀତିରେ ଯୋଗ ଦେଇଛନ୍ତି। ସେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଉପସ୍ଥିତିରେ ଓ୍ବାଇଏସଆର କଂଗ୍ରେସରେ ଯୋଗ ଦେଇଛନ୍ତି। ବିଜୟଓ୍ବାଡାରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ଏହି କ୍ରିକେଟର ରାଜନୀତିରେ ସାମିଲ ହୋଇଛନ୍ତି।…
ଲାଇଭ୍ ମ୍ୟାଚ୍ରେ ପ୍ରଶଂସକଙ୍କ ସହ ଝୁମିଲେ ଏହି କ୍ରିକେଟର୍
ମେଲବୋର୍ନ,୨୮।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ମେଲବୋର୍ନରେ ଖେଳାଯାଉଛି। ଏହି ମ୍ୟାଚର ତୃତୀୟ ଦିନ ସୁଦ୍ଧା ଅଷ୍ଟ୍ରେଲିଆ ୨୪୧ ରନର ଅଗ୍ରଣୀ ହାସଲ କରିଛି। ମ୍ୟାଚର ତୃତୀୟ ଦିନରେ ପଡ଼ିଆରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ…
ଜଙ୍ଗଲରୁ ମିଳିଲା ବିପୁଳ ବିସ୍ଫୋରକ ସାମଗ୍ରୀ: ଲୁଚାଇ ରଖିଥିଲେ ମାଓବାଦୀ
କୋରାପୁଟ,୨୮।୧୨(ଅମିତାଭ ବେହେରା): କୋରାପୁଟ ଜିଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମାଛକୁଣ୍ଡ ଥାନା ଅଧୀନ ଗୁମୁଡାପୁଟ ଜଙ୍ଗଳରେ କୋମ୍ବିଂ ଅପରେଶନ ବେଳେ ମାଓବାଦୀଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବିସ୍ଫୋରକ ସାମାଗ୍ରୀ ଜବତ କରାଯାଇଛି। ଜବତ ସାମାଗ୍ରୀ ମଧ୍ୟରେ ୧୫ ବନ୍ଧୁକ,…
ଭାଜପା ଏମପି ମୋତେ ଲୁଚି ଲୁଚି ଭେଟୁଛନ୍ତି: ରାହୁଲ
ନୂଆଦିଲ୍ଲୀ,୨୮।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭାଜପାକୁ ଟାର୍ଗେଟ କରି କହିଛନ୍ତି ଯେ ଏବେ ବିଚାରଧାରାର ଲଢେଇ ଚାଲିଛି। ଏହି ସଂଗ୍ରାମର ମୂଳଦୁଆ ହେଉଛି ଆଦର୍ଶ । ଦୁଇଟି ଚିନ୍ତାଧାରା ମଧ୍ୟରେ ଝଗଡା ହେଉଛି। କଂଗ୍ରେସର ୧୩୯ତମ ପ୍ରତିଷ୍ଠା ଦିବସରେ…
Archives


