Home Left

ତଦନ୍ତକାରୀ ସଂସ୍ଥା ସରକାର ଚଳାଇପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୧ ଗଣମାଧ୍ୟମ ପ୍ରତିନିଧିମାନେ ନିଜସ୍ବ ଉତ୍ସରୁ ଖବର ସଂଗ୍ରହ କରିଥାନ୍ତି। କୌଣସି ତଦନ୍ତ ପାଇଁ ସାମ୍ବାଦିକଙ୍କ ଡିଜିଟାଲ ଉପକରଣ ଜବତ କରିବା ନିମନ୍ତେ କେନ୍ଦ୍ର ସରକାର ସ୍ବତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଖବରଦାତାଙ୍କ ଉପକରଣ…

କୋଭିଡ୍‌ର ନୂଆ ଭାରିଆଣ୍ଟ ଜେଏନ୍‌.୧

ନୂଆଦିଲ୍ଲୀ,୮ା୧୧: କୋଭିଡ୍‌-୧୯ ଭୂତାଣୁର ସଦ୍ୟତମ ଭାରିଆଣ୍ଟ ‘ଜେଏନ୍‌.୧’ ଚିହ୍ନଟ ହୋଇଛି, ଯାହା ଅଧିକ ସଂକ୍ରାମକ ଏବଂ ଟିକାର ରୋଗ ପ୍ରତିରୋଧ ଶକ୍ତିକୁ ଅତିକ୍ରମ କରିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଜେଏନ୍‌.୧ ଭାରିଆଣ୍ଟ ଗତ ଅଗଷ୍ଟ ୨୩ରେ ପ୍ରଥମେ ଲକ୍ସମବର୍ଗରେ ଓ ପରେ…

ଡିପ୍‌ଫେକ୍‌ ଆତଙ୍କ

ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତି ଅନେକ ଦୁରୂହ କାର୍ଯ୍ୟକୁ ସହଜ କରିଦେଉଥିବାବେଳେ ଏହାର ଦୁରୁପଯୋଗ ସମଗ୍ର ମାନବଜାତି ପାଇଁ ଅଭିଶାପ ପାଲଟିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ଅସମ୍ଭବକୁ ସମ୍ଭବ କରାଯାଇପାରୁଛି । ସାଉଥ୍‌ ବ୍ୟୁଟି ରଶ୍ମିକା ମନ୍ଦାନାଙ୍କ ଲିଫ୍ଟ…

ସଚିନ ତେନ୍ଦୁଲକରଙ୍କୁ ନିଜ ଶତକୀୟ ଇନିଂସର ଶ୍ରେୟ ଦେଲେ ଆଫଗାନିସ୍ତାନର ଏହି ବ୍ୟାଟ୍ସମ୍ୟାନ୍‌

ମୁମ୍ବାଇ,୧୧।୭: ଆଫଗାନିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍‌ ଇବ୍ରାହିମ୍‌ ଜାଦ୍‌ରାନ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି। ସେ ବିଶ୍ୱକପ୍‌ ଇତିହାସରେ ଶତକ ମାରିଥିବା ପ୍ରଥମ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ସେ ୧୪୩ ବଲରେ ଅପରାଜିତ ୧୨୯ ରନ୍‌ର ଇନିଂସ ଖେଳିଥିଲେ। ଏହି…

ଏକା ଲଢ଼ିଲେ ମାକ୍ସଓ୍ବେଲ, ପାଦରେ ଆଘାତ ସତ୍ତ୍ୱେ ନିରବିଲାନି ବ୍ୟାଟ୍‌

ମୁମ୍ବାଇ,୧୧।୭: ଏକା ଲଢ଼ି ଦଳକୁ ଜିତାଇଲେ ଗ୍ଲେନ୍‌ ମାକ୍ସଓ୍ବେଲ। ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ସେ ୨୦୧ରନ୍‌ର ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜେତା କରାଇବାରେ ବଡ଼ ଯୋଗଦାନ ଦେଇଥିଲେ। ଶତକ ମାରିବା ପରେ ତାଙ୍କ ପାଦରେ ଆଘାତ…

ବିରାଟଙ୍କ ସଫଳତା ପଛରେ ଅଛନ୍ତି କିଏ ? କହିଲେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର…

ଇସଲାମାବାଦ,୭।୧୧ : ବିଶ୍ୱକପ ୨୦୨୩ ରେ ବିରାଟ କୋହଲିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି। ରବିବାର ଦିନ ବିଶ୍ୱକପ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ତାରକା ବ୍ୟାଟ୍ସମ୍ୟାନ ନିଜର ଏକଦିବସୀୟ କ୍ୟାରିୟରର ୪୯ ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ…

ମାଥ୍ୟୁସଙ୍କ ସମର୍ଥନରେ ବାହାରିଲେ ଏହି ଭାରତୀୟ କ୍ରିକେଟର, ଶାକିବଙ୍କ ଅପିଲକୁ କହିଲେ ଲଜ୍ଜାଜନକ

ନୂଆଦିଲ୍ଲୀ,୭।୧୧: ବିଶ୍ୱକପ୍‌ ୨୦୨୩ର ଟାଇମ୍‌ ଆଉଟ୍‌ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ କୈଫ। ଏହି ମାମଲାରେ ସେ ଶ୍ରୀଲଙ୍କା ଅଲରାଉଣ୍ଡର ଆଞ୍ଜେଲା ମାଥ୍ୟୁସଙ୍କୁ ସମର୍ଥନ ଜଣାଇଛନ୍ତି। ଏପରିକି ଶାକିବ ଅଲ ହସନଙ୍କ ଏଭଳି କାର୍ଯ୍ୟକୁ ସେ…

ଶତକ ମାରିଥିବା ଖେଳାଳିଙ୍କୁ ଷ୍ଟ୍ରାଇକ୍‌ ଦେଲେନି

ମୁମ୍ବାଇ,୧୧।୭: ଶତକ ମାରିଥିବା ସତ୍ତ୍ୱେ ବ୍ୟାଟ୍ସମ୍ୟାନ୍‌ଙ୍କୁ ଷ୍ଟ୍ରାଇକ୍‌ ଦେଲେ ନାହିଁ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ୍‌। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଙ୍ଗଳବାର ଓ୍ବାନ୍‌ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ। ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଆସୁଥିବା ଆଫଗାନିସ୍ତାନ ଟିମ୍‌…

ତଣ୍ଟିରେ ଲାଖିଲା ଗୁଲୁଗୁଲା, ଚାଲିଗଲା ଜୀବନ

ମୋରଡା,୭। ୧୧(ସ୍ମାରକ ମାଜୀ)- ଚ୍ୟାଲେଞ୍ଜ ହେଲା କାଳ। ଚ୍ୟାଲେଞ୍ଜରେ ଗୁଲୁଗୁଲା ଖାଉଖାଉ ତଣ୍ଟିରେ ଲାଗିଯାଇ ଅଣନିଶ୍ୱାସୀ ହେବାରୁ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ତଥା ବେତନଟୀ ଥାନା…

ଅଧିକାର ମାଗିବାରୁ ଲାଠି ଚାର୍ଜ, ଅଙ୍ଗନୱାଡି କର୍ମୀଙ୍କୁ ନିସ୍ତୁକ ପିଟିଲା ପୋଲିସ, ଭିଡିଓ ଭାଇରାଲ…

ପାଟନା,୭।୧୧ : ବିହାରର ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନେ ସେମାନଙ୍କ ଦାବି ପାଇଁ ଆନ୍ଦୋଳନ କରୁଛନ୍ତି, କାରଣ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ସେମାନଙ୍କ ଦରମାକୁ ଦ୍ୱିଗୁଣିତ କରିବାକୁ ପ୍ରତିଶ୍ରୁତି ଦେବା ସତ୍ତ୍ୱେ…

୪ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ, ୭।୧୧: ଶ୍ରୀଜିଉଙ୍କ ୪ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ। ବୁଧବାର କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ…

ନଭେମ୍ବର ୯-୧୦ରେ ପାଳନ ହେବ ମାଣ୍ଡିଆ ଦିବସ

କେନ୍ଦୁଝର, ୭।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ) ମାଣ୍ଡିଆ ଅତ୍ୟନ୍ତ ପୁଷ୍ଟିକର ହୋଇଥିବାରୁ ଏହାକୁ ଅଧିକ ଲୋକପ୍ରିୟ କରାଇବା ପାଇଁ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଗୁରତ୍ୱାରୋପ କରିଛନ୍ତି । ଚଳିତ ନଭେମ୍ବର ୯ ଓ ୧୦ରେ କେନ୍ଦୁଝର ଜିଲ୍ଲାରେ ମାଣ୍ଡିଆ ଦିବସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri