Home Left

ସୁଲଭ ଶୌଚାଳୟକୁ ଭରସା ନାହିଁ

ବ୍ରହ୍ମପୁର,୧ା୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ସହରରେ ନିର୍ମାଣ କରାଯାଇଥିବା ସୁଲଭ ଶୌଚାଳୟ ଉପରେ ଜନସାଧାରଣଙ୍କ ଭରସା ପାଉନି। ସହରର କର୍ପୋରେଶନ ରୋଡ ତଥା ବିଜୁ ପଟ୍ଟନାୟକ ପାର୍କ ନିକଟ ଶୌଚାଳୟ ଏହାର ଜ୍ୱଳନ୍ତ ଉଦାହରଣ। ଏଠାରେ…

ସୋନପୁରକୁ ମହାବୀର କପ୍‌

ଟାଙ୍ଗୀ, ୧ା୧ (ରଘୁନାଥ ସାହୁ): କୁହୁଡ଼ି ମହାବୀର ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ଜନତା ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ମହାବୀର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ସୋନପୁର ଫୁଟ୍‌ବଲ କ୍ଲବ ଚାମ୍ପିୟନ ହୋଇଛି। ରବିବାର ସମ୍ବଲପୁର ଫୁଟ୍‌ବଲ କ୍ଲବକୁ ୮-୭ ଟାଇବ୍ରେକର୍‌ରେ ଦଳ…

ହାପି ଇଲେଭେନ ଚାମ୍ପିୟନ

ଭୁବନେଶ୍ୱର, ୧ା୧ (ସରୋଜ ଜେନା): ରସୁଲଗଡ଼ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ଗଡ଼ ଗୋପୀନାଥ ପ୍ରସାଦ(ଜିଜିପି) ସ୍କୁଲ ପଡ଼ିଆରେ ଚାଲିଥିବା ସନ୍ତୋଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି କଟକର ହାପି ଇଲେଭେନ୍‌। ରବିବାର ଖେଳା ଯାଇଥିବା ଫାଇନାଲରେ ଦଳ…

ଅଶୋଧିତ ତୈଳ ବ୍ୟବହାରରେ ଚାଇନାକୁ ପଛରେ ପକାଇବ ଭାରତ

ଭୁବନେଶ୍ୱର, ୧।୧(ଅନୁରାଧା ମହାରଣା): ଦେଶରେ ତୈଳ ବ୍ୟବହାରରେ ଦ୍ରୁତ ବୃଦ୍ଧି କାରଣରୁ ଅଶୋଧିତ ତୈଳ ବ୍ୟବହାର କ୍ଷେତ୍ରରେ ଭାରତ ଚାଇନାକୁ ପଛରେ ପକାଇବାକୁ ଯାଉଛି। ଦେଶରେ ୨୦୨୨-୨୩ ବର୍ଷରେ ପେଟ୍ରୋଲ ବ୍ୟବହାର ୧୩.୪ ପ୍ରତିଶତ ଏବଂ ଡିଜେଲ ବ୍ୟବହାର ୧୨.୧ ପ୍ରତିଶତ…

ଲ୍ୟାବରେ ତିଆରି ହୋଇଥିବା ଏହି ମାଟିରୁ ବାହାରିବ ସୁନା, କୃଷକ ହେବେ ମାଲାମାଲ

ବିଜ୍ଞାନ ପ୍ରତ୍ୟେକ କ୍ଷେତ୍ରରେ ପାଦ ବିସ୍ତାର କରୁଛି। ବର୍ତ୍ତମାନ ଚାଷରେ ମଧ୍ୟ ଏହାର ସାହାଯ୍ୟରେ କୃଷକମାନେ ବିପୁଳ ଲାଭ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଆସୁଥିବା ଖବର ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଆଣିଦେଛି। କୃଷକମାନେ ବର୍ତ୍ତମାନ ସେମାନଙ୍କର ଚାଷରେ ଉନ୍ନତି ଆଣିବା…

୨୦୨୩ରେ ଗାଡ଼ି ବିକ୍ରି ୧୧% ବୃଦ୍ଧି

ନୂଆଦିଲ୍ଲୀ,୧।୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗାଡ଼ି ବିକ୍ରି( ଅଟୋ ସେଲ୍‌ସ) ରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। ଏପରିକି ପ୍ରି-କୋଭିଡ୍‌ ଲେବଲକୁ ବାର୍ଷିକ ଯାନ ବିକ୍ରୟ ସଂଖ୍ୟା ଯାଉଥିବାବେଳେ ବାହାନ୍‌ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଦର୍ଶାଇଛି…

ଲୋହିତ ସାଗରରେ ହୋଉଥିର ଆକ୍ରମଣ ଜାରି

କୋପେନ୍‌ହେଗେନ୍‌/ଦୁବାଇ,୧ା୧: ଇରାନ ସମର୍ଥିତ ହୋଉଥି ଆତଙ୍କବାଦୀମାନେ ଲୋହିତ ସାଗର ସମେତ ବିଭିନ୍ନ ସାମୁଦ୍ରିକ ପଥରେ ଯାଉଥିବା ପଣ୍ୟବାହୀ ଜାହାଜକୁ ଟାର୍ଗେଟ କରି ଆକ୍ରମଣ କରୁଥିବାରୁ ଏବେ ଅନ୍ତର୍ଜାତୀୟ ବାଣିଜ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ହୋଉଥି ଆତଙ୍କବାଦୀମାନେ ଡେନ୍‌ମାର୍କର ମାଏର୍ସ୍କ ହାଙ୍ଗ୍‌ଝୋଉ…

ପରିବାରରୁ ଶାନ୍ତିର ବାର୍ତ୍ତା

ଗ୍ଲୋବାଲ ଫ୍ୟାମିଲି ଡେ ଅର୍ଥାତ୍‌ ବିଶ୍ୱ ପରିବାର ଦିବସ ଶାନ୍ତି ଏବଂ ଖୁସି ବାଣ୍ଟିବାର ଗୋଟିଏ ଦିନ। ପ୍ରତିବର୍ଷ ଜାନୁୟାରୀ ୧ ତାରିଖରେ ଆମେରିକାରେ ଶାନ୍ତିର ଦିବସ ଭାବରେ ଏହା ପାଳନ କରାଯାଇଥାଏ। ମିଳିତ ଜାତିସଂଘର ମିଲେନିୟମ ଉତ୍ସବରେ ‘ଗୋଟିଏ ଦିନ…

ରଥକାଠ ଅନୁକୂଳ ପାଇଁ ଆଜି ନୟାଗଡ଼ ଯିବ ଟିମ୍‌

ପୁରୀ,୧ା୧(ଅଜିତ ମହାନ୍ତି): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହେଲାଣି। ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ଲାଗି ଜାନୁୟାରୀ ୧ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ୍‌ ନୟାଗଡ଼ ଅଭିମୁଖେ ଯାତ୍ରା କରିବ। ଟିମ୍‌ରେ ଶ୍ରୀମନ୍ଦିର…

ଡ୍ରୋନ୍‌ ଆକ୍ରମଣ ପରେ ଆରବ ସାଗରରେ ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ,୩୧ା୧୨: ମାଲ୍‌ବାହୀ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣ ପରେ ଆରବ ସାଗର ଏବଂ ଆଡେନ୍‌ ଉପସାଗରରେ ଭାରତୀୟ ନୌସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ନୌସେନାର ଯୁଦ୍ଧଜାହାଜକୁ ଏଥିରେ ନିୟୋଜିତ କରାଯାଇଛି। ଗତ ୨୩ ତାରିଖରେ ଗୁଜରାଟଠାରୁ ପ୍ରାୟ ୨୦୦…

ଆତସବାଜିରେ ଆକାଶ ରଙ୍ଗୀନ

ସମ୍ବଲପୁର,୩୧ା୧୨(ପ୍ରମୋଦ ବହିଦାର): ନବବର୍ଷକୁ ସ୍ବାଗତ ପାଇଁ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି ଜିରୋନାଇଟ୍‌ ସେଲିବ୍ରେସନ। ସମ୍ବଲପୁର ସହରର ବିଭିନ୍ନ ହୋଟେଲ, କ୍ଲବ ଆଦିରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ଏନେଇ ହୋଟେଲ୍‌ ଓ କ୍ଲବ ଗୁଡ଼ିକରେ ରଙ୍ଗବେରଙ୍ଗ ଆଲୋକ, ବେଲୁନ୍‌ ସହ…

ପାକିସ୍ତାନରେ ନୂଆବର୍ଷରେ ଲୋକେ କ’ଣ କିଣୁଛନ୍ତି, ସକାଳୁ ଠିଆ ହୋଇଛନ୍ତି ଲମ୍ବା ଲାଇନରେ

ଇସଲାମାବାଦ,୩୧।୧୨: ଜାନୁଆରୀ ୧ ରେ ସମଗ୍ର ବିଶ୍ୱର ଲୋକମାନେ ନୂଆ ବର୍ଷ ପାଳନ କରିବେ। ତେବେ ସମସ୍ତେ ନୂଆ ବର୍ଷକୁ ସମାନ ଭାବରେ ପାଳନ କରନ୍ତି ନାହିଁ । ୟୁରୋପରେ ଯେଉଁଠାରେ ଲୋକମାନେ ଏହି ଦିନ କଠିନ ପରିଶ୍ରମ କରନ୍ତି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri