Home Left

ବିମାନରୁ ଜମ୍ପ ମାରିଲେ ଭାଜପା ଏମପି, ଦେଖନ୍ତୁ ନୂଆବର୍ଷରେ ନୂଆ ଭିଡିଓ

ନୂଆଦିଲ୍ଲୀ,୧।୧:ସମଗ୍ର ବିଶ୍ୱରେ ଲୋକମାନେ ନିଜ ନିଜ ଶୈଳୀରେ ନୂଆ ବର୍ଷ ପାଳନ କରିଛନ୍ତି। କେହି କେହି ନୂଆ ବର୍ଷକୁ ପାର୍ଟି କରି ସ୍ବାଗତ କରିଥିବାବେଳେ ଅନ୍ୟମାନେ ରୋମାଞ୍ଚକର ନୂଆ ବର୍ଷ ଆରମ୍ଭ କରିଥିଲେ। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଭାଜପାର ମହିଳା…

ବର୍ଷେ ପୂର୍ବେ ପେପରରେ ଲେଖିଥିଲେ ଟାର୍ଗେଟ୍‌, ଏବେ ଫଟୋ ଶେୟାର କରି କେତେ ନିକଟତର ହୋଇଛନ୍ତି କହିଲେ ଶୁଭମନ ଗିଲ୍‌

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟର୍‌ ଶୁବମାନ ଗିଲ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ସେ ଦିନିକିଆ ଏବଂ ଟି-୨୦ରେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଟେଷ୍ଟ ଫର୍ମାଟରେ କିଛି ବିଶେଷ କରିପାରି ନାହାନ୍ତି। ଶୁବମାନଙ୍କୁ ମଧ୍ୟ ତାଙ୍କର ଟେଷ୍ଟ ଫର୍ମକୁ ନେଇ ସମାଲୋଚନାର…

ପାକିସ୍ତାନ ହିନ୍ଦୁମାନେ ଗଠନ କରିଥିଲେ, ପୂର୍ବତନ ପାକ ଚିଫ ଜଷ୍ଟିଶଙ୍କ ପୁଅଙ୍କ ବୟାନ କାହିଁକି ହେଉଛି ଭାଇରାଲ

ଇସଲାମାବାଦ,୧।୧: ଭାରତ ଏବଂ ପାକିସ୍ତାନର ଇତିହାସ ବହୁତ ପୁରୁଣା। ସ୍ବାଧୀନତା ସମୟରେ ବିଭାଜନ ପୂର୍ବରୁ ଉଭୟ ଦେଶ ଗୋଟିଏ ଥିଲେ। ଅବଶ୍ୟ, ୧୯୪୭ରେ ସ୍ବାଧୀନତା ପରେ ଉଭୟ ଦେଶ ବିଭାଜିତ ହୋଇଥିଲେ। ଗୋଟିଏ ପଟେ ପାକିସ୍ତାନ ଏକ ଇସଲାମିକ ଦେଶ ଭାବରେ…

କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ମୁମ୍ବାଇ,୧।୧: ମହାରାଷ୍ଟ୍ରର ଛତ୍ରପତି ଶାମ୍ଭାଜୀ ନଗରରେ ଥିବା ଏକ ଗ୍ଲୋଭସ୍‌ ନିର୍ମାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ଏକାଧିକ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ମୃତକଙ୍କ ସଂଖ୍ୟା ବଢିପାରେ…

ଆମ ପିଲାମାନେ ନୂଆବର୍ଷ ପାଳନ କରୁଛନ୍ତି, ହେଲେ ଗାଜାରେ ପିଲାମାନଙ୍କୁ ହତ୍ୟା କରାଯାଉଛି: ପ୍ରିୟଙ୍କା

ନୂଆଦିଲ୍ଲୀ,୧।୧: ବର୍ଷ ୨୦୨୩ର ଶେଷ ଦିନରେ, ଦେଶର ଲୋକମାନେ ନୂତନ ବର୍ଷ ୨୦୨୪ର ଆଗମନକୁ ପାଳନ କରିଥିଲେ ଏବଂ ନୂଆ ବର୍ଷକୁ ସ୍ବାଗତ କରିଥିଲେ। ଏହି ଅବସରରେ ପରସ୍ପରକୁ ଅଭିନନ୍ଦନ ବାର୍ତ୍ତା ମଧ୍ୟ ଦିଆଯାଉଛି। ସେହି କ୍ରମରେ କଂଗ୍ରେସ ସାଧାରଣ ସମ୍ପାଦକ…

ନୂଆ ଘର କିଣିଲେ ଜନ ଆବ୍ରାହମ: ଦାମ୍‌ ଜାଣିଲେ…

ଗତ ବର୍ଷ ବଲିଉଡର ଅନେକ ସେଲିବ୍ରିଟି ପ୍ରପର୍ଟିରେ ବିନିଯୋଗ କରିଥିଲେ। ଆଲିଆ ଭଟ୍ଟଙ୍କଠାରୁ ଅନନ୍ୟା ପାଣ୍ଡେ ପର୍ଯ୍ୟନ୍ତ ନୂଆ ଆପାର୍ଟମେଣ୍ଟ କିଣିଥିଲେ। ବର୍ତ୍ତମାନ ‘ପଠାନ’ ଅଭିନେତା ଜନ ଆବ୍ରାହମ ମଧ୍ୟ ଏହି ତାଲିକାରେ ଯୋଗ ଦେଇଛନ୍ତି। ଜନ ମୁମ୍ବାଇର ଲିଙ୍କିଂ ରୋଡରେ…

ମୁଁ ଯେଉଁ ରାସ୍ତା ବାଛିଛି, ସେଥିରେ ଜେଲ୍‌ ଯିବାକୁ ପଡ଼ିବ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧।୧: ‘କାର୍ଯ୍ୟ କେନ୍ଦ୍ରିକ ରାଜନୀତି’ ପାଇଁ ଆମ ଆଦମୀ ପାର୍ଟି (ଏଏପି) ଲୋକପ୍ରିୟତା ହାସଲ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି। ଜନସାଧାରଣଙ୍କ ମଙ୍ଗଳ ପାଇଁ ଆମେ ବାଛିଥିବା ରାସ୍ତାରେ ଆଗକୁ ବଢିବାକୁ ଦଳୀୟ କର୍ମୀମାନେ ଜେଲ ଯିବାକୁ ପ୍ରସ୍ତୁତ…

ଉତ୍ସବମୁଖର ପର୍ଯ୍ୟଟନସ୍ଥଳୀ

ଭୋଗରାଇ,୧।୧(ପ୍ରଦୀପ ଦାସ): ସୋମବାର ଇଂଲିଶ ନବବର୍ଷ। ଗାଁଠୁ ସହର ସବୁଠି ଉତ୍ସବମୁଖର। ମନ୍ଦିର, ମସ୍‌ଜିଦ ଓ ଗୀର୍ଜାରେ ଚାଲିଛି ବିଶେଷ ପୂଜାର୍ଚ୍ଚନା, ନମାଜପାଠ ଓ ଭକ୍ତି ଆରାଧନା। ସମୁଦ୍ରକୂଳ ଓ ପର୍ଯ୍ୟଟନସ୍ଥଳୀଗୁଡିକରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ସମାଗମ। ଭୋଜିଭାତ, ମୃଦୁ ପାନୀୟରେ ଜମିଛି…

ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ

ପୁରୀ,୧ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ଭିତର ଭିଡିଓ ପୁଣି ଭାଇରାଲ ହୋଇଛି। ଜଣେ ଯୁବତୀ ଶ୍ରୀମନ୍ଦିର ପରିସରସ୍ଥ ନିର୍ମାଲ୍ୟ ଖଳାରେ ଠିଆହୋଇ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ଚିଲିକାରେ ୯ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ

ବାଲୁଗାଁ,୧ା୧: (ସଂଗ୍ରାମ ପାଇକରାୟ): ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସୁଦୂର ବରଫାବୃତ୍ତ ରାଷ୍ଟ୍ରାଞ୍ଚଳରୁ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ସୁଅ ଛୁଟିବାରେ ଲାଗିଛି। ରବିବାର ସୁଦ୍ଧା ଚିଲିକାରେ ୧୧୮ ପ୍ରଜାତିର ୯ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ…

ଶୁଭେଚ୍ଛା ଓ ଶୁଭକାମନା

ଆଜି ନୂଆବର୍ଷ ୨୦୨୪। ବିଶ୍ୱର ସବୁଠାରୁ ବୃହତ୍‌ ଜନସଂଖ୍ୟାବହୁଳ ରାଷ୍ଟ୍ର ଭାରତରେ ଏ ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାର ଅଛି। ଏହାକୁ ନେଇ ଚାରିଆଡ଼େ ଗୋଟେ ‘ଘୋ’ ସୃଷ୍ଟି ହୋଇଗଲାଣି। କିନ୍ତୁ ଏହାବ୍ୟତୀତ ବହୁ ସମସ୍ୟା ଓ ପ୍ରସଙ୍ଗ ଜନସାଧାରଣଙ୍କ…

ରୋହିତ ସମ୍ବଲପୁରମୁହାଁ, ପ୍ରସନ୍ନଙ୍କ ଆଖି ରେଢ଼ାଖୋଲ

ସମ୍ବଲପୁର,୧।୧(ଭବାନୀ ଶଙ୍କର ଭୋଇ): ବିଜେଡିର ରୋହିତ ପୂଜାରୀ ରେଢ଼ାଖୋଲ ବିଧାନସଭା ଆସନରୁ ଗତ ଦୁଇଟି ନିର୍ବାଚନରେ ବିଜୟୀ ହେବା ସହ ସରକାରୀ ଦଳର ଉପମୁଖ୍ୟ ସଚେତକ ଏବଂ ପରେ ଶିକ୍ଷାମନ୍ତ୍ରୀ ଭାବେ କିଛିଦିନ ଦାୟିତ୍ୱ ତୁଳାଇଥିଲେ। ତାଙ୍କ ବିରୋଧରେ ସମ୍ଭବତଃ ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri