ସୁପର ରାଜନୀତି କରୁଛି ଭାଜପା: ଉଦିତ ରାଜ
ନୂଆଦିଲ୍ଲୀ,୧।୧: ରାମ ମନ୍ଦିରର ଉଦଘାଟନ ସମାରୋହକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି। ପୂର୍ବତନ ଏମ୍ପି ତଥା କଂଗ୍ରେସ ଦଳର ନେତା ଉଦିତ ରାଜ ଏକ ଟୁଇଟ୍ରେ କହିଛନ୍ତି, ମନୁବାଦ ୫୦୦ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଛି। ମନ୍ଦିର…
ସୋଫାରେ ପ୍ରସ୍ତୁତ ଗାଡ଼ି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆନନ୍ଦ ମହିନ୍ଦ୍ରା: ଭିଡିଓ ଶେୟାର କରି କହିଲେ…
ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଇଣ୍ଟରନେଟ ଦୁନିଆରେ ବହୁତ ସକ୍ରିୟ। ପ୍ରାୟତଃ ସେ ଭାଇରାଲ ଟୁଇଟ୍ ଉପରେ ମନ୍ତବ୍ୟ ଦିଅନ୍ତି। ସୋସିଆଲ ମିଡିଆରେ ତାଙ୍କ ଦ୍ୱାରା ଅଂଶୀଦାର ଅତ୍ୟନ୍ତ ଆକର୍ଷଣୀୟ ଜିନିଷ ଉପରେ ନିଜ ମନ୍ତବ୍ୟ ଦେବାକୁ ସେ ଆଦୌ…
ନୂଆବର୍ଷରେ ରୁପା ପରଭା, ଛତରରେ ସଜ୍ଜିତ ହେଲେ ମା’ ସମଲେଶ୍ୱରୀ
ସମ୍ବଲପୁର,୧ା୧(ବି.ଶଙ୍କର): ନୂଆବର୍ଷକୁ ଦୃଷ୍ଟିରେ ରଖି ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମା’ଙ୍କ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ଟାରେ ମଙ୍ଗଳ ଆଳତି ଶେଷ ପରେ ସକାଳ ୬ଟାରେ…
ବୟଫ୍ରେଣ୍ଡ ଜ୍ୟାକିଙ୍କୁ ବିବାହ କରିବେ ରକୁଲପ୍ରୀତ!
ମୁମ୍ବାଇ: ଅନେକ ବଲିଉଡ ସେଲିବ୍ରିଟି ୨୦୨୪ରେ ବିବାହ କରିବାକୁ ଯାଉଛନ୍ତି। ଜାନୁୟାରୀ ପ୍ରଥମ ସପ୍ତାହରେ ଆମୀର ଖାନଙ୍କ ଝିଅ ରାନୀ ଇରା ଖାନ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କୁ ବିବାହ କରିବାକୁ ଯାଉଥିବାବେଳେ ବର୍ତ୍ତମାନ ଏହି ବର୍ଷ ଅନ୍ୟ ଏକ ଦମ୍ପତି…
ଆଦୌ ଡାଉନଲୋଡ୍ କରନ୍ତୁ ନାହିଁ ଏହିସବୁ ଆପ୍: ନରେତ୍ ଠକାମିର ହେବେ ଶିକାର
ସମୟ ସହିତ ସାଇବର ଅପରାଧର ପଦ୍ଧତି ମଧ୍ୟ ହାଇ-ଟେକ ହୋଇଯାଉଛି। ପୂର୍ବରୁ ସାଇବର ଠକମାନେ ଫୋନ କଲ କରି ଲୋକଙ୍କୁ ଠକୁଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ମଧ୍ୟ ବହୁ ପରିମାଣରେ ଟେକ୍ନୋଲୋଜି ବ୍ୟବହାର କରି ଠକିବା ଆରମ୍ଭ କରିଦେଇଛନ୍ତି। ଜାଲ୍ ୟୁଆର୍ଏଲ୍…
ବିମାନ ଯାତ୍ରାବେଳେ ସ୍ୟାଣ୍ଡଓ୍ବିଚ୍ ମଗାଇଲେ ମହିଳା, ପାଟିକୁ ନେବା ମାତ୍ରେ ସେଥିରୁ ବାହାରିଲା…
ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ମହିଳା ଯାତ୍ରୀ ଉଡ଼ାଣରେ ପରିବେଷିତ ଏକ ସାଣ୍ଡୱିଚରେ ଜୀବନ୍ତ ପୋକ ଚାଲୁଥିବା ଦେଖାଯାଉଛି। ସୋସିଆଲ ମିଡିଆରେ ଯାତ୍ରା କରୁଥିବା ସମୟରେ ମହିଳା ଯାତ୍ରୀ ନିଜର ଦୁଃଖଦ ଅନୁଭୂତି…
ପିଲାଙ୍କ ସହ ନୂଆବର୍ଷ ପାଳିଲେ ଅଜୟ ଦେବଗନ
ମୁମ୍ବାଇ: ସୁପରଷ୍ଟାର ଅଜୟ ଦେବଗନ ଫିଲ୍ମ ସହିତ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ଅଟନ୍ତି। ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ପ୍ରାୟତଃ ସୋସିଆଲ ମିଡିଆରେ ଅନେକ ଫଟୋ ଶେୟାର କରନ୍ତି। ଏହା ସହିତ ସେ ନିଜ…
୪ଟି ବିଷୟରେ ମାଷ୍ଟର ଡିଗ୍ରୀ, କିନ୍ତୁ ଗଳିକୁ ଗଳି ବୁଲି ପରିବା ବିକୁଛନ୍ତି ପ୍ରଫେସର
ଚାରୋଟି ବିଷୟରେ ମାଷ୍ଟର ଡିଗ୍ରୀ। ଆଇନ୍ରେ ପିଏଚଡି କରିବା ପରେ ଯେକୌଣସି ସରକାରୀ ଚାକିର କରିବାକୁ ପସନ୍ଦ କରନ୍ତି। ଯେତେବେଳେ ସେହି ଚାକିରିରେ ପରିବାରର ଖର୍ଚ୍ଚ ପୂରଣ କରିବା କଷ୍ଟସାଧ୍ୟ ହୁଏ, ସେତେବେଳେ ବ୍ୟକ୍ତି ଜଣକ ଆଉ କିଛି କରିବାକୁ ପ୍ରସ୍ତୁତ…
କାର୍-କଣ୍ଟେନର ମୁହାଁମୁହିଁ: ୪ ଗୁରୁତର
କେନ୍ଦୁଝର,୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ନୂଆବର୍ଷ ପାଳନ ପାଇଁ ସମସ୍ତେ ଖୁସି ମନାଇବାକୁ ପ୍ରସ୍ତୁତ କରୁଥିବା ବେଳେ ପ୍ରଥମ ଦିନରେ ଘଷିପୁରା ଥାନା ବାରିଗାଁ ନିକଟରେ ସୋମବାର ସକାଳେ ଏକ କାର୍ ଓ କଣ୍ଟେନର ଧକ୍କା ହେବାରୁ କାର୍ରେ ଥିବା ୪ ଜଣ…
ମକ୍କାରେ ମିଳିଲା ସୁନାର ବିଶାଳ ଭଣ୍ଡାର, ଦେଖନ୍ତୁ ଭିଡିଓ
ରିୟାଦ,୧।୧: ନୂଆ ବର୍ଷ ଉତ୍ସବ ମଧ୍ୟରେ ସୌଦି ଆରବ ପାଇଁ ଏକ ବଡ ଖବର ଆସିଛି। ମକ୍କା ସହରରେ ଏକ ବଡ଼ ସୁନା ଭଣ୍ଡାର ଆବିଷ୍କୃତ ହୋଇଛି। ସୌଦି ଆରବ ଖଣି କମ୍ପାନୀ ମ୍ୟାଡେନ ଏହି ସୂଚନା ଦେଇଛନ୍ତି। ଖଣି କମ୍ପାନୀ…
ବିହାରରେ ବ୍ରିଜ୍, ଟ୍ରେନ୍ ଇଞ୍ଜିନ୍ ପରେ ପୋଖରୀ ଚୋରି
ପାଟନା,୧ା୧: ବିହାରରେ ବ୍ରିଜ୍, ଟ୍ରେନ୍ ଇଞ୍ଜିନ ଚୋରି ହୋଇଥିବା ଖବର ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବର୍ତ୍ତମାନ ପୁଣି ଏକ ଅଜବ ଚୋରି ଖବର ରାଜ୍ୟର ଦରଭଙ୍ଗା ଜିଲାରୁ ଆସିଛି। ରାତାରାତି ଏକ ପୋଖରୀ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି।…
ଲାଇଭ୍ ରିପୋର୍ଟିଂବେଳେ ଜଣେ ବ୍ୟକ୍ତିଙ୍କୁ ଶକ୍ତ ଚାପୁଡା ଦେଲେ ମହିଳା ରିପୋର୍ଟର ଭିଡିଓ ହେଉଛି ଭାଇରାଲ୍
ପାକିସ୍ତାନରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଠାରେ ଜଣେ ମହିଳା ରିପୋର୍ଟର ଲାଇଭ୍ ରିପୋର୍ଟିଂବେଳେ ଜଣେ ବ୍ୟକ୍ତି ଶକ୍ତ ଚାପୁଡା ଦେଇଛନ୍ତି। ଜଣେ ମହିଳା ରିପୋର୍ଟର ପାଖରେ ଠିଆ ହୋଇଥିବା ଲୋକଙ୍କ ଭିଡ଼ ମଧ୍ୟରେ ପ୍ରଶ୍ନ ପଚାରିବା…
Archives


