୩୩ ମହଲାରୁ ଖସିପଡ଼ିଲେ ସଫ୍ଟଓ୍ବେର ଇଞ୍ଜିନିୟର
ବେଙ୍ଗାଲୁରୁ,୩୧ା୧୨: ବେଙ୍ଗାଲୁରୁର କେଆର୍ ପୁରା ନିକଟ ଭଟ୍ଟରହାଲ୍ଲରେ ଏକ ବିଲ୍ଡିଂର ୩୩ ମହଲାରୁ ଜଣେ ୨୭ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟର ଖସିପଡ଼ି ପ୍ରାଣ ହରାଇଛନ୍ତି। ସାଙ୍ଗଙ୍କ ଫ୍ଲାଟ୍ରେ ଉତ୍ସବ ମନାଉଥିବା ବେଳେ ଦିବ୍ୟାଂଶୁ ଶର୍ମା ସିଗାରେଟ୍ ପାଉଁଶ ତଳକୁ ପକାଇବାକୁ ଉଦ୍ୟମ…
ଓଜେଏସ୍ରେ କୋରାପୁଟ ଝିଅ ଦୀକ୍ଷାଙ୍କ ସଫଳତା
କୋରାପୁଟ,୩୧ା୧୨ (ଅମିତାଭ ବେହେରା): ଓଡିଶା ଜୁଡ଼ିସିଆଲ ସର୍ଭିସ (ଓଜେଏସ୍)ରେ କୋରାପୁଟର ଝିଅ ଦୀକ୍ଷା ସେଠ ୪୮ ର଼୍ୟାଙ୍କ ରଖି ଜିଲା ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଜିଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ରାଜ୍ୟରେ ଓଜେଏସ୍ର ୫୭ଟି…
ବିସ୍ଫୋରଣ ଧମକ ପରେ ମୁମ୍ବାଇରେ ହାଇଆଲର୍ଟ
ମୁମ୍ବାଇ,୩୧ା୧୨: ନୂଆବର୍ଷ ପାଳନ ବେଳେ ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରାଯିବ। ଜଣେ ଅଜଣା ବ୍ୟକ୍ତି ଫୋନ୍ କରି ଏଭଳି ଧମକ ଦେଇଛନ୍ତି। ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ ସହରରେ ହାଇଆଲର୍ଟରେ ଜାରି କରାଯାଇଛି। ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍କୁ ଏଭଳି…
୨୦୨୪ରେ ରାମଙ୍କ ସହ ହେବ ବିରୋଧୀଙ୍କ ମୁକାବିଲା: ଭାଜପା
ନୂଆଦିଲ୍ଲୀ,୩୧।୧୨: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ କରିବାକୁ ଆରଏସଏସ-ଭାଜପା-ଭିଏଚପି ସମସ୍ତ ଶକ୍ତି ଲଗାଇଛି। ପ୍ରତ୍ୟେକ ଜିଲାଠାରୁ ପ୍ରତ୍ୟେକ ରାଜ୍ୟରେ ମଣ୍ଡାଲ ଏବଂ ବୁଥ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ କରି ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସମସ୍ତ ପ୍ରକାର…
ବ୍ରହ୍ମପୁରରେ ଅମୃତ ଭାରତ ଟ୍ରେନକୁ ସ୍ବାଗତ
ବ୍ରହ୍ମପୁର,୩୧ା୧୨(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଟି ଅମୃତ ଭାରତ ଟ୍ରେନ ଓ ୬ଟି ବନ୍ଦେ ଭାରତ ଟ୍ରେନ ରବିବାର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନ ୪ନଂ ପ୍ଲାଟଫର୍ମରେ ରବିବାର ଅମୃତ ଭାରତ ଟ୍ରେନଟି ପହଞ୍ଚିଥିଲା। ସେଠାରେ ବ୍ରହ୍ମପୁର…
ଜିରୋ ନାଇଟ୍ ସେଲିବ୍ରେଶନ: ଜଲଓ୍ବା ଦେଖାଇଲେ ଇଣ୍ଡିଆନ ଆଇଡ଼ଲ
ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ‘ଜିରୋ ନାଇଟ୍’ ସେଲିବ୍ରେଶନ ଏବଂ ନବବର୍ଷ ୨୦୨୪ ପାଇଁ ଇସ୍ପାତ ସହର ରାଉରକେଲାରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପାନପୋଷ ବ୍ରାହ୍ମଣୀ କ୍ଲବ, ସେକ୍ଟର-୨୦ ରାଉରକେଲା କ୍ଲବ, ସେକ୍ଟର-୨ ଜର୍ମାନୀ କ୍ଲବ ସମେତ ଛୋଟବଡ଼ ହୋଟେଲରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।…
ଭଗବାନ ରାମ ଉଭୟ ହୀନ୍ଦୁ-ମୁସଲମାନଙ୍କ ପୂର୍ବଜ: ବାବା ରାମଦେବ
ନୂଆଦିଲ୍ଲୀ,୩୧।୧୨: ଆମରୋହାରେ ଯୋଗଗୁରୁ ବାବା ରାମଦେବ କହିଛନ୍ତି ଯେ ରାମ ସମସ୍ତଙ୍କର। ରାମ ହେଉଛନ୍ତି ଆମର ଆତ୍ମ ସମ୍ମାନ, ଜାତିର ପରିଚୟ, ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ସେ ହେଉଛନ୍ତି ପରମେଶ୍ୱର। ରାମ ଉଭୟ ହିନ୍ଦୁ ଏବଂ ମୁସଲମାନଙ୍କ ପୂର୍ବଜ। ମହାରାଣୀ…
କୌଶଳ ରଥର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର,୩୧।୧୨(ଭବାନୀ ଶଙ୍କର ଭୋଇ): ଓଡ଼ିଶାର ଯୁବପିଢ଼ିଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ଏବଂ ସେମାନଙ୍କ ମଧ୍ୟରେ ଡିଜିଟାଲ କାରବାରକୁ ବୃଦ୍ଧି କରାଯିବ। ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଯୁବପିଢ଼ିଙ୍କ ସାମର୍ଥ୍ୟକୁ ବିକଶିତ କରିବା ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ଶିକ୍ଷା ଓ…
କେବଳ ଭଡାରୁ ଅମିତାଭ ଆୟ କରୁଛନ୍ତି ୨ କୋଟି
ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଶୋହରତର ଉଁଚାଇକୁ ଛୁଇଁ ସାରିଛନ୍ତି। ଏହା ପରେ, ତାଙ୍କ ଜୀବନରେ ଏକ ସମୟ ଆସିଥିଲା ଯେତେବେଳେ ସେ ଅର୍ଥାଭାବର ସମ୍ମୁଖୀନ ହୋଇଥିଲେ। ତାଙ୍କର ପ୍ରଡକଶନ କମ୍ପାନୀ ଏବିସିଏଲ ନ ଚାଲିବା ହେତୁ ସେ ଋଣରେ…
ଶୁବମନ ଗିଲ୍ଙ୍କ ବିଫଳତାର କାରଣ କହିଲେ ଗାଭାସ୍କର
ନୂଆଦିଲ୍ଲୀ,୩୧ା୧୨: ଶୁବମନ ଗିଲ୍ଙ୍କ ବିଫଳତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର। ଟେଷ୍ଟରେ ଆକ୍ରମଣାତ୍ମକ ବ୍ୟାଟିଂ କାରଣରୁ ଗିଲ୍ ବିଫଳ ହେଉଛନ୍ତି ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟେଷ୍ଟର ପ୍ରଥମ ମ୍ୟାଚ୍ର…
ଅନ୍ତିମ ଟି୨୦ରେ ନ୍ୟୁଜିଲାଣ୍ଡ ବିଜୟ: ସିରିଜ ୧-୧ରେ ଡ୍ର
ମାଉଣ୍ଟ ମଙ୍ଗାନୁଇ,୩୧ା୧୨: ମାଉଣ୍ଟ ମଙ୍ଗାନୁଇସ୍ଥିତ ବାଇ ଓଭାଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଡକଓ୍ବର୍ଥ ଲୁଇସ୍ ସିଷ୍ଟମ(ଡିଏଲ୍ଏସ୍) ଜରିଆରେ ୧୭ ରନ୍ରେ ବିଜୟ ହାସଲ କରିଛି। ଫଳରେ ଦୁଇଦେଶ ମଧ୍ୟରେ…
ପାକିସ୍ତାନୀମାନେ ମଧ୍ୟ ରାମଙ୍କୁ ଘୃଣା କରନ୍ତି ନାହିଁ: ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍
ନୂଆଦିଲ୍ଲୀ,୩୧।୧୨: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ ବିରୋଧୀ ଦଳର ନେତାମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି, ବିରୋଧୀ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧ କରିବା ଉଚିତ କିନ୍ତୁ ତାଙ୍କୁ ଘୃଣା କରିବା ଉଚିତ ନୁହେଁ। ମୁଁ…
Archives


