ସର୍ବସମ୍ମୁଖରେ ଡ୍ୟୁଟିରେ ଥିବା ପୋଲିସକର୍ମୀଙ୍କୁ ଜୋରଦାର ଚାପୁଡ଼ା ମାରିଲେ ଭାଜପା ବିଧାୟକ, Video ଭାଇରାଲ
ପୁଣେ,୬।୧: ମହାରାଷ୍ଟ୍ରର ପୁଣେରେ ଭାଜପା ବିଧାୟକ ସୁନୀଲ କାମ୍ବଲେ ଜଣେ ପୋଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସସୁନ ଡାକ୍ତରଖାନାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ଏଭଳି କାଣ୍ଡ ଘଟାଇଛନ୍ତି। ତେବେ ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପଓ୍ବାର…
ହଂକଂର ‘କଫିନ ହାଉସ’, ଯେଉଁଠି ପିଞ୍ଜରାରେ ରୁହନ୍ତି ଲୋକ
ଦୁନିଆରେ ଏପରି କିଛି ଦେଶ ଅଛି ଯେଉଁଠାରେ ଲୋକମାନେ ଗରିବୀ, ଦାରିଦ୍ର ଭିତରେ ବସବାସ କରୁଛନ୍ତ। କିନ୍ତୁ ଆମେ ଆପଣଙ୍କୁ ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯାହା ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସବୁଠି ଚର୍ଚ୍ଚାରେ ରହୁଥିବାବେଳେ ଏହାର ଏକ ଅନ୍ୟ…
ଏବେ ପୋଷ୍ଟ ଅଫିସ ଜରିଆରେ ବି ବଦଳାଇପାରିବେ ୨୦୦୦ ଟଙ୍କିଆ ନୋଟ୍, ଆର୍ବିଆଇ କଲା ଘୋଷଣା…
ନୂଆଦିଲ୍ଲୀ,୬।୧: ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ନେଇ ନୂଆ ଘୋଷଣା କରିଛି ଆର୍ବିଆଇ। ଏବେ ବ୍ୟାଙ୍କ ବ୍ୟତିତ ଗ୍ରାହକମାନେ ପୋଷ୍ଟଅଫିସ ଜରିଆରେ ଏହି ନୋଟ ବଦଳାଇପାରିବେ। ଏହାକୁ ନେଇ କିଛି ନିର୍ଦ୍ଦେଶନାମା ମାନିବାକୁ ପଡ଼ିବ। ପ୍ରଥମେ ଅନଲାଇନ୍ରେ ଉପଲବ୍ଧ ହେଉଥିବା ଏକ…
ସିଂହୀକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲା ନେଉଳ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ସିଂହକୁ ଜଙ୍ଗଲର ରାଜା କୁହନ୍ତି। ଏହି ହିସାବରେ ସିଂହୀକୁ ଜଙ୍ଗଲର ରାଣୀ କୁହନ୍ତି। କୁହାଯାଏ, ସିଂହଠାରୁ ବେଶି ରାଗି ସିଂହୀ ଅଟେ। ଯେତେବେଳେ ସିଂହୀ ଖାଦ୍ୟ ଶିକାରରେ ବାହାରେ ସେତେବେଳେ ଏହା ଆଗରେ ଯିଏ ପଡ଼େ ସିଏ ରକ୍ଷା ପାଏ ନାହିଁ।…
ଚର୍ଚ୍ଚାରେ ‘ସାଇଲେଣ୍ଟ ବାରାତି’, ବିନା ବ୍ୟାଣ୍ଡ-ବାଜାରେ ବରଯାତ୍ରୀ କରୁଛନ୍ତି ଡ୍ୟାନ୍ସ, କାରଣ ଜାଣିଲେ କରିବେ ବାଃ ବାଃ…
ଦେଶରେ ବିବାହ ଋତୁ ଧୁମଧାମରେ ଚାଲିଛି। ବିବାହ ଉତ୍ସବରେ ରଶମ ସାଙ୍ଗକୁ ବେଶୀ ଆକର୍ଷଣୀୟ ହୋଇଥାଏ ବରଯାତ୍ରୀ ଡ୍ୟାନ୍ସ। କୁହାଯାଏ ବରଯାତ୍ରୀ ବିନା ବିବାହ କାର୍ଯ୍ୟକ୍ରମ ଅଧୁରା। ବାରାତିରେ ଡିଜେ ସାଉଣ୍ଡ ସାଙ୍ଗକୁ ବ୍ୟାଣ୍ଡ ବାଜାର ଶଦ୍ଦ ବି ଲୋକଙ୍କୁ ମତୁଆଲା…
ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରୁଥିଲା ଦନ୍ତା: ଅଣାଗଲା କପିଳାସ ପ୍ରାଣୀ ଉଦ୍ୟାନ
ଢେଙ୍କାନାଳ,୬।୧: ବୌଦ୍ଧ ଜିଲାରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତାହାତୀକୁ ଶନିବାର ସକାଳେ ଏକ ହାଇୱା ଯୋଗେ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଛି। ହାତୀଟିର ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ ହେବ। ହାତୀଟିକୁ …
କ୍ରିକେଟରୁ ସନ୍ନ୍ୟାସ ନେଇ ରାଜନୀତିକୁ ବାଛିଥିଲେ, ମାତ୍ର ୯ ଦିନରେ ଦଳରୁ ଇସ୍ତଫା ଦେଇ ଚମକାଇଲେ ଧୋନୀଙ୍କ ବନ୍ଧୁ…
ଅମରାବତୀ,୬।୧: ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡ଼ୁ ଡିସେମ୍ବର ୨୮ରେ ବଡ଼ ନିଷ୍ପତ୍ତି ନେଇଥିଲେ। ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରି ସେ ରାଜନୀତିରେ ପାଦ ରଖିବେ ବୋଲି କହିଥିଲେ। ସେ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିରେ…
୭ରୁ ସି.କେ. ନାଇଡୁ ଟ୍ରଫି: ବରଗଡ଼ରେ ପହଞ୍ଚିଲେ ଓଡ଼ିଶା, ସୌରାଷ୍ଟ୍ର ଦଳ
ବରଗଡ଼,୬।୧(ପ୍ରେମାନନ୍ଦ ଖମାରୀ): ଜାନୁଆରୀ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ ଗ୍ରାଉଣ୍ଡରେ ବିସିସିଆଇ ପ୍ରଦତ୍ତ ୨୩ ବର୍ଷରୁ କମ୍ ବୟସ ବର୍ଗର କର୍ନେଲ ସି. କେ. ନାଇଡୁ ଏଲାଇଟ ଗ୍ରୁପ୍-ସି ଲିଗ୍ କ୍ରିକେଟ ପ୍ରତିଯୋଗିତା ଓଡ଼ିଶା ଓ ସୌରାଷ୍ଟ୍ର…
Stunt Video: ଟ୍ରକ୍ ଆଗକୁ ଯାଇ ଷ୍ଟଣ୍ଟ କରୁଥିଲେ ଯୁବକ, ହଠାତ୍ ହେଲା ଭୟଙ୍କର ଦୁର୍ଘଟଣା; ତା ପରେ…
ଯୁବକମାନଙ୍କୁ ଷ୍ଟଣ୍ଟ କରିବା ପସନ୍ଦ। ଇଣ୍ଟରନେଟ୍ରେ ଷ୍ଟଣ୍ଟର ଅନେକ ଭିଡିଓ ଭାଇରାଲ ହୋଇଥାଏ। ହେଲେ ଏବେ ଏକ ଭୟଙ୍କର ଷ୍ଟଣ୍ଟ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ଆପଣ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଭିଡିଓରେ ଜଣେ ଯୁବକ ଷ୍ଟଣ୍ଟ…
ମଧ୍ୟାହ୍ନ ଭୋଜନ ଚାଉଳ ବିକୁଥିଲେ ପ୍ରଧାନ ଶିକ୍ଷୟିତ୍ରୀ, ଧରିପକାଇଲେ ଗ୍ରାମବାସୀ
ନିଶ୍ଚିନ୍ତକୋଇଲି,୬।୧: (ଅଶୋକ କୁମାର ମହାପାତ୍ର): ସ୍କୁଲ ଆରମ୍ଭ ହେଉ ହେଉ ଖୋଦ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରିଥିଲେ । ଚାଉଳ ଲଦା ହୋଇଥିବା ବାଇକ ସହ ବ୍ୟବସାୟୀଙ୍କୁ ଧରିଲେ ବିଦ୍ୟାଳୟ ସଭାପତି। ଏ ନେଇ ଥାନାରେ ଏତଲା …
୧୫ ଗାଁରେ ମିଳୁନି ମୋବାଇଲ ସେବା
ତେନ୍ତୁଳିଖୁଣ୍ଟି, ୬।୧(ଚିଦାନନ୍ଦ ସାହୁ): ବର୍ତ୍ତମାନ ସମୟରେ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତାରେ ଟେଲି ଯୋଗାଯୋଗ ବା ମୋବାଇଲ ସେବା ଯୋଡ଼ିହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଏଭଳି ୧୫ଟି ଗ୍ରାମ ଅଛି ଯେଉଁଠି…
ଟାଙ୍କିରୁ କମୁଛି ପେଟ୍ରୋଲ, ଡିଜେଲ
ଭୁବନେଶ୍ବର,୬।୧: ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ ହୋଇଛି। ଏ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲୋକେ ଆତଙ୍କିତ ଥିବା ଯୋଗୁ…
Archives


