ବିଦ୍ୟୁତ୍ଖୁଣ୍ଟକୁ ଧକ୍କାଦେଲା କାର୍, ଚାଳକ ମୃତ
ଘସିପୁରା,୬ା୧(ନିରଞ୍ଜନ ସାହୁ): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ଭଗାନଇ ଛକ ନିକଟରେ ଶନିବାର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ଚାଳକ ଘସିପୁରା ବ୍ଲକ ଖଡ଼ିକାଶୁଳବାହାଳିର ରାଜକିଶୋର ରାଉତ। ସେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହିତ…
ଘାଟିରୁ ଖସିଲା ମୋଟରସାଇକେଲ, ଖେଳ ଶିକ୍ଷକଙ୍କ ଜୀବନ ଗଲା
ବାଲିଗୁଡ଼ା,୬ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ ପତଡ଼ ଘାଟିରେ ଏକ ମୋଟରସାଇକେଲ ଖସିପଡ଼ିବାରୁ ଜଣକଙ୍କର ଜୀବନ ଯାଇଛି। ମୃତକ ଲୁବେନଗଡ଼ ସରକାରୀ ବିଦ୍ୟାଳୟର ଖେଳ ଶିକ୍ଷକ ବିଭୂତି ପ୍ରଧାନ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଶିକ୍ଷକ ଜଣକ…
ନୂଆ ବର୍ଷରେ ମହଙ୍ଗା ମାଡ଼, ଆସନ୍ତା ମାସରୁ ଟିଭି ଦେଖିବା ପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ଅଧିକ ଟଙ୍କା
ନୂଆଦିଲ୍ଲୀ,୬।୧: ନୂଆ ବର୍ଷରେ ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଜି ଏଣ୍ଟରଟେନମେଣ୍ଟ, ଭାୟକମ୍ ୧୮ ଏବଂ ସୋନି ପିକଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି…
ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ଶିଶୁ ଆହତ, ମେଡିକାଲରେ ଭର୍ତ୍ତି
ରାୟଗଡ଼ା,୬ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଶନିବାର ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶେଷ ଦିବସ ଥିଲା। ଏଥିରେ ଯୋଗଦେଇ ଅପରାହ୍ନ ୫ଟାରେ ଅନୁସୂଚିତ ଜନଜାତି ଓ ଜାତି ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଫେରୁଥିଲେ। ଏହି ସମୟରେ…
ବିଲଡରଙ୍କୁ କୋଟିଏ ଟଙ୍କା-ଦୁଇଟି କାର୍ ଠକେଇ ଅଭିଯୋଗରେ ୱେବ୍ ଖବରଦାତାଙ୍କୁ ଗିରଫ କଲା ଇଓଡବ୍ଲୁ
ଭୁବନେଶ୍ୱର,୬।୧: ରାଜଧାନୀ ଭୁବନେଶ୍ୱରରେ ଜଣେ ବିଲଡର୍ସଙ୍କୁ ୧ କୋଟି ଟଙ୍କା ଏବଂ ବିଳାସପୁର୍ଣ୍ଣ କାର୍ ଠକେଇ ଅଭିଯୋଗରେ ୱେବ ଖବରଦାତାଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ଇଓଡବ୍ଲୁ। କଳିଙ୍ଗ କେସରୀ ରଥ ବ୍ୟକ୍ତି ଖବରଦାତା ସୁରଜିତ ଧଳଙ୍କ…
ଶପିଂ ମଲରେ ୧୦ ଫୁଟର ଏଲିଅନ ଦେଖି ଭୟରେ ଦୌଡ଼ିଲେ ଲୋକେ: ଭିଡ଼ିଓ ଭାଇରାଲ…
ମିଆମି,୬।୧ : ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଲୋକମାନେ ଏକ ଶପିଂ ମଲରେ ଏଲିଅନ ଦେଖିବା ପରେ ଭୟରେ ଦୌଡ଼ି ପଳାୟନ କରୁଥିବା ଦେଖାଯାଉଛି। ୧୦ ଫୁଟର ଏଲଅନକୁ ଦେଖିବା ପରେ ମଲରେ…
ଖେଳୁଥିବା ବେଳେ ପୋଖରୀରେ ବୁଡ଼ିଗଲେ ୨ ବର୍ଷର ଭଉଣୀ,ଭାଇ
ଯାଜପୁର ୬।୧: ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ କୂଳସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ସମ୍ମୁଖରେ ଦୁଇ ଭଉଣୀ ଭାଇ ଖେଳୁଥିବା ସମୟରେ ଘର ନିକଟରେ ଥିବା ପୋଖରୀରେ ପଡିଯାଇଥିଲେ । ଘର ଲୋକ ଦେଖି…
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ରାଜ୍ୟର ସବୁ ଗାଁକୁ ପରିକ୍ରମା ଆରମ୍ଭ କଲା ଶ୍ରୀଜଗନ୍ନାଥ ଅର୍ପଣ ରଥ
ପୁରୀ,୬।୧: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜିଠାରୁ ଶ୍ରୀଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଓଡ଼ିଶାର ପ୍ରତ୍ୟେକ ଗ୍ରାମ ପରିକ୍ରମା କରିବା ସହ ଶ୍ରଦ୍ଧାଳୁଙ୍କ…
ଦଶପଲ୍ଲା ଷ୍ଟେସନରୁ ଗଡ଼ିଲା ଟ୍ରେନ୍
ନୟାଗଡ଼,୬।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ରେଳ ଷ୍ଟେସନ ଶନିବାର ଲୋକାର୍ପିତ ହୋଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିସହ ସବୁଜ ପତାକା ଦେଖାଇ ସେଠାରୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏବେ ଦଶପଲ୍ଲାରୁ ୪ଟି ଟ୍ରେନ…
ବାପା ହେବ ତ ଏମିତି, ବାଇକ୍ରେ ପୁଅକୁ ଥଣ୍ଡା ଲାଗିବାରୁ ଏପରି କଲେ ବ୍ୟକ୍ତି, ଭିଡିଓ ଭାଇରାଲ
ମାଆର ମମତା ପରି ବାପାଙ୍କ ସ୍ନେହ ଅନାବିଳ ହୋଇଥାଏ। ଯାହା ଅୃଶ୍ୟରେ ଛାଇ ପରି ଶିଶୁର ଆଖପାଖରେ ବୁଲୁଥାଏ। ୧୦ମାସ ଗର୍ଭକଷ୍ଟ ନ ସହିଥାଏ ସତ ହେଲେ ହେଲେ ତାଙ୍କର ଭଲପାଇବା ଆଗରେ ସାରା ଦୁନିଆର ଶକ୍ତି ବି ହାର୍ ମାନିଥାଏ।…
ଏମିତି ଫୁଲ, ଯାହା ଦେଖିବାକୁ ପକ୍ଷୀ ପରି
ପ୍ରକୃତି ଅତି ବିଚିତ୍ର। ଏଠାରେ ବିଭିନ୍ନ ପ୍ରକାରର ଫୁଲ ରହିଛି। ଏଥିମଧ୍ୟରୁ କିଛି ଫୁଲ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏକ ଫୁଲ ଅଛି, ଯାହା ଦେଖିବାକୁ ପକ୍ଷୀ ପରି। ଏହି ଫୁଲର ନାଁ କ୍ରୋଟାଲାରିଆ କନିଙ୍ଗହାମି। ଏହି ଫୁଲର ପାଖୁଡ଼ାଗୁଡ଼ିକ ଠିକ୍ ପକ୍ଷୀ…
ଲାଞ୍ଚ ନେଉଥିବା ବେଳେ ଆର୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍
ବଡବିଲ,୬।୧: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ତଥା ବଡ଼ବିଲ ତହସିଲ ଅନ୍ତର୍ଗତ ବିଲେଇପଦା ରାଜସ୍ବ ନିରୀକ୍ଷକ (ଆର୍ଆଇ) ୨୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମିଜମା ମାମଲାରେ ଲାଞ୍ଚ ନେଉଥିବା ବେଳେ ରାଜସ୍ବ ନିରୀକ୍ଷକ ଫିର୍ଏମଡି…
Archives


