ଉଡ଼ନ୍ତା ବିମାନରୁ ବାହାରିଗଲା ଡୋର୍, ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ
ପୋର୍ଟଲାଣ୍ଡରୁ ଓଣ୍ଟାରିଓ ଯାଉଥିବା ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମାକ୍ସ ବିମାନରୁ ଉଡ଼ନ୍ତା ଅବସ୍ଥାରେ ଗୋଟିଏ ଡୋର ସମ୍ପୂର୍ଣ୍ଣ ବାହାରିଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ଉଡ଼ାଣ ଭରିବାର କିଛି ସମୟ ପରେ ଏଭଳି ଅଘଟଣ ଘଟିଥିଲା। ବିମାନରେ…
କଂଗ୍ରେସ ଛାଡ଼ିଥିବା ନେତାଙ୍କୁ ଫେରାଇ ଅଣାଯିବ: ଅଜୟ କୁମାର
ଭୁବନେଶ୍ୱର,୭।୧(ଅନିଲ ଦାସ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ନବନିଯୁକ୍ତ ପ୍ରଭାରୀ ଅଜୟ କୁମାର ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଶନିବାର ଭୁବନେଶ୍ୱର ଆସିଛନ୍ତି। କଂଗ୍ରେସ କାର୍ଯ୍ୟାଳୟଠାରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ…
‘ବାଲେଶ୍ୱରକୁ ମୁଖ୍ୟମନ୍ତ୍ରୀ ଭଲ ପାଆନ୍ତି’
ବାଲେଶ୍ୱର,୭।୧(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଭଲ ପାଆନ୍ତି। ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଦେଇଥିବା ପ୍ରତିଶ୍ରୁତି ରଖିଛନ୍ତି। ରାସ୍ତା, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଗତ ୨୦୨୩ ଜୁନ୍ ୨୨…
‘ମୋ ପୁଅକୁ ମାରିଦେଲେ’
ଭୁବନେଶ୍ୱର,୭।୧(ସୂର୍ଯ୍ୟକାନ୍ତ ବେହେରା): ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହେଲା। ଦିଲୀପ ସାମନ୍ତରାୟଙ୍କ ଚିକିତ୍ସାକୁ ନେଇ ଶୁକ୍ରବାର ସନ୍ଦେହ ପ୍ରକାଶ କରିଥିଲେ ଶ୍ୱଶୁର ସଦାଶିବ ଜେନା। ଏପରିକି ତାଙ୍କ ଜୀବନପ୍ରତି ବିପଦ ଥିବା ଦର୍ଶାଇ ଠିକ୍ ଭାବେ ଚିକିତ୍ସା କରାଯାଉ ବୋଲି…
ଓଏସ୍ଏସ୍ଏସ୍ସି ଓ୍ବେବ୍ସାଇଟ୍ ଅସ୍ଥାୟୀ ଭାବେ ବନ୍ଦ
ଭୁବନେଶ୍ୱର,୬ା୧(ଅସମାପିକା ସାହୁ): ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସ୍ଏସ୍ଏସ୍ସି)ର ଓ୍ବେବ୍ସାଇଟ୍କୁ ବୈଷୟିକ କାରଣ ଦର୍ଶାଇ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହେଉ ନ ଥିବା ଆୟୋଗ ଦର୍ଶାଇଛି। ସନ୍ଧ୍ୟା ୬ଟାରୁ…
ନୂତନ ଏଣ୍ଡେଭର୍ ସହିତ ଭାରତ ବଜାରରେ ପ୍ରତ୍ୟାବର୍ତ୍ତନ କରିପାରେ ଫୋର୍ଡ
ନୂଆଦିଲ୍ଲୀ,୬ା୧: ନୂତନ ଏଣ୍ଡେଭର୍ କାର୍ ସହିତ ଭାରତୀୟ ବଜାରକୁ ପୁଣି ଫେରିବାକୁ ଚାହୁଁଛି ଆମେରିକୀୟ କାର୍ ନିର୍ମାତା କମ୍ପାନୀ ଫୋର୍ଡ। ଏଥିପାଇଁ କମ୍ପାନୀ ଏହାର ଚେନ୍ନାଇ ପ୍ଲାଣ୍ଟରେ କାର୍ ନିର୍ମାଣ କରିବା ସହ ଆମଦାନୀ କରିବାକୁ ଲକ୍ଷ୍ୟ ରଖିଛି। ଟୋୟେଟା ଫ୍ରଚ୍ୟୁନର…
Video: ମଝି ରାସ୍ତାରେ ବନ୍ଧୁକରୁ ୭ ରାଉଣ୍ଡ ଫାୟାରିଂ କଲେ ଯୁବତୀ; ଭାଇରାଲ ଭିଡିଓର ତଦନ୍ତ କରି ଚକିତ ହେଲା ପୋଲିସ
ରାଜସ୍ଥାନର ଅଜମେରରେ ଜଣେ ଯୁବତୀ ହାତରେ ବନ୍ଧୁକ ଧରି ଗୁଳି ଚଳାଇବାର ଭିଡିଓ ଭାଇରାଲ ହୋଇଥିଲା। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରିବା ପରେ ପୋଲିସ ଆକ୍ସନ ମୁଡ୍କୁ ଆସିଥିଲା। ଏହି ଘଟଣାରେ ପୋଲିସ ଶିବାନୀ ନାମକ…
ଦେଶ ଛାଡ଼ି ଫେରାର ହେବାକୁ ଯୋଜନା କରୁଛନ୍ତି ଟିଏମ୍ସି ନେତା ସାହଜନ୍ ଶେଖ୍, ଲୁକ୍ଆଉଟ୍ ନୋଟିସ ଜାରି କଲା ED
କୋଲକାତା,୬।୧: ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଫିସରଙ୍କ ଉପରେ ଆକ୍ରମଣ ପରେ ଟିଏମ୍ସି ନେତା ସାହଜନ ଶେଖ୍ ଦେଶ ଛାଡ଼ି ଫେରାର ହେବା ଯୋଜନାରେ ରହିଛନ୍ତି। ଗିରଫଦାରୀରୁ ରକ୍ଷା ପାଇବା ଲାଗି ସେ କୌଣସି ବି ସମୟରେ ଫେରାର ହେବା ଅଧିକାରୀମାନେ ଆଶଙ୍କା…
ଟି-୨୦ ବିଶ୍ୱକପ ୨୦୨୪ର ସୁପର-୮ରୁ ବାହାର ହୋଇପାରେ ଭାରତ: କାର୍ଯ୍ୟସୂଚୀ ବଢ଼ାଇଲା ଚିନ୍ତା…
କୋଲକାତା,୬।୧ : ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୪ ଜୁନ ୧ ରୁ ଆରମ୍ଭ ହେବ। ଏହାର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ ପାଇଛି। ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ ସହିତ ଟିମ ଇଣ୍ଡିଆ ନିଜର ଅଭିଯାନ…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଟେବୁଲ: ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ
ନୂଆଦିଲ୍ଲୀ ,୬।୧: ସଦ୍ୟ ପ୍ରକାଶିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଟେବୁଲରେ ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନ ଅଧିକାର କରି ନେଇଛି। ଶନିବାର ସିଡ୍ନୀଠାରେ ପାକିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ମ୍ୟାଚ ଜିତିବା ପରେ ଅଷ୍ଟ୍ରେଲିଆର…
ଟି୨୦ ବିଶ୍ୱକପ୍ରେ ରୋହିତ- କୋହଲିଙ୍କୁ ଖେଳାଇବା ଉଚିତ, ସମର୍ଥନ ଜଣାଇ ଗାଭାସ୍କର କହିଲେ କାରଣ…
ନୂଆଦିଲ୍ଲୀ,୬।୧: ଜୁନ୍ରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିବାକୁ ସମର୍ଥନ କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର। ଉଭୟ ଦଳ ପାଇଁ କେବଳ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ନୁହନ୍ତି ବରଂ ଭଲ ଫିଲ୍ଡର ମଧ୍ୟ। ଏଣୁ…
IND Vs AFG: ଭାରତ ବିପକ୍ଷ ସିରିଜ ଲାଗି ଦଳ ଘୋଷଣା କଲା ଆଫଗାନିସ୍ତାନ,ରଶିଦ ଦଳରେ ଥିବା ସତ୍ତ୍ୱେ ଏହି କ୍ରିକେଟର ନେବେ ନେତୃତ୍ୱ
ନୂଆଦିଲ୍ଲୀ,୬।୧: ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଲାଗି ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଶନିବାର ୧୯ଜଣିଆ ଟିମ୍ ଘୋଷଣା କରାଯାଇଛି। ଜାନୁଆରୀ ୧୧ରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ ଲାଗି ଆଫଗାନିସ୍ତାନ ଟିମ୍ ଏକ ଚକିତ…
Archives


