ସିଂହଠାରୁ ବି ଶକ୍ତିଶାଳୀ ଏହି କୁକୁର, ଥରେ କାମୁଡ଼ିଲେ ହାଡ଼ ହୋଇଯିବ ଗୁଣ୍ଡ
ଆଜିକାଲି, ବହୁତ ଲୋକ ଅଛନ୍ତି, ଯେଉଁମାନେ ଘରେ କୁକୁର ରଖିବାକୁ ଖୁବ୍ ପସନ୍ଦ କରନ୍ତି। ଲୋକଙ୍କ ଘରେ ବିଭିନ୍ନ ପ୍ରଜାତିର କୁକୁର ପାଇବେ, ଯାହାକୁ ସେମାନେ ନିଜ ପସନ୍ଦ ଏବଂ ଆବଶ୍ୟକତା ଅନୁଯାୟୀ ରଖିଥାନ୍ତି। ଯେଉଁମାନେ ଚାହାନ୍ତି କୁକୁରମାନେ ନିଜ ଘରକୁ…
ବହିଷ୍କୃତ ବିଜେଡି ନେତାଙ୍କ ଘରେ ପହଞ୍ଚିଲେ ଭାଜପା ନେତା
ସମ୍ବଲପୁର,୮।୧(ଭବାନୀ ଶଙ୍କର ଭୋଇ): ବିଜେଡିରୁ ବହିସ୍କୃତ ହୋଇଥିବା ଡ.ପ୍ରମୋଦ ରଥଙ୍କ ଘରେ କେତେଜଣ ଭାଜପା ନେତା ପହଞ୍ଚି ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ବିଶ୍ୱହିନ୍ଦୁ ପରିଷଦର ଓଡ଼ିଶା ପଶ୍ଚିମପ୍ରାନ୍ତ ସଭାପତି ଡ. ରାଜକୁମାର ବଡପଣ୍ଡାଙ୍କ ନେତୃତ୍ୱରେ ଡ. ପୁରୁଷୋତ୍ତମ ଅଗ୍ରୱାଲ ଏବଂ…
ପୁଅ ଜନ୍ମ ହେବାରୁ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଲେ ସ୍ବାମୀ
ଲକ୍ଷ୍ନୌ,୮ା୧: ଆଗ୍ରାଠାରେ ସ୍ତ୍ରୀ-ସ୍ବାମୀଙ୍କ ବିବାଦ ଏବଂ ଛାଡ଼ପତ୍ରର ଏକ ନିଆରା ମାମଲା ସାମ୍ନାକୁ ଆସିଛି। ସ୍ବାମୀ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। କାରଣ ତାଙ୍କ ସ୍ତ୍ରୀ କେବଳ ପୁଅ ଜନ୍ମ କରୁଥିଲେ। ମାତ୍ର ସ୍ବାମୀ ଝିଅ ହେଉ ବୋଲି ଚାହୁଁଥିଲେ। ଏହି ବିବାଦକୁ…
ମ୍ୟାନ୍ମାର ସୀମାନ୍ତରେ ବଢୁଛି ଗୁଳି ବିନିମୟ: ସପ୍ତାହ ମଧ୍ୟରେ ଘଟିଲାଣି ଏକାଧିକ ଥର
ଇମ୍ଫାଲ,୮।୧: ମ୍ୟାନ୍ମାର ସୀମାନ୍ତ ମଣିପୁରର ମୋରେହ ସହରରେ ସୁରକ୍ଷା ବଳ ଓ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପାର୍ବତ୍ୟାଞ୍ଚଳ ଉଗ୍ରପନ୍ଥୀମାନେ ପୋଲିସ ବାହିନୀ ଉପରେ ପ୍ରଥମେ ଆକ୍ରମଣ କରିଥିଲେ। ଫଳରେ ଯବାନ ଏହାର ପାଲଟା ଜବାବ ଦେଇଥିଲେ। ଫଳରେ ଦୀର୍ଘ…
ମାତ୍ର ୩୨ ବର୍ଷ ବୟସରେ ଟେଷ୍ଟ କ୍ରିକେଟ୍କୁ ଅଲବିଦା କହିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୮।୧: ଦକ୍ଷିଣ ଆଫ୍ରିକାର ଜଣେ ପରେ ଜଣେ କ୍ରିକେଟର୍ ଅବସର ନେଉଛନ୍ତି। ଭାରତ ବିପକ୍ଷ ଟେଷ୍ଟ ସିରିଜ ପରେ ଡିନ ଏଲଗାର ଅବସର ନେଇଥିଲେ। ଏହାପୂର୍ବରୁ କ୍ୱିଣ୍ଟନ ଡି କକ ବିଶ୍ୱକପ ପରେ ଦିନିକିଆ କ୍ରିକେଟ ଛାଡିଥିଲେ। ସେ ଟେଷ୍ଟରୁ ଅବସର…
ଟ୍ରଲିରେ ସନ୍ତାନ ପ୍ରସବ କଲେ ମହିଳା
ପାରାଦୀପ,୮ା୧(ଶରତ ରାଉତ): ବନ୍ଦର ନଗରୀ ପାରାଦୀପରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଷଣ୍ଢକୁଦ ଅଞ୍ଚଳରୁ ଏକ ଟ୍ରଲିରେ ଆସୁଥିବା ଜଣେ ଗର୍ଭବତୀ ପ୍ରସବ ବେଦନା ସହି ନ ପାରି ଟ୍ରଲି ଉପରେ ହିଁ ଏକ କନ୍ୟାସନ୍ତାନକୁ ଜନ୍ମଦେଇଛନ୍ତି। ହାଡ଼…
ଶ୍ରୀରାମଙ୍କ ଦର୍ଶନ ପାଇଁ ପ୍ରବଳ ଥଣ୍ଡାରେ ସ୍କେଟିଂ କରି ଅଯୋଧ୍ୟା ଗଲେ ୧୦ ବର୍ଷ ବୟସ୍କ ଛାତ୍ର, ସୋସିଆଲ ମିଡିଆରେ ଲୋକେ କଲେ ପ୍ରଶଂସା…
ଜୟପୁର,୮।୧ : ଲୋକମାନେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଙ୍କ ଦର୍ଶନ ପାଇବାକୁ ଯାଉଛନ୍ତି, ସେମାନଙ୍କ କାହାଣୀକୁ ବିଭିନ୍ନ ଉପାୟରେ ଶେୟାର କରୁଛନ୍ତି। ବର୍ତ୍ତମାନ ୧୦ ବର୍ଷ ବୟସ୍କ ଜଣେ ଛାତ୍ର ସ୍କେଟିଂ କରି ଶ୍ରୀରାମଙ୍କୁ ଦର୍ଶନ ଅଯୋଧ୍ୟା ଯାତ୍ରା କରିଛନ୍ତି।…
ଆଲିଆ-ରଣବୀରଙ୍କୁ ମିଳିଲା ନିମନ୍ତ୍ରଣ
ନୂଆଦିଲ୍ଲୀ,୮।୧: ଜାନୁଆରୀ ୨୨ରେ ଅଯୋଧ୍ୟାଙ୍କ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଦେଶ ତଥା ବିଦେଶରେ ଏହାକୁ ନେଇ ବହୁତ ଉତ୍ସାହ ଦେଖାଯାଇଛି। ଦେଶର ବହୁ ବଡ ବ୍ୟକ୍ତିତ୍ୱ ରାମ ମନ୍ଦିରର ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ଏଥିରେ ଚଳଚ୍ଚିତ୍ର ତାରକା ମଧ୍ୟ…
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ଅରିନ୍ଦମ୍ ରାୟଙ୍କ ରୁଦ୍ଧଦ୍ୱାର ବୈଠକ
ଭୁବନେଶ୍ୱର, ୮ା୧: ଓଲିଉଡ ସୁପରଷ୍ଟାର ତଥା ବିଜେଡି ନେତା ଅରିନ୍ଦମ୍ ରାୟ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। କଟକ ଆଠଗଡ ଅନ୍ତର୍ଗତ ଧବଳେଶ୍ୱର ନିକଟରେ ଏକ ଘରୋଇ ରିସର୍ଟରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ୨୦୧୯ ନିର୍ବାଚନ ପରଠାରୁ ଚର୍ଚ୍ଚା…
କିଏ ଶିଖାଇବ ମତେ କ୍ୟାଚ ଧରିବା: ହାସନଙ୍କ ଭିଡ଼ିଓ ଭାଇରାଲ…
ଇସଲାମାବାଦ,୮।୧ : ପାକିସ୍ତାନର ଦ୍ରୁତ ବୋଲର ହାସନ ଅଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଏହି ଭିଡିଓରେ ବହୁତ କ୍ରୋଧିତ ଦେଖାଯାଉଛନ୍ତି। ବାସ୍ତବରେ, ଏହି ଭିଡିଓ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଟେଷ୍ଟ ମ୍ୟାଚ…
ନିଆରା ଭକ୍ତ: ପ୍ରଭୁ ରାମଙ୍କ ମନ୍ଦିର ପାଇଁ ୨୩ ବର୍ଷ ହେବ ଖାଲି ପାଦରେ ଚାଲୁଛନ୍ତି ଏହି ବ୍ୟକ୍ତି
ନୂଆଦିଲ୍ଲୀ,୮।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ସମଗ୍ର ଦେଶରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସାହ ଦେଖିବାକୁ ମିଳୁଛି। ଦେଶରେ ଦୀପୋତ୍ସବ ପାଳନ କରିବାକୁ ପ୍ରସ୍ତୁତି ଚାଲିଛି। ଦେଶରେ ଅନେକ ରାମ ଭକ୍ତ…
ଜଣେ ଛାତ୍ରୀ ଦେଲେ ପରୀକ୍ଷା: ଡ୍ୟୁଟିରେ ନିରୀକ୍ଷକଙ୍କ ସମେତ ୨୦ କର୍ମଚାରୀ…
ପ୍ରୟାଗରାଜ,୮।୧ : ମହାତ୍ମା ଜ୍ୟୋତିବା ଫୁଲେ ରୋହେଲଖଣ୍ଡ ବିଶ୍ୱବିଦ୍ୟାଳୟ କଲେଜଗୁଡ଼ିକରେ ସ୍ନାତକ ସେମିଷ୍ଟାର ପରୀକ୍ଷା ଜାରି ରହିଛି। ରବିବାର ଦ୍ୱିତୀୟ ସିଫ୍ଟରେ ବରେଲି କଲେଜରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ କେବଳ ଜଣେ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ।…
Archives


