କର୍କଟ ପୀଡ଼ିତାଙ୍କ ପାଇଁ କେଶ ଦାନକଲେ ସଂଯୁକ୍ତା

ରାଜକନିକା,୧୦ା୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତ ବଜରପୁରର ସୁରେଶ ଚନ୍ଦ୍ର ନାୟକଙ୍କ ସ୍ତ୍ରୀ ସଂଯୁକ୍ତା ନାୟକ କର୍କଟ ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ତାଙ୍କର ୨୫ ଇଞ୍ଚର କେଶ ଦାନ କରିଛନ୍ତି। ସେ ଜଣେ ଗୃହିଣୀ। ସେ ତାଙ୍କ ବାନ୍ଧବୀ ଦୀପାଲି ଭୋଳଙ୍କର ୧୪ ବର୍ଷର କନ୍ୟା ଆଶ୍ରୀୟା କର୍କଟ ପୀଡିତା। ତାଙ୍କ ଉଦ୍ଦେଶ୍ୟରେ ଏହି କେଶଦାନ କରିଛନ୍ତି। କୁନି ଝିଅର ପ୍ରେରଣା ପାଇଁ ସେ କେଶ ଦାନ କରିଥିବା କହିଛନ୍ତି। ସମସ୍ତ ମହିଳାଙ୍କ ପରି ସଂଯୁକ୍ତା ମଧ୍ୟ କେଶ ରଖିବାକୁ ଭଲ ପାଆନ୍ତି। ସାହାଯ୍ୟ କରିବାକୁ ହୃଦୟଙ୍ଗମ କରି ତାଙ୍କର ଏପରି ଛୋଟ ସହାୟତା ବା ଉପହାର କାହା ମୁହଁରେ ହସ ଫୁଟାଇ ପାରିବ। ଉଦାର ହୃଦୟରେ ଖୋଲା ମନରେ ସ୍ବଇଚ୍ଛାରେ କେଶଦାନ କରିବା ପାଇଁ ନିଷ୍ପତ୍ତି ନେଇ ୨୫ ଇଞ୍ଚର କେଶଦାନ କରିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ ସୋପାଭା ଟ୍ରଷ୍ଟ ପକ୍ଷରୁ କେଶ ଥିଲେ ଦିଅନ୍ତୁ ଓ କେଶ ନ ଥିଲେ କେଶୀ (ଡବ୍ଲୁଆଇଜି) ନିଅନ୍ତୁ ଅଭିଯାନ ସେ ଆରମ୍ଭ କରିଛନ୍ତି। ଦୁଇବର୍ଷ ମଧ୍ୟରେ ୨୫ ଜଣ କ୍ୟାନ୍‌ସର ପୀଡ଼ିତାଙ୍କୁ କେଶୀ ଉପହାର ଦେବା ସହିତ ୧୫୦ ଜଣ କ୍ୟାନ୍‌ସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ କେଶ ଦାନ କରିବା ସହ ୫ଟି ବିୟୁଟି ପାର୍ଲରର ଭଉଣୀମାନେ ୭୦ଟି ୧୨ଇଞ୍ଚରୁ ଅଧିକ କେଶ ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି। ଏହି କେଶରୁ କେଶୀ ତିଆରି କରଯାଉଛି। ଜଣେ କେଶ ଦାତ୍ରୀଙ୍କ କେଶ ୩୦ରୁ ୪୦ ଗ୍ରାମ ହୋଇଥାଏ। ସେହିପରି ୩ଶହ ଗ୍ରାମରୁ ଅଧିକ କେଶରେ ଗୋଟିଏ କେଶୀ (ଡବ୍ଲୁଆଇଜି) ତିଆରି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Vigilance Raid: ଫସିଲେ ଡେପୁଟି କଲେକ୍ଟର, ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ

କେନ୍ଦୁଝର( ନରେଶ ଚନ୍ଦ୍ର ପଟ୍ଟନାୟକ) ୧୯।୨: ଭିଜିଲାନ୍ସ ଜାଲରେ ପଡିଲେ ଭୂ-ଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି। ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ...

ଆଦଭିକ୍‌ ଶ୍ରୀବାସ୍ତବଙ୍କୁ ରିମାଣ୍ଡରେ ନେବ ପୋଲିସ, ଅଇଆରଓ, ହଷ୍ଟେଲ ୱାଡେନଙ୍କୁ ଜେରା ପାଇଁ…

ଭୁବନେଶ୍ୱର, ୧୯।୨ : KIIT ଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଅନ୍ୟପକ୍ଷେ ଘଟଣାର ମୁଖ୍ୟଅଭିଯୁକ୍ତ,...

ମାସିକ ଭତ୍ତା ୩ ହଜାର ଦାବିରେ ବ୍ଲକ ଘେରିଲେ, ଭାଜପା ସରକାରକୁ କଲେ ସମାଲୋଚନା, ନିର୍ବାଚନ ସରିଲା କିନ୍ତୁ ଏଯାଏ…

ଦାରିଙ୍ଗବାଡ଼ି,୧୯।୨(ଅରୁଣ ସାହୁ): ସମସ୍ତ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏ ଭତ୍ତା ପ୍ରଦାନ କରାଯିବା ଦାବିରେ ଓଡ଼ିଶା ଭତ୍ତାପ୍ରଦାନ ସଂଘର୍ଷ ସମିତି...

କାହିଁକି ଏମ୍ସ ହସ୍ପିଟାଲରେ ପଶିଲେ CBI: ମିଳିଲାକି….

ଭୁବନେଶ୍ୱର, ୧୯।୨ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ରେଡ୍‌ ହୋଇଛି। ସିବିଆଇ ପକ୍ଷରୁ ଏହି ରେଡ ଚାଲିଛି । ରିକ୍ୟୁରମେଣ୍ଟ ସ୍କାମ ନେଇ କେନ୍ଦ୍ରୀୟ ତଦନ୍ତକାରୀ...

ସନାତନ ଧର୍ମର ସୁରକ୍ଷା ଜରୁରୀ

ଛତ୍ରପୁର,୧୯।୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ରାମଚଣ୍ଡୀଠାରେ ୩ ଦିନ ଧରି ଚାଲିଥିବା ମା’ ରାମଚଣ୍ଡୀ ମହୋତ୍ସବ-୨୦୨୫ ଉଦଯାପିତ ହୋଇଯାଇଛି। ଏହି ଅବସରରେ ସାଧୁସନ୍ଥ...

KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା: ପ୍ରତିଷ୍ଠାତୋ ପହଞ୍ଚିଲେ ହେଲେ ମୁହଁ ଖୋଲିଲେନି

ଭୁବନେଶ୍ୱର,୧୯।୨: KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । କିଟ୍‌ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଓଡ଼ିଶା...

KIIT କାଣ୍ଡ: ନେପାଳୀ ଛାତ୍ରୀଙ୍କ ସୁଇସାଇଡ୍‌ ନୋଟ୍‌, ଭିତରେ ସାଂଘାତିକ କଥା…ରାଜ୍ୟରେ ଚହଳ

ଭୁବନେଶ୍ୱର,୧୯।୨: କିଟ୍‌ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କ୍ୟାମ୍ପସରେ ସୃଷ୍ଟି ହୋଇଥିବା ଅଶାନ୍ତି ଥମିନାହିଁ। ଚାରିଆଡେ ଚାପା...

ସମ୍ପରିକୀୟଙ୍କ ବାହାଘର ଭୋଜି ଖାଇ ଫେରୁଥିଲେ, ରାସ୍ତାରେ ଜଗିବସିଥିଲା …

ଜୟପୁର,୧୯।୨(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ବିସିଂହପୁର ଥାନା କେରାପୁଟ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ରାସ୍ତାଉପରେ ଅଟକିଥିବା ଏକ ଟ୍ରକ୍‌କୁ ବାଇକ୍‌ ପଛରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri