ମୀନକେତନଙ୍କୁ ଲାଇଫ୍ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ
ଭୁବନେଶ୍ୱର,୨୧ା୧୧(ଅନୁରାଧା ମହାରଣା): ସମଗ୍ର ଓଡ଼ିଶା ଏବଂ ଭାରତରେ ନେଚେରୋପାଥି ଚିକିସତ୍ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ତର୍ଜାତୀୟ ନେଚେରୋପାଥି ସଙ୍ଗଠନ ତଥା ୱାଲଡେନ ଉଡ୍ସ ଫାଉଣ୍ଡେଶନ ପକ୍ଷରୁ ହେଲ୍ଥଭିଲେର ଚେୟାରମ୍ୟାନ ଡ. ସତ୍ୟବ୍ରତ ମୀନକେତନଙ୍କୁ ଲାଇଫ୍ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ (ଜୀବନବ୍ୟାପୀ କୃତିିତ୍ୱ ସମ୍ମାନ)ରେ…
ସେପ୍ଟେମ୍ବରରେ ୧୭.୨୧ ଲକ୍ଷ ନୂତନ ସଦସ୍ୟ
ଭୁବନେଶ୍ୱର,୨୧ା୧୧ :ଦେଶର ଜଣାଶୁଣା ତଥା ଲୋକପ୍ରିୟ ଅନୁଷ୍ଠାନ କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫଓ) ରେ ଚଳିତ ବର୍ଷ ସେପ୍ଟେମ୍ବରରେ ମୋଟ ୧୭.୨୧ ଲକ୍ଷ ନୂତନ ସଦସ୍ୟ ସାମିଲ ହୋଇଛନ୍ତି। ଏପରିକି ସୋମବାର ପ୍ରକାଶିତ ବେତନ ତଥ୍ୟ ଅନୁଯାୟୀ ଇପିଏଫଓ ୨୦୨୩ ସେପ୍ଟେମ୍ବରରେ…
ଖସିଲା ଶେୟାର ବଜାର କାରବାର
ଭୁବନେଶ୍ୱର,୨୧ା୧୧: କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍…
ଓଟିଟି ଡେବ୍ୟୁ କରିବେ ଜ୍ୟାକ୍ଲିନ
ମୁମ୍ବାଇ: ଅନେକ କଳାକାର ବର୍ତ୍ତମାନ ସମୟରେ ଡିଜିଟାଲ ପ୍ଲାଟଫର୍ମ ଆଡ଼େ ମୁହଁାଉଛନ୍ତି। ଏହି ରେସ୍ରେ ଅଭିନେତ୍ରୀ ଜ୍ୟାକ୍ଲିନ ଫର୍ନାଣ୍ଡିଜ୍ ମଧ୍ୟ ବାଦ୍ ପଡ଼ି ନାହାନ୍ତି। ସେ ଖୁବ୍ଶୀଘ୍ର ଓଟିଟିରେ ନିଜର ଯାଦୁ ଦେଖାଇବାକୁ ଯାଉଛନ୍ତି। ମିଡିଆ ରିପୋର୍ଟ ମୁତାବକ, ନିର୍ଦ୍ଦେଶକ ଅଭିଷେକ…
ପ୍ରାଣୀଙ୍କ ପାଇଁ ଛାଡ଼ିଲେ ୬୦ ଲକ୍ଷର ଚାକିରି
ୱାଶିଂଟନ: ବହୁତ ଲୋକ ନିଜ ଘରେ ଗୃହପାଳିତ ପ୍ରାଣୀ(ପେଟ୍)ଙ୍କୁ ରଖିଥାନ୍ତି। ସେମାନେ ପ୍ରାଣୀଙ୍କୁ ଏତେ ଭଲ ପାଆନ୍ତି ଯେ, ତାଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥା’ନ୍ତି। ହେଲେ ଅନେକ ସମୟରେ ସେମାନେ ତାଙ୍କ ପେଟ୍ଙ୍କ ଭାଷା ବୁଝିବାରେ ସକ୍ଷମ ହୋଇ…
ମାଇକ୍ରୋସଫ୍ଟରେ ଯୋଗଦେବେ ଅଲ୍ଟମ୍ୟାନ
ଓ୍ବାଶିଂଟନ,୨୧।୧୧: ଓପନ୍ଏଆଇରୁ ବହିଷ୍କୃତ ହୋଇଥିବା ପୂର୍ବତନ ସିଇଓ ସାମ୍ ଅଲ୍ଟମ୍ୟାନ୍ ଏବଂ ପଦ ଛାଡ଼ିଥିବା ପୂର୍ବତନ ଅଧ୍ୟକ୍ଷ ଗ୍ରେଗ୍ ବ୍ରୋକ୍ମ୍ୟାନ୍ ମାଇକ୍ରୋସଫ୍ଟରେ ଯୋଗଦେଇ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ଗବେଷଣା କରୁଥିବା ନୂଆ ଟିମ୍ର ନେତୃତ୍ୱ ନେବେ। ମାଇକ୍ରୋସଫ୍ଟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ…
ଇନ୍ଦୋର ଜନ୍ମିତ ରାଜେଶ ଅଗ୍ରଓ୍ବାଲ ବ୍ରିଟେନ୍ ଏମ୍ପି ପ୍ରାର୍ଥୀ
ଲଣ୍ଡନ,୨୧ା୧୧: ଇନ୍ଦେର ଜନ୍ମିତ ଉଦ୍ୟୋଗୀ ତଥା ଲଣ୍ଡନ୍ର ଡେପୁଟି ମେୟର (ବିଜ୍ନେସ୍) ରାଜେଶ ଅଗ୍ରଓ୍ବାଲ୍ ବ୍ରିଟେନରେ ଆଗାମୀ ସାଧାରଣ ନିର୍ବାଚନରେ ଲିସେଷ୍ଟର ଇଷ୍ଟ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ବିରୋଧୀ ଦଳ ଲେବର ପାର୍ଟି ୪୬ ବର୍ଷୀୟ ଅଗ୍ରଓ୍ବାଲଙ୍କୁ ପାର୍ଲାମେଣ୍ଟ ନିର୍ବାଚନ ପାଇଁ…
ବିରାଟଙ୍କ ଉଇକେଟ ପରେ ଦର୍ଶକଙ୍କ ନୀରବତା ଦେଇଥିଲା ଆତ୍ମସନ୍ତୁଷ୍ଟ: ଅଷ୍ଟ୍ରେଲିଆ ଅଧିନାୟକ କୁମିନ୍ସ
ନୂଆଦିଲ୍ଳୀ,୨୧ା୧୧: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିଥିଲା। ବିଶ୍ୱକପ ବିଜୟ ମଧ୍ୟରେ ବିରାଟ କୋହଲିଙ୍କ ଉଇକେଟ ଆତ୍ମସନ୍ତୁଷ୍ଟି ପ୍ରଦାନ କରିଥିଲା ବୋଲି କହିଛନ୍ତି କୁମିନ୍ସ। ଏହି ଉଇକେଟ ପତନ ପରେ ୯୦…
ପାଣି ଟାଙ୍କିରୁ ୨ କଙ୍କାଳ ଜବତ: ଲୋକେ କହୁଛନ୍ତି ମାନବ କଙ୍କାଳ, ପୋଲିସ କହିଲା ମାଙ୍କଡ଼ର
ଯାଜପୁର ସଦର, ୨୦ା୧୧ (ସମର ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ପଞ୍ଚାୟତର ନିଶ୍ଚନ୍ତା ଗ୍ରାମ ନିକଟରେ ନିର୍ମାଣାଧୀନ ପାନୀୟ ଜଳଯୋଗାଣ ପ୍ରକଳ୍ପର ଟାଙ୍କି ଭିତରୁ ସୋମବାର ପୂର୍ବାହ୍ନରେ ୨ଟି କଙ୍କାଳ ଜବତ ହୋଇଛି। ତାହା ମାନବକଙ୍କାଳ ବୋଲି ସ୍ଥାନୀୟ…
ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ
ଯୋଡ଼ା,୨୦ା୧୧(ମାନସ ମହାନ୍ତି): ଶିଳ୍ପ ଓ ଖଣି ସମୃଦ୍ଧ ଜିଲା କେନ୍ଦୁଝରର ଯୋଡ଼ା ବ୍ଲକ୍ ଜଲହରି ଗ୍ରାମ ପଞ୍ଚାୟତର ନୂଆ କଲୋନୀ ନିବାସୀ ନରେଶ ପାତ୍ର କାମ ଅନ୍ବେଷଣରେ ଯାଇ ତାମିଲନାଡୁରେ ନିଖୋଜ ହୋଇଯାଇଛନ୍ତି। ପ୍ରାୟ ୧୫ ଦିନ ହେବ ତାଙ୍କର କୌଣସି…
ନିର୍ବାଚନ ହେଉଥିବା ୫ ରାଜ୍ୟରୁ ୧,୭୬୦ କୋଟିର ନିଶାଦ୍ରବ୍ୟ, ନଗଦ ଅର୍ଥ ଜବତ
ନୂଆଦିଲ୍ଲୀ,୨୦ା୧୧: ନିର୍ବାଚନ ଅନୁଷ୍ଠିତ ହେଉଥିବା ୫ ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା ୧,୭୬୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଡ୍ରଗ୍ସ, ମଦ, ମୂଲ୍ୟବାନ୍ ଧାତୁ ଓ ନଗଦ ଅର୍ଥ ଜବତ ହୋଇଥିବା ନିର୍ବାଚନ କମିଶନ ସୋମବାର କହିଛନ୍ତି। ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲକ୍ଷ୍ୟରେ…
ଚୋରା ଚାଲାଣ ବେଳେ ୬୦ କୁଇଣ୍ଟାଲ କୋଇଲା ଜବତ
ବାସୁଦେବପୁର,୨୦।୧୧ (ନାରାୟଣ ପ୍ରସାଦ ବାରିକ୍)-ଭଦ୍ରକ ଜିଲା ବାସୁଦେବପୁର- ଧାମରା ରାସ୍ତାର ବେତଡ଼ା ନିକଟରୁ ଚୋରା ଚାଲାଣ ବେଳେ ୬୦ କୁଇଣ୍ଟାଲ କୋଇଲା ସହ ୨ଟି ପିକ୍ଅପ୍ ଗାଡ଼ି ବାସୁଦେବପୁର ପୋଲିସ ଜବତ କରିଛି। ଚୋରାରେ ଏହି କୋଇଲା ଚାଲାଣ ହେଉଥିବା ଖବରପାଇ…
Archives


