Home Left

ବିଓବିର ‘ବରୋଦା କିଷାନ୍‌ ପଖୱାଡ଼ା’ ଉଦ୍‌ଯାପିତ

ଭୁବନେଶ୍ୱର,୧୩।୧: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ତଥା କୃଷକଙ୍କ ସହିତ ବ୍ୟାଙ୍କର ବାର୍ଷିକ ଯୋଗାଯୋଗ କାର୍ଯ୍ୟକ୍ରମ ‘ବରୋଦା କିସାନ୍‌ ପଖୱାଡ଼ା’ର ୬ଷ୍ଠ ସଂସ୍କରଣ ନିକଟରେ ସଫଳତାର ସହ ଶେଷ ହୋଇଛି। ବିଶେଷ କରି ଉକ୍ତ କାର୍ଯ୍ୟକ୍ରମ (କୃଷି ମହୋତ୍ସବ)…

ଆଡାସ୍‌ ଫିଚର ସହ କିଆର ଅତ୍ୟାଧୁନିକ କମ୍ପାକ୍ଟ ଏସ୍‌ୟୁଭ

ଭୁବନେଶ୍ୱର,୧୩।୧: କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ସୋନେଟ୍‌ର ବିକ୍ରୟ ଶୁଭାରମ୍ଭ ସହ ମୂଲ୍ୟ ଘୋଷଣା କରାଯାଇଛି। ଏପରିକି ସାରା ଦେଶରେ ନ୍ୟୁ ସୋନେଟ୍‌ର ମୂଲ୍ୟ (ଏକ୍ସ ଶୋ’ରୁମ୍‌) ୭.୯୯ ଲକ୍ଷ ଟଙ୍କାରୁ ଆରମ୍ଭ କରି ଏକ…

ଇଣ୍ଡସ୍‌ ଫୁଡ୍‌ ଏକ୍ସପୋରେ ରୁଚି ଷ୍ଟଲ୍‌

ଭୁବନେଶ୍ୱର,୧୩।୧: ଦକ୍ଷିଣ ପୂର୍ବ ଏସିଆର ବୃହତ୍‌ ଖାଦ୍ୟ ପ୍ରକିୟାକରଣ ଶିଳ୍ପ ପ୍ରଦର୍ଶନୀ ଇଣ୍ଡସ୍‌ ଫୁଡ୍‌ ଏକ୍ସପୋ-୨୦୨୪ରେ ରୁଚି ଫୁଡ୍‌ଲାଇନ୍‌ର ଆକର୍ଷଣୀୟ ଷ୍ଟଲ ସହ ଆନ୍ତର୍ଜାତିକ ବଜାରରେ କମ୍ପାନୀ ତା’ର ବାଣିଜି୍ୟକ ଉପସ୍ଥିତି ଜାହିର କରିଛି। ଏପରିକି ଗ୍ରେଟର ନଏଡାର ଇଣ୍ଡିଆ ଏକ୍ସପୋଜିସନ୍‌ ମାର୍ଟଠାରେ…

ମନୋରଞ୍ଜନ ପାଇଁ ଭାଙ୍ଗର ବ୍ୟବହାର ଉପରେ ଲାଗିଲା ରୋକ, କେବଳ ମେଡିସିନ ପାଇଁ ହେବ ବ୍ୟବହାର

ବ୍ୟାଙ୍କକ,୧୩।୧: ଭାଙ୍ଗ ବ୍ୟବହାରକୁ ନେଇ ଥାଇଲାଣ୍ଡ ସରକାର କଡା ନିଷ୍ପତ୍ତି ନେଇଛନ୍ତି। ସରକାର କହିଛନ୍ତି ଯେ ଭାଙ୍ଗ ବା କାନବିଜକୁ ମନୋରଞ୍ଜନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। ନୂଆ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଔଷଧ କିମ୍ବା ଅନ୍ୟାନ୍ୟ ଚିକିତ୍ସା ଆବଶ୍ୟକତା ପୂରଣ…

ମ୍ୟାଚ୍‌ ଖେଳିବାକୁ ହେଲିକପ୍ଟରରେ ଆସିଲେ ଷ୍ଟାର କ୍ରିକେଟର ଡେଭିଡ୍‌ ଓ୍ବାର୍ନର

ସିଡ୍‌ନୀ,୧୨ା୧: ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ରେ ସିଡ୍‌ନୀ ଥଣ୍ଡର୍ସ ତରଫରୁ ଖେଳିବା ଲାଗି ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଡେଭିଡ୍‌ ଓ୍ବାର୍ନର ହେଲିକପ୍ଟର ଯୋଗେ ଆସି ଆଇକନିକ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ପହଞ୍ଚି ଥିଲେ। ନିକଟରେ ଟେଷ୍ଟ କ୍ରିକେଟରୁ ତାଙ୍କର ଅବସର…

ଆଜିଠୁ ମହିଳା ହକି ଅଲିମ୍ପିକ କ୍ୱାଲିଫାୟର୍ସ: ୟୁଏସ୍‌ଏକୁ ଭେଟିବ ଭାରତ

ରାଞ୍ଚି,୧୩ା୧: ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସ ଟୁର୍ନାମେଣ୍ଟ ଶନିବାର ଆରମ୍ଭ ହେବ। ଉଦ୍‌ଘାଟନୀ ଦିବସରେ ଭାରତ ଏହାର ପ୍ରଥମ ମୁକାବିଲାରେ ୟୁଏସ୍‌ଏକୁ ଭେଟି ଏହାର ଅଭିଯାନ ଆରମ୍ଭ କରିବ। ଭାରତ ପ୍ରତିଯୋଗିତାରେ ପ୍ରଥମ ମ୍ୟାଚ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ) ବିପକ୍ଷରେ ଖେଳିବ। ଆୟୋଜକ ଭାରତ…

ଉତ୍କଳ ଓପନ ଟେନିସ୍‌ ଆରମ୍ଭ: ଯୋଗଦେଇଛନ୍ତି ୨୫୦ ଖେଳାଳି

ଭୁବନେଶ୍ୱର,୧୩।୧(ତପନ ସ୍ବାଇଁ): ଏସିଇ ଟେନିସ କ୍ଲବ ଆନୁକୂଲ୍ୟରେ ଉତ୍କଳ ଓପନ ଟେନିସ ଟୁର୍ନାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ୩ ଦିନ ବିଶିଷ୍ଟ ଏହି ପ୍ରତିଯୋଗିତାରେ ରାଜ୍ୟର ୨୫୦ ଖେଳାଳି ଅଂଶଗ୍ରହଣ କରିଛନ୍ତି। ୮ ବର୍ଗରେ ପ୍ରତିଯୋଗିତା ପାଇଁ ୩.୨୦ ଲକ୍ଷ…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଅମିତାଭ, ରଜନିକାନ୍ତ ହେବେ ବିଶେଷ ଅତିଥି, ୩୦୦ ଶ୍ରମିକ-ଭିକାରିଙ୍କୁ କରାଯାଇଛି ନିମନ୍ତ୍ରଣ

ଅଯୋଧ୍ୟା,୧୩।୧: ସମାଜର ପ୍ରତ୍ୟେକ ବିଶିଷ୍ଠ ଏବଂ ସାଧାରଣ ବର୍ଗ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ପ୍ରତିନିଧିତ୍ୱ କରିବେ। ୭ ହଜାରରୁ ଅଧିକ ଅତିଥିଙ୍କ ମଧ୍ୟରୁ ୪ ହଜାର ଧର୍ମଚାର୍ଯ୍ୟ, ୩ହଜାରରୁ ଅଧିକ ଗୃହସ୍ଥ ଏବଂ ଅନ୍ୟମାନେ ବିଭିନ୍ନ ବର୍ଗର ଅତିଥି ରହିବେ।…

ସମ୍ମାନ ରଖିଲେ ଶୁଭ୍ରାଂଶୁ, ଧୂପର

ଭୁବନେଶ୍ୱର, ୧୩।୧(ତପନ ସ୍ବାଇଁ): ଇନ୍ଦୋରସ୍ଥିତ ଇମରଲାଣ୍ଡ ହାଇଟ୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ଗ୍ରାଉଣ୍ଡରେ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଆରମ୍ଭ ହୋଇଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଶୁଭ୍ରାଂଶୁ ସେନାପତି ଓ ରାଜେଶ ଧୂପର ଶତକୀୟ ଭାଗୀଦାରି…

ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ମୁଖ୍ୟ ସଚିବଙ୍କୁ କ୍ଲିନ ଚିଟ ଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୩।୧: ଜାନୁଆରୀ ୫, ୨୦୨୨ ରେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭାଗବତ ମନ ପୂର୍ବତନ ରାଜ୍ୟ ସଚିବ ଅନିରୁଦ୍ଧ ତିୱାରୀଙ୍କୁ ଏକକ୍ଲିନ ଚିଟ ଦେଇଛନ୍ତି। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ଏକ…

ବିଜୟ ସହ ଓଡ଼ିଶା ଏଫ୍‌ସିର ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୩।୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଏଫ୍‌ସି ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଡ଼ିଶା ଦଳ ୧-୦ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ…

ଡାକ୍ତରଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୧୩ା୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳର ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଶୁକ୍ରବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)୩ ରାଜ କୁମାର ଦାଶ ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷୀକେଶ ତ୍ରିପାଠୀ, ସହଯୋଗୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri