ସାର୍ବଜନୀନ ସ୍ଥାନରେ ଚଳନ୍ତା ଗାଡି ଉପରେ ଫୁଟାଇଲେ ବାଣ, ଆଉ ତା’ ପରେ…
ନୋଏଡା,୧୨।୧: ଗ୍ରେଟର ନୋଏଡା ଫେଜ୍-୨ କ୍ଷେତ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାଙ୍ଗ ଝିଅର ଜନ୍ମଦିନକୁ ଯାଉଥିବା କିଛି ଯୁବକମାନେ ଗାଡିର ଛାତରେ ବାଣ ଫୁଟାଇଛନ୍ତି। ସର୍ବସାଧାରଣ ସ୍ଥାନରେ ଅର୍ଥାତ୍ ଟ୍ରାଫିକ୍ରେ ଏପରି କାଣ୍ଡ ଘଟିବାରୁ ଆଖପାଖରେ ଯାଉଥିବା ଲୋକମାନେ…
ଡାକ୍ତରମାନେ ସ୍ପଷ୍ଟ ହସ୍ତାକ୍ଷରରେ ଚିଠା ଲେଖିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୨।୧(ଅସମାପିକା ସାହୁ): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଡାକ୍ତରମାନଙ୍କୁ ପରିଷ୍କାର ଅକ୍ଷରରେ ଲେଖିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏନେଇ ରାଜ୍ୟ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ଅର୍ଡର ଜାରି କରିଛି। ଡାକ୍ତରୀ ଚିଠା,…
୧୩ ତାରିଖ ପରୀକ୍ଷା ୨୪ରେ ହେବ
ସମ୍ବଲପୁର,୧୧ା୧(ପ୍ରମୋଦ ବହିଦାର): ସମ୍ବଲପୁର ମନ୍ଦଲିଆ ପଡ଼ିଆରେ ଶନିବାର ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ) ସମେତ ଜିଲାର ୭୦ ଶିକ୍ଷାନୁଷ୍ଠାନର ପ୍ରାୟ ୧୦,୪୦୦ ଛାତ୍ରୀଛାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ…
ଛୁଟିରେ ଅଧିକାରୀ, ଦରମା ନ ପାଇ ହଟହଟା କର୍ମଚାରୀ
ବୈପାରିଗୁଡ଼ା,୧୨ା୧୧ (କଳ୍ପତରୁ ମହାନ୍ତି): ଅଧିକାରୀ ଛୁଟିରେ ଥିବାରୁ ବୈପାରିଗଡ଼ା ବ୍ଲକ୍ରେ କାର୍ଯ୍ୟରତ ଗଣଶିକ୍ଷକ ଓ ଏକ୍ସ କ୍ୟାଡର ଶିକ୍ଷକମାନେ ଡିସେମ୍ବର ମାସର ଦରମା ଏ ଯାଏ ପାଇନାହାନ୍ତି। ଅଧିକାରୀ କେବେ ଆସିବେ କେବେ କର୍ମଚାରୀଙ୍କୁ ଦରମା ମିଳିବ ସେନେଇ ଅନିଶ୍ଚିତତା ଦେଖାଦେଇଛି…
Bullet Train: ୨୦୨୬ରେ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍, ସର୍ବପ୍ରଥମେ ଏହି ଦୁଇ ସହରରୁ ହେବ ଆରମ୍ଭ
ଗାନ୍ଧିନଗର,୧୨।୧: ଭାରତରେ ପ୍ରଥମ ବୁଲେଟ୍ ଟ୍ରେନ୍ ୨୦୨୬ରୁ ଗଡ଼ିବା ଆରମ୍ଭ ହେବ। ଏହି ଟ୍ରେନ୍ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ। ତା ସହ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ମେମୋରି ଚିପ୍ ୨୦୨୪ରୁ ବଣ୍ଟା ଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ…
Aadhaar Update: ଆବେଦନର କେତେଦିନ ପରେ ଆଧାରରେ ନୂଆ ତଥ୍ୟ ହୋଇଯାଇଥାଏ ଅପଡେଟ୍, UIDAI ଦେଲା ସୂଚନା…
ନୂଆଦିଲ୍ଲୀ,୧୨।୧: ବର୍ତ୍ତମାନ ସମୟରେ ଆଧାର କାର୍ଡ ସବୁଠାରୁ ଦରକାରୀ କାଗଜପତ୍ର ଭାବେ ପରିଗଣିତ ହେଉଛି। ଏହା ନ ଥିଲେ କୌଣସି ଟଙ୍କା ନେଣଦେଣ ତଥା ସରକାରୀ ଯୋଜନାର ଲାଭ ଉଠାଇପାରିବା ମୁସ୍କିଲ। ତେବେ ପ୍ରତି ୧୦ ବର୍ଷରେ ଆଧାରକୁ ଅପଡେଟ୍ କରିବା…
ତେଜିଲା ପଦ୍ମପୁର ଜିଲା ଦାବି, ୧୬ରେ ୧୨ ଘଣ୍ଟିଆ ବନ୍ଦ
ପାଇକମାଳ,୧୨ା୧(ବଡ ଶତପଥି): ବରଗଡ଼ ଜିଲା ପାଇକମାଳସ୍ଥିତ ନୃସିଂହନାଥ ଧର୍ମଶାଳାଠାରେ ପଦ୍ମପୁର ଜିଲା ଗଠନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ଆଇନଜୀବୀ ରାମରତନ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଇକମାଳ ନାଗରିକ କମିଟି, ବଣିକ ସଂଘ,…
Fraud Alert: ଭୁଲ୍ରେ ବି *401# ନମ୍ବର ଡାଏଲ୍ କରି କରନ୍ତୁ ନାହିଁ ଫୋନ୍କଲ୍; ଠକେଇରେ ପଡ଼ିବେ…
ଦିନକୁ ଦିନ ସୋସିଆଲ ମିଡିଆ ବ୍ୟବହାର ବଢ଼ି ଚାଲିଛି। ଠିକ୍ ସେହିଭଳି ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଏଣୁ ଇଣ୍ଟରନେଟ୍ ବ୍ୟବହାର ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। କାରଣ ସାଇବର ଠକମାନେ ଜାଲ ବିଛାଇ ଠକିବାକୁ ଯୋଜନା ପ୍ରସ୍ତୁତ…
ବିପଦସଙ୍କୁଳ ଗୃହରେ ଶିକ୍ଷାଦାନ: ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ
ଚମ୍ପୁଆ,୧୨ା୧(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ସଦର ମହକୁମାସ୍ଥିତ ବ୍ଲକ୍ କଲୋନୀ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। ଶ୍ରେଣୀଗୃହ ଛାତରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଦେଖାଯାଇଛି। ସରକାର ଶିକ୍ଷାର ଉନ୍ନତି ପାଇଁ ନାନା…
Viral Video: ଫଟୋ ଉଠାଇବାର ଏଭଳି ନିଶା ଯେ ପିଲାଙ୍କୁ କୁମ୍ଭୀର ପାଖରେ ଛିଡ଼ା କଲେ ବାପା, ଭିଡିଓ ଦେଖି ତାତିଲେ ଲୋକେ…
ପିତାମାତା ପିଲାଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ବିଶେଷକରି ନିଜ ସନ୍ତାନ ବିପଦରେ ପଡ଼ିଲେ ବାପାମାନେ ଆଗକୁ ଆସି ସେଥିରୁ ରକ୍ଷା କରିଥାନ୍ତି। ହେଲେ ଏବେ ଜଣେ ବାପା ସାମାନ୍ୟ ଫଟୋ ଲାଗି ପିଲାମାନଙ୍କ ଜୀବନ ବିପଦରେ ପକାଇବାକୁ…
ଦୀର୍ଘ ଦିନ ପରେ କେରାଣ୍ଡିରେ ଚାଲିଲା ବୋଟ୍
କୋରାପୁଟ,୧୨ା୧(ଅମିତାଭ ବେହେରା): କୋରାପୁଟ ଜିଲା ସେମିଲିଗୁଡା ବ୍ଲକ ଚାରାଙ୍ଗୁଳ ପଞ୍ଚାୟତ ଲେଞ୍ଜିଗୁଡାଠାରେ ଥିବା କେରାଣ୍ଡି ନଦୀରେ ବୋଟ୍ ଚାଲିବା ନେଇ ବହୁବାର ଦାବି ପରେ ଯନ୍ତ୍ରଚଳିତ ବୋଟକୁ ପ୍ରଶାସନ ପକ୍ଷରୁ ପୁନଃଚାଳିତ କରାଯାଇଛି। ସେମିଲିଗୁଡା ବ୍ଲକ ଅଧୀନରେ ଥିବା ଚାରାଙ୍ଗୁଳା ଗ୍ରାମରୁ…
VIDEO: ଚାକିରିଆଙ୍କୁ ଷ୍ଟ୍ରିଟ୍ ଫୁଡ୍ ଦୋକାନୀଙ୍କ କଟାକ୍ଷ-କମ୍ ପଢ଼ିଥିଲି ବୋଲି ଅଧିକ ରୋଜଗାର କରୁଛି, ନହେଲେ ୩୦-୪୦ ହଜାର ପକେଟକୁ ଆସିଥାନ୍ତା
କର୍ପୋରେଟ୍ରେ କାମ କରୁଥିବା କର୍ମଚାରୀମାନଙ୍କ ଜୀବନ ଚାକିରିରେ ହିଁ ସୀମିତ ଥାଏ। ସକାଳୁ ସଞ୍ଜ ଯାଏ କାମ କରିବା ତାଙ୍କ ଦୈନିକ ଜୀବନଚର୍ଯ୍ୟା ପାଲଟିଯାଏ। ହେଲେ ଦରମା ତାଙ୍କର ସୀମିତ ଥାଏ। ଏହି କ୍ରମରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି…
Archives


