Home Left

କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାଉଣ୍ଟର ଖୋଲୁ ଖୋଲୁ ରୋଗୀ ଦେଖା ପାଇଁ ଟିକେଟ ଶେଷ

ନ୍ଦୁଝର,୯।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ଟିକେଟ କାଉଣ୍ଟର ଖୋଲୁ ଖୋଲୁ ସରି ଯାଉଛି। ଫଳରେ ଦୂର ଦୂରାନ୍ତରୁ ଆସୁଥିବା ଏବଂ ଲାଇନରେ ଦୀର୍ଘ ସମୟ ଧରି ଠିଆ ହେଉଥିବା ରୋଗୀଙ୍କୁ ଟିକେଟ ମିଳୁ ନ ଥିବାରୁ ନିରାଶ…

ପ୍ରାତଃଭୋଜନରେ ଚୁଡ଼ାଦହି ଖାଇବା ସ୍ବାସ୍ଥ୍ୟପକ୍ଷେ ବେଶ ଉପକାରୀ, ଲାଭ ଜାଣିଲେ କହିବେ ‘ସବୁଦିନ ଖାଇବି’

ସମୟ ବଦଳିବା ସହ ବଦଳୁଛି ଆଜିକାଲି ଯୁବପୀଢ଼ିଙ୍କ ଜୀବନଶୈଳୀ। ତଦନୁଯାୟୀ ପାରମ୍ପରିକ ଖାଦ୍ୟପଦାର୍ଥର ସ୍ଥାନ ନେଉଛି ବିଦେଶୀ ବ୍ୟଞ୍ଜନ। ଏସବୁ ସତ୍ତ୍ୱେ ଚାଲିଆସୁଥିବା କିଛି ପ୍ରଥା ଫିଟ୍‌ ରହିବାର ନୂଆ ତରିକା ଶିଖାଉଛି। ଠିକ୍‌ ସେଭଳି ଏକ ଖାଦ୍ୟ ହେଲା ‘ଚୁଡ଼ା…

ସପ୍ତାହେ ମଧ୍ୟରେ ଦ୍ୱିତୀୟ ସନ୍ନ୍ୟାସ: ଏବେ ଦକ୍ଷିଣ ଆଫ୍ରିକାର ଏହି ବ୍ୟାଟ୍ସମ୍ୟାନ୍‌ କଲେ ଅବସର ଘୋଷଣା

କେପ୍‌ଟାଉନ୍‌,୯।୧: ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ହେନେରିକ୍‌ କ୍ଲାସେନ୍‌ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଛନ୍ତି। ୨୦୧୯ରେ ଭାରତ ବିପକ୍ଷରେ ଏହି ୩୨ ବର୍ଷୀୟ କ୍ରିକେଟର ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ନିଜର ସଂକ୍ଷିପ୍ତ କ୍ୟାରିୟରରେ ସେ ୪…

ବଢିବ ଅଙ୍ଗନବାଡି, ଆଶାକର୍ମୀଙ୍କ ଦରମା, ଘୋଷଣା କଲେ ୫ଟି ଅଧ୍ୟକ୍ଷ

ଭୁବନେଶ୍ୱର,୯।୧: ବଢିବ ଅଙ୍ଗନବାଡି, ଆଶକର୍ମୀଙ୍କ ଦରମା । ଖୁବ୍‌ଶୀଘ୍ର ଦରମା ବୃଦ୍ଧି ନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବରଙ୍ଗପୁର ରାଇଘରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏନେଇ ବଡ ଘୋଷଣା କରିଛନ୍ତି । ସେହିପରି ମଧୁବାବୁ ପେନସନ ମଧ୍ୟ…

ନିରବିଲେ ‘ଆଓଗେ ଜବ୍‌ ତୁମ୍‌ ଓ ସାଜ୍‌ନା’ ଗାୟକ ଉସ୍ତାଦ ରଶିଦ ଖାନ୍‌, ୫୫ ବର୍ଷରେ ପରଲୋକ

କୋଲକାତା: ଖ୍ୟାତନାମା ଗାୟକ ଉସ୍ତାଦ ରଶିଦ ଖାନ୍‌ ଆଉ ନାହାନ୍ତି। ଦୀର୍ଘ ବର୍ଷ ଧରି କ୍ୟାନ୍‌ସର ସହ ଲଢ଼େଇରେ ହାରି ଯାଇଛନ୍ତି ସେ। କୋଲକାତାର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ମଙ୍ଗଳବାର ସେ ଆଖି ବୁଜିଛନ୍ତି। ମୃତ୍ୟୁ…

ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ

ଅଯୋଧ୍ୟା,୯।୧: ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଜାନୁଆରୀ ୨୨ରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ମଙ୍ଗଳବାର ଗର୍ଭଗୃହରେ ପ୍ରଥମ ସ୍ବର୍ଣ୍ଣ କବାଟ ଲାଗିଛି। ଏହିଭଳି ଆଉ ୧୩ ସୁନାର କବାଟ ଲାଗିବାକୁ ଥିବା ବେଳେ ୩ ଦିନ ମଧ୍ୟରେ କାର୍ଯ୍ୟ ଶେଷ…

Viral video: ସ୍ବଳ୍ପ ଟଙ୍କା ବିନିମୟରେ ସୋଲାର କାର୍‌ ପ୍ରସ୍ତୁତ କଲେ ଏହି ଯୁବକ, ଦେଖିଲେ ଏଲନ ମସ୍କ ବି ଚକିତ ହେବେ…

ଭାରତରେ ପ୍ରତିଭାର ଅଭାବ ନାହିଁ। ସୋସିଆଲ ମିଡିଆରେ ପ୍ରତ୍ୟେହ ଦେଶୀ ଉଦ୍ଭାବନର ଶହ ଶହ ଭିଡିଓ ଭାଇରାଲ ହୋଇଥାଏ, ଯାହା ଚକିତ କରିଥାଏ। ଠିକ୍‌ ଏଭଳି ଏକ ଘଟଣାକ୍ରମରେ ଜଣେ ଯୁବକ ସୋଲାର ଚାଳିତ କାର୍‌ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି।…

Video: ମରୁଭୂମିରେ ହଠାତ୍‌ ପାଣି ଦେଖି ନାଚିବାକୁ ଲାଗିଲେ ଓଟ, ହୃଦୟ ଜିଣୁଛି ଦୃଶ୍ୟ…

କଥାରେ ଅଛି ଜଳ ହିଁ ଜୀବନ। ବହୁତ ଏ କଥାକୁ ହୃଦବୋଧ କରିପାରନ୍ତି। ସେଥିପାଇଁ ତ ପାଣୀ ଅପଚୟ କରିବା ପୂର୍ବରୁ ଥରଟିଏ ବି ଚିନ୍ତା କରନ୍ତି ନାହିଁ। ହେଲେ ଥରେ ମରୁଭୂମି କଥା ଭାବନ୍ତୁ ତ। ସେଠାରେ ବସବାସ କରୁଥିବା…

ପୋଷା କୁକୁରକୁ ବୁଲାଇ ନେବା ପାଇଁ ଛାଡିଦେଲେ ସରକାରୀ ଚାକିରୀ, ରିଜାଇନ ଲେଟରରେ ଦେଲେ ଏପରି କାରଣ

ବର୍ଲିନ,୯।୧: ଯଦି କୌଣସି ଟ୍ରିପ୍‌ରେ ଯିବା ପାଇଁ ଆପଣଙ୍କୁ ଚାକିରୀ ଛାଡି ଦେବାକୁ କୁହାଯାଏ, କ’ଣ ଆପଣ ଚାକିରୀ ଛାଡିଦେବେ? ନୁହେଁ ନା। ସାଧାରଣତଃ ଟ୍ରିପ୍‌ କିମ୍ବା ଭ୍ୟାକେଶନ କଥା ଉଠିଲେ ଲୋକଙ୍କ ପାଟିରୁ ବାହାରିଥାଏ, ମାଲିକ କିମ୍ବା ଅଫିସରେ ବୁଝି…

ଆଇଟି ବିଭାଗର ୧୦୦ରୁ ଅଧିକ ଅଧିକାରୀ ୬ ଦିିନ ଧରି ଖୋଜୁଛନ୍ତି କ’ଣ, କାହା ବିରୋଧରେ ସଂଗ୍ରହ ହେଉଛି ପ୍ରମାଣ ?…

ନୂଆଦିଲ୍ଲୀ,୯।୧ : ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ଆଇଟି ବିଭାଗର ୧୦୦ରୁ ଅଧିକ ଅଧିକାରୀ ବିଭିନ୍ନ ସ୍ଥାନରରେ ଚଢ଼ାଉ ଜାରି ରଖିଛନ୍ତି। ଚଢ଼ାଉ କୌଣସି ନେତା କିମ୍ବା ରାଜନେତାଙ୍କ ଘରେ ନୁହେଁ ବରଂ ବିଲଡରଙ୍କ ଘରେ ଚାଲିଛି। ଆୟକର…

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୬

ଟୋକିଓ,୯।୧: ପୁଣିଥରେ ଜାପାନରେ ଭୂକମ୍ପ ଝଟକା। ମଙ୍ଗଳବାର ଜାପାନର ହୋନସୁର ପଶ୍ଚିମ ଉପକୂଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ରେକର୍ଡ କରାଯାଇଛି। ତେବେ ଭୂକମ୍ପ ଫଳରେ ଏ ପର୍ଯ୍ୟନ୍ତ କୌଣସିି କ୍ଷୟକ୍ଷତି ଖବର ମିଳିନାହିଁ।…

୩୦ ବର୍ଷ ହେବ ‘ମୌନ ବ୍ରତ’ କରିଛନ୍ତି ଏହି ମହିଳା: ଜାନୁୟାରୀ ୨୨ରେ ଭାଙ୍ଗିବେ

ରାଞ୍ଚି,୯।୧: ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ। ଝାଡଖଣ୍ଡର ଜଣେ ୮୫ ବର୍ଷ ବୟସ୍କା ବୃଦ୍ଧା ତିନି ଦଶନ୍ଧି ଧରି ରଖିଥିବା ‘ମୌନ ବ୍ରତ’ ଭାଙ୍ଗିବେ। ୧୯୯୨ରେ ବାବ୍ରି ମସଜିଦ ଭାଙ୍ଗି ଦିଆଯାଇଥିଲା, ସେହି ଦିନ ସରସ୍ବତୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri